Browsing Category

ସ୍ପେଶାଲ୍ ରିପୋର୍ଟ

ହସ୍ପିଟାଲରେ ଅସ୍ତ୍ରୋପଚାର ପୂର୍ବରୁ ରୋଗୀ ପ୍ରକାଶ କଲେ ନିଜ ଅନ୍ତିମ ଇଚ୍ଛା, ଖାଇବାକୁ ମାଗିଲେ ଚିକେନ୍ ବିରିୟାନୀ ।…

ଦୁବାଇରେ ବସବାସ କରୁଥିବା ପେଟ କର୍କଟରେ ପୀଡିତ ଜଣେ ବ୍ୟକ୍ତି ଶେଷଥର ପାଇଁ ବିରିୟାନୀ ଖାଇବାକୁ ଇଚ୍ଛା କରିଥିଲେ। ହସପିଟାଲରେ ଏହି ବ୍ୟକ୍ତିଙ୍କ ଇଚ୍ଛାକୁ ପୁରଣ କରାଯିବା ପରେ ଜଟିଳ ଅସ୍ତ୍ରୋପଚାରକୁ ସଫଳତା ସହ ପୂରା କରାଯାଇଥିଲା। ସୂଚନାଯୋଗ୍ୟ, ଇଞ୍ଜିନିୟର ଗୁଲାମ ଅବାସଙ୍କୁ ଗତ କିଛିଦିନ…
Read More...

ସୁପ୍ରିମକୋର୍ଟର ଗୁରୁତ୍ୱପୂର୍ଣ୍ଣ ରାୟ: ଆଧାର ଲିଙ୍କ ନଥିଲେ ଅଚଳ ହୋଇଯିବ ପାନକାର୍ଡ, ଜାଣନ୍ତୁ ଘରେ ବସି କିଭଳି କରିବେ…

ଆଧାର କାର୍ଡର ସାମ୍ବିଧାନିକ ବୈଧତା ନେଇ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଲେ ସୁପ୍ରିମକୋର୍ଟ । ଆଧାର କାର୍ଡର ବୈଧତାକୁ ବଳବତର ରଖିଛନ୍ତ ୫ଜଣିଆ ଖଣ୍ଡପୀଠ । ଖଣ୍ଡପୀଠ କହିଛନ୍ତି ଆଧାର ଯୋଗୁଁ ଗରିବଙ୍କୁ ପରିଚୟ ମିଳିଛି ଏବଂ ଆଧାର କାର୍ଡ ଏକଦମ ସୁରକ୍ଷିତ । ଆଧାର ସାଧାରଣ ନାଗରିକଙ୍କ ପରିଚୟ ହୋଇଛି…
Read More...

ଯଦି ଆପଣଙ୍କ ଆଧାର ନମ୍ବର ଚୋରୀ କିମ୍ବା ଏହାର ଦୂରୁପଯୋଗକୁ ନେଇ ଚିନ୍ତିତ ରହୁଛନ୍ତି,ତେବେ ଏଭଳି ଉପାୟରେ କାର୍ଡର…

ଯଦି ଆପଣଙ୍କ ମନରେ କେବେ ଆଧାର କାର୍ଡ ହଜିଯିବା କିମ୍ବା କାର୍ଡର କୌଣସି ଦୂରୁପଯୋଗ ହେବା ନେଇ ଆଶଙ୍କା ଜନ୍ମେ ତେବେ ଏଭଳି ଉପାୟରେ ନିଜ ଆଧାର କାର୍ଡର ସୁରକ୍ଷା କରନ୍ତୁ । ତେବେ ଏହି କାମ ଆପଣ ଘରେ ବସି ହିଁ କରିପାରିବେ । କେନ୍ଦ୍ର ସରକାରଙ୍କ କହିବାନୁସାରେ ଆପଣଙ୍କ ବାୟୋମେଟ୍ରିକ୍ ବିନା…
Read More...

ମୋବାଇଲ ଓ ବ୍ୟାଙ୍କ ଖାତାରେ ଆଧାର ସଂଯୋଗ ଜରୁରୀ ନୁହେଁ, ଐତିହାସିକ ରାୟ ଶୁଣାଇଲେ ସୁପ୍ରିମକୋର୍ଟ ।

କନକ ବ୍ୟୁରୋ : ଆଧାରକୁ ନେଇ ସର୍ବୋଚ୍ଚ ନ୍ୟାୟାଳୟ ଆଜି ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । ପାଞ୍ଚ ଜଣିଆ ଖଣ୍ଡପୀଠ ଆଜି ଏପରି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ମିଳିଥିବା ସୂଚନା ଅନୁସାରେ ପ୍ରଥମେ ଜଷ୍ଟିସ ଏ.କେ ସିକରୀ ପ୍ରଥମେ ନିଜର ପ୍ରତିକ୍ରିୟା ରଖିବା ପରେ ପ୍ରଧାନ ବିଚାରପତି ଦୀପକ…
Read More...

ରାସନ କାର୍ଡରେ ‘କୁକୁର’ ନେଉଥିଲା ରାସନ ସାମଗ୍ରୀ ! ଆଧାର କାର୍ଡରୁ ହେଲା ପର୍ଦ୍ଦାଫାସ୍

ଆଧାରକାର୍ଡର ବୈଧତାକୁ ନେଇ ଯେଉଁଠି ସାରା ଦେଶରେ ଚର୍ଚ୍ଚା ଜୋର ଧରିଛି, ସେଇଠି ଆଧାରକାର୍ଡ ସହ ଜଡିତ ଏଭଳି ଏକ ମାମଲା ସାମ୍ନାକୁ ଆସିଛି , ଯାହାକୁ ଶୁଣିବା ପାରେ ଆପଣଙ୍କ ହୋସ୍ ଉଡିଯିବ । ମଧ୍ୟ ପ୍ରଦେଶର ଧାରା ନାମକ ଜିଲ୍ଲାରେ ଜଣେ ବ୍ୟକ୍ତି କୁକର ନାଁରେ ରାସନ ଜିନିଷ ନେଉଥିଲା । ସେ ବି…
Read More...

ମୁକେଶ ଅମ୍ବାନୀଙ୍କ ଦିନକୁ ରୋଜଗାର ୩୦୦କୋଟି ଟଙ୍କା ! ବାରକ୍ଲେଜ୍ ହୁରୁନ୍ ଇଣ୍ଡିଆ -୨୦୧୮ ଧନୀ ତାଲିକାରେ ଦିଆଯାଇଛିି…

ଭାରତର ସବୁଠାରୁ ଧନୀ ମୁକେଶ ଅମ୍ବାନୀଙ୍କ ଦିନକୁ ରୋଜଗାର ୩୦୦କୋଟି ଟଙ୍କା । ପ୍ରାୟ ବର୍ଷେ ହେଲା ମୁକେଶଙ୍କ ଆୟ ଏହି ହାରରେ ରହିଛି । ବାରକ୍ଲେଜ୍ ହୁରୁନ୍ ଲିଷ୍ଟ ପକ୍ଷରୁ ୨୦୧୮ ବର୍ଷ ପାଇଁ ପ୍ରକାଶିତ ତାଲିକାରେ ଏହି ସୂଚନା ଦିଆଯାଇଛି । ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ମୁକେଶଙ୍କ ମୋଟ୍…
Read More...

ଗରମ ହେଲେ କ୍ୟାପଟେନ୍ କୁଲ୍ ! କହିଲେ, “ବୋଲିଙ୍ଗ୍ କରିବୁ ନା ବୋଲର୍ ପରିବର୍ତ୍ତନ କରିବାକୁ ପଡିବ” । ଦେଖନ୍ତୁ ଭିଡିଓ

ଏସିଆ କପରେ ମଙ୍ଗଳବାର ସବୁଠୁ ଉତ୍କଣ୍ଠାପୂର୍ଣ୍ଣ ତଥା ରୋମାଞ୍ଚକର ମ୍ୟାଚ୍ ଦେଖିବାକୁ ମିଳିଥିଲା। ଗୁରୁତ୍ୱହୀନ ମ୍ୟାଚ୍ ହୋଇଥିଲେ ବି ଏହା ସବୁଠୁ ଅଧିକ ମନୋରଂଜନ ଯୋଗାଇଥିଲା। ଭାରତ ଏବଂ ଆଫଗାନିସ୍ତାନ ମ୍ୟାଚକୁ ‘ଟାଇ’ କରି ସନ୍ତୁଷ୍ଟ ରହିଲେ। ବାଂଲାଦେଶ ଓ ପାକିସ୍ତାନ ନିକଟରୁ ଶେଷ ଓଭରରେ…
Read More...

ସାବଧାନ! ପାଉଁରୁଟି ଖାଇଲେ ହୋଇପାରେ କ୍ୟାନସର, ଯାଂଚ ଦ୍ୱାରା ଫେଲ ମାରିଲା ଦେଶର ସମସ୍ତ ବ୍ରାଣ୍ଡେଡ କଂପାନୀର ବ୍ରେଡ

କୁହାଯାଏ, ସକାଳର ଖାଦ୍ୟ ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ସେହିପରି ସକାଳେ କେହି କେହି ତୈଳଜାତ ଖାଦ୍ୟ ଖାଇବାକୁ ବେଶି ପସନ୍ଦ କରିଥାନ୍ତି ତ ପୁଣି କେହି ସାଧାସିଧା କିଛି ବି ଖାଇଦିଅନ୍ତି । କିନ୍ତୁ ଅଧିକାଂଶ ଲୋକଙ୍କର ଦିନର ଆରମ୍ଭ ବ୍ରେଡରୁ ହିଁ ହୋଇଥାଏ । କାରଣ ବ୍ରେଡ ହେଉଛି…
Read More...

ମା’ଙ୍କୁ ମୁଣ୍ଡିଆ ମାରି ପରେଡରେ ସାମିଲ ହେବାକୁ ବାହାରିଲେ ଯବାନ ! ହୃଦୟସ୍ପର୍ଶୀ ଫଟୋ ହେଲା ଭାଇରାଲ୍ । 

ଜଣେ ପୁଲିସ ସବ୍-ଇସ୍ପେକ୍ଟରଙ୍କ ଫଟୋ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ପରେଡରେ ସାମିଲ ହେବା ପୂର୍ବରୁ ସେ ନିଜ ମା’ଙ୍କ ପାଦ ଛୁଇଁ ପ୍ରଣାମ କରୁଥିବାର ଫଟୋକୁ ଲୋକମାନେ ଖୁବ୍ ପସନ୍ଦ କରିଛନ୍ତି । ନିଜ ମା’ଙ୍କୁ ଏଭଳି ଭାବରେ ସମ୍ମାନ ଦେବାର ଫଟୋକୁ ଦେଖି ଲୋକମାନେ ପ୍ରଶଂସା କରିବା…
Read More...

ହସ୍ପିଟାଲ୍ ତରଫରୁ ଶିଶୁକୁ ମିଳିଲା ୨୨୯ କୋଟି ଟଙ୍କା ! ହେଲେ କାହିଁକି ? 

ଆମେରିକାର ଜର୍ଜିଆରେ ଏକ ହସ୍ପିଟାଲ ଏବେ ଜଣେ ୪ ବର୍ଷୀୟ ଶିଶୁକୁ ୨୨୯କୋଟି ଟଙ୍କା ଦେବ ବୋଲି ଜଣା ପଡ଼ିଛି । ହସ୍ପିଟାଲର ଜଣେ ନର୍ସ କରିଥିବା କାମ ପାଇଁ ଅଦାଲତ ହସ୍ପିଟାଲକୁ ଏହି କ୍ଷତିପୂରଣ ଦେବା ପାଇଁ ଆଦେଶ ଦେଇଛନ୍ତି । ସୂଚନା ମୁତାବକ, ଜନ୍ମ ହେବାର ୧୮ ଦିନ ହୋଇଥିବା ବେଳେ ହସ୍ପିଟାଲର…
Read More...