Browsing Category

ସ୍ପେଶାଲ୍ ରିପୋର୍ଟ

ବ୍ୟାଙ୍କ ଗ୍ରାହକଙ୍କ ପାଇଁ ଜରୁରୀ ଖବର ! ମାର୍ଚ୍ଚ ଶେଷ ସପ୍ତାହରେ ଲଗାତାର ୪ ଦିନ ବନ୍ଦ ରହିବ ବ୍ୟାଙ୍କ, ଜାଣନ୍ତୁ କେତେ…

ବ୍ୟାଙ୍କ ଗ୍ରାହକଙ୍କ ପାଇଁ ଜରୁରୀ ଖବର । ନ ଜାଣିଲେ ହଇରାଣରେ ପଡିପାରନ୍ତି । ଆପଣଙ୍କର ଚଳିତମାସରେ ଯଦି ବ୍ୟାଙ୍କ ସମ୍ବନ୍ଧୀୟ ଜୁରୁରୀକାମ ରହିଛି ତେବେ ତାହାକୁ ଶୀଘ୍ର ଶେଷ କରି ଦିଅନ୍ତୁ। କାରଣ ମାର୍ଚ୍ଚ ଶେଷ ସପ୍ତାହରେ ୪ଦିନ ପାଇଁ ଲଗାତାର ବ୍ୟାଙ୍କ ବନ୍ଦ ରହିବ। ଏମିତିରେ ଆପଣଙ୍କ ଜରୁରୀ…
Read More...

ଗୋଟିଏ ମିନିଟରେ ଆଧାର ଆପକୁ କରିହେବ ହ୍ୟାକ୍ ! ଲୋକଙ୍କୁ ସର୍ତକ କରିବା ସହ ହ୍ୟାକିଂର ପ୍ରଣାଳୀ କହିଲେ ଫ୍ରାନ୍ସ…

ଆଧାର କର୍ତ୍ତୃପକ୍ଷ ୟୁଆଇଡିଏଆଇ ପକ୍ଷରୁ ବାରମ୍ବାର କୁହାଯାଉଛି ଯେ, ଆଧାର ହେଉଛି ସବୁଠାରୁ ଅଧିକ ସୁରକ୍ଷିତ । କିନ୍ତୁ ଆଧାର କର୍ତ୍ତୃପକ୍ଷଙ୍କ ଏହି ଦାବିକୁ ଜଣେ ଫ୍ରେଞ୍ଚ ବିଶେଷଜ୍ଞ ଖାରଜ କରିଛନ୍ତି । ଏହାଛଡା ଆମେ ବ୍ୟବହାର କରୁଥିବା ଏମ୍ ଆଧାର ଆପରେ ଅନେକ ଗୁଡିଏ ତ୍ରୁଟି ବାହାର କରିଛନ୍ତି…
Read More...

ବ୍ୟବସାୟୀ ଠକିଦେଲେ ଘରେ ବସି କରିପାରିବେ ଅଭିଯୋଗ ! ଜାଣନ୍ତୁ ପୂରା ପ୍ରକିୟା

ଆପଣ କେବେ ଦୋକାନୀ ମାନଙ୍କ ଠକାମିର ଶିକାର ହୋଇଛନ୍ତି କି ? କେବେ ଏମ.ଆର.ପି ଠାରୁ ଅଧିକ ଟଙ୍କା ଦେଇ ଠକାମିରେ ପଡିଛନ୍ତି କି? ଯଦି କେବେ ଏପରି ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ତେବେ ଚିନ୍ତା କରନ୍ତୁ ନାହିଁ । ଏବେ ଏହାର ସମାଧାନ ପାଇଁ ଉପଭୋକ୍ତା ମନ୍ତ୍ରାଳୟ ତରଫରୁ ବ୍ୟବସ୍ଥା କରାଯାଇଛି ।…
Read More...

ଦୁଃଖ ଆଣିଲା ଜାତିସଂଘର ସୁଖୀ ଦେଶର ତାଲିକା ! ଭାରତୀୟଙ୍କ ଠାରୁ ଅଧିକ ଖୁସିରେ ପାକିସ୍ତାନ, ଜାଣନ୍ତୁ ସୁଖୀ ତାଲିକାରେ…

ବର୍ଷକୁ ବର୍ଷ ଭାରତରେ ହଜିଯାଉଛି ଖୁସି । ଜାତିସଂଘର ଖୁସି ତାଲିକାରେ ୧୫୬ଟି ଦେଶ ମଧ୍ୟରୁ ୧୩୩ ତମ ସ୍ଥାନରେ ରହିଛି ଭାରତ । ଗତବର୍ଷ ତୁଳନାରେ ୧୧ ଟି ଦେଶ ତଳକୁ ଚାଲି ଯାଇଛି । ଆଉ ସବୁଠୁ ଗୁରତ୍ୱପୂର୍ଣ୍ଣ ହେଉଛି ଏହି ରିପୋର୍ଟ ଅନୁସାରେ ଅଭ୍ୟନ୍ତର କନ୍ଦଳରେ ବୁଡ଼ି ରହିଥିବା ପାକିସ୍ତାନର…
Read More...

ଭାରତକୁ ଆସିଲା ହୋଣ୍ଡା ଆକ୍ଟିଭା ୫ଜି ! ଷ୍ଟାଇଲିସ ଲୁକ୍ ସାଙ୍ଗକୁ ରହିଛି ଦମଦାର ଫିଚର୍ସ

ଭାରତରେ ଲଞ୍ଚ ହେଲା ହୋଣ୍ଡା ଆକ୍ଟିଭା ୫ଜି । ଏସଟିଡି ଓ ଡିଏଲଏକ୍ସ ଭଳି ଦୁଇଟି ମଡେଲରେ ଆକ୍ଟିଭା ୫ଜିକୁ ଲଞ୍ଚ କରାଯାଇଛି । ଏହି ନୂତନ ହୋଣ୍ଡା ଆକ୍ଟିଭା ୫ଜି ମଡେଲକୁ ପ୍ରଥମେ ଅଟୋ ଏକ୍ସପୋ ୨୦୧୮ ଅବସରରେ ପ୍ରଦର୍ଶିତ କରାଯାଇଥିଲା । ଦିଲ୍ଲୀରେ ଏହାର ଏକ୍ସ ସୋ ରୁମ ମୂଲ୍ୟ ଯଥାକ୍ରମେ ୫୨,୪୬୦ ଓ…
Read More...

ହାଏରେ ଦାରିଦ୍ର୍ୟ…….! ଏହି ଦେଶର ଲୋକେ ଭୋକ ମେଣ୍ଟାଇବା ପାଇଁ ଖାଆନ୍ତି “ମାଟିର ବିସ୍କୁଟ”

ଦେଶରେ ପ୍ରତିଦିନ ଅନେକ ଲୋକ ଭୋକରେ ମୃତ୍ୟୁବରଣ କରୁଛନ୍ତି, ତେବେ ଅନ୍ୟପଟେ କିଛିି ଲୋକ ଖାଦ୍ୟକୁ ନଷ୍ଟ କରି ଦେଉଛନ୍ତି । କିଛି ନଭାବି ଆମେ ଖାଦ୍ୟକୁ ଫୋପାଡି ଦେଇଥାଉ । ଆମେ ଏତିକି ମଧ୍ୟ ଭାବିପାରୁନୁ କି, ଏମିତି କିଛି ଦେଶ ରହିଛି, ଯାହା ଦାରିଦ୍ର୍ୟ ସୀମା ରେଖାର ଖୁବ ତଳେ ଅଛି । ଯେଉଁଠି…
Read More...

ଆପଣଙ୍କ ଆଧାର କାର୍ଡରେ କୌଣସି ତ୍ରୁଟି ରହିଯାଇଛି କି ? ତେବେ ଘରେ ବସି ନିଜ ମୋବାଇଲରୁ କରନ୍ତୁ ସଂଶୋଧନ, ଜାଣନ୍ତୁ ପୂରା…

ଆଧାରକାର୍ଡରେ ତ୍ରୁଟିପୂର୍ଣ୍ଣ ନାମ,ଠିକଣା କିମ୍ବା ଫୋନ୍ ନମ୍ବର ରହିଯାଇଥିଲେ ବ୍ୟସ୍ତ ହେବାର କୌଣସି କାରଣ ନାହିଁ । କାହିଁକି ନା, ୟୁନିକ୍ ଆଇଡେଣ୍ଟିଫିକେସନ୍ ଅଥରିଟି ଅଫ୍ ଇଣ୍ଡିଆ(ୟୁଆଇଡିଏଆଇ) ଏହାର ସମାଧାନର ବାଟ କାଢ଼ିଛି । ଏଣିକି ବ୍ୟବହାରକାରୀ ନିଜ ଘରେ ବସି ତାଙ୍କ ଆଧାରକାର୍ଡରେ ଥିବା…
Read More...

ଦୃଢ଼ ଇଚ୍ଛା ଶକ୍ତି ଆଗରେ ମୁଣ୍ଡ ନୁଆଁଇଲା ଦାରିଦ୍ର୍ୟତା : ଚା’ ବାଲା ପୁଅ ହେଲେ ମିଷ୍ଟର ନ୍ୟାସନାଲ ୟୁନିଭର୍ସ ୨୦୧୮

କୁହାଯାଏ, ଯଦି ଆପଣଙ୍କ ଭିତରେ ପରିଶ୍ରମ ଓ ଦୃଢ଼ ଇଚ୍ଛା ଶକ୍ତି ଅଛି ତେବେ ଆଗକୁ ବଢ଼ିବାକୁ କେହି ଅଟକାଇ ପାରିବେ ନାହିଁ । ଭୋପାଲରେ ରହୁଥିବା ଫରହାନ କୁରୈଶୀ ମିଷ୍ଟର ନ୍ୟାସନାଲ ୟୁନିଭର୍ସ ୨୦୧୮ର ଟ୍ରଫି ହାସଲ କରି ଏହା ସାବ୍ୟସ୍ତ କରିଦେଇଛନ୍ତି । ଫରହାନ ପ୍ରାରମ୍ଭରୁ ହିଁ ମଡେଲିଂ ପ୍ରତି…
Read More...

୭ମ ଶ୍ରେଣୀ ପାସ୍ ଛାତ୍ରଛାତ୍ରୀଙ୍କ ପାଇଁ ସୁବର୍ଣ୍ଣସୁଯୋଗ ! ଚାକିରି ପାଇଁ ଏଠାରେ କରନ୍ତୁ ଆବେଦନ, ଦେବାକୁ ପଡିବନି…

Northern Coalfields Limitedରେ ୬୬୪ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଯେଉଁଥିରେ ୭ମ ଶ୍ରେଣୀ ପାସ୍ କିମ୍ବା ୧୦ମ କିମ୍ବା ଆଇଡିଆଇ କିମ୍ବା ଡିପ୍ଲୋମା ନଚେତ୍ ସ୍ନାତକ ଡିଗ୍ରୀ ଆଶାୟୀପ୍ରାର୍ଥୀମାନେ ଆବେଦନ କରିପାରିବେ । ବଡ କଥା ହେଲା କି, ଏଥିରେ ସମସ୍ତ ବର୍ଗର…
Read More...

ପେମେଂଟ ପାଇଁ ଆଉ ଦରକାର ପଡିବନି କୌଣସି ଆପ୍ ! କେବଳ ଗୋଟିଏ କ୍ଲିକରେ ଟ୍ରାନ୍ସଫର ହୋଇଯିବ ଟଙ୍କା

ଗତବର୍ଷ ଗୁଗଲ ନିଜର ଆଣ୍ଡ୍ରଏଡ ମେସେଜ ଆପରେ ଗୁଗଲ ୱାଲେଟ ଜରିଆରେ ପେମେଂଟର ଅପସନ ଦେଇରଖିଥିଲା , ସେହିପରି ଏବେ କଂପାନୀ ଗୁଗଲ କଂଟାକ୍ଟସରେ ପେମେଂଟ ଦେବାର ବିକଳ୍ପ ଦେବାକୁ ଯୋଜନା ପ୍ରସ୍ତୁତ କରୁଛି । ଯାହାର ଖୁଲାସା ଏକ ସ୍କ୍ରିନସର୍ଟରୁ ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ, ଗୁଗଲ…
Read More...