Browsing Category

ସ୍ପେଶାଲ୍ ରିପୋର୍ଟ

ଖୁସିଖବର , ଜଲଦି ବଢିବ ଆପଣଙ୍କ ଦରମା ! ସରକାର କର୍ମଜୀବୀଙ୍କ ପାଇଁ ଆଣିବେ ସୁବ୍ୟବସ୍ଥା । 

କେନ୍ଦ୍ର ସରକାରଙ୍କ ତରଫରୁ କର୍ମଜୀବୀଙ୍କ ଦରମା ବଢାଇବା ପାଇଁ ପ୍ରୟାସ ଚାଲିଛି । ଏଥିପାଇଁ ଶ୍ରମିକ ଆଇନରେ ପରିବର୍ତ୍ତନ ଆଣିବା ପାଇଁ ପ୍ରୟାସ ଜାରି କରାଯାଇଛି । ଯଦି ଏହି ଆଇନ୍ ସୁଚାରୁ ରୂପେ ସମ୍ପର୍ଣ୍ଣ ହେଲା ତେବେ ଏହାର ସୁବିଧା ଆପଣଙ୍କୁ ଖୁବଶୀଘ୍ର ମିଳିବ । କେନ୍ଦ୍ର ସରକାର ଏଭଳି…
Read More...

ଏଣିକି ଆଧାରରେ ନମ୍ବରରେ ଏଟିଏମରୁ ଉଠାଇପାରିବେ ଟଙ୍କା ! ପୂରା ଦେଶରେ ଲାଗିବ ୧ ଲକ୍ଷରୁ ଅଧିକ ମାଇକ୍ରୋ ଏଟିଏମ୍

ସାଧାରଣତଃ ଏଟିଏମରୁ ଟଙ୍କା ଉଠାଣ ପାଇଁ କେବଳ ଡ଼େବିଟ କାର୍ଡ଼ ଖୋଜା ପଡ଼ିଥାଏ । ବିନା ଡ଼େବିଟ କାର୍ଡ଼ରେ ଏଟିଏମରୁ ଟଙ୍କା ଉଠାଣ ସମ୍ଭବ ନୁହେଁ । କିନ୍ତୁ ଏବେ ଟଙ୍କା ଉଠାଣ ପାଇଁ ଆଉ ଡ଼େବିଟ କାର୍ଡ଼ର ଆବଶ୍ୟକତା ପଡ଼ିବ ନାହିଁ । ଆଧାର କାର୍ଡ଼ ସାହାଯ୍ୟରେ ମଧ୍ୟ ଏଟିଏମରୁ ଟଙ୍କା ଉଠାଇପାରିବେ ଗ୍ରାହକ ।…
Read More...

ବଜାରରେ ମିଳୁନି ମାରୁତି ସୁଜୁକିର ଏହି ଡିଜେଲ ଚାଳିତ କାର୍, କମ୍ପାନୀ କରିଦେଇଛି ବନ୍ଦ ! : ଜାଣନ୍ତୁ ଏହା ପଛର କାରଣ

ମାରୁତି ସୁଜୁକି ସବୁବେଳେ ଏମିତି ହିଁ କାର ନିର୍ମାତା କମ୍ପାନୀ ରୂପେ ପ୍ରତିଷ୍ଠିତ ଅଛି, ଯାହାର ମାସିକ ସବୁଠାରୁ ଅଧିକ କାର ଭାରତରେ ବିକ୍ରି କରାଯାଏ । ଏଥିରେ କମ୍ପାନୀର ଅଲଟୋ, ସେଲେରିଓ, ସ୍ୱିଫ୍ଟ, ଡିଜାୟାର ଏବଂ ଇଗନିସ୍ ସାମିଲ ଅଛି । ଏବେ ଏକ ଖବର ଆସିଛି ଯେ, ମାରୁତି ସୁଜୁକିର ପ୍ରସିଦ୍ଧ…
Read More...

ଏଣିକି ଟ୍ରେନରେ ବସି ଆଇଆରସିଟିସିର କିଚେନ୍ ଉପରେ ଯାତ୍ରୀ ରଖିପାରିବେ ନଜର : ମୋବାଇଲରେ ଦେଖିପାରିବେ ଖାଦ୍ୟ…

ରେଳଯାତ୍ରୀଙ୍କୁ ଯାତ୍ରା ସମୟରେ ଏବଂ ଷ୍ଟେସନ ଉପରେ ମିଳୁଥିବା ଖାଦ୍ୟପାନୀୟର ଗୁଣବତ୍ତା ଉପରେ ସର୍ବଦା ସମସ୍ତଙ୍କ ସନ୍ଦେହ ରହିଥାଏ । ଅନେକ ଥର ଯାତ୍ରୀ ଟ୍ରେନରେ ଖରାପ ଖାଇବା ମିଳୁଥିବାର ଅଭିଯୋଗ କରିଛନ୍ତି । କିନ୍ତୁ ଏବେ ରେଳବାଇ ଯାତ୍ରୀଙ୍କ ମନରୁ ସନ୍ଦେହ ଦୂର କରିିବା ପାଇଁ ଏକ ଯୋଜନା…
Read More...

ଅଭିନବ ଉପାୟରେ ବୃକ୍ଷ ବଞ୍ଚାନ୍ତି ବିଦେଶୀ ! ଭିଡିଓ ହେଲା ଭାଇରାଲ୍ । 

ସୋସିଆଲ୍ ମିଡିଆରେ ପ୍ରତିଦିନ କିଛି ନା କିଛି ଭିଡିଓ ଭାଇରାଲ୍ ହୋଇଥାଏ । ଏହି ଭିଡିଓ ମଧ୍ୟରୁ କିଛି ସମାଜକୁ ଭଲ ସନ୍ଦେସ ଦେଉଥିବାବେଳେ ଆଉ କିଛି ଭିଡିଓ ଲୋକଙ୍କ ଚେତନାକୁ ଜାଗୃତ କରିବା ଭଳି ହୋଇଥାଏ । ତେବେ ଏଭଳିସ୍ଥଳେ ଆଉ ଏକ ଭିଡିଓ ଏବେ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି ଯେଉଁଥିରେ…
Read More...

ଦୁନିଆର ଏଭଳି ଏକ ହୋଟେଲ୍ ଯେଉଁଠି ନାଁ ଅଛି ଛାତ ନାଁ ଅଛି କବାଟ ! ଗୋଟିଏ ରାତି ରହିବା ପାଇଁ ଦେବାକୁ ପଡେ ଏତିକି ଟଙ୍କା…

ଆଜି ପର୍ଯ୍ୟନ୍ତ ଆପଣ ମହଙ୍ଗାରୁ ମହଙ୍ଗା ଏବଂ ବୈଭବଶାଳୀ ହୋଟେଲରେ ରହିଥିବେ । କିନ୍ତୁ କେବେ ଛାତ ଏବଂ କବାଟ ନଥିବା ଖୋଲା ହୋଟେଲରେ ରହିଛନ୍ତି କି ? ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ କି ! ହଁ ଆଜ୍ଞା ଥଟ୍ଟା ଭଳି ଲାଗୁଥିଲେ ହେଁ ଖବରଟି ସମ୍ପୁର୍ଣ୍ଣ ସତ । ଏହି ଅଜବ ଧରଣର ହୋଟେଲଟି ରହିଛି…
Read More...

ଚାକିରିଆଙ୍କ ପାଇଁ ଖୁସି ଖବର : ଏହି କମ୍ପାନୀ ନିଜ କର୍ମଚାରୀଙ୍କୁ ଦେବ ପର୍ସନାଲ ପ୍ଲେନ

ଲୋକଙ୍କୁ କମ୍ପାନୀର କାମ ପାଇଁ ନିଜ ଜିନିଷର ବ୍ୟବହାରରେ ବାହାରକୁ ଯିବାକୁ ପଡୁଥିବାରୁ ସେମାନେ ଅସୁବିଧାର ସମ୍ମୁଖୀନ ହୁଅନ୍ତି । ଏଥିପାଇଁ ଅଫିସରେ ଝଗଡା ବି ହୋଇଯାଏ । ଏମିତିରେ ଯଦି କମ୍ପାନୀ ଆପଣଙ୍କୁ ବାହାରକୁ ଯିବା ପାଇଁ ନିଜର ବିମାନ ଦେଇଦିଏ, ତେବେ ଆପଣ ଖୁସି ହୋଇଯିବେ । ଆପଣ ଭାବୁଥିବେ…
Read More...

ଇନଷ୍ଟାଗ୍ରାମରେ ବ୍ୟବସାୟ କରି ଆୟ କରିପାରିବେ ମୋଟା ଅଙ୍କର ଟଙ୍କା ! ଆପଣାନ୍ତୁ କିଛି ଅତି ସହଜ ଉପାୟ

ଆଜିକାଲି ସୋସିଆଲ ମିଡ଼ିଆର ଶକ୍ତି ବହୁତ । ବର୍ତ୍ତମାନ ସମୟରେ ସୋସିଆଲ ମିଡ଼ିଆରେ ସବୁକିଛି ସମ୍ଭବ ହୋଇପାରୁଛି । ଲୋକ ବ୍ୟବସାୟ ପାଇଁ ମଧ୍ୟ ଏବେ ସୋସିଆଲ୍ ମିଡ଼ିଆର ସାହାରା ନେଉଛନ୍ତି । ଅନେକ ଲୋକ ହ୍ୱାଟସଆପ ଓ ଫେସବୁକ ଜରିଆରେ ବ୍ୟବସାୟ କରୁଛନ୍ତି । କାରଣ ଏଠାରେ ପ୍ରମୋସନ ପାଇଁ ଟଙ୍କା ଦରକାର…
Read More...

ସୂର୍ଯ୍ୟଦେବଙ୍କ ବିରୁଦ୍ଧରେ ଏତଲା ଦେଲେ ଯୁବକ ! ଲୋକେ କହିଲେ, ଆଉ ଜଣେ କାଞ୍ଜି ଲାଲଜୀ ମେହେଟ୍ଟା ।

ଆପଣ ବଲିଉଡ୍ ସିନେମା ଓ.ଏମ୍.ଜି ତ ଦେଖିଥିବେ । ଏହି ସିନେମାରେ ଅଭିନେତା ପରେଶ୍ ରାୱଲ ଭଗବାନଙ୍କ ଉପରେ କେସ୍ କରିଥିବା ଭଳି ଦୃଶ୍ୟ ସାମ୍ମାକୁ ଆସିଥିଲା । ଏହା ତ ଏକ ୨ ଘଣ୍ଟିଆ ସିନେମା ଥିଲା କିନ୍ତୁ ଭାବନ୍ତୁ ଯଦି ଏଭଳି କିଛି ଘଟଣା ସତରେ ହୁଏ ତେବେ ପରିସ୍ଥିତି କେତେ ରୋମାଞ୍ଚକର ହେବ ।…
Read More...

ରାଷ୍ଟ୍ରପତିଙ୍କ କାର୍ ରେ କାହିଁକି ନଥାଏ ନମ୍ବର ପ୍ଲେଟ୍ ? ଜାଣିଛନ୍ତି କି ! 

ଆପଣ ଆପଣଙ୍କ ଗାଡ଼ିକୁ ବିନା ରେଜିଷ୍ଟ୍ରେସନ ନମ୍ବର ଦ୍ୱାରା ଚଲାଇ କରିପାରୁଛନ୍ତି କି ? ଆପଣଙ୍କ ଗାଡ଼ିର ସାମ୍ନା କିମ୍ବା ପଛପଟେ ରେଜିଷ୍ଟ୍ରେସନ ନମ୍ବର ନ ହେବା ଦ୍ୱାରା ଆପଣଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ନିଆ ଯାଇପାରେ କି? କ’ଣ ପୁଲିସ ଆପଣଙ୍କ ଗାଡ଼ି ଜବତ କରି ନେଇ ଯିବ ନି ତ ? କ’ଣ…
Read More...