ଏୟାର ଇଣ୍ଡିଆରେ ନିଯୁକ୍ତି ସୁଯୋଗ ! ଇଣ୍ଟରଭ୍ୟୁ ମାଧ୍ୟମରେ କରାଯିବ ଚୟନ, ଜାଣନ୍ତୁ କିଭଳି କରିବେ ଆବେଦନ ।

29

ଏୟାର ଇଣ୍ଡିଆ ଏୟାର ଟ୍ରାନ୍ସପୋର୍ଟ ସର୍ଭିସେସ୍ ଲିମିଟେଡରେ ୬ଟି ପଦ ପାଇଁ ରହିଛି ନିଯୁକ୍ତି ସୁଯୋଗ । ଏହି ପଦ ପାଇଁ ଇଚ୍ଛୁକ ଥିବା ଆଶାୟୀ ପ୍ରାର୍ଥୀ ମାନେ ଅକ୍ଟୋବର ୪ ତାରିଖରେ ହେବାକୁ ଥିବା ଇଣ୍ଟରଭ୍ୟୁରେ ଭାଗ ନେଇପାରିବେ ।

ପଦର ନାମ – ଜୁନିୟର ଆନାଲିଷ୍ଟ

ପଦ ସଂଖ୍ୟା –

ଶିକ୍ଷାଗତ ଯୋଗ୍ୟତା – କୌଣସି ମାନ୍ୟତାପ୍ରାପ୍ତ ଶିକ୍ଷାନୁଷ୍ଠାନରୁ ଗ୍ରାଜୁଏସନ୍ ଡିଗ୍ରୀ ଥିବା ଆବଶ୍ୟକ । ଏହା ସହ ରିଜର୍ଭେସନ, ଟିକେଟିଙ୍ଗ, ପ୍ରାଇସିଂ ଏବଂ ଇନବେଣ୍ଟ୍ରି କଣ୍ଟ୍ରୋଲରେ ୧ ବର୍ଷର ଅନୁଭବ ରହିଥିବା ଆବଶ୍ୟକ ।

ବୟସ ସୀମା – ଆଶାୟୀମାନଙ୍କ ବୟସ ୩୦ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ ।

ଚୟନ ପ୍ରକ୍ରିୟା – ଆଶାୟୀମାନଙ୍କର ଚୟନ ଇଣ୍ଟରଭ୍ୟୁ ମାଧ୍ୟମରେ କରାଯିବ ।

ଦରମା – ୨୫,୨୦୦ ପ୍ରତି ମାସ

ଜବ୍ ଲୋକେସନ୍ – ନୂଆଦିଲ୍ଲୀ

ଇଣ୍ଟରଭ୍ୟୁ ତାରିଖ – ୪ ଅକ୍ଟୋବର ୨୦୧୮

ସମୟ – ସକାଳ ୧୦ ଟାରୁ ଦିନ ୧୨ଟା

ଠିକଣା – ଅଫିସ ଅଫ୍ ଜେନେରାଲ ମ୍ୟାନେଜର, ଏୟାର ଇଣ୍ଡିଆ ଲିମିଟେଡ୍, ଟର୍ମିନାଲ-୧, ନୂଆଦିଲ୍ଲୀ-୧୧୦୦୩୭

ଅଧିକ ସୂଚନା – ଅଫିସିଆଲ ୱେବସାଇଟ୍ www.airindia.inରେ ଲଗଇନ୍ କରି ଅଧିକ ସୂଚନା ପାଇପାରିବେ ।