Browsing Category

ସ୍ପେଶାଲ୍ ରିପୋର୍ଟ

ଦେଶର କୌଣସି ମସଜିଦକୁ ପ୍ରଥମଥର ପାଇଁ ଯିବେ ମୋଦି! ସାଙ୍ଗରେ ରହିବେ ସିଂଜୋ ଆବେ

କନକ ବ୍ୟୁରୋ : ଆଜି ଦୁଇଦିନିଆ ଭାରତ ଗସ୍ତରେ ଆସିବେ ଜାପାନ ପ୍ରଧାନମନ୍ତ୍ରୀ ସିଂଜୋ ଆବେ । ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି । ଏଥର ରାଜଧାନୀ ଦିଲ୍ଲୀ ପରିବର୍ତ୍ତେ ଗୁଜରାଟରେ ହେବ ଦ୍ୱିପାକ୍ଷିକ ବୈଠକ । ଗୁଜରାଟରେ ସିଂଜୋ ଆବେଙ୍କୁ ସ୍ୱାଗତ କରିବେ ପ୍ରଧାନମନ୍ତ୍ରୀ ମୋଦି ।…
Read More...

ମାଆ ୭ମ ପାସ୍ , ବାପା ୩ଥର ମାଟ୍ରିକ୍ ଫେଲ୍ ହେଲେ ପୁଅ ଆଇପିଏସ ଅଫିସର ! ବାବୁଙ୍କ ଦରମାର ଅଧା ଯାଏ ଦାନରେ

୨୦୦୬ ବ୍ୟାଚର ବିହାରର କାଡ୍ରେର ଆଇପିଏସ୍ ଅଫିସର ଶିବଦୀପ ବାମନରାଓ ଲାଣ୍ଡେଙ୍କର କାହାଣୀ କୌଣସି ସିନେମାରୁ ବି କମ୍ ନୁହେଁ । ମହାରାଷ୍ଟ୍ରର ଅଙ୍କୋଲା ଜିଲ୍ଲାର ପରସା ନାମକ ଗାଁରେ ଏକ କୃଷକ ପରିବାରରେ ଜନ୍ମ ହୋଇଥିବା ଶିବଦୀପ ଲାଣ୍ଡେଙ୍କ ପିଲାଦିନ ବିତିଥିଲା ବହୁ ଦୁଃଖ କଷ୍ଟରେ । ଘରର ଆର୍ଥିକ…
Read More...

୧୪ ମାସର ସୋମନାଥ । ଛୋଟ ସିନା କାମ ତା’ ମହାନ । କିଡ଼ନୀ ଓ ହାର୍ଟ ଦାନ କରି ବଂଚାଇଲା ଜୀବନ

ନିଜେ ମରି ଅନ୍ୟକୁ ଦେଖାଇଲେ ବଂଚିବାର ରାହା । ଏଭଳି ଏକ ହୃଦୟସ୍ପର୍ଶୀ ଘଟଣା ଦେଖିବାକୁ ମିଳିଛି ସୁରଟରେ । ଯେଉଁଠି ଏକ ୧୪ ମାସର ଶିଶୁ ବଂଚାଇଛି ଦୁଇ ଜଣଙ୍କର ଜୀବନ । ସୂଚନା ମୁତାବକ, ସୁରଟର ଏକ ୧୪ ମାସର ଶିଶୁ ସୋମନାଥ ଶାହ ଗୁଜରାଟର ସବୁଠୁ କମ୍ ବୟସ ଥିବା ହାର୍ଟ ଏବଂ କିଡନୀର ଦାତା…
Read More...

ବଜାରରେ ଲଞ୍ଚ ହେଲା ଆପଲ ସ୍ମାର୍ଟ ୱାଚ୍ ! ହୃଦସ୍ପନ୍ଦନର କମିବା ଓ ବଢିବା ନେଇ ସୂଚନା ଦେବ ଘଣ୍ଟା

କନକ ବ୍ୟୁରୋ : ଏବେ ବଜାରରେ ରାଜ କରୁଛି ଆପଲ କମ୍ପାନୀ । ସେ ଫୋନ ହେଉ ବା ଅବା ଆଉ କିଛି । ସବୁ ଯୁବବର୍ଗଙ୍କ ପ୍ରଥମ ଚଏସ ହେଉଛି ଆପଲ କମ୍ପାନୀର ବିଭିନ୍ନ ସାମଗ୍ରୀ । ଯୁବବର୍ଗଙ୍କୁ ଆକର୍ଷିତ କରିବା ପାଇଁ ଆପଲ କମ୍ପାନୀ ଆପଲ ୧୦ ଫୋନ, ଟିଭି ଓ ନୂଆ ସ୍ମାର୍ଟ ୱଚ ଆପଲ ୱଚ ସିରିଜ୍ ଥ୍ରୀ ଲଂଚ…
Read More...

ବିଜୟଓ୍ଵାଡ଼ାର ବିସ୍ମୟ ବାଳିକା : ୫ ବର୍ଷରେ ଯୁଗଳ ତୀରନ୍ଦାଜୀ କୀର୍ତ୍ତିମାନ

ଆନ୍ଧ୍ରପ୍ରଦେଶର ବିଜୟଓ୍ଵାଡ଼ାରେ ରହୁଥିବା ଜଣେ ୫ ବର୍ଷୀୟା କୁନି ଝିଅ ନିଜ ଅପୂର୍ବ ତୀରନ୍ଦାଜୀ ଦକ୍ଷତା ବଳରେ ସମଗ୍ର ଦେଶରେ ଚହଳ ସୃଷ୍ଟି କରିଛନ୍ତି । ଚେରୁକୁରି ଡଲି ଶିବାନୀ ନାମକ ଏହି ଝିଅ ଭଲରେ କଥା କହି ପାରୁ ନଥିଲେ ମଧ୍ୟ ଏକାବେଳେକେ ଦୁଇଟି ଅନ୍ତର୍ଜାତୀୟ କୀର୍ତ୍ତିମାନ ସ୍ଥାପନ…
Read More...

ସୁନନ୍ଦା ପୁଷ୍କରଙ୍କ ରହସ୍ୟମୟ ମୃତ୍ୟୁ ମାମଲା ! ହୋଟେଲ ରୁମର ସିଲ୍ ହଟାଇବାକୁ ପୁଲିସକୁ କୋର୍ଟ ଦେଲେ ନିର୍ଦ୍ଦେଶ

ବହୁ ଚର୍ଚ୍ଚିତ ସୁନନ୍ଦା ପୁଷ୍କରଙ୍କ ରହସ୍ୟମୟ ମୃତ୍ୟୁର ମାମଲା । ଯାହା ଦେଶ ତଥା ବିଦେଶରରେ ଖୁବ୍ ଆଲୋଚନାର ବିଷୟ ଥିଲା । ସବୁ ଗଣମାଧ୍ୟମର ମୁଖ୍ୟ ଖବର ସାଜିଥିଲା । ଦିଲ୍ଲୀର ଏକ କୋର୍ଟ ପୁଲିସକୁ ଦେଇଛନ୍ତି ନିର୍ଦ୍ଦେଶ । ସିଲ୍ ହୋଇଥିବା ଫାଇଭ ଷ୍ଟାର ହୋଟେଲ ରୁମର ସିଲ୍ ହଟାଇବାକୁ କହିଛି…
Read More...

ଖୁବ୍ ଶୀଘ୍ର ବଜାରକୁ ଆସିବ ୧୦୦ ଟଙ୍କିଆ କଏନ୍ ! ଜାଣନ୍ତୁ କଣ ରହିଛି ବିଶେଷତ୍ୱ

କନକ ବ୍ୟୁରୋ : ଭାରତୀୟ ମୁଦ୍ରା ଇତିହାସରେ ଆରମ୍ଭ ହେବାକୁ ଯାଉଛି ଏକ ନୂଆ ଅଧ୍ୟାୟ । କାରଣ ଖୁବ୍ ଶୀଘ୍ର ବଜାରକୁ ଆସିପାରେ ୧୦୦ ଟଙ୍କିଆ କଏନ୍ ବା ୧୦୦ ଟଙ୍କିଆ ମୁଦ୍ରା । ଅଭିନେତା ତଥା ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଏମଜି ରାମଚନ୍ଦ୍ରନଙ୍କ ଜନ୍ମବାର୍ଷିକୀକୁ ସ୍ମରଣୀୟ କରିବା ପାଇଁ…
Read More...

ଗରିବୀ ସହ ଲଢି ପହଂଚିଲେ ଆଇଆଇଟି ! ଏବେ ଦେଶକୁ ଦେବେ ବୁଲେଟ୍ ଟ୍ରେନର ଟେକ୍ନୋଲୋଜି, ପଢନ୍ତୁ ଜଣେ ପ୍ରତିଭାବାନ୍…

କନକ ବ୍ୟୁରୋ : ସଫଳତାର ସ୍ୱାଦ ଚାଖିବାକୁ ହେଲେ ମନରେ ରହିବା ଦରକାର ଦୃଢ ପ୍ରତିଜ୍ଞା । ଆଉ ଦୃଢ ଇଚ୍ଛାଶକ୍ତି ଆଗରେ ଭଗବାନ୍ ମଧ୍ୟ ହାର୍ ମାନିଥାନ୍ତି । ସେହିପରି ଜଣେ ଅଭାବୀ ବ୍ୟକ୍ତିଙ୍କ ଦୃଢ ପ୍ରତିଜ୍ଞା ଆଗରେ ହାର୍ ମାନିଛି ଗରିବୀ । ଗରିବୀ ସହ ଲଢି ପହଂଚିଲେ ଆଇଆଇଟିରେ । ଆଉ ଏବେ ଦେଶର…
Read More...

୮୫ ଦିନ ପରେ କୋମାରୁ ବାହାରିଲେ ଗର୍ଭବତୀ ମହିଳା ! ମା’ ଓ ନବଜାତକକୁ ବଂଚାଇଲେ ଡାକ୍ତର

ପୁଣେର ଏକ ଡାକ୍ତରଖାନାରେ ଦେଖିବାକୁ ମିଳିଛି ଆଶ୍ଚଯ୍ୟକର ଦୃଶ୍ୟ । ଯାହାକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା । ପାଖାପାଖି ୮୫ ଦିନ କୋମାରେ ରହିବା ପରେ ଜଣେ ଗର୍ଭବତୀ ମହିଳା ଏକ ଶିିଶୁକନ୍ୟାକୁ ଦେଇଛନ୍ତି ଜନ୍ମ । ଡାକ୍ତରମାନେ ମା’ ସହ ନବଜାତକକୁ ବଂଚାଇବାରେ ସଫଳ ହୋଇଛନ୍ତି । ସ୍ଥାନୀୟ ରୁବି ହଲ…
Read More...

‘କେବିସି’ରେ ଭାଗ ନେଇ ହଟହଟ୍ଟା ହେଲେ ଉପଜିଲ୍ଲାପାଳ ! ଶେଷରେ ଲୋଡିଲେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ

ସୋନି ଟିଭିରେ ଲୋକପ୍ରିୟ ଗେମ୍ ସୋ’ ‘କୌନ ବନେଗା କରୋଡପତି ସିଜିନ୍-୯’ ରେ ଭାଗ ନେଇ ହଟହଟ୍ଟା ହେଲେ ସରକାରୀ କର୍ମଚାରୀ । ସୂଚନା ମୁତାବକ, ଛତିଶଗଡର ଜଣେ ପ୍ରଶିକ୍ଷାର୍ଥୀ ଉପଜିଲ୍ଲାପାଳ ସୋନି ଟିଭିରେ ପ୍ରସାରିତ ଗେମ୍ ସୋ’ ‘କୌନ ବନେଗା କରୋଡପତି’ (କେବିସି) ରେ ଭାଗ ନେଇ ଅନେକ ଅସୁବିଧାର…
Read More...