Browsing Category

ସ୍ପେଶାଲ୍ ରିପୋର୍ଟ

“ରାସ୍ତା ମରାମତି କର ନହେଲେ ଆତ୍ମହତ୍ୟା କରିବି”! କିଏ ଏହି ବ୍ୟକ୍ତି ଯେ ରାସ୍ତା ମରାମତି ନକଲେ ଜୀବନ ହାରିବାକୁ…

ମଧ୍ୟପ୍ରଦେଶର ଭୋପାଳର ବିଦିଶାସ୍ଥିତ ନଟେରନ୍ ତହସିଲର ବେଲାନରା ଗ୍ରାମର ଲୋକମାନେ ମଙ୍ଗଳବାର ସଡ଼କ ନିର୍ମାଣ କରିବା ପାଇଁ ଦାବି ନେଇ ବିଦିଶା-ଅଶୋକନଗର ହାଇେଓ୍ଵରେ ହଙ୍ଗାମା କରିଥିଲେ। କାରଣ ଏହି ରାସ୍ତାରେ ଖାଲଢ଼ିପ ହେତୁ ଯାତାୟାତ ସମୟରେ ଗ୍ରାମବାସୀ ଅନେକ ସମସ୍ୟାର ସମ୍ମୁଖୀନ ହେଉଥିଲେ,…
Read More...

ଦିନ ଦ୍ୱିପହରରେ ପୋଲିସ ଆଗରେ ଜଘନ୍ୟ ହତ୍ୟାକାଣ୍ଡ ! ବିଚ୍ ରାସ୍ତାରେ ଯୁବକଙ୍କୁ ଟାଙ୍ଗିଆରେ ହାଣିଲା ଦୂବୃର୍ତ୍ତ,…

ହାଇଦ୍ରାବାଦର ଏକ ବ୍ୟସ୍ତବହୁଳ ସଡ଼କ ଉପରେ ଆଜି ସ୍ପଷ୍ଟ ଦିବାଲୋକରେ ଶତାଧିକ ଜନତା ଓ ଖୋଦ୍ ପୁଲିସର ସମ୍ମୁଖରେ ଘଟିଥିବା ଏକ ଜଘନ୍ୟ ହତ୍ୟା ଘଟଣା ଦେଶବ୍ୟାପି ଆଲୋଡ଼ନ ସୃଷ୍ଟି କରିଛି । ପୂରା ହତ୍ୟା ଘଟଣାର ଭିଡିଓ ଚିତ୍ର ଏକାଧିକ କ୍ୟାମେରାରେ କଏଦ ହୋଇ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାକୁ…
Read More...

ଏହି ଟ୍ରାଫିକ ପୋଲିସଙ୍କୁ ସଲାମ ନକରି ଆପଣ ରହିପାରିବେନି ! ଲଗାଣ ବର୍ଷାରେ ଆଣ୍ଠୁଏ ପାଣିରେ ଭୁଲିନଥିଲେ ନିଜ କର୍ତ୍ତବ୍ୟ…

ଏମିତି ଟ୍ରାଫିକ ପୋଲିସଙ୍କୁ ସଲାମ । ଲଗାଣ ବର୍ଷାରେ ମଧ୍ୟ ଭୁଲିନାହାନ୍ତି ନିଜ କର୍ତ୍ତବ୍ୟ ।ଉତ୍ତରପ୍ରଦେଶରେ କିଛି ଦିନ ହେବ ଲଗାଣ ବର୍ଷା ଲାଗି ରହିଛି । ବର୍ଷା ହେତୁ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଥିବା ବେଳେ ଜଣେ ଟ୍ରାଫିକ୍ ପୁଲିସଙ୍କ କାର୍ଯ୍ୟଶୈଳୀର ଭିଡ଼ିଓ ସମସ୍ତଙ୍କୁ ଖୁସି କରାଇଛି ।…
Read More...

ଗାଡିର ଛାତ ଉପରେ ବାନ୍ଧି ମହିଳାଙ୍କୁ ବୁଲାଇଲା ପୋଲିସ ! ମୋବାଇଲ୍ କ୍ୟାମେରାରେ କଏଦ ହେଲା ପୋଲିସର ଅମାନବୀୟ କାଣ୍ଡ ।

ଜନସାଧାରଣଙ୍କ ସୁରକ୍ଷା ଏବଂ ଆଇନଗତ ସାହାଯ୍ୟ ପାଇଁ ପୋଲିସ ପ୍ରଶାସନ କାର୍ଯ୍ୟ କରିଥାଏ । କିନ୍ତୁ ବେଳେ ବେଳେ ସୁରକ୍ଷା ଦେଉଥିବା ରକ୍ଷକ ହିଁ ହିଂସ୍ରକ ସାଜିବ ତାହା କେହି ସହଜରେ ଗ୍ରହଣ କରିପାରିବେ ନାହିଁ । ଠିକ ଏହି ଭଳି ଏକ ଅମାନବୀୟ ଘଟଣା ଘଟିଛି ପଞ୍ଜାବର ଅମୃତସର ଠାରେ । ପୋଲିସର…
Read More...

ମୋଦି ୧ ରୁ ୧୮ ବର୍ଷ ବୟସର ଝିଅଙ୍କୁ ଦେଉଛନ୍ତି ୧୦ ହଜାର ଟଙ୍କା ? ଜାଣନ୍ତୁ ହ୍ୱାଟ୍ସଆପରେ ଭାଇରାଲ ହେଉଥିବା ମେସେଜର…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧ ରୁ ୧୮ ବର୍ଷ ମଧ୍ୟରେ ବୟସ ଥିବା ବାଳିକାଙ୍କୁ ୧୦ ହଜାର ଟଙ୍କାର ଚେକ୍ ପ୍ରଦାନ କରୁଛନ୍ତି । ଯଦି ଆପଣ ବି ଏହି ସୁବିଧାର ଫାଇଦା ଉଠାଇବାକୁ ଚାହାଁନ୍ତି ତେବେ ଏଥିପାଇଁ ଆପଣଙ୍କୁ ତଳେ ଦିଆଯାଇଥିବା ଲିଙ୍କରେ ଆବେଦନ କରିବାକୁ ପଡିବ । ଏହା ଏପରି ଏକ ମେସେଜ…
Read More...

ଏଣିକି ସିମ୍ କାର୍ଡ କିଣିବା ବେଳେ ଆଉ ଦେବାକୁ ହେବନି ଆଧାର କାର୍ଡ ! ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି,…

ଏଣିକି ନୂଆ ସିମ୍ କିଣିବା ପାଇଁ ଆପଣଙ୍କୁ ଆଧାର କାର୍ଡ ଦେବା ପାଇଁ ପଡିବ ନାହିଁ । ବୁଧବାର ଆଧାର ଆକ୍ଟ ସେକସନ୍ ୫୭କୁ ରଦ୍ଦ କରିବା ସହ ସୁପ୍ରିମକୋର୍ଟ ଏହି ନିଷ୍ପତ୍ତି ଶୁଣାଇଛନ୍ତି । ଏହି ଆକ୍ଟ ଅନୁଯାୟୀ, ପ୍ରାଇଭେଟ୍ କମ୍ପାନୀ ଗୁଡିକ ସହ ଡାଟା ସେୟାର କରିବା ପାଇଁ ଅନୁମତି ଦେଇଥାଏ ।…
Read More...

ଐତିହାସିକ ରାୟ ଶୁଣାଇଲେ ସୁପ୍ରିମକୋର୍ଟ ! ଏଣିକି ମୋବାଇଲ ଓ ବ୍ୟାଙ୍କ ଖାତାରେ ଆଧାର ସଂଯୋଗ ବାଧ୍ୟତାମୁଳକ ନୁହେଁ ।

ଆଧାରକୁ ନେଇ ସର୍ବୋଚ୍ଚ ନ୍ୟାୟାଳୟ ଆଜି ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । ପାଞ୍ଚ ଜଣିଆ ଖଣ୍ଡପୀଠ ଆଜି ଏପରି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ମିଳିଥିବା ସୂଚନା ଅନୁସାରେ ପ୍ରଥମେ ଜଷ୍ଟିସ ଏ.କେ ସିକରୀ ପ୍ରଥମେ ନିଜର ପ୍ରତିକ୍ରିୟା ରଖିବା ପରେ ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କୁ…
Read More...

ଆଧାରର ସାମ୍ବିଧାନିକ ବୈଧତା ଉପରେ ସୁପ୍ରିମକୋର୍ଟଙ୍କ ଫଇସଲା ପରେ ଟାର୍ଗେଟ୍ ରେ ଜିଓ-ପେଟିଏମ୍-ଏୟାରଟେଲ୍। ଲୋକମାନେ…

ଆଧାରର ସାମ୍ବିଧାନିକ ବୈଧତା ଉପରେ ସୁପ୍ରିମକୋର୍ଟଙ୍କ ଫଇସଲା ପଢ଼ି ଜଷ୍ଟିସ୍ ସିକ୍ରି କେନ୍ଦ୍ରକୁ ଡାଟା ସୁରକ୍ଷା ଉପରେ ଅତି ଶୀଘ୍ର ମଜବୁତ୍ ଆଇନ୍ ଆଣିବା ପାଇଁ କହିଛନ୍ତି । ସୁପ୍ରିମକୋର୍ଟଙ୍କ ୫ ଜଣିଆ ଖଣ୍ଡପୀଠ ଆଧାରକୁ ସୁରକ୍ଷିତ ଓ ଲୋକଙ୍କ ପାଇଁ ଜରୁରୀ ଘୋଷଣା କରିଛନ୍ତି । ସୁପ୍ରିମକୋର୍ଟ…
Read More...

ମାତ୍ର ୫୯ ମିନିଟରେ ମିଳିବ ଏକ କୋଟି ପର୍ଯ୍ୟନ୍ତ ଋଣ, ଲାଭରେ ରହିବେ ଛୋଟ ଓ ମଧ୍ୟମ ଧରଣର ଉଦ୍ୟୋଗୀ ! ୱେବସାଇଟ୍ ଲଂଚ କଲେ…

ଛୋଟ ଓ ମଧ୍ୟମ ଧରଣ ଉଦ୍ୟୋଗୀମାନଙ୍କୁ ଆଉ ଟଙ୍କା ପାଇଁ ହଇରାଣ ହେବାକୁ ପଡ଼ିବ ନାହିଁ । ବାରମ୍ବାର ବ୍ୟାଙ୍କ ମଧ୍ୟ ଦଉଡ଼ିବା ପାଇଁ ପଡ଼ିବ ନାହିଁ । ସେମାନଙ୍କ ହିତ ପାଇଁ ସରକାର ଡିଜିଟାଲ ଲିଡ଼ିଙ୍ଗ ପ୍ଲାଟଫର୍ମ ଆରମ୍ଭ କରିଛନ୍ତି । ଯେଉଁଠି ଆବେଦନ କଲେ ଛୋଟ ଓ ମଧ୍ୟମ ଧରଣର ଉଦ୍ୟୋଗୀଙ୍କୁ ଏକ କୋଟି…
Read More...

ପ୍ରତିଯୋଗୀମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଛନ୍ତି କି ? ଆପଣଙ୍କ ପାଇଁ ସର୍ବୋକୃଷ୍ଟ ହୋଇପାରେ ଏହି ୩ ଟି ଆପ୍ ।

ଆପଣ ମଧ୍ୟ ଭିନ୍ନ ଭିନ୍ନ କମ୍ପିଟେଟିଭ୍ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଛନ୍ତି କି ଏବଂ ଏଥିପାଇଁ ଭିନ୍ନ ଭିନ୍ନ ବିଷୟକୁ କଭର୍ କରିବାକୁ ଚେଷ୍ଟା କରୁଥିଲେ ଆପଣଙ୍କ ପାଇଁ ଉପଯୁକ୍ତ ବହି ସହ ଆପଲିକେସନ୍ ର ମଧ୍ୟ ଆବଶ୍ୟକତା ରହିଛି । କଥାରେ ଅଛି ହାର୍ଡ ୱାର୍କ ସହ ସ୍ମାର୍ଟ ୱାର୍କର ଯୁଗଳବନ୍ଦୀ…
Read More...