Browsing Category

ସ୍ପେଶାଲ୍ ରିପୋର୍ଟ

ନବଜାତ ଶିଶୁର କଟା ମୁଣ୍ଡକୁ ଧରି ହସ୍ପିଟାଲରେ ଘୂରିବୁଲିଲା କୁକୁର ! ଯିଏ ଦେଖିଲା ସିଏ ହୋଇଗଲା ସ୍ତବ୍ଧ ।

ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ ହସ୍ପିଟାଲରେ ସେତେବେଳେ ଚାଞ୍ଚଲ୍ୟ ଖେଳି ଯାଇଥିଲା, ଯେତେବେଳେ ଏକ ନବଜାତ ଶିଶୁର କଟା ମୁଣ୍ଡକୁ ଏକ କୁକୁର ମୁହଁରେ ନେଇ ବୁଲୁଥିବାର ଦେଖାଯାଇଥିଲା । ମିଳିଥିବା ସୂଚନା ଅନୁଯାୟୀ, ଗତ ମଙ୍ଗଳବାର ଦିନ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର ସର ସୁନ୍ଦର ଲାଲ…
Read More...

ମେଡିସିନ୍ ନୁହେଁ ପ୍ରେସକ୍ରିପସନରେ ହଳଦୀରାମ୍ ଭୁଜିଆ ! ବଲାଙ୍ଗୀରରେ ନର୍ସଙ୍କ ଅଜବ ଡାକ୍ତରୀ ଜ୍ଞାନ ।

କନକ ବ୍ୟୁରୋ : ଏମିତି ଏକ ଚିତ୍ର ଯାହା ସୋସିଆଲ ମିଡ଼ିଆରେ ଘୁରି ବୁଲୁଛି । ଘଟଣାଟି ହେଉଛି ବଲାଙ୍ଗୀର ହସ୍ପିଟାଲ ନିକଟରେ ଥିବା ଏକ ଔଷଧ ଦୋକାନର । ଯେଉଁଠୁ ଜଣେ ବ୍ୟକ୍ତି ଔଷଧ କିଣିବାକୁ ଆସିଛନ୍ତି ପେସକ୍ରିପସନ୍ ଧରି । ଯେଉଁ ପେସକ୍ରିପସନଟି ହସ୍ପିଟାଲର ଜଣେ ନର୍ସ ଲେଖିଛନ୍ତି । ଏଥିରେ ୫…
Read More...

କେବଳ ଆପଣ ଏକୁଟିଆ ନୁହଁନ୍ତି ପ୍ରଧାନମନ୍ତ୍ରୀ ମୋଦି ବି ହୁଅନ୍ତି କଲ୍ ଡ୍ରପ୍ ସମସ୍ୟାର ସମ୍ମୁଖୀନ । ଜାଣନ୍ତୁ କେମିତି…

ଅନେକ ସମୟରେ ଫୋନ୍ ରେ କଥା ହେବା ବେଳେ କଲ୍ ଡ୍ରପ୍ ହୋଇଯାଏ । ଆପଣଙ୍କୁ ଲାଗୁଛି କି ଏହି ସମସ୍ୟା କେବଳ ଆପଣଙ୍କ ସହିତ ଅଛି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏହି ସମସ୍ୟାରୁ ତ୍ରାହି ପାଇ ନାହାଁନ୍ତି । ପ୍ରଧାନମନ୍ତ୍ରୀ ଦିଲ୍ଲୀ ବିମାନ ବନ୍ଦରରୁ…
Read More...

୨୦ ବର୍ଷର ହେଲା ଗୁଗୁଲ୍ ! ତେବେ ଗୁଗୁଲର ଏହି ୪ ଟି ଟ୍ରିକ୍ ବିଷୟରେ ଅଧା ଲୋକ ଜାଣିନଥିବେ,ଆସନ୍ତୁ ଏଗୁଡିକ କ’ଣ ଜାଣିବା…

ସେପ୍ଟେମ୍ବର ୪ ରେ ଲଞ୍ଚ ହୋଇଥିଲେ ମଧ୍ୟ ଆଜିର ଦିନଟିକୁ ଅର୍ଥାତ୍ ୨୭ ସେପ୍ଟେମ୍ବରକୁ ଗୁଗୁଲ୍ ନିଜର ୨୦ ତମ ଜନ୍ମଦିନ ପାଳନ କରୁଛି । ତେବେ ପ୍ରତିବର୍ଷ କମ୍ପାନୀ ଜନ୍ମଦିନ ଅବସରରେ ଏକ ଡୁଡଲ୍ ଭିଡିଓ ପ୍ରସ୍ତୁତ କରିଥାଏ । ଚଳିତ ବର୍ଷ ମଧ୍ୟ କମ୍ପାନୀ ଏଭଳି ଏକ ଭିଡିଓ ପ୍ରସ୍ତୁତ କରିଛି । ତେବେ…
Read More...

ମୋଦି ସରକାରଙ୍କ ନୂଆ ଯୋଜନା ! ବେରୋଜଗାରଙ୍କୁ ମିଳିବ ଆର୍ଥିକ ସହାୟତା,ସିଧା ବ୍ୟାଙ୍କ୍ ଖାତାରେ ଜମା ହେବ ଟଙ୍କା ।

ଏଣିକି ଚାକିରୀ ଚାଲିଗଲେ ବି ରହିବନି ଟେନସନ । ଚାକିରୀ ଚାଲିଗଲେ ଆପଣଙ୍କୁ ଆଉ ଟଙ୍କା ପାଇଁ କୌଣସି ବି ସମସ୍ୟା ରହିବନି । କାରଣ ମୋଦି ସରକାର ଘରୋଇ ସଂସ୍ଥାରେ କାମ କରିଥିବା କର୍ମଚାରୀଙ୍କ ପାଇଁ ଏକ ନୂଆ ଯୋଜନାକୁ କାର‌୍ୟ୍ୟକାରୀ କରିବାକୁ ନିଷ୍ପତି ନେଇଛନ୍ତି । ଯାହାଦ୍ୱାରା ଘରୋଇ ସଂସ୍ଥାରେ…
Read More...

ଫୋନରେ ଚାର୍ଜ ସରିଗଲା ବୋଲି କକପିଟରେ ପଶିଗଲେ ଯାତ୍ରୀ ! ବିମାନରୁ ବାହାର କରିଦେଲେ କର୍ମଚାରୀ ।

ଦିନକୁ ଦିନ ବଢିଚାଲିଛି ମୋବାଇଲ ଫୋନର ବ୍ୟବହାର । ତେବେ ଲୋକମାନେ ମୋବାଇଲ ଫୋନ ସହ ଏତେ ମାତ୍ରାରେ ଯୋଡି ହୋଇଯାଇଛନ୍ତି ଯେ, ମୋବାଇଲର ବ୍ୟାଟେରୀ ଡାଉନ୍ ହେବା କ୍ଷଣି ଲୋକମାନେ ଏମିତି ପ୍ରତିକ୍ରିୟା ପ୍ରକାଶ କରିଥାନ୍ତି, ଯେମିତିକି ଦୁନିଆ ଧ୍ୱଂସ ହେବାକୁ ଯାଉଛି । ଏବଂ ସଙ୍ଗେ ସଙ୍ଗେ କିଭଳି…
Read More...

ଆଧାରକୁ ନେଇ ଅସୁରକ୍ଷିତ ମନେ କରୁଛନ୍ତି କି ? ବ୍ୟାଙ୍କ ଆକାଉଣ୍ଟ୍ ,ପେଟିଏମ୍ ଏବଂ ମୋବାଇଲରୁ ଆଧାର ଲିଙ୍କକୁ କିଭଳି…

ବୁଧବାର ସୁପ୍ରିମକୋର୍ଟ ଆଧାର କାର୍ଡକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଲେ । ରାୟରେ କୋର୍ଟ ତରଫରୁ ବ୍ୟାଙ୍କ୍ ଆକାଉଣ୍ଟ,ମୋବାଇଲ୍ ଫୋନ୍ ଏବଂ ସ୍କୁଲ ଆଡମିଶନ୍ ସମୟରେ ଆଧାର କାର୍ଡର ଅନିବାର୍ଯ୍ୟତାକୁ ଶେଷ କରାଯାଇଛି । କୋର୍ଟ ତରଫରୁ ଦୁନିଆର ସବୁଠାରୁ ବଡ ବାୟୋମେଟ୍ରିକ୍ ସ୍କିମକୁ…
Read More...

ଜାମ୍ମୁକାଶ୍ମୀରରେ ଆକ୍ସନ ମୁଡରେ ଭାରତୀୟ ସେନା ! ଆତଙ୍କବାଦୀଙ୍କ ବିରୋଧରେ ସେନାର ୩ଟି ଏନକାଉଣ୍ଟର, ୨ ଆତଙ୍କୀ ନିହତ ।

ଆତଙ୍କବାଦୀଙ୍କ ବିରୋଧରେ କଡା ଆଭିମୁଖ୍ୟ ଗ୍ରହଣ କରୁଛି ଭାରତୀୟ ସେନା । ଆତଙ୍କବାଦୀଙ୍କୁ ନିପାତ କରିବା ପାଇଁ ଏବେ ସେନା ଆକ୍ସନ ମୁଡରେ ଥିବା ଜଣାପଡିଛି । ଗୁରୁବାର ସକାଳୁ ନିରାପତ୍ତା ବଳ ଜାମ୍ମୁକାଶ୍ମୀରରେ ଆତଙ୍କବାଦୀଙ୍କ ବିରୋଧରେ ତିନିଟି ଏନକାଉଣ୍ଟର୍ ଆରମ୍ଭ କରିଛନ୍ତି। ପ୍ରଥମ…
Read More...

ସମୁଦ୍ରର ୪୦ ଫୁଟ ଗଭୀରରୁ ମିଳିଲା ୪୦୦ ବର୍ଷ ପୁରୁଣା ଜାହାଜର ଅବେଶଷ ! ଭରି ରହିଥିଲା ଭାରତୀୟ ମସଲା ।

୪୦୦ ବର୍ଷ ପୁରୁଣା ଜାହାଜର କିଛି ଅଂଶକୁ ପର୍ତୁଗାଲ ନିକଟରେ ଅନୁସନ୍ଧାନ କରିଛନ୍ତି ପ୍ରତ୍ନତତ୍ତ୍ୱବିତ୍ । ତେବେ କୁହାଯାଉଛି, ଏହି ଜାହାଜ ଦ୍ୱାରା ଭାରତୀୟ ମସଲାଏବଂ ଅନ୍ୟ ସାମଗ୍ରୀ ନିଆଯାଉଥିଲା । ପ୍ରୋଜେକ୍ଟ ଡାଇରେକ୍ଟର ଜର୍ଜ ଫ୍ରେରେ କହିଛନ୍ତି, ଐତିହାସିକ ରୂପରେ ଦେଖିଲେ ଏହା ୪୦୦ ବର୍ଷ…
Read More...

ଆକାଶରେ ଅଦ୍ଭୁତ ଦୃଶ୍ୟ, ଚନ୍ଦ୍ରରେ ସାଇବାବା ! ଦେଶର ବିଭିନ୍ନ ପ୍ରାନ୍ତରେ ଜହ୍ନରେ ସାଇବାବାଙ୍କ ପ୍ରତିକୃତିକୁ ନେଇ…

କୃଷିପ୍ରଧାନ ଦେଶ ଭାରତରେ ଲୋକ ଗାଇକୁ ଯେଉଁଠି ଗୋମାତା ଏବଂ ବଟ,ଓସ୍ତ ଗଛକୁ ଭଗବାନ କହି ପୂଜାର୍ଚ୍ଚନା କରୁଛନ୍ତି ସେଠାରେ କିଛି ଭିନ୍ନ କିମ୍ବା ମନର ଭ୍ରାନ୍ତିକୁ ଲୋକ ଅଲୌକିକର ନାଁ ଦେଇଥାନ୍ତି । ତେବେ ଏଭଳି କଥା ଆପଣ ବିଭିନ୍ନ ସମୟରେ ଶୁଣିବାକୁ ପାଉଥିବେ । କେତେବେଳେ ରୁଟିରେ ଶ୍ରୀଜଗନ୍ନାଥ…
Read More...