Browsing Category

ସ୍ପେଶାଲ୍ ରିପୋର୍ଟ

ମଦୁଆ ମୂଷା ! ବର୍ଷେ ଭିତରେ ପିଇଦେଲେ ୯ ଲକ୍ଷ ଲିଟର ମଦ

ମୂଷାଙ୍କ ମଦ ପ୍ରେମ । ମାତାଲ୍ ମୂଷା ପିଇଗଲେ ୯ ଲକ୍ଷ ଲିଟର ମଦ । ଘଟଣାଟି ଘଟିଛି ବିହାରରେ । ଗତ ବର୍ଷେ ଭିତରେ ଜବତ ହୋଇଥିବା ୯ ଲକ୍ଷ ଲିଟର ମଦକୁ ଚଳୁ କରିଦେଇଛନ୍ତି ମୂଷା । ତେବେ ଘଟଣାଟି ସେତେବେଳେ ସାମ୍ନାକୁ ଆସିଲା ଯେତେବେଳେ ଏସଏସପି ମନୁ ମହାରାଜଙ୍କ ଅଧ୍ୟକ୍ଷତାରେ ପାଟନା ଜିଲ୍ଲା…
Read More...

ଯାତ୍ରୀଙ୍କ ପାଇଁ ଖୁସି ଖବର ! ଏବେ ଚଳନ୍ତା ଟ୍ରେନରେ କାଟିପାରିବେ ଟିକେଟ

ଅନେକ ଥର ଏମିତି ହୁଏ ଆପଣ ରେଲୱେ ଷ୍ଟେସନ ପହଞ୍ଚିଲା ପରେ ହଠାତ ଟ୍ରେନ ଚାଲିବା ଆରମ୍ଭ ହୋଇଯାଏ । ଏମିତି ହଡବଡରେ ବୁଝିହୁଏନି ଆଗେ ଟିକଟ କାଟିବ ନା ଟ୍ରେନରେ ଚଢିବ । ଅନେକ ଥର କିଛି ଅସୁବିଧାବଶତଃ ଯାତ୍ରୀମାନଙ୍କୁ ବିନା ଟିକଟରେ ଯାତ୍ରା କରିବାକୁ ପଡେ । ଏମିତିରେ ମନ ଭିତରେ ଡର ଲାଗୁଥାଏ ଯଦି…
Read More...

ପରମ୍ପରା ନାଁରେ ବର୍ବରତା ! ଜମି ପାଇଁ ସ୍ୱାମୀର ଭାଇ ସହ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ ହୁଅନ୍ତି ମହିଳା

ନାରୀ ଓ ପୁରୁଷ ସମାନ ବୋଲି ଆମେ ଯେତେ ଗଳା ଫଟାଇ ଚିତ୍କାର କଲେ ମଧ୍ୟ ଆମ ସମାଜ ଏବେ ବି ସମ୍ପୂର୍ଣ୍ଣ ରୂପେ ବଦଳି ନାହିଁ । ଏକବିଂଶ ଶତାବ୍ଦୀରେ ମହିଳାମାନେ ଶୀର୍ଷର ପହଞ୍ଚିବା ପରେ ସହ ପୁରୁଷଙ୍କୁ ପୁରା ଟକ୍କର ଦେଉଛନ୍ତି । କିନ୍ତୁ ଏପଟେ ଦୁନିଆରେ ଏବେ ବି ଏମିତି କିଛି ଜାଗା ଅଛି ଯେଉଁଠି…
Read More...

ହ୍ୱାର୍ଟସଆପକୁ ଆସୁଥିବା ବ୍ୟକ୍ତିଗତ ଫଟୋକୁ ଲୁଚାଇବେ କିପରି, ଜାଣନ୍ତୁ ?

ଅନେକ ଥର ହ୍ୱାର୍ଟସଆପ ପରି ମେସେଜିଙ୍ଗ ଆପରେ ଅନେକ ଆପତ୍ତିଜନକ ଫଟୋ ଆସିଯାଏ । ଆଉ ଆମେ ଏନେଇ ପୁରା ଅଜ୍ଞ ଥାଉ କିମ୍ବା ଆମ ଅଜାଣତରେ ଆମ ଫୋନରେ ଉକ୍ତ ଫଟୋ ଗୁଡିକ ମହଜୁଦ ଥାଏ । ଭାବନ୍ତୁ କେହି ଆପଙ୍କ ଫୋନରେ ଏପରି ଛବି ଦେଖି ଆପଣଙ୍କ ବିଷୟରେ ସେ କ’ଣ ଭାବିବେ । କେବଳ ଏତିକି ନୁହଁ ଅନେକ ଥର…
Read More...

ଅଭିଶପ୍ତ ହୀରା ‘କୋହିନୂର’! ରହସ୍ୟମୟୀ ଏହି ହୀରାର ଥିଲା କଳଙ୍କିତ ଇତିହାସ

ପ୍ରାଚୀନ ଭାରତର ସାନ୍ କୋହିନୂର ହୀରାର ସନ୍ଧ୍ୟାନ ପାଇଁ ବର୍ତ୍ତମାନ ଆନ୍ଧ୍ରପ୍ରଦେଶ ଗୁନଟୁର ଜିଲ୍ଲାସ୍ଥିତ ଗୋଲକୁଣ୍ଡାର ଏକ ଖଣିରେ ହୋଇଥିଲା ଯେଉଁଥିରେ ଦରିୟାନ ନୂର ଏବଂ ନୂରେନ ନାମକ ବିଶ୍ୱପ୍ରସିଦ୍ଧ ହୀରା ମଧ୍ୟ ଉଦ୍ଧାର କରାଯାଇଥିଲା । କିନ୍ତୁ ଏହି ଖାଦନଳଶ କେବେ ଠାବ କରାଯାଇଥିଲା ସେ…
Read More...

ନାରୀ ପାଇଁ ହୋଇଥିଲା ଭଗବାନ ଶ୍ରୀକୃଷ୍ଣଙ୍କ ମୃତ୍ୟୁ ! ଜାଣନ୍ତୁ କିପରି ହେଲା ଯଦୂବଂଶର ବିନାଶ

ଦୀର୍ଘ ୧୮ ଦିନ ଧରି ଚାଲି ରହିଥିବା ମହାଭାରତରେ ରକ୍ତପାତ ଛଡା ଅନ୍ୟ କିଛି ମିଳି ନଥିଲା । ତେବେ ଏହି ଯୁଦ୍ଧରେ କୌରବ ବଂଶର ବିନାଶ ହେବାସହ ପଂଚୁ ପାଣ୍ଡବଙ୍କ ବ୍ୟତୀତ ପାଣ୍ଡବ ବଂଶର ଅଧିକାଂଶ ଲୋକଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା । ଏହି ଯୁଦ୍ଧ କାରଣରୁ ତଥା ଯୁଦ୍ଧ ପରେ ପରେ ପୁଣି ଏକ ବଂଶର ବିଲୟ…
Read More...

ଜଣେ ଯାତ୍ରୀଙ୍କୁ ଗୋଟିଏ ଟ୍ରେନ୍ !

ବ୍ରିଟେନର ସିପିୟା ରେଳଷ୍ଟେସନରେ କେବଳ ଜଣେ ଯାତ୍ରୀଙ୍କ ପାଇଁ ଚଳାଚଳ କରେ ଟ୍ରେନ୍ । ବେଳେବେଳେ ଜଣେ ଯାତ୍ରୀ ମଧ୍ୟ ଦେଖିବାକୁ ମିଳନ୍ତି ନାହିଁ । କିନ୍ତୁ ଏଠାରେ ନିରନ୍ତର ଚାଲେ ଟ୍ରେନ୍ । ବ୍ରିଟେନର ପୂର୍ବ କ୍ୟାମ୍ବ୍ରିଜ୍ ସାୟାର୍ ଅଂଚଳରେ ଥିବା ଏହି ରେଳଷ୍ଟେସନ୍ ୧୭୦ ବର୍ଷ ପୁରୁଣା । ତେବେ…
Read More...

ଓବାମାଙ୍କ ପ୍ରଥମ ପ୍ରେମ ! ଦେଖନ୍ତୁ ଅଧୁରା ପ୍ରେମକାହାଣୀର ପୁରା ଦୃଶ୍ୟ

ଚର୍ଚ୍ଚାରେ ବାରାକ୍ ଓବାମାଙ୍କ ପ୍ରେମକାହାଣୀ । ଏକଦା ବିଶ୍ୱର ସବୁଠାରୁ ପ୍ରଭାବଶାଳୀ ବ୍ୟକ୍ତିତ୍ୱ କୁହାଯାଉଥିବା ଓବାମାଙ୍କ ଲଭଷ୍ଟୋରିର ଖୁଲାସା ହୋଇଛି ଏକ ପୁସ୍ତକରେ । ପୂର୍ବ ଆମେରିକୀୟ ରାଷ୍ଟ୍ରପତିଙ୍କ ପ୍ରଥମ ପ୍ରେମ ନ ଥିଲେ ପତ୍ନୀ ମିଶେଲ୍ । ମିଶେଲଙ୍କ ପୂର୍ବରୁ ଓବାମାଙ୍କ ଜୀବନକୁ…
Read More...

ଯୋଗୀଙ୍କ ଅନ୍ନପୁର୍ଣ୍ଣା ଭୋଜନାଳୟ ! ୩ ଟଙ୍କାରେ ଇଡଲି, ୫ ଟଙ୍କାରେ ଥାଳି

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅନୁମୋଦନ ପରେ ଖୁବଶୀଘ୍ର ରାଜ୍ୟରେ ଖୋଲିବାକୁ ଯାଉଛି ଅନ୍ନପୁର୍ଣ୍ଣା ଭୋଜନାଳୟ । ଯାହାଫଳରେ ଗରୀବଙ୍କୁ ଶସ୍ତାରେ ଖାଇବା ଉପଲବ୍ଧ ହୋଇପାରିବ । ସୂଚନା ଅନୁସାରେ ଯୋଗୀ ଏହି ଯୋଜନାକୁ ସବୁଜ ସଂକେତ ଦେଇସାରିଛନ୍ତି । ମୁଖ୍ୟମନ୍ତ୍ରୀ ଦାୟିତ୍ୱ…
Read More...

ବଂଚିବାକୁ ଚାହୁଁଛନ୍ତି ! ୧୦୦ ବର୍ଷ ମଧ୍ୟରେ ପୃଥିବୀ ଛାଡନ୍ତୁ . . ବୈଜ୍ଞାନିକ ଷ୍ଟିଫନ୍ ହକିଙ୍ଗଙ୍କ ଚେତାବନୀ

ବଂଚିବାକୁ ଚାହୁଁଛନ୍ତ ? ତେବେ ୧୦୦ବର୍ଷ ଭିତରେ ପୃଥିବୀ ଛାଡନ୍ତୁ । ଏଭଳି ଚେତାବନୀ ଦେଇଛନ୍ତି ବିଶ୍ୱର ସବୁଠାରୁ ବଡ ବୈଜ୍ଞାନିକ ଷ୍ଟିଫନ୍ ହକିଙ୍ଗ୍ । ସେ କହିଛନ୍ତି ନିଜକୁ ବଂଚାଇ ରଖିବାକୁ ଚାହୁଁଥିବା ପ୍ରତ୍ୟେକ ମଣିଷ ଆଗାମୀ ୧୦୦ ବର୍ଷ ଭିତରେ ପୃଥିବୀ ଛାଡି ଅନ୍ୟ ଗ୍ରହକୁ ଚାଲିଯିବା ଉଚିତ୍…
Read More...