Browsing Category

ସ୍ପେଶାଲ୍ ରିପୋର୍ଟ

ଆଉ ଅଳ୍ପ ଦିନ ପରେ ଆପଣଙ୍କ ହାତକୁ ଆସିବ ୨୦ ଟଙ୍କିଆ ମୁଦ୍ରା ! ପ୍ରସ୍ତୁତ ହେଉଛି ଡିଜାଇନ୍

ଖୁବ ଶୀଘ୍ର ବଜାରକୁ ଆସିବ ୨୦ ଟଙ୍କିଆ ମୁଦ୍ରା । ଏହି ମୁଦ୍ରାର ଡିଜାଇନ୍ ଅନ୍ୟ ମୁଦ୍ରା ତୁଳନାରେ ବିଲକୁଲ ଭିନ୍ନ ତଥା ଆଧୁନିକ ହେବ । ୨୦ ଟଙ୍କିଆ ମୁଦ୍ରାକୁ ୨ଟି ଧାତୁରର ମିଶ୍ରଣରେ ତିଆରି ହେବ । ତେବେ ଏହି ମୁଦ୍ରାର ଡିଜାଇନ ଉପରେ କାମ ଆରମ୍ଭ ହୋଇସାରିଛି । କୁହାଯାଉଛି ଡିସେମ୍ବର ୨୦୧୮…
Read More...

ଚାକିରୀ ବଦଳାଇବାକୁ ଚାହୁଁଛନ୍ତି କି ? ଏଭଳି ନିଷ୍ପତ୍ତି ନେବା ପୂର୍ବରୁ ମନେ ରଖନ୍ତୁ କିଛି କଥା ସୁବିଧାରେ ରହିବେ । 

କୌଣସି ସମସ୍ୟା କାରଣରୁ ଚାକିରୀ ପରିବର୍ତ୍ତନ କରିଦେଲେ ସବୁ କିଛି ଠିକ୍ ହୋଇ ନଥାଏ । ଯଦି ଆପଣଙ୍କ ମନରେ ଏଭଳି କିଛି ଧାରଣା ରହିଛି ତେବେ ଏହା ସଂପୂର୍ଣ୍ଣ ରୂପେ ଭୂଲ ଅଟେ । କାରଣ ସମସ୍ୟାକୁ ସବୁବେଳେ ସାମ୍ନା କରି ଶିଖନ୍ତୁ । ଏଠାରେ ଆମେ ଏଭଳି କହିବାର ଉଦ୍ଦେଶ୍ୟ କୌଣସି ବ୍ୟକ୍ତିଙ୍କୁ କଷ୍ଟ…
Read More...

ମହିଳା ଖାଇଲେ ଦରସିଝା ସମୁଦ୍ରୀ ଜୀବ ! କିଛି ଦିନ ପରେ ମୁହଁରୁ ବାହାରିଲା ୧୨ଟି ଛୁଆ ।

ବେଳେ ବେଳେ ଏଭଳି କିଛି ଘଟଣା ସାମ୍ନାକୁ ଆସିଥାଏ ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥାଏ । କେବଳ ସାଧାରଣ ମଣିଷ ନୁହଁନ୍ତି ବେଳେ ବେଳେ ବୈଜ୍ଞାନିକ ମାନେ ମଧ୍ୟ ଏଭଳି ଘଟଣାକୁ ନେଇ ଚିନ୍ତାରେ ପଡିଯାଆନ୍ତି । ସେହିଭଳି ଏକ ଘଟଣା ଘଟିଛି ଦକ୍ଷିଣ କୋରିଆର ଏକ ମହିଳାଙ୍କ ସହ । ଦକ୍ଷିଣ…
Read More...

ରୋଗ କରୁଛି ଗରିବ ! ରୋଗ ପାଇଁ ଭାରତରେ ୫.୫ କୋଟି ଲୋକ ରହିଛନ୍ତି ଗରିବ ସୀମାରେଖା ତଳେ ।

ଭାରତୀୟ ହେଲଥ୍ ଫାଉଣ୍ଡେସନର ତିନିଜଣ ବିଶେଷଜ୍ଞଙ୍କ ଦ୍ୱାରା କରାଯାଇଥିବା ଅଧ୍ୟୟନ ମୁତାବକ, ୫.୫ କୋଟି ଭାରତୀୟ ପ୍ରତିବର୍ଷ ସ୍ୱାସ୍ଥ୍ୟର ଦେଖାଶୁଣା କରିବାରେ ହେଉଥିବା ଖର୍ଚ୍ଚ କାରଣରୁ ଗରିବ ହୋଇଯାଉଛନ୍ତି । ଏଥି ମଧ୍ୟରୁ ୩.୮ କୋଟି ଲୋକ ରୋଗରେ ପିଡୀତ ହୋଇ ଔଷଧରେ ଖର୍ଚ୍ଚ କରିବା କାରଣରୁ…
Read More...

ସାବଧାନ ସେଲଫି ପ୍ରେମୀ ! ଏଣିକି ଟ୍ରେନରେ ସେଲଫି ନେଲେ ଯିବାକୁ ପଡିବ ଜେଲ, ଦେବାକୁ ହେବ ଜୋରିମାନା ।

ଟ୍ରେନ ଭିତରେ କିମ୍ବା ରେଳ ଲାଇନ କଡରେ ସେଲଫି ନେବା ଏଣିକି ମହଙ୍ଗା ପଡିବ । ଏପରି କଲେ ୬ ମାସ ପାଇଁ ଜେଲ ଯିବାକୁ ପଡିପାରେ । ଟ୍ରେନରୁ ଖସିପଡିବା କିମ୍ବା କଟିଯିବା ଭଳି ଘଟଣା ଦିନକୁ ଦିନ ବଢୁଥିବାରୁ ଏହାକୁ ଦୃଷ୍ଟିରେ ରଖି ରାଳବାଇ ପକ୍ଷରୁ ଏଭଳି ନିୟମ କରାଯାଇଛି । ଏହି ଅନୁସାରେ, ପୋଲିସ…
Read More...

ବନ୍ଦ ହୋଇପାରେ ହ୍ୱାଟସଆପର ଏହି ସବୁ ଫିଚର୍ସ ! ସରକାର ଦେଲେ ନିର୍ଦ୍ଦେଶ ।

ହ୍ୱାଟସଆପ ମେସେଜିଂ ଆପ ନିଜର ଇଂଟରସଟିଂ ଫିଚର୍ସ କାରଣରୁ ପୁରା ଦୁନିଆରେ ଲୋକପ୍ରିୟ ହୋଇପାରିଛି । ଏହି ଫିଚର ଆସିବା ପରେ ହ୍ୱାଟସଆପ ବ୍ୟବହାରକାରୀମାନେ ବିଭିନ୍ନ ସୁବିଧା ସୁଯୋଗ ପାଇପାରୁଛନ୍ତି । କିନ୍ତୁ ଏହି ଲୋକପ୍ରିୟ ହାସଲ କରିଥିବା ଫିଚର୍ସ ଉପରେ ସରକାର ଏବେ ରୋକ ଲଗାଇବାକୁ ଯାଉଛନ୍ତି ।…
Read More...

ଗାଡିରେ କାହିଁକି ବ୍ୟବହାର କରାଯାଇଥାଏ ଅଲଗା ଅଲଗା ରଙ୍ଗର ନମ୍ବର ପ୍ଲେଟ  ? ଜାଣନ୍ତୁ ଏହା ପଛରେ ଥିବା ରହସ୍ୟ ।

ସାଧାରଣତଃ କାରରେ ବିଭିନ୍ନ ପ୍ରକାରର ନମ୍ବର ପ୍ଲେଟ ବ୍ୟବହାର ହେଉଥିବାର ଆମେ ଦେଖିଥାଉ । ରାସ୍ତାରେ ଯାଉଥିବା କୌଣସି କାରରେ ଯଦି ଧଳା ରଙ୍ଗର ନମ୍ବର ପ୍ଲେଟ ଲାଗିଥାଏ ତେବେ ଏହା ଏକ ପର୍ସନାଲ କାର ବୋଲି ଆମେ ଜାଣିଥାଉ । ସେହିଭଳି ହଳଦିଆ ରଙ୍ଗର ନମ୍ବର ପ୍ଲେଟ ଲାଗିଥିବା କାରକୁ ଦେଖିଲେ ତାହା…
Read More...

ବର୍ଡ଼ରରେ ପୁଅ ସହ ଭେଟ ହୋଇ ଘରକୁ ଫେରୁଥିଲେ ବାପା ମା’ । ଘରେ ପହଞ୍ଚିବା ପୂର୍ବରୁ ଆସିଲା ପୁଅ ସହିଦ ହୋଇଥିବା ଖବର ।

ଜାମ୍ମୁ କାଶ୍ମୀର ବୋର୍ଡରରେ ପାକିସ୍ତାନର ଫାୟାରରେ ବିଏସଏଫର ଚାରି ଜଣ ଯବାନ ସହିଦ ହୋଇଛନ୍ତି । ଏଥିରେ ଆସିଷ୍ଟାଣ୍ଡ କମାଣ୍ଡେଣ୍ଟ ଜିତେନ୍ଦ୍ର ସିଂହ ମଧ୍ୟ ଥିଲେ । ଏହି ଆକ୍ରମଣରେ ୫ଜଣ ଯବାନ ମଧ୍ୟ ଆହତ ହୋଇଛନ୍ତି । ତେବେ ମୃତ୍ୟୁର ଠିକ କିଛି ସମୟ ପୂର୍ବରୁ ଜିତେନ୍ଦ୍ର ନିଜ ମା’ଙ୍କ ସହ କଥା…
Read More...

ପାକିସ୍ତାନ ପାରାକୁ ଗିରଫ କଲା ଭାରତ ! କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ । 

ଭାରତ-ପାକିସ୍ତାନ ସୀମାରେ ବୁଲୁଥିବା ଏକ ପାରାକୁ ଭରତୀୟ ପୁଲିସ ଗିରଫ କରିଛି । ଏହି ପାରାକୁ ପାକିସ୍ତାନ ଗୁପ୍ତଚରଗିରି କରିବା ଲାଗି ପଠାଇଥିବା ସନ୍ଦେହ କରାଯାଉଛି । ସୀମା ସୁରକ୍ଷା ବାହିନୀର ଅଧିକାରୀ ଦାବି କରି କହିଛନ୍ତି, ସୋମବାର (ଜୁନ୍ ୧୧) ଭାରତ-ପାକିସ୍ତାନ ସୀମାରେ ଏକ ପାରାକୁ…
Read More...

ଉତ୍ତର କୋରିଆରେ ଲକ୍ଷ ଲକ୍ଷ ଲୋକ ପ୍ରଥମ ଥର ପାଇଁ ଦେଖିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଫଟୋ ।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଉତ୍ତର କୋରିଆ ପ୍ରମୁଖ କିମ୍ ଜଙ୍ଗ ଉନଙ୍କର ମଙ୍ଗଳବାର ସିଙ୍ଗାପୁର ଠାରେ ସାକ୍ଷାତ ହୋଇଥିଲା । ଏହା ପରେ ଉତ୍ତର କୋରିଆର ସରକାରୀ ଗଣମାଧ୍ୟମ ଏହି ସାକ୍ଷାତକୁ ପ୍ରସାରଣ କରିବା ସହ ଛାପିଥିଲା । ସୂଚନା ଅନୁଯାୟୀ, ଡୋନାଲ୍ଡ ଟ୍ରମ୍ପଙ୍କର ଫଟୋ ସେଠାକାର…
Read More...