Browsing Category

ସ୍ପେଶାଲ୍ ରିପୋର୍ଟ

ଏପ୍ରିଲ୍ ପହିଲାରୁ ହିଁ ବଦଳିଯିବ ଆୟକର ବିଭାଗର ୫ଟି ବଡ ନିୟମ ! ଜାଣନ୍ତୁ ସେଗୁଡିକ କଣ. . .

କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ନିକଟରେ ଉପସ୍ଥାପନା କରିଥିବା ବଜେଟରେ କରଜଦାତାଙ୍କୁ କୌଣସି ଆଶ୍ୱସ୍ତି ପ୍ରଦାନ କରିନାହାଁନ୍ତି । କିନ୍ତୁ ସେ ଚାକିରିପେସାକୁ ଷ୍ଟାଣ୍ଡାର୍ଡ ଡିଡକ୍ସନର ଲାଭ ନିଶ୍ଚୟ ଦେଇଦେଇଛନ୍ତି । ସାଧାରଣ ବଜେଟର ସମସ୍ତ ପ୍ରସ୍ତାବ ଏପ୍ରିଲ୍ ୧, ୨୦୧୮ରୁ ହିଁ…
Read More...

ସତରେ ଅଚଳ ହୋଇଯିବକି ଆପଣଙ୍କ ନମ୍ବର ! ଜାଣନ୍ତୁ, ଆପଣଙ୍କ ମନରେ ଥିବା ଏୟାରସେଲକୁ ନେଇ ସମସ୍ତ ପ୍ରଶ୍ନର ଉତ୍ତର

୯୦ ଦଶକ(୧୯୯୯)ରେ ଶେଷ ବେଳକୁ ଟେଲିକମ ଜଗତରେ ପାଦ ଦେଇଥିବା ଏୟାରସେଲ ଏବେ ବନ୍ଦ ହେବା ଉପରେ । ଇତି ମଧ୍ୟରେ କଂପାନୀର ଗ୍ରାହକମାନେ କେଉଁଠି ଅଲଗା ନେଟୱାର୍କକୁ ସିଫ୍ଟ କରିଲେଣି ତ ପୁଣି କେଉଁଠି କଂପାନୀର କର୍ମଚାରୀମାନେ ଚାକିରି ଖୋଜିବାକୁ ବାଧ୍ୟ ହୋଉଛନ୍ତି । କାରଣ କିଛିଦିନ ହେଲା ଏୟାରସେଲ…
Read More...

ଫେସବୁକରେ କୌଣସି ଫ୍ରେଣ୍ଡର ଷ୍ଟାଟସରେ ସବୁଜ ଚନ୍ଦ୍ରର ଚିତ୍ର ଦେଖୁଛନ୍ତି କି ? ତୁରନ୍ତ ତାଙ୍କୁ କରନ୍ତୁ ଅନଫ୍ରେଣ୍ଡ,…

ବର୍ଷ ବର୍ଷ ଧରି ଫେସବୁକ ଆକାଉଂଟ ବ୍ୟବହାର କରିବା ଦ୍ୱାରା ଆପଣଙ୍କ ପ୍ରୋଫାଇଲରେ ନିଜ ଲୋକଙ୍କ ସହ ଅନ୍ୟ କିଛି ଅଜଣା ବ୍ୟକ୍ତିଙ୍କ ଆକାଉଂଟ ମଧ୍ୟ ଯୋଡି ହୋଇଯାଏ । ତେବେ କିଛି ଲୋକ ଭିନ୍ନ ଭିନ୍ନ ଧରଣରେ ଷ୍ଟାଟସ ଦେଇ ଅନେକ ସମୟରେ ସେୟାର କରିଥାନ୍ତି । ଯଦି ଆପଣ ଅନେକ ଦିନ ଧରି ଏଭଳି ଫ୍ରେଣ୍ଡକୁ…
Read More...

ଆପଣଙ୍କର ମୋବାଇଲ ନମ୍ବର ଆଧାର ସହ ଲିଙ୍କ ହୋଇଛି କି ନାହିଁ, ଜାଣିବାକୁ ଚାହୁଁଛନ୍ତି କି ? ତେବେ ଫୋନ ଉଠାନ୍ତୁ ଆଉ ଡାଏଲ…

ଆଉ ମାତ୍ର କେଇଟା ଦିନ ପରେ ସରିଯିବ ଫେବୃଆରୀ ମାସ ଆଉ ଚାହୁଁ ଚାହୁଁ ୩୧ ମାର୍ଚ୍ଚ ମଧ୍ୟ ଚାଲି ଆସିବ । ୩୧ ମାର୍ଚ୍ଚ ସୁଦ୍ଧା ଯଦି ଆପଣଙ୍କର ମୋବାଇଲ ନମ୍ବର ଆଧାର ସହିତ ଲିଙ୍କ୍ ହୋଇନଥିବ ତେବେ ଆପଣଙ୍କର ନମ୍ବରଟି ସଂପୂର୍ଣ୍ଣ ରୂପେ ଅଚଳ ହୋଇଯିବ ବୋଲି କଡା ନିର୍ଦ୍ଦେଶ ଦିଆଯାଇଛି । ଆପଣମାନଙ୍କ…
Read More...

ବାପା-ମାଆଙ୍କ ଆଧାର ସହିତ କିପରି କରିବେ ୫ବର୍ଷ ଶିଶୁର ଆଧାର ଲିଙ୍କ୍ ? ଜାଣନ୍ତୁ

ଆଧାର ସମଗ୍ର ଦେଶରେ ଅତ୍ୟାବଶ୍ୟକ ଦସ୍ତାବିଜ ହୋଇସାରିଛି । ୫ ବର୍ଷରୁ କମ୍ ବୟସର ଶିଶୁଙ୍କର ବାୟୋମେଟ୍ରିକ୍ ରେକର୍ଡ ସମ୍ଭବ ହୋଇ ନ ଥାଏ। କାରଣ ବାୟୋମେଟ୍ରିକ୍ ଡିଟେଲସ୍ ଅର୍ଥାତ୍ ଫିଙ୍ଗରପ୍ରିଣ୍ଟ ଓ ଚକ୍ଷୁର ରେଟିନା ପରିପକ୍ୱ ହୋଇ ନ ଥାଏ । ଏଥିପାଇଁ ୫ ବର୍ଷ ବୟସ ପର୍ଯ୍ୟନ୍ତ ଶିଶୁଙ୍କ ଆଧାର…
Read More...

ମୁଖ୍ୟମନ୍ତ୍ରୀଙ୍କ ଘରେ ପଶିଲେ ୬୦ ପୁଲିସ ! ମୁଖ୍ୟଶାସନ ସଚିବଙ୍କୁ ଚାପୁଡା ପରେ ଉଠୁଛି ପଡୁଛି ଦିଲ୍ଲୀ

କନକ ବ୍ୟୁରୋ : ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଘରେ ପଶିଲା ପୁଲିସ । ମୁଖ୍ୟ ଶାସନ ସଚିବଙ୍କୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନରେ ମାଡ ଘଟଣାରେ ଛାନଭିନ କରିଛି ପୁଲିସ । ଦିଲ୍ଲୀ ପୁଲିସର ପ୍ରାୟ ୬୦ରୁ ୭୦ଜଣ କର୍ମଚାରୀ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଘରେ ଛାନଭିନ କରିଛନ୍ତି ।…
Read More...

ଭୋକ ଦୂର ପାଇଁ ଚୋରି କଲେ ! ଲୋକ ପିଟି ପିଟି ମାରିଦେଲେ, ସେଲଫି ନେବାକୁ କିନ୍ତୁ ଭୁଲିଲେନି

ଖାଦ୍ୟ ଚୋରି କରିବା ପଡିଲା ମହଙ୍ଗା । ଚାଲିଗଲା ଜଣେ ନିରୀହ ଆଦିବାସୀ ଯୁବକର ପ୍ରାଣ । ଏଭଳି ଘଟଣା ଅନ୍ୟ କେଉଁଠି ନୁହେଁ ବରଂ ଭାରତର ସବୁଠାରୁ ଶିକ୍ଷିତ ରାଜ୍ୟ କେରଳରେ ଦେଖିବାକୁ ମିଳିଛି । ସବୁଠାରୁ ସଭ୍ୟ ଓ ଶିକ୍ଷିତ ରାଜ୍ୟର ଲୋକ ମଧ୍ୟରେ ମରିଯାଇଛି ମାନବିକତା । ମୁଠାଏ ଖାଇବା ପାଇଁ ଖାଦ୍ୟ…
Read More...

ନାଇଜେରିଆରେ ରଙ୍ଗବତୀ ଧୂନ ! ଦେଶୀ ଟ୍ରାକର ପ୍ରେମରେ ପଡିଲେ ବିଦେଶୀ, ସୋସିଆଲ ମିଡିଆରେ ଭିଡ଼ିଓ ଭାଇରାଲ

ବିଦେଶୀ ମୁହଁରେ ଦେଶୀ ଗୀତର ଧୂନ । କୌଣସି ବଲିଉଡ ଟ୍ରାକ ନୁହେଁ ବରଂ ଓଡ଼ିଶାର ଲୋକପ୍ରିୟ ସମ୍ବଲପୁରୀ ଗୀତ ରଙ୍ଗବତୀର ଧୂନ ଶୁଭୁଛି ସୂଦୂର ନାଇଜେରିଆରେ । ୭୦ ଦଶକର ଏହି ଲୋକପ୍ରିୟ ଗୀତକୁ କୋକ ଷ୍ଟୁଡିଓରେ ସୋନା ମହାପାତ୍ର ଯେଉଁଭଳି ଭାବେ ଗାଇବା ସହ ସଫଳତା ସାଉଁଟିଥିଲେ ତାହାର ରିପିଟ…
Read More...

ମୋବାଇଲ କହିବ କଲ କାହାର : ଇନଷ୍ଟଲ କରନ୍ତୁ ଏହି ଆପ, ନମ୍ବର ସେଭ ନଥିଲେ ବି ଜାଣିପାରିବେ ନାଁ

ସ୍ମାର୍ଟ ଯୁଗରେ ସମସ୍ତଙ୍କ ପାଖରେ ରହୁଛି ସ୍ମାର୍ଟ ଫୋନ । ମୋବାଇଲର ଅତ୍ୟାଧୁନିକ ଫିଚର୍ସ ସହିତ ଭଳିକି ଭଳି ଆପ ମୋହୁଛି ଲୋକଙ୍କ ମନ । କାମକୁ କରୁଛି ସହଜରୁ ଅତି ସହଜ । ଏହା ସତ୍ୱେ ମଣିଷ ଖୋଜୁଛି ଆହୁରି ସୁବିଧା । ସ୍ମାର୍ଟ ଫୋନରେ ଏମିତି ସୁବିଧା ଆସିଛି ଯାହାକି ଆପଣଙ୍କୁ ଫୋନ ମଧ୍ୟ…
Read More...

ରେଳବାଇର ସବୁଠାରୁ ବଡ ନିଯୁକ୍ତି ପ୍ରକିୟା ! ଛାତ୍ରଛାତ୍ରୀ ଫେରିପାଇବେ ପରୀକ୍ଷା ଫିସ୍, ଜାଣନ୍ତୁ କେଉଁ କେଉଁ…

ଭାରତୀୟ ରେଳବିଭାଗ ପକ୍ଷରୁ ଗ୍ରୁପ ଡି, ଲୋକୋ ପାଇଲଟ ଓ ଟେକନିସିଆନ ଭଳି ୯୧,୦୦୦ ପଦରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି । ଏହି ବିଜ୍ଞପ୍ତି ପ୍ରକାଶ ପାଇବା ପରେ ବୟସ ସୀମାକୁ ନେଇ ବିହାରରେ ଛାତ୍ରଛାତ୍ରୀଙ୍କ ମାନେ ପ୍ରଦର୍ଶନ କରିଥିଲେ । ଏହାପରେ ବୟସ ସୀମାକୁ ନେଇ ହୋଇଥିବା…
Read More...