Browsing Category

ଦେଶ ବିଦେଶ

ଟିଏମସି ଉପରେ ପୁଣି ଚଡକ, ତୃଣମୁଳ କଂଗ୍ରେସର ହାଇପ୍ରୋଫାଇଲ ନେତା ଅନୁବ୍ରତ ମଣ୍ଡଳଙ୍କ ବାନ୍ଧିଲା ସିବିଆଇ। 

କନକ ବ୍ୟୁରୋ: ପଶ୍ଚିମବଙ୍ଗର ପୂର୍ବତନ ମନ୍ତ୍ରୀ ପାର୍ଥ ଚାଟାର୍ଜୀ ପରେ ଏବେ ଆଉ ଜଣେ ଟିଏମସି ନେତା ବନ୍ଧା ହେଲେ । ତୃଣମୃଳ କଂଗ୍ରେସର ହାଇପ୍ରୋଫାଇଲ ନେତା ଅନୁବ୍ରତ ମଣ୍ଡଳଙ୍କୁ ଗୁରୁବାର ସକାଳୁ ଗିରଫ କରିଛି ସିବିଆଇ । ଗୋରୁ ଚାଲାଣ ଅଭିଯୋଗ ଆଧାରରେ ଗିରଫ କରଯାଇଛି । ଏହା ପୂର୍ବରୁ ଜେରା…
Read More...

୨୦୨୪ ନିର୍ବାଚନ ଉପରେ ବିଜେପିର ଆଖି, ସୁନୀଲ ବଂଶଲଙ୍କୁ ୩ ରାଜ୍ୟର ଦାୟିତ୍ୱ।

କନକ ବ୍ୟୁରୋ: ୨୦୨୪ ଲୋକସଭା ନିର୍ବାଚନକୁ ଆଖିରେ ରଖି ଏବେଠୁ ଗୋଟି ଚଳାଇଛି ବିଜେପି । ଉତରପ୍ରଦେଶ ଭଳି ବଡ ରାଜ୍ୟରେ ଲଗାତାର ଦୁଇ ଥର ବିଜେପି ସରକାର ଗଠନ ପଛରେ ପ୍ରମୁଖ ଭୂମିକା ଥିବା ସୁନୀଲ ବଂଶଲଙ୍କୁ ୩ ରାଜ୍ୟର ପ୍ରଭାରୀ କରିଛି ବିଜେପି । ଦୀର୍ଘ ସମୟ ଧରି ସରକାରରେ ନ ଥିବା ତେଲେଙ୍ଗାନା,…
Read More...

ଆମିରଙ୍କ ଫିଲ୍ମକୁ ବୟକଟ ପାଇଁ ଚାଲିଛି କ୍ୟାମ୍ପେନ: ପୁରୁଣା ବୟାନ ପାଇଁ, ନୂଆ ଫିଲ୍ମକୁ ବୟକଟ କରିବାକୁ ଦାବି

କନକ ବ୍ୟୁରୋ: ହଲରେ ରିଲିଜ୍ ହୋଇଛି ଆମିର ଖାନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ଲାଲ ସିଂ ଚଡ୍ଡା । କିନ୍ତୁ ଫିଲ୍ମଟି ପରଦାକୁ ଆସିବା ପୂର୍ବରୁ ଏହାକୁ ବୟକଟ କରିବାକୁ ସୋସିଆଲ ମିଡିଆରେ ଯେଉଁ କ୍ୟାମ୍ପେନ ଚାଲିଛି ତାହା ଏବେ ଚର୍ଚ୍ଚାର ବିଷୟ ହୋଇଛି । ମିଷ୍ଟର ପରଫେକ୍ସନିଷ୍ଟ୍ଙ୍କ ଫିଲ୍ମ ଦେଖିବା…
Read More...

ମହାରାଷ୍ଟ୍ରରେ ବଡ ଧରଣର ଚଢାଉ, ଆୟକର ବିଭାଗର ମାଷ୍ଟରପ୍ଲାନ। 

କନକ ବ୍ୟୁରୋ: ମହାରାଷ୍ଟ୍ର ଜାଲାନାରେ ଏବେ ଏମିତି କିଛି କରିଛି ଆୟକର ବିଭାଗ ଯାହାକୁ ଶୁଣିଲେ ଯିଏ କେହିବି ଆଶ୍ଚର୍ଯ୍ୟ ହେବେ । ଟିକସ ଫାଙ୍କିଥିବା ସୂଚନା ପାଇବା ପରେ ଆୟକର ବିଭାଗର ଲକ୍ଷ୍ୟ ରଖିଥିଲା କିଭଳି କଳେବଳେ କୌଶଳେ ବିପୁଳପରିମାଣର କଳାଧନକୁ ଜବତ କରାଯିବ । ତେଣୁ ସିକ୍ରେଟ ମିଶନ…
Read More...

ବିଜେପିକୁ ତେଜସ୍ୱୀଙ୍କ ଟାର୍ଗେଟ, କହିଲେ ମିଛ କହିବାରେ ମାଷ୍ଟର ମୋଦୀ।

କନକ ବ୍ୟୁରୋ: ବିହାରରେ ଦେଖାଇଥିବା ରାଜନୈତିକ ଅସ୍ଥିରତାକୁ ନେଇ ଆରୋପ ପ୍ରତ୍ୟାରୋପ ଜାରି ରହିଥିବା ବିଜେପିକୁ ଟାର୍ଗେଟ କରିଛନ୍ତି ଉପ-ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ । ବିଜେପି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମିଛ କହିବାର ମାଷ୍ଟର ବୋଲି କହିଛନ୍ତି ତେଜସ୍ୱୀ  । ଚୋର, ଗୁଣ୍ଡାରାଜକୁ…
Read More...

ଯାତ୍ରୀବାହୀ ବିମାନ ଭିତରେ ସିଗାରେଟ ଟାଣିବା ପଡିଲା ମହଙ୍ଗା, ୟୁଟ୍ୟୁବର ବବି କଟାରିଆଙ୍କ ନାମରେ ମାମଲା

କନକ ବ୍ୟୁରୋ : ସ୍ପାଇସ୍ ଜେଟ ଯାତ୍ରୀବାହୀ ବିମାନ ଭିତରେ ସିଗାରେଟ ଟାଣି ଅଡୁଆରେ ପଡିଛନ୍ତି ୟୁଟ୍ୟୁବର ବବି କଟାରିଆ । ତାଙ୍କ ବିରୋଧରେ ଏବେ ଡେରାଡୁନ ଠାରେ ମାମଲା ରୁଜୁ ହୋଇଛି । ତାଙ୍କ ବିରୋଧରେ ଡେରାଡୁନ କୋର୍ଟ କୋତବାଲିରେ ଆଇପିସିର ଧାରା ୨୯୦,୫୧୦,୩୩୬, ୩୪୨ ଓ ୬୭ ଆଧାରରେ ମାମଲା ରୁଜୁ…
Read More...

ବରଯାତ୍ରୀ ବେଶରେ ଆସି କଲେ ଚଢ଼ାଉ: ଜବତ ହେଲାଣି ୩୯୦ କୋଟି ଟଙ୍କା

କନକ ବ୍ୟୁରୋ: ପଶ୍ଚିମବଙ୍ଗରେ ପାର୍ଥ ଅର୍ପିତାଙ୍କ ପାଖରୁ ୫୦ କୋଟିରୁ ଅଧିକ ନଗଦ ଟଙ୍କା ଜବତ ହେବା ଘଟଣା ମନରୁ ନଯାଉଣୁ ମହାରାଷ୍ଟ୍ରରେ ବି ଜଣେ ବ୍ୟବସାୟୀଙ୍କ ଘରୁ ଠାବ ହୋଇଛି ଟଙ୍କାର ପାହାଡ଼ । ଜାଲନାର କପଡ଼ା ଓ ରିୟଲଇଷ୍ଟେଟ୍ ବ୍ୟବସାୟୀଙ୍କ ଘରେ ଆୟକର ବିଭାଗ ଚଢାଉ କରି ୧୦୦ କୋଟିରୁ ଅଧିକ…
Read More...

ଗରିବଙ୍କ ଖାଇବା ଉପରେ ଟିକସ ନେଉଛ, ଧନୀଙ୍କୁ ୫ ଲକ୍ଷ କୋଟି ଟଙ୍କାର ଋଣ ଛାଡୁଛ । କେନ୍ଦ୍ର ଉପରେ ବର୍ଷିଲେ କେଜ୍ରିୱାଲ ।

କନକ ବ୍ୟୁରୋ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କେନ୍ଦ୍ର ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ଟାର୍ଗେଟ କରିବାକୁ ପଛାଉ ନାହାନ୍ତି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ‘ରେବଡି କଲଚର’ ପ୍ରସଙ୍ଗର ଜବାବ ଦେଇ କେଜ୍ରିୱାଲ କହିଛନ୍ତି, ସାଧାରଣ ଲୋକ ଏବେ ଠକିଯିବା ଭଳି ମନେ କରୁଛନ୍ତି । କାରଣ…
Read More...

ରାକ୍ଷୀ ବନ୍ଧନ ସହ ଆରମ୍ଭ ହେଲା ବ୍ୟାଙ୍କ ଛୁଟି, ଲଗାତର ଭାବେ ୬ ଦିନ ବନ୍ଦ ରହିବ ବ୍ୟାଙ୍କ

କନକ ବ୍ୟୁରୋ : ବିଶେଷ କରି ଅଗଷ୍ଟ ମାସରେ ପର୍ବପର୍ବାଣୀ ପାଇଁ ସର୍ବାଧିକ ଛୁଟି ରହିଥାଏ । ଯଦି ବ୍ୟାଙ୍କ ସହିତ ଜଡିତ ଆପଣଙ୍କ କିଛି କାମ ବାକି ରହିଛି ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । ଆଜି ରାକ୍ଷୀ ପୂର୍ଣ୍ଣମୀ ପାଇଁ ବ୍ୟାଙ୍କ ବନ୍ଦ ରହିଥିବା ବେଳେ ଆଗାମୀ ୬ ଦିନ ପର୍ଯ୍ୟନ୍ତ…
Read More...

“ମୁଁ ପୁଣି ଏକଛତ୍ରବାଦ ହୋଇଯିବି” ଜାଣନ୍ତୁ କର୍ମଚାରୀଙ୍କୁ କାହିଁକି ଏଭଳି ଚେତାବନୀ ଦେଲେ ମୁଖ୍ୟମନ୍ତ୍ରୀ ଷ୍ଟାଲିନ

କନକ ବ୍ୟୁରୋ : ନିଜର ନିଆରା ନିର୍ଣ୍ଣୟ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ କେ ଷ୍ଟାଲିନ୍ । ହେଲେ ଏବେ ସେ ରାଜ୍ୟର କର୍ମଚାରୀଙ୍କୁ ଏଭଳି କିଛି ଚେତାବନୀ ଦେଇଛନ୍ତି କି ଯାହାକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ସେ ରାଜ୍ୟ କର୍ମଚାରୀଙ୍କୁ…
Read More...