Browsing Category

ସ୍ପେଶାଲ୍ ରିପୋର୍ଟ

ମାତ୍ର ୪୩ ଟଙ୍କାରେ ମିଳିବ ପେଟ୍ରୋଲ! ଯଦି ସରକାର, ଧର୍ମେନ୍ଦ୍ର ପ୍ରଧାନଙ୍କ କଥା ମାନନ୍ତି

ପେଟ୍ରୋଲ, ଡ଼ିଜେଲ ଦର ଲଗାତାର ଭାବେ ବୃଦ୍ଧି ପାଉଛି । ଓଡିଶାରେ ପେଟ୍ରୋଲ ଦର ୭୦ ଛୁଇଁଥିବା ବେଳେ ଦିଲ୍ଲୀରେ ଗୁରୁବାର ପେଟ୍ରୋଲ ଦର ୭୦.୩୯ ପ୍ରତି ଲିଟର ଥିଲା । ଅନ୍ୟପଟେ ମାୟାନଗରୀ ମୁମ୍ବାଇରେ ଲିଟର ପିଛା ପେଟ୍ରୋଲ ଦର ୭୯.୫୦ ଟଙ୍କା ପହଞ୍ଚି ସାରିଛି । ଡ଼ିଜେଲର ସ୍ଥିତି ମଧ୍ୟ କିଛି ଏହିପରି…
Read More...

ନୂଆ ରାଜଧାନୀ ଅମରାବତୀ ପାଇବ ଫିଲ୍ମ ‘ବାହୁବଳୀ’ର ଝଲକ ! ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ନିର୍ଦ୍ଦେଶକ…

ଅମରାବତୀ : ଆନ୍ଧ୍ର ପ୍ରଦେଶର ନୂଆ ରାଜଧାନୀ ଅମରାବତୀ ନେବ ନୂଆ ରୂପ । ଏହାର କିଛି ସରକାର ବାସଭବନକୁ ନୂଆ ଆକାର ଦିଆଯିବ । ଏଥିରେ ଦିଆଯିବ ଏକ ବିଶ୍ୱସ୍ତରୀୟ କଳା ସ୍ଥାପତ୍ୟର ଛାପ । ଏଥିପାଇଁ ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ସାହାଯ୍ୟ ଲୋଡିଛନ୍ତି ତେଲୁଗୁ ଫିଲ୍ମ ମେକର…
Read More...

ବାଂଲାଦେଶର ଚେତାବନୀ : ରୋହିଙ୍ଗ୍ୟା ଶରଣାର୍ଥୀ ଭାରତ ପାଇଁ ବିପଦ !

କନକ ବ୍ୟୁରୋ : ହିଂସାଗ୍ରସ୍ତ ମିଆଁମାର୍‌ ଛାଡ଼ି ପଳାଇ ଆସୁଥିବା ରୋହିଙ୍ଗ୍ୟା ମୁସଲିମ୍‌ ଶରଣାର୍ଥୀମାନେ ସମଗ୍ର ଅଂଚଳ ପାଇଁ ବଡ଼ ଧରଣର ବିପଦ ସୃଷ୍ଟି କରିବେ ଏବଂ ଭାରତ ପାଇଁ ମଧ୍ୟ ସୁରକ୍ଷା ଦୃଷ୍ଟିରୁ ଏହି ଶରଣାର୍ଥୀମାନେ ବିପଜ୍ଜନକ ବୋଲି ବାଂଲାଦେଶ ଚେତାଇ ଦେଇଛି । ଭାରତ ଏହି ଶରଣାର୍ଥୀଙ୍କ…
Read More...

ପେଟ୍ରୋଲ୍ ଦର ବୃଦ୍ଧି ନେଇ ଟାର୍ଗେଟରେ ମୋଦି ଓ ବିଗ୍ ବି ! ଭାଇରାଲ୍ ହେଉଛି ଉଭୟଙ୍କ ପୁରୁଣା ଟୁଇଟ୍

କନକ ବ୍ୟୁରୋ : ଦିନକୁ ଦିନ ବଢି ଚାଲିଛି ପେଟ୍ରୋଲର ଦର । କିଛି ଦିନ ହେଲାଣି ପ୍ରତ୍ୟେକ ଦିନ ବଢିବାରେ ଲାଗିଛି । ଓଡିଶାରେ ୭୦ ଛୁଇଁଥିବା ବେଳେ ମୁମ୍ବାଇରେ ଏହାର ଦର ୮୦କୁ ଗଲାଣି । ଏହି ପେଟ୍ରୋଲ୍ ଦର ବୃଦ୍ଧିକୁ ନେଇ ଟାର୍ଗେଟରେ ମୋଦି ସରକାର । ଆଉ ଏହାରି ଭିତରେ ମୋଦି ଏବଂ ବିଗ୍ ବିଙ୍କ ଏକ…
Read More...

ବରିଷ୍ଠ ସାମ୍ବାଦିକା ଗୈାରୀ ଲଙ୍କେଶଙ୍କ ହତ୍ୟା ମାମଲା ! ତଦନ୍ତରେ ସହଯୋଗ କରୁନାହାଁନ୍ତି ସାମ୍ବାଦିକାଙ୍କ ଭାଇ…

ବହୁ ଚର୍ଚ୍ଚିତ ସାମ୍ବାଦିକା ଗୈାରୀ ଲଙ୍କେଶଙ୍କ ହତ୍ୟା ମାମଲା । ଆଉ ଏହାର ତଦନ୍ତ କରୁଛି ଏସଆଇଟି । ଆଉ ଅ।ଜି ତାଙ୍କର ନିଜ ସଂପର୍କୀୟଙ୍କ ତଦନ୍ତ କରିଛି ଏସଆଇଟି । ତାଙ୍କର ମା ଇନ୍ଦିରା ଓ ଭଉଣୀ କବିତା ତଦନ୍ତରେ ପୂର୍ଣ୍ଣ ସହଯୋଗ କରି ସବୁ ପ୍ରଶ୍ନର ଉତ୍ତର ଦେଇଥିଲେ । କିନ୍ତୁ ତାଙ୍କର ଭାଇ…
Read More...

ଜେଲରେ ମାଙ୍କୁ ଦେଖି କାନ୍ଦି ପକାଇଲା ରାମ ରହିମ୍ ! ୫୦ ମିନିଟ ଯାଏଁ ହେଲା ଦେଖା ସାକ୍ଷାତ 

କନକ ବ୍ୟୁରୋ : ବଳାତ୍କାର ମାମଲାରେ ଜେଲଦଣ୍ଡ ଭୋଗୁଥିବା ରାମରହିମଙ୍କୁ ଜେଲରେ ଭେଟିଛନ୍ତି ତାଙ୍କ ମାଆ ନସିବ କୈାର । ରୋହତକ ଜେଲରେ ପାଖାପାଖି ୫୦ ମିନିଟ ଯାଏଁ ଉଭୟଙ୍କ ମଧ୍ୟରେ ହୋଇଛି ଦେଖାସାକ୍ଷାତ । ଅପରାହ୍ନ ପାଖାପାଖି ୩ଟାରେ ଜେଲର ଏକ କକ୍ଷରେ ଉଭୟଙ୍କ ମଧ୍ୟରେ ସାକ୍ଷାତ ହୋଇଥିଲା । ଜେଲ…
Read More...

କାନ୍ଦୁଛି ଚାଷୀ ହସୁଛି ବିଧାନସଭା ! ବିଧାୟକଙ୍କୁ ମାସକୁ ଲକ୍ଷେ ଦରମା ହେଲେ ଚାଷୀର ବାର୍ଷିକ ଆୟ ୬୦ ହଜାର

କନକ ବ୍ୟୁରୋ : କଥାରେ ଅଛି ଚାଷ ଅଛି ଯାହାର, କେଡେ ଖୁସି ତାହାର । ସାରା ଦେଶକୁ ଖାଦ୍ୟ ଯୋଗାଏ ଚଷା ପୁଅ । ହଳବଳଦ ଧରି ବିଲକୁ ଯାଏ , ମାଟି ସହ ମାଟି ହୋଇ କାମ କରେ ଆଉ ନିଜେ ବଞ୍ଚିବା ସହ ଅନ୍ୟକୁ ବଞ୍ଚାଏ । ହେଲେ ଏସବୁ ଉକ୍ତିିର ଆଜି କିଛି ମୂଲ୍ୟ ନାହିଁ । ବିଦ୍ୟାଳୟରେ କୃଷକର ଆତ୍ମକାହାଣୀ…
Read More...

ବଢ଼ୁଛି ଆତ୍ମହତ୍ୟାର ତାଲିକା ! ପଢ଼ନ୍ତୁ ଏହା ବ୍ଲ୍ୟୁ ହ୍ୱେଲ ନା ଆଉ କିଛି

କନକ ବ୍ୟୁରୋ : ଦିନକୁ ଦିନ ଘାତକ ହେଉଛି ବ୍ଲୁ ହ୍ୱେଲ । କେତେବେଳେ ମୁମ୍ବାଇରେ ତ କେତେବେଳେ ବାଙ୍ଗାଲୋରରେ କାହାର ଜୀବନ ଗଲାଣି ଏହି ଖେଳ ଖେଳି । ଓଡିଶାରେ ବି ଅନେକ ପଡିଲେଣି ନୀଳ ତିମିର ମାୟାଜାଲରେ । ହେଲେ ଏଥିରୁ ଯେମିତି ନିସ୍ତାର ନାହିଁ । କିଛିଦିନ ତଳେ ଋଷିଆରେ ଏହି ଖୁନୀ ଖେଳର…
Read More...

ପରିଚୟ ଲଢେଇରେ ଅପରାଜେୟ ବ୍ୟକ୍ତିତ୍ୱ ! ‘ଅଞ୍ଜଳୀ ଆମୀର୍’ ଦେଶର ପ୍ରଥମ ଟ୍ରାନ୍ସଜେଣ୍ଡର ନାୟିକା, ସୁପରଷ୍ଟାରଙ୍କ ସହ…

କନକ ବ୍ୟୁରୋ : ଅଞ୍ଜଳୀ ଆମୀର୍ । ପରିଚୟର ଲଢେଇରେ ଜଣେ ଅପରାଜେୟ ବ୍ୟକ୍ତିତ୍ୱ । ସମସ୍ତଙ୍କ ପାଇଁ ଆଜି ସାଜିଛନ୍ତି ଅନନ୍ୟ ଉଦାହରଣ । ମାତ୍ର ୧୬ ବର୍ଷ ବୟସରେ ନିଜର ରୁଢିବାଦୀ ପରିବାରକୁ ଛାଡି ଦେଇଥିବା ଅଞ୍ଜଳୀ ଆଜି ଦେଶର ପ୍ରଥମ କିନ୍ନର ନାୟିକା । ଟ୍ରାନ୍ସଜେଣ୍ଡର୍ ମଡେଲ୍ ଭାବରେ ସଫଳତା…
Read More...

ଆମେରିକାକୁ ବୋମା ପକାଇ ପାଉଁଶ କରିଦେବା ସହ ଜାପାନକୁ ସମୁଦ୍ରରେ ବୁଡାଇଦେବାକୁ ଉତ୍ତର କୋରିଆ ଧମକ

କନକ ବ୍ୟୁରୋ : ଆମେରିକାର ବାରମ୍ବାର ଚେତାବନୀ ପରେ ଉତ୍ତରକୋରିଆ ପରମାଣୁ ବୋମା ପରୀକ୍ଷଣ କରିବାରୁ ନିବୃତ ରହୁନାହିଁ । ଏପରିକି ଅଳ୍ପ କିଛିଦିନ ପୂର୍ବେ ହାଇଡ୍ରୋଜେନ ବମ ପରୀକ୍ଷଣ କରି ପୂରା ବିଶ୍ୱରେ ଆତଙ୍କ ଖେଳାଇ ଦେଇଥିଲା । ଏହି ପରୀକ୍ଷଣ ପରେ ଆମେରିକା ଓ ଉତ୍ତର କୋରିଆ ମଧ୍ୟରେ ଲାଗି…
Read More...