Browsing Category

ସ୍ପେଶାଲ୍ ରିପୋର୍ଟ

ପିସିଆର ଭ୍ୟାନ୍ ଭିତରେ ଯୁବତୀଙ୍କୁ ମାଡ ମାରି ଅଡୁଆରେ ପୋଲିସ୍ କର୍ମଚାରୀ ! ଭିଡିଓ ହେଲା ଭାଇରାଲ୍ । 

ଉତ୍ତରପ୍ରଦେଶର ମିରଟରେ ଆଜି ଘଟିଛି ଏକ ଅଭାବନୀୟ ଘଟଣା। ଏକ ପୁଲିସ୍ ଗାଡ଼ି ଭିତରେ ଜନୈକା ଯୁବତୀଙ୍କୁ ଚାପୁଡ଼ା ମାରିବା ସହ ତାଙ୍କୁ ଗାଳି ଗୁଲଜ କରିବା ଘଟଣା ତିନି ଜଣ ପୁଲିସ୍ କର୍ମଚାରୀଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଘଟଣାରେ…
Read More...

ୟୁଏନ୍ ବୈଠକରେ ମା’ ସହ ପହଞ୍ଚିଲା ୩ ମାସର ଛୋଟ ଶିଶୁ ! ମା’ ଝିଅ ରଚିଲେ ଇତିହାସ ।

ନ୍ୟୁଜିଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ନିଜର ତିନି ମାସର ଶିଶୁକୁ ଧରି ୟୁଏନ୍ ବୈଠକରେ ପହଞ୍ଚିଥିଲେ। ଏହି ଘଟଣା ପରେ ସେ ଦୁନିଆର ପ୍ରଥମ ମହିଳା ନେତା ବନିଛନ୍ତି ଯିଏକି ନିଜ ନବଜାତ ଶିଶୁକୁ କୋଳରେ ଧରି ୟୁଏନ୍ ମହାସଭାରେ ସାମିଲ ହୋଇଥିଲେ। ଆର୍ଦର୍ନ ଦୁନିଆର ସେହି ନେତାଙ୍କ ତାଲିକାରେ ସାମିଲ…
Read More...

ସବୁଠାରୁ କନିଷ୍ଠ ଆରବପତି ବିଜନେସ୍ ଉମାନ୍ ସୂଚୀରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ମୁକେଶ ଅମ୍ବାନିଙ୍କ ଝିଅ ଇଶା ।…

ଦେଶରେ ହିଁ ନୁହେଁ, ବରଂ ଏସିଆ ମହାଦେଶରେ ଥିବା କୋଟିପତିଙ୍କ ସୂଚୀରେ ରହିଛି ଉଦ୍ୟୋଗପତି ମୁକେଶ ଅମ୍ବାନୀଙ୍କ ନାଁ । ଏବେ ତାଙ୍କ ପଥ ଅନୁସରଣ କରି ସେ ଆଗକୁ ନେଇଥିବା ବ୍ୟବସାୟକୁ ଆହୁରି ଆଗକୁ ନେବା ପାଇଁ ଅଣ୍ଟା ଭିଡ଼ିଛନ୍ତି ତାଙ୍କ ଦୁଇ ପୁଅ ଏବଂ ଝିଅ ଇଶା ଅମ୍ବାନୀ । ଗତ ସେପ୍ଟେମ୍ବର ୨୧ରେ…
Read More...

ହିମାଚଳ ବନ୍ୟାରେ ଫଶି ରହିଥିବା ୫୦ ଆଇଆଇଟି ଛାତ୍ରଛାତ୍ରୀ ଏବଂ ଜର୍ମାନର ଜଣେ ଦମ୍ପତିଙ୍କୁ ଉଦ୍ଧାର କଲେ ଭାରତୀୟ ବାୟୁ…

ହିମାଚଳ ପ୍ରଦେଶରେ ପ୍ରବଳ ବନ୍ୟାରେ ଫଶି ରହିଥିବା ପ୍ରାୟ ୫୦ ଜଣ ଆଇଆଇଟି ରୁରକୀ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରାଯାଇଛି । ଏହା ସହିତ ୫ ଜଣ ଭାରତୀୟ ବଂଶୋଦ୍ଭବ ଆମେରିକୀୟ ଓ ୨ ଜଣ ଜର୍ମାନ ନାଗରିକଙ୍କୁ ଉଦ୍ଧାର କରାଯାଇଛି । ଜିଲ୍ଲା ପ୍ରଶାସନ ଓ ସୀମା ସଡ଼କ ସଂଗଠନ ପକ୍ଷରୁ କରାଯାଇଥିବା ମିଳିତ…
Read More...

ଏମର୍ଜେନ୍ସିରେ ରୋଗୀକୁ ନେବା ପାଇଁ ପହଞ୍ଚିଥିଲେ ମେଡିକାଲ ଟିମ୍ ! ଆମ୍ବୁଲାନ୍ସ ନେଇ ଫେରାର ହୋଇଗଲେ ମହିଳା, ଆଉ ତା…

ଆମେରିକାର ଓରେଗନ ରାଜ୍ୟରେ ଏକ ଆଶ୍ଚର୍ଯ୍ୟ କରିଦେଲା ଭଳି ଘଟଣା ସାମ୍ନାକୁ ଆସିଛି । ୩୭ ବର୍ଷିୟ ଜଣେ ମହିଳା ଏମର୍ଜେନ୍ସି ରୋଗୀକୁ ନେବା ପାଇଁ ଆସିଥିବା ଏକ ଆମ୍ବୁଲାନ୍ସକୁ ନେଇ ଫେରାର ହୋଇଯାଇଥିଲା । ପରେ ପୋଲିସ ପ୍ରାୟ ୪୦ କିଲୋମିଟର ପିଛା କରିବା ପରେ ମହିଳାଙ୍କୁ କାବୁ କରିବାରେ ସଫଳ…
Read More...

କାଲି ଆସିବ ଆଧାର ଉପରେ ବଡ ରାୟ ! ଜାଣନ୍ତୁ ଆପଣଙ୍କ ଉପରେ ଏହାର କଣ ରହିବ ପ୍ରଭାବ ।

ଆଧାର କାର୍ଡ ବ୍ୟବହାର ବାଧ୍ୟତାମୂଳକ ହେବ କି ନାହିଁ ତାହା ଖୁବ ଶିଘ୍ର ସ୍ପଷ୍ଟ କରିବାକୁ ଯାଉଛି ସୁପ୍ରୀମ କୋର୍ଟ । ଆଧାର କାର୍ଡକୁ ନେଇ ଚାଲିଥିବା ଦ୍ୱନ୍ଦ ଉପରେ ଆସନ୍ତା କାଲି ହାଇକୋର୍ଟର ୫ ଜଣିଆ ଖଣ୍ଡପିଠ ଶୁଣାଣି ଜଣାଇବେ । ତେବେ ଆଧା କାର୍ଡ ନଥିବା ଲୋକମାନେ କୌଣସି ପ୍ରକାର ସୁବିଧା…
Read More...

କାଳେ ପୁଣି ହେବ ସର୍ଜିକାଲ ଷ୍ଟ୍ରାଇକ , ଡରିଗଲା ପାକିସ୍ତାନ? ରାତିଅଧିଆ କଲା ଏଭଳି କାମ

ଭାରତୀୟ ସେନାଧ୍ୟକ୍ଷଙ୍କ ସର୍ଜିକାଲ ଷ୍ଟ୍ରାଇକ ବୟାନକୁ ନେଇ ପାକିସ୍ତାନ ମନରେ ଛନକା ପଶିଛି । କାଳେ ଭାରତୀୟ ସେନା ପୁଣିଥରେ ସର୍ଜିକାଲ ଷ୍ଟ୍ରାଇକ କରିଦେବ ସେଥିପାଇଁ ସୀମାବର୍ତ୍ତୀ ଅଞ୍ଚଳରେ ସଜାଗ ହୋଇ ଉଠିଛି ପାକ୍ ସେନା । ପାକିସ୍ତାନ ସରକାର ଓ ସେନାକୁ ନେଇ ଭାରତୀୟ ସେନା ମୁଖ୍ୟ ଜେନେରାଲ…
Read More...

ରାଜ୍ୟ ସରକାର କରାଇବେ ମାଗଣା ହବିଷ ! ପୁରୀରେ ବିଧବା ଏବଂ ବୟସ୍କ ମହିଳାଙ୍କ ପାଇଁ ମାଗଣା ଖାଇବା, ରହିବା ଓ ପୂଜା…

କନକ ବ୍ୟୁରୋ : ଠିକ୍ ମାସକ ପରେ ଆରମ୍ଭ ହେବ କାର୍ତିକ ବ୍ରତ । କାର୍ତିକରେ ହବିଷ ବ୍ରତ ରଖି ରାଇଦାମୋଦରଙ୍କ ପୂଜା କରିବା ପାଇଁ ଶ୍ରୀକ୍ଷେତ୍ରରେ ଜମିବ ହବିଷ୍ୟାଳୀଙ୍କ ଭିଡ । ଏଥିପାଇଁ ଏବେଠୁ ପ୍ରସ୍ତୁତି ଆରମ୍ଭ ହୋଇଛି । ବ୍ରତଧାରୀ କିଭଳି ମାସକ ଯାକ ସୁବିଧାରେ ରହିବେ, ପୂଜାର୍ଚ୍ଚନା କରିବେ…
Read More...

ପୁଣି କ୍ୟାପଟେନସି କ୍ୟାପରେ ଧୋନୀ ! ପୁଣି ପଡିଆ ଉପରେ ଦେଖିବାକୁ ମିଳିବ ମାହିଙ୍କ କୁଲ୍ ଅନ୍ଦାଜ ।

କନକ ବ୍ୟୁରୋ : ନିଜ କୁଲ୍ ଅନ୍ଦାଜ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି ମହେନ୍ଦ୍ର ସିଂହ ଧୋନୀ । ମଙ୍ଗଳବାର ଏସିଆ କପ୍ ସୁପର ୪ରେ ଭାରତ ସହ ଆଫଗାନିସ୍ତାନର ଲଢେଇ ଆରମ୍ଭ ହୋଇଯାଇଛି । ଏହି ମ୍ୟାଚରେ ଆଫଗାନିସ୍ତାନ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେବା ପରେ ପ୍ରଥମେ ବୋଲିଂ…
Read More...

ଏସବିଆଇର ଏହି ଗୋଟିଏ ଆପ୍ ଜରିଆରେ ଘରେ ବସି ମିଳିପାରୁଛି ଅନେକ ଫାଇଦା ! ଜାଣନ୍ତୁ କଣ ଏହି ଆପ୍ ଏବଂ କିପରି କରିବେ…

ଏସବିଆଇର ୟୋନୋ ଆପ ଲୋକମାନଙ୍କ ପାଇଁ ଏବେ ଏକ ସହଜ ଉପାୟ ପାଲଟି ଯାଇଛି । ଏହି ଆପକୁ ମାତ୍ର ୧୦ ମାସ ମଧ୍ୟରେ ପ୍ରାୟ ୧ କୋଟି ଲୋକ ଡାଉନଲୋଡ କରି ବ୍ୟବହାର କରୁଛନ୍ତି । ଗତ ୨୪ ନଭେମ୍ବର ୨୦୧୭ରେ ଏହି ଆପକୁ ଏସବିଆଇ ତରଫରୁ ଲଞ୍ଚ କରାଯାଇଥିଲା । ଏସବିଆଇ ତରଫରୁ ଲଞ୍ଚ ହୋଇଥିବା ୟୋନୋ ଆପ ଜରିଆରେ…
Read More...