Browsing Category

ସ୍ପେଶାଲ୍ ରିପୋର୍ଟ

ତଲାକର ତତଲା ନିଆଁରେ ମହିଳା ! ୧୨ବର୍ଷରେ ସାଜିଛନ୍ତି ୪ଟି ପୁରୁଷର ସ୍ତ୍ରୀ

ବରେଲି : ୟୁପିର ବରେଲିରୁ ପୁଣି ତିନ ତଲାକର ଘଟଣା ସାମ୍ନାକୁ ଆସିଛି । ଜଣେ ମହିଳା ତଲାକର ତତଲା ନିଆଁରେ ନିସ୍ୱ ହେଇଯାଇଛନ୍ତି । ଏହାକୁ ନେଇ ଚାରିଆଡେ ଚର୍ଚ୍ଚା । ଜଣେ ୩୫ ବର୍ଷୀୟା ତାରା ଖାନ ନାମ୍ନୀ ମହିଳା ଗତ ୧୨ ବର୍ଷ ଭିତରେ ୪ଟି ବିବାହ କରିସାରିଲେଣି । ଯେଉଁଥିରେ ୩ ଟି ବିବାହରେ…
Read More...

ଭଲପାଇବାର ନିଆରା ନିଶା ! ଜଣେ ରାଜନେତା ଓ ଆଇଏସଙ୍କ ସଫଳ ପ୍ରେମ କାହାଣୀ

ଜଣେ ରାଜନେତା ଓ ଜଣେ ଆଇଏଏସଙ୍କର ଏକ ଭିନ୍ନ ତଥା ନିଆରା ପ୍ରେମକାହାଣୀ । ଏହି ପ୍ରେମ କାହାଣୀ ଗଢି ଉଠିଛି କଂଗ୍ରେସ ବିଧାୟକ କେ ଏସ ସବରୀନାଧନ ଓ ଥିରୁବନ୍ତପୁରମର ଉପ ଜିଲ୍ଲାପାଳ ଦିବ୍ୟା ଏସ ଆୟରଙ୍କ ମଧ୍ୟରେ । ଜଣେ ପ୍ରଶାସନିକ ଅଧିକାରୀ ଓ ଜଣେ ରାଜନତା ମଧ୍ୟରେ ପ୍ରେମ ସମ୍ପର୍କ ନିହାତି ଏକ…
Read More...

ବ୍ୟବସାୟୀଙ୍କ ମହାନ କାର୍ଯ୍ୟ ! ୧୦ ହଜାର ଝିଅଙ୍କୁ ବାଂଟିଲେ ୨ଶହ କୋଟି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଆରମ୍ଭ ହୋଇଥିବା ‘ ବେଟି ବଚାଓ, ବେଟି ପଢାଓ’ ଅଭିଯାନ ଦ୍ୱାରା ପ୍ରେରିତ ହୋଇ ଗୁଜୁରାଟର ଜଣେ ବ୍ୟକ୍ତି କରିଛନ୍ତି ମହାନ କାର୍ଯ୍ୟ । ୧୦ ହଜାର ପଟିଦାର ସଂପ୍ରଦାୟର ଝିଅଙ୍କୁ ବାଂଟିଛନ୍ତି ୨ଶହ କୋଟି ଟଙ୍କା । ଏହି ଖବରକୁ ନେଇ ଚାରିଆଡେ ଚର୍ଚ୍ଚା…
Read More...

ଦାଉଦ କେମିତି ବନିଲା ଡନ୍ ? ପୋଲିସ୍ ଅଫିସରର ପୁଅ ଅଣ୍ଡରୱାଲ୍ଡର ମୋଷ୍ଟ ୱାଂଟେଡ୍

ଆପଣଙ୍କୁ ଅଣ୍ଡରୱାଲ୍ଡ ଡନ୍ ଦାଉଦ ବିଷୟରେ ଅଳ୍ପ ବହୁତ ଜାଣା ଥିବ ନିଶ୍ଚୟ । ତେବେ ଡି କଂପାନୀ ଆରମ୍ଭ କରିବା ପରେ ଦାଉଦ୍ ଅପରାଧର ଦୁନିଆର ଏତେ ବଡ ନାଁ ବନିଯାଇଥିଲା କି ବିଶ୍ୱର ସବୁଠାରୁ ବଡ ଖତରନାକ୍ ଅପରାଧୀମାନଙ୍କ ତାରିକାରେ ତାର ନାଁ ତୃତୀୟ ସ୍ଥାନରେ ରହିଛି । ଶୁଣିବାକୁ ମିଳିଛି କି,…
Read More...

ଧନୀ ହେବାକୁ ଚାହାନ୍ତି କି ? ବିଲ ଗେଟ୍ସ ଦେଇଥିବା ୩ ଟି ଟିପ୍ସକୁ କରନ୍ତୁ ଅନୁସରଣ

ଏମିତି କ’ଣ ଚିଜ ଅଛି ଯାହା ମଣିଷକୁ ଧନୀ କରାଏ କିମ୍ବା ଏମିତି କି ଦକ୍ଷତା ଅଛି ଯାହା ଭବିଷ୍ୟତରେ ଭଲ ଚାକିରୀ ପାଇଁ ସହାୟତା କରିବ । ଏମିତି କିଛି ପ୍ରଶ୍ନର ଜବାବ ଦେଇଛନ୍ତି ନିଜେ ମାଇକ୍ରୋସପ୍ଟ କମପାନୀର ପ୍ରତିଷ୍ଠାତା ଓ ଦୁନିଆର ସବୁଠାରୁ ଧନୀ ବିଲ ବ୍ୟକ୍ତି ଗେଟ୍ସ । ଗେଟ୍ସ ଧନୀ ହେବା ପାଇଁ…
Read More...

ଫିଟିଲା ଅମ୍ବାନୀ ସାମ୍ରାଜ୍ୟର ଗୁମର ! ଜାଣନ୍ତୁ କିଏ ଆଉ କେବେ ରଚିଥିଲା ରିଲାଏନ୍ସର ଜଗତ

ଭାରତର ସବୁଠାରୁ ଶକ୍ତିଶାଳୀ ବ୍ୟାପାର ସାମ୍ରାଜ୍ୟ ହେଉଛି ରିଲାଏନ୍ସ ଏବଂ ଏହାର ମାଲିକ ହେଉଛି ଅମ୍ବାନୀ ପରିବାର । ତେବେ ଦୀର୍ଘ ୫ ଦଶକରୁ ଅଧିକ ସମୟଧରି ଯେଉଁ କଂପାନୀଟିକୁ ଆମେ ଦେଖି ଆସିଛୁ ତାକୁ ଠିଆ କରିବାରେ ଅମ୍ବାନୀ ପରିବାରକୁ କରିବାକୁ ପଡିଥିଲା ଅକ୍ଳାନ୍ତ ପରିଶ୍ରମ । ଯାହାର କେତୋଟି…
Read More...

ପ୍ରଭୁ ଶ୍ରୀକୃଷ୍ଣ ରକ୍ଷା କରି ନଥିଲେ ଦ୍ରୌପଦୀଙ୍କ ସମ୍ମାନ ! ଜାଣନ୍ତୁ ମହାଭାରତର ଏହି କାହାଣୀ ପଛର ସତ

ଦ୍ରୌପଦୀଙ୍କ ବସ୍ତ୍ର କୃଷ୍ଣ ନୁହେଁ ବରଂ ଅନ୍ୟ କେହି ବଂଚାଇଥିଲେ । ମହର୍ଷି ବେଦବ୍ୟାସଙ୍କ ଦ୍ୱାରା ରଚିତ ପବିତ୍ର ‘ମହାଭାରତ’ ଭଳି ଅନ୍ୟ କୌଣସି ଗ୍ରନ୍ଥ ନାହିଁ । ତେବେ ବିଦ୍ୱାନମାନେ ମଧ୍ୟ ଏହାକୁ ପଂଚମ ବେଦର ଆଖ୍ୟା ଦେଇଛନ୍ତି । ‘ମହାଭାରତ’ରେ ଅନେକ ଚରିତ୍ର ରହିଛି ମାତ୍ର ସେଥି ମଧ୍ୟରୁ…
Read More...

ହାତକଡି ନୁହେଁ ପ୍ରେମ ଆଲିଙ୍ଗନ ! ବିବାହ ବନ୍ଧନରେ ଆତଙ୍କବାଦୀ ଓ ପୁଲିସ

କନକ ବ୍ୟୁରୋ : ଇଏ ଏମିତି ଏକ ଖବର ଯେମିତି- ବିଲେଇ ଓ ମୂଷା ଭିତରେ ବନ୍ଧୁତା । ଜଣେ ଅଭିଯୁକ୍ତକୁ ପ୍ରେମ କରିବସିଲେ ପୋଲିସ ଅଧିକାରୀ, ଆଉ ଗୋପନରେ ବାହା ହୋଇଗଲେ । ଦୁର୍ଦ୍ଦଶ ଆଇଏସ ଆତଙ୍କବାଦୀଙ୍କ ହାତ ଧରିଛନ୍ତି ଜଣେ ଏଫବିଆଇ ଏଜେଂଟ । ଫେଡେରାଲ ବ୍ୟୁରୋ ଅପ ଇନଭେଷ୍ଟିଗେସନ- ଆମେରିକାର…
Read More...

ଏବେ ଆପଣଙ୍କ ଘରେ ଖାଦ୍ୟ ପହଂଚାଇବ ଉବେର୍ ! ଆରମ୍ଭ ହେଲା ନୂଆ ସେବା

ଏବେ ଆପଣଙ୍କ ଘରେ ଖାଦ୍ୟ ପଂଚାଇବ ଉବେର୍ କ୍ୟାବ୍ କମ୍ପାନୀ । ବଡ ବଡ ବ୍ରାଣ୍ଡ୍ ସହ ସ୍ଥାନୀୟ ରେଷ୍ଟୁରାଂଟରୁ ମଧ୍ୟ ମିଳିପାରିବ ମନ ପସନ୍ଦର ଖାଦ୍ୟ । ଏନେଇ କମ୍ପାନୀ ପକ୍ଷରୁ ଫୁଡ୍ ଡେଲିଭରୀ ସେବା ‘ଉବେରଇଟ୍ସ’ ଆପ୍ ଲଂଚ୍ କରାଯାଇଛି । ତେବେ ଏହି ସେବା ପ୍ରାଥମିକ ପର୍ଯ୍ୟାୟରେ କେବଳ ମୟାନଗରୀ…
Read More...

ଯଦି କେବେ ଗିରଫ କରେ ପୁଲିସ୍ ! ଜାଣନ୍ତୁ ଆପଣଙ୍କ ସାମ୍ବିଧାନିକ ଅଧିକାର ଏବଂ ବ୍ୟବହାର

ଭାରତର ସମ୍ବିଧାନ କେବେ ହୋଇଥିଲା ଏବଂ କିଏ କିଏ ଏହାକୁ ତିଆରି କରିଥିଲେ ଏକଥା ସମସ୍ତଙ୍କୁ ଜଣା । କିନ୍ତୁ ସମ୍ବିଧାନ ଆପଣଙ୍କୁ କି ଅଧିକାର ଦେଇଛି ସେକଥା ପ୍ରାୟ ଲୋକଙ୍କୁ ଅଜଣା । ତେଣୁ ଅନେକ ଲୋକ ଏଥିପାଇଁ ଫସି ଯାଇଥାନ୍ତି କାରଣ ସେମାନଙ୍କ ପାଖରେ ନିଜ ଅଧିକାରକୁ ନେଇ ପର୍ଯ୍ୟାପ୍ତ ଜ୍ଞାନ…
Read More...