Browsing Category

ସ୍ପେଶାଲ୍ ରିପୋର୍ଟ

ନିୟମ ବଦଳାଇବେ କେନ୍ଦ୍ର ସରକାର ! ଏଣିକି ଲୋକଙ୍କୁ ଆଉ କନ୍ଦାଇବନି ଆଧାର

ଆଧାରକୁ ନେଇ ଆପଣଙ୍କର ଥିବା ସବୁଠାରୁ ବଡ ସମସ୍ୟା ଏବେ ଦୂର ହେବାକୁ ଯାଉଛି । ଆଜି ଆମେ ଆପଣଙ୍କୁ ଯେଉଁ ଖବର ସଂପର୍କରେ ଅବଗତ କରାଇବାକୁ ଯାଉଛୁ ତାହା ବୋଧହୁଏ ଆପଣଙ୍କୁ କିଛି ମାତ୍ରରେ ଆଶ୍ୱସ୍ତି ଦେଇପାରେ । ତେବେ ପଢନ୍ତୁ ପୂରା ଖବର . . . ଗ୍ୟାସ କନେକସନ ହେଉ କିମ୍ବା ମୋବାଇଲ ସିମ, ସବୁ…
Read More...

ପୁଅ ହେବତ ଏମିତି ! ବାପାଙ୍କ ପ୍ରତି ହୋଇଥିବା ଅପମାନର ପ୍ରତିଶୋଧ ନେବା ପାଇଁ ଖୋଲିଲେ ନିଜର ଏକ କଂପାନୀ

ଜୀବନରେ ସମସ୍ତଙ୍କୁ ଅନେକ ମାନ-ଅପମାନ ଦେଇ ଅତିକ୍ରମ କରିବାକୁ ପଡିଥାଏ । ହେଲେ ଏହି ମାନ-ଅପମାନରୁ ଯଦି କେହି କୌଣସି ଶିକ୍ଷା ପାଏ, ତେବେ ସେ ହିଁ ଜୀବନରେ ଆଗକୁ ବଢିପାରିବ ଆଉ ଉନ୍ନତି ବି କରିପାରିବ । ଏମିତି ଏକ ପ୍ରେରଣାଦାୟୀ ଘଟଣା ଘଟିଯାଇଛି ଟିକାରାପାରା ନିବାସୀ ମୋହନଲାଲ ସାହୁଙ୍କ ଠାରେ…
Read More...

ଆରବିଆଇର ବଡ ନିଷ୍ପତି ! ୭ଦିନ ମଧ୍ୟରେ ବନ୍ଦ ହୋଇପାରେ ଦେଶର ସମସ୍ତ ବ୍ୟାଙ୍କ

ଦେଶରେ ବିମୁଦ୍ରାକରଣ ପରେ ପରେ ଲୋକଙ୍କ ମଧ୍ୟରେ ମୋବାଇଲ ୱାଲେଟର ବ୍ୟବହାର ବୃଦ୍ଧି ପାଇଛି । ହେଲେ ଏବେ ଯେତେବେଳେ ଲୋକେ ଏହି ଅଭ୍ୟାସରେ ପଡିଯାଛନ୍ତି ଠିକ୍ ଏହି ସମୟରେ ହିଁ ଖବର ଆସିଛି କି ଆରବିଆଇ ମାର୍ଚ୍ଚ ସୁଦ୍ଧା ମୋବାଇଲ ୱାଲେଟ ବନ୍ଦ କରିବାର ନିଷ୍ପତି ନେଇପାରେ । ଗଣମାଧ୍ୟମରେ…
Read More...

ଆପଣ କିଣିଥିବା ବ୍ରାଣ୍ଡେଡ ପୋଷାକଟି ବାସ୍ତବରେ ତାହା କି ? ଏହି ୫ଟି ତରିକାରେ ଜାଣନ୍ତୁ ଏହା ଅସଲି ନା ନକଲି

ଆଜିକା ଦିନରେ ଫ୍ୟାସନକୁ ନେଇ ଯୁବପୀଢି ମଧ୍ୟରେ ଅଧିକ ଉତ୍କଣ୍ଠା ଭରିରହିଛି । ପ୍ରତ୍ୟେକ ବ୍ୟକ୍ତି ନିଜକୁ ଅନ୍ୟଠାରୁ ଅଲଗା ତଥା ଭିନ୍ନ ଦେଖାଯିବାକୁ କିଛି ନା କିଛି ନୂଆ ପିନ୍ଧିବାକୁ ଏବଂ ନାଇବାକୁ ଚେଷ୍ଟା କରନ୍ତି । ଆଉ ଯୁବପୀଢିଙ୍କ ମଧ୍ୟରେ ଦେଖାଦେଇଥିବା ଏଭଳି ଉତ୍କଣ୍ଠାକୁ ଦୃଷ୍ଟିରେ ରଖି…
Read More...

ପୁରୀ-କୋଣାର୍କ ମେରାଇନ୍ ଡ୍ରାଇଭରେ ରାଜ୍ୟର ସବୁଠାରୁ ବଡ଼ ୱାଟର ପାର୍କ ! ସମୂଦ୍ରର ସୁଁ ସୁଁ ଗର୍ଜନ ସହ ଦୁଇଗୁଣ ମଜା…

ଆଗକୁ ଆସୁଛି ଗ୍ରୀଷ୍ମ ଋତୁ । ଗରମ ଦିନରେ ଯୁବପିଢ଼ୀ ସାଧାରଣତ କ୍ୟାଣ୍ଡେଲ ଲାଇଟ ଡିନର, ଫିଲ୍ମ ଦେଖିଯିବା ଅପେକ୍ଷା ୱାଟର ପାର୍କ ଯିବା ପାଇଁ ଅଧିକ ପସନ୍ଦ କରନ୍ତି । ତେବେ ବର୍ତ୍ତମାନ ଫେବୃୟାରୀ ମାସରୁ ଆରମ୍ଭ ହେଲାଣି ତାତି । ଆଉ ଆଜିକାଲିର ଯୁବପିଢ଼ୀରେ ଗରମ ଦିନରେ ୱାଟର ପାର୍କ ଯିବା ପାଇଁ…
Read More...

ରିଲାଏନ୍ସ ଜିଓ ଗ୍ରାହକଙ୍କୁ ଝଟକା ! ୨୭ ଫେବୃୟାରୀରୁ କମ୍ପାନୀ ବନ୍ଦ କରୁଛି ଏକ ସ୍ୱତନ୍ତ୍ର ସୁବିଧା, ଜାଣନ୍ତୁ କିପରି…

ପ୍ରଥମେ ମାଗଣା ଡାଟା ଓ ପରେ ଶସ୍ତା ଫୋନ ଲଂଚ କରି ଟେଲିକମ ଜଗତରେ ହଇଚଇ ସୃଷ୍ଟି କରିଥିଲା ରିଲାଏନ୍ସ ଜିଓ । ଜିଓ ଆସିବା ପରେ ଅନ୍ୟ ଟେଲିକମ୍ କମ୍ପାନୀ ଗୁଡ଼ିକରେ ଦେଖାଦେଇଥିଲା ମାନ୍ଦାବସ୍ଥା । ଲୋକଙ୍କୁ ଆକର୍ଷିତ କରିବା ପାଇଁ ରିଲାଏନ୍ସ ଜିଓ ନିୟମିତ ସମୟ ବ୍ୟବଧାନରେ ଲଂଚ କରୁଥିଲା ଅନେକ…
Read More...

ବିଧିବଦ୍ଧ ତାଲିମ ନପାଇ ମଧ୍ୟ ହାତରେ ରହିଛି ଯାଦୁ ! ବାଲିରେ ସୁନ୍ଦର କଳାକୃତି ଗଢ଼ୁଛନ୍ତି ଏରସମାର ପାର୍ଥସାରଥୀ

କନକ ବ୍ୟୁରୋ : କୌଣସି ଟ୍ରେନିଂ ନାହିଁ, କିନ୍ତୁ ହାତରେ ରହିଛି ଯାଦୁ । ବାଲିରେ ଗଢୁଛନ୍ତି ସୁନ୍ଦର କଳାକୃତି । ଏକଲବ୍ୟ ଭଳି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ କଳାକୃତିକୁ ଦେଖି ଦେଖି ବାଲୁକା ଶିଳ୍ପୀ ପାଲଟିଛନ୍ତି ଏରସମାର ପାର୍ଥସାରଥୀ । ତାଙ୍କର ବାଲୁକା କଳା ଏବେ ଦେଶ ବିଦେଶରେ ପ୍ରଶଂସିତ…
Read More...

କମିସନରେଟ ପୁଲିସକୁ ଖୁବ୍‌ ଶୀଘ୍ର ମିଳିବ ଇନଭେଷ୍ଟିଗେସନ୍‌ କିଟ୍‌ ! ତଦନ୍ତକୁ ଅଧିକ ମଜବୁତ ଓ ସଫଳ କରିବା ପାଇଁ ପ୍ରୟାସ

କନକ ବ୍ୟୁରୋ : ତଦନ୍ତକୁ ଅଧିକ ମଜବୁତ ଓ ସଫଳ କରିବା ପାଇବା ପାଇଁ କମିସନରେଟ ପୁଲିସକୁ ଖୁବ୍‌ ଶୀଘ୍ର ଇନଭେଷ୍ଟିଗେସନ୍‌ କିଟ୍‌ ଯୋଗାଇ ଦିଆଯିବ । ଏହି କିଟ୍‌ ମାଧ୍ୟମରେ ପୁଲିସ ଅଫିସରମାନେ ଅପରାଧ ସ୍ଥାନକୁ ଯାଇ ତଥ୍ୟ ଓ ପ୍ରମାଣ ସଂଗ୍ରହ କରିବା ସହିତ ଘଟଣାସ୍ଥଳରୁ ଅଭିଯୋଗକାରୀ,…
Read More...

ପ୍ରକୃତିର ଚମତ୍କାର : ଭାତ ଓ ଗୁଡ଼ ଖାଉଛି କୁମ୍ଭୀର

ବେଳେ ବେଳେ ପ୍ରକୃତିର ଚମତ୍କାର ଏମିତି ହୁଏ କି ଆଖିକୁ ବିଶ୍ୱାସ ଆସେନି । କଥାରେ ଅଛି ବାଘ କେବେ ଘାସ ଖାଏନି କାହିଁକି ନା ସେ ମାଂସାହାରୀ ଜୀବ । କିନ୍ତୁ ଆଜି ଆମେ ଏପରି ଜଣେ ଜୀବ ବିଷୟରେ ଆଲୋଚାନ କରିବା, ତାକୁ ପ୍ରକୃତି ମାଂସାହାରୀ ତ ସୃଷ୍ଟି କରିଥିଲା । ହେଲେ ତାପରେ ବି ସେ ସଂପୂର୍ଣ୍ଣ…
Read More...

ପରିବର୍ତ୍ତନ ଅଭିମୁଖେ ଭାରତ : ରାଜସ୍ଥାନର ପ୍ରଥମ ରେଳଷ୍ଟେସନ୍ ଯାହାର ସଂଚଳାନ ଦାୟିତ୍ୱରେ ଅଛନ୍ତିି କେବଳ ମହିଳା

ପ୍ରତିଦିନ ଆମ ଭାରତରେ ହଜାର ହଜାର ମହିଳା ନିର୍ଯାତିତ ହୁଅନ୍ତି । ମହିଳାଙ୍କ ପ୍ରତି ହେଉଥିବା ଅତ୍ୟାଚାରର କାହାଣୀ ପ୍ରତିଦିନ ଖବରକାଗଜର ପୃଷ୍ଠା ମଣ୍ଡନ କରେ । ଆଉ ବର୍ତ୍ତମାନ ସମୟରେ ବଧୂହତ୍ୟା, ଗଣଦୁଷ୍କର୍ମ, ଘରୋଇ ହିଂସା ଭଲି ଘଟଣା ଅତି ସାଧାରଣ କଥା ହୋଇଗଲାଣି । ଏଭଳି ପରିସ୍ଥିତିରେ ଆମ…
Read More...