Browsing Category

ସ୍ପେଶାଲ୍ ରିପୋର୍ଟ

ଗ୍ରାହକଙ୍କ ପାଇଁ ବମ୍ପର ସେଲ୍ ଆଣୁଛନ୍ତି ଦୁଇଟି ବଡ଼ ଇ-କମର୍ସ କମ୍ପାନୀ : ଏହି ଜିନିଷ ଗୁଡିକ ଉପରେ ମିଳିବ ବଡ଼ ରିହାତି ।…

ପାର୍ବଣ ଋତୁ ଆରମ୍ଭ ହେବାକୁ ଯାଉଛି । ଏହା ସହିତ ଲୋକ ସପିଙ୍ଗ କରିବା ବି ଆରମ୍ଭ କରିଦେବେ । ଏଥିପାଇଁ ଇ-କମର୍ସ କମ୍ପାନୀ ସଂପୂର୍ଣ୍ଣ ପ୍ରସ୍ତୁତ ଅଛି । ଇ-କମର୍ସ କମ୍ପାନୀ ଫ୍ଲିପକାର୍ଟ ଓ ଆମାଜନ୍ ସପିଙ୍ଗ ସେଲ୍ ଲଗାଇବାକୁ ଯାଉଛନ୍ତି । ଫ୍ଲିପକାର୍ଟ ୧୦ ଅକ୍ଟୋବରରୁ ୫ ଦିବସୀୟ ସପିଙ୍ଗ ସେଲ୍…
Read More...

ଆପଣଙ୍କ ବୁଲିବାର ସବୁ ଖର୍ଚ୍ଚ ବହନ କରିବେ ମୋଦି ସରକାର ! ହେଲେ ଏଥିପାଇଁ କରିବାକୁ ପଡିବ ଗୋଟିଏ ଛୋଟିଆ କାମ?

ଦେଶର ୧୭ରୁ ବି ଅଧିକ ସ୍ଥାନରେ ଆପଣ ଆପଣଙ୍କର ଅବସର ମୁହୂର୍ତ୍ତକୁ ବିଚାଇପାରିବେ । ଆଉ ଆପଣଙ୍କର ଏହି ହଲିଡେ ପ୍ୟାକେଜର ପୂରା ଖର୍ଚ୍ଚ ମୋଦି ସରକାର ହିଁ ବହନ କରିବେ । ହେଲେ ଏଥିପାଇଁ ଆପଣଙ୍କୁ ମଧ୍ୟ କିଛି କାମ କରିବାକୁ ପଡିବ । ପ୍ରକୃତ ମାମଲାଟି ହେଲା, ପର୍ଯ୍ୟଟନ ମନ୍ତ୍ରାଳୟ ତରଫରୁ…
Read More...

ଖୁସି ଖବର: ଘରେ ବସି ଖୋଲିପାରିବେ ନିଜର ପିଏଫ, ଆକାଉଂଟରେ କିଛି ଭୁଲ୍ ଥିଲେ ଅନଲାଇନ ଜରିଆରେ ବି କରିପାରିବେ ସଂଶୋଧନ,…

ଯଦି ଆପଣ ପେଶାରେ ଜଣେ ଚାକିରୀଆ ତେବେ ସାଧାରଣ କଥା କି ଆପଣ କରୁଥିବା ସଂସ୍ଥା ବା କଂପାନୀ ତରଫରୁ ଆପଣଙ୍କର ଗୋଟିଏ ପିଏଫ ଖାତା ନିଶ୍ଚୟ ଖୋଲିଯାଇଥିବ । ଯେଉଁ ଖାତାରେ ପ୍ରତିମାସ କଂପାନୀ ତରଫରୁ ଏକ ନିର୍ଧାରିତ ପ୍ରତିଶତର ଅର୍ଥରାଶି ଜମା କରାଯାଇଥାଏ । ଏହି ପିଏଫ ଖାତାକୁ ଏମ୍ଲୋଇ ପ୍ରୋଭିଡେଂଟ…
Read More...

ହ୍ୱାଟସଆପ୍ ଯୋଗୁଁ କିଛି ସମସ୍ୟାର ସମ୍ମୁଖୀନ ହେଉଛନ୍ତି କି ? ତେବେ ଏହି ଭାରତୀୟ ଅଫିସରଙ୍କୁ କରିପାରିବେ ସଂପର୍କ ।…

ହ୍ୱାଟସଆପରେ ମିଛ ଖବର ପ୍ରଚାର ପ୍ରସାର ଉପରେ ରୋକ୍ ଲଗାଇବା ପାଇଁ ସରକାରଙ୍କ ଚାପ ସହୁୂଥିବା ମେସେଜିଙ୍ଗ୍ ଆପ୍ ହ୍ୱାଟସଆପ୍ ଭାରତ ପାଇଁ ଅଭିଯୋଗ ଅଧିକାରୀଙ୍କୁ ନିଯୁକ୍ତ କରିଛନ୍ତି । ଅଧିକାରୀଙ୍କ ଉପରେ ୟୁଜର୍ସଙ୍କ ମିଛ ଖବର ସମେତ ଅନ୍ୟ ଅଭିଯୋଗ ଓ ଚିନ୍ତା ଦୂର କରିବାର ଦାୟିତ୍ୱ ରହିବ ।…
Read More...

ମୋଦି ସରକାରଙ୍କ ନୂଆ ସ୍କିମ । ୯୦ ହଜାର ଟଙ୍କାର ସୋଲାର ପମ୍ପ ପାଇଁ ଦେବାକୁ ପଡିବ ମାତ୍ର ୩୬ ହଜାର ଟଙ୍କା

କନକ ବ୍ୟୁରୋ : କେନ୍ଦ୍ରରେ ମୋଦି ସରକାର ଆସିବା ପରେ ଅନେକ ଯୋଜନା କରୁଛନ୍ତି । ତେବେ ମିଳିଥିବା ସୂଚନା ଅନୁସାରେ ମୋଦି ସରକାର ବର୍ତମାନ ସମୟରେ କୃଷକମାନଙ୍କ ପାଇଁ ସୋଲାର ପମ୍ପକୁ ରିହାତି ଦରରେ ଯୋଗାଇ ଦେବା ପାଇଁ ଚିନ୍ତା କରୁଛନ୍ତି । କିପରି ଭାବରେ କୃଷକମାନେ ଭଲରେ ଫସଲ କରିପାରିବେ…
Read More...

ନିଜ ଗୋଡରେ ନିଜେ କୁରାଢ଼ି ମାରିବା ଭଳି କାମ କଲେ ପୁଲିସକର୍ମୀ : ଭୁଲବଶତଃ ପୁଲିସ ଡାଟାବେସରେ ଦୁଷ୍କର୍ମକାରୀ ନାଁ…

ନିଜ ଗୋଡ଼ରେ ନିଜେ କୁରାଢ଼ି ମାରିବା ଭଳି କାମ କରିଛନ୍ତି ଜଣେ ପୁଲିସକର୍ମୀ । ତାଙ୍କ ପରିଚୟ ମିଳି ପାରିନଥିବା ବେଳେ ସେ କରିଥିବା କାମକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛିା ସୂଚନା ମୁତାବକ, ପୁଲିସ ଷ୍ଟେସନକୁ ଏକ ଦୁଷ୍କର୍ମର ଅଭିଯୋଗ ଆସିଥିବା ବେଳେ ହାଜତ ରିପୋର୍ଟ ଲେଖିଥିଲେ ପୁଲିସକର୍ମୀ ।…
Read More...

ପିତାଙ୍କ ଭୁଲ ନିଷ୍ପତ୍ତିକୁ କଲେ ବିରୋଧ, ପୁଲିସ ସହାୟତାରେ ନିଜର ବିବାହ ରୋକି ଉଦାହରଣ ସୃଷ୍ଟି କଲେ ନାବାଳିକା

ବାଲ୍ୟ ବିବାହକୁ ବେଆଇନ ଘୋଷଣା କରାଯିବା ସତ୍ତ୍ୱେ ଦେଶର କିଛି ଅଞ୍ଚଳରେ ଏବେ ବି ଏହି ପ୍ରଥା ଚାଲିଛି। ବାଲ୍ୟ ବିବାହ ଯୋଗୁଁ ଅନେକ ନାବାଳିକାଙ୍କ ଜୀବନ ଦୁର୍ବିସହ ହୋଇପଡୁଛି। ନିରୀହ ନାବାଳିକା ମଧ୍ୟ ଏହାକୁ ମୁଣ୍ଡ ପାତି ସହିଯାଉଛନ୍ତି। କିନ୍ତୁ ପଶ୍ଚିମବଙ୍ଗର ଜଣେ ୧୩ ବର୍ଷୀୟା ଝିଅ ଏହା…
Read More...

କେବଳ ଚାକିରୀ ଆବେଦନ ପତ୍ରରୁ ରେଳବାଇ ବର୍ଷକୁ ଲାଭ କଲା ୯୦୦ କୋଟି । ରେଳବାଇର ଆସିଲା ଅଛେଦିନ୍ ?

ସମସ୍ତେ ଭାବିଥାନ୍ତି ରେଳବାଇର ରୋଜଗାରର ମାଧ୍ୟମ ହେଉଛନ୍ତି ଯାତ୍ରୀ ଏବଂ ମାଲ୍ ଭଡା । କିନ୍ତୁ ରେଳବାଇର ରୋଜଗାର ନେଇ ଏଭଳି ଏକ ତଥ୍ୟ, ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ରେଳବାଇରେ ନିଯୁକ୍ତି ପାଇଁ ଆଶାୟୀ ପ୍ରାର୍ଥୀ ମାନେ ଯେଉଁ ଆବେଦନ ଶୁଳ୍କ ଦେଇଥାନ୍ତି, ତାହା ଅନ୍ୟ ରୋଜଗାରର…
Read More...

ଆରମ୍ଭ ହେଲା ୨୦୦ ବର୍ଷ ପୁରୁଣା ଅକ୍ଟୋବରଫେଷ୍ଟ ! ବହୁଛି ବିୟରର ନଦୀ, ଏକାଠି ହେବେ ୬୦ ଲକ୍ଷ ଲୋକ

ଜର୍ମାନୀର ମ୍ୟୁନିଚ ସହରରେ ଦୁନିଆର ସବୁଠୁ ବଡ ବିୟର ଫେଷ୍ଟିଭାଲ ଅକ୍ଟୋବରଫେଷ୍ଟ ଆରମ୍ଭ ହୋଇଛି । ଏହା ଏମିତି ଏକ ଫେଷ୍ଟିଭାଲ ଯେଉଁଠି ଲକ୍ଷ ଲକ୍ଷ ଲିଟର ବିୟର ବଣ୍ଟା ଯାଇଥାଏ । ଏହାର ଆରମ୍ଭ ୨୨ ସେପ୍ଟେମ୍ବରରୁ ଆରମ୍ଭ ହୋଇଥିବା ବେଳେ ୭ ଅକ୍ଟୋବର ପର୍ଯ୍ୟନ୍ତ ଏହି ଉତ୍ସବ ଚାଲିବ । ୧୨…
Read More...

ମାତ୍ର ୧୫ ମିନିଟ୍ ଚାର୍ଜ ହେଲେ ୬ ଘଣ୍ଟା ପର୍ଯ୍ୟନ୍ତ ଚାଲିବ ଏହି ସ୍ମାର୍ଟଫୋନ ! ଜାଣନ୍ତୁ କେଉଁ କମ୍ପାନୀ ଦେଉଛି ଏଭଳି…

ମୋଟୋରୋଲା ଭାରତରେ ନିଜର ନୂଆ ସ୍ମାର୍ଟଫୋନ ମୋଟୋରୋଲା ୱାନ୍ ପାୱାର ଲଞ୍ଚ କରିଛି । ମୋଟୋରୋଲା ୱାନ ପାୱାର ଭାରତରେ ଲଞ୍ଚ ହୋଇଥିବା କମ୍ପାନୀର ପ୍ରଥମ ଆଣ୍ଡ୍ରଏଡ୍ ୱାନ ସ୍ମାର୍ଟପୋନ ଅଟେ । ମୋଟୋରୋଲାର ଏହି ସ୍ମାର୍ଟଫୋନରେ ୫,୦୦୦ ଏମଏଏଚର ଦମଦାର ବ୍ୟାଟେରୀ ରହିଛି । ମୋଟୋରୋଲା ୱାନ ପାୱାରର…
Read More...