Browsing Category

ସ୍ପେଶାଲ୍ ରିପୋର୍ଟ

ନିରଭଙ୍କ ପରେ ପୁଣି ଥରେ ଠକିଲା ପିଏନବି ? ଏଟିଏମରୁ ଟଙ୍କା ଉଠାଇବା ବେଳେ ହେଉଛି ଏହି ସବୁ ଅସୁବିଧା

୧୨,୪୦୦ କୋଟି ଟଙ୍କାର ଠକେଇ ପରେ ସଂଘର୍ଷ କରୁଥିବା ପଂଜାବ ନ୍ୟାସନାଲ ବ୍ୟାଙ୍କ ସାମନାରେ ଆଉ ଏକ ବଡ ବିପଦ ମୁଣ୍ଡ ଟେକି ଛିଡା ହୋଇଛି । ବ୍ୟାଙ୍କର ଅନେକ ଏଟିଏମରୁ ଲୋକଙ୍କୁ ଟଙ୍କା ଉଠାଇବାରେ ଅସୁବିଧା ହେଉଛି । ଏହା ବ୍ୟତୀତ ପିଏନବି ବ୍ୟାଙ୍କ ଶାଖା ଗୁଡିକରେ ନେଣଦେଣ ପ୍ରକ୍ରିୟା ସୂଚାରୂ ରୁପେ…
Read More...

ବିନା ଟଙ୍କାରେ ଘରେ ବସି ଆରମ୍ଭ କରନ୍ତୁ ୫ଟି ବ୍ୟବସାୟ ! ପ୍ରତିମାସ ଆପଣଙ୍କ ପକେଟକୁ ଚାଲି ଆସିବ ୩୦ରୁ ୪୦ ଟଙ୍କା

ଦେଶରେ ଅହେତୂକ ଭାବରେ ବୃଦ୍ଧି ପାଉଥିବା ସମସ୍ତ ସାମଗ୍ରୀର ଦରଦାମ ସାଙ୍ଗକୁ କମ ରୋଜଗାରରେ ଘର ଚଳାଇବା କୌଣସି ସହଜ କଥା ନୁହେଁ । ଘର ଖର୍ଚ୍ଚଠାରୁ ଆରମ୍ଭ କରି ପିଲାଙ୍କର ପାଠପଢା ବାବଦକୁ ହେଉଥିବା ଖର୍ଚ୍ଚ ପାଇଁ ଅତିରିକ୍ତ ଇନକମ କରିବା ଅତ୍ୟନ୍ତ ଜରୁରୀ ହୋଇପଡିଛି । ତେବେ ଏହାକୁ ଦୃଷ୍ଟିରେ…
Read More...

୪୦୦୦ କୋଟିର ମାଲିକ ରାଜ୍ୟସଭା ପ୍ରାର୍ଥୀ : ଜାଣନ୍ତୁ ସବୁଠାରୁ ଧନଶାଳୀ ପ୍ରାର୍ଥୀଙ୍କ ବାବଦରେ

ବିହାର ଜାହାନାବାଦର ଡା. ମହେନ୍ଦ୍ର ପ୍ରସାଦ ସପ୍ତମ ଥର ପାଇଁ ରାଜ୍ୟସଭାରେ ନିଜ ଉପସ୍ଥିତି ଜାହିର କରିବାକୁ ଯାଉଛନ୍ତି । ତାଙ୍କର ଶପଥ ପତ୍ର ଅନୁସାରେ ସେ ବର୍ତ୍ତମାନର ସବୁଠୁ ଧନୀ ରାଜ୍ୟସଭା ପ୍ରାର୍ଥୀ ରୁପେ ସାମନାକୁ ଆସିଛନ୍ତି । କିଙ୍ଗ ମହେନ୍ଦ୍ର ନାମରେ ପରିଚିତ ଡା. ମହେନ୍ଦ୍ର ପ୍ରସାଦ…
Read More...

ଭାରତୀୟ ରେଳବାଇର ମହିଳାଙ୍କୁ ଉପହାର : ସମସ୍ତ ଏକ୍ସପ୍ରେସ ଟ୍ରେନରେ ମହିଳାଙ୍କୁ ମିିଳିବ ଏହି ସ୍ୱତନ୍ତ୍ର ସୁବିଧା ।

ଭାରତୀୟ ରେଳବାଇ ଲଗାତାର ପ୍ଲାଟଫର୍ମର ଆଧୁନିକୀକରଣ କରିବା ସହ ଜନସାଧାରଣଙ୍କ ପାଇଁ ଟ୍ରେନରେ ଯାତ୍ରା କରିବା ସୁବିଧାଜନକ କରୁଛି । ଏହି ଦିଗରେ ଭାରତୀୟ ରେଳ ବିଭାଗ ମହିଳାମାନଙ୍କ ପାଇଁ ଖାସ ଉପହାର ନେଇ ଆସିଛିି । ଏସି,ଏକ୍ସପ୍ରେସ ଓ ମେଲ ଟ୍ରେନରେ ଯାତ୍ରା କରୁଥିବା ମହିଳାଙ୍କ ପାଇଁ ସିଟ ହାସଲ…
Read More...

ମେଡିକାଲ ଇତିହାସର ନୂଆ ଅଧ୍ୟାୟ ! ରୋଗ ଭଲ ନ ହେବାରୁ ‘ବାବା’ଙ୍କୁ ଆଣି ଆଇସିୟୁୁ ଭିତରେ ପୂଜାପାଠ କରାଇଲେ ଡାକ୍ତର

ଭାରତରେ ଅନ୍ଧବିଶ୍ୱାସ କିଛି ନୂଆ କଥା ନୁହେଁ।ଏକବିଂଶ ଶତାବ୍ଦୀରେ ପାଦ ଦେଇଥିଲେ ମଧ୍ୟ ଏଯାଏଁ ଭାରତୀୟଙ୍କ ମନରୁ ଅନ୍ଧବିଶ୍ୱାସ ଭାବନା ଲିଭିନାହିଁ । ଯାହାର ଆଉ ଏକ ଝଲକ ଦେଖିବାକୁ ମିଳିଛି । ରୋଗ ଠିକ୍ କରିବା ପାଇଁ ଡାକ୍ତର ଫେଲ ମାରିବା ପରେ ଖୋଜାପଡିଥିଲେ ବାବା । ଜନୈକା ମହିଳାଙ୍କୁ…
Read More...

୩୧ ମାର୍ଚ୍ଚ ପୂର୍ବରୁ କରି ଦିଅନ୍ତୁ ଏହି ଗୋଟିଏ କାମ ! ମିଳିବ ଏଲଇଡି ଟିଭି, ସ୍ମାର୍ଟଫୋନ ସମେତ ଟ୍ୟାବଲେଟ୍ ଭଳି ଅନେକ…

ଯଦି ଆପଣ ୩୧ ମାର୍ଚ୍ଚ ସୁଦ୍ଧା ଏକ ମହତ୍ୱପୂର୍ଣ୍ଣ କାର୍ଯ୍ୟ କରିଦିଅନ୍ତି ତେବେ ଆପଣ ଏଲଇଡି ଟିଭି, ସ୍ମାର୍ଟଫୋନ, ଟ୍ୟାବଲେଟ୍ ଭଳି ଅନେକ ବଡ ବଡ ଆକର୍ଷଣୀୟ ଉପହାର ପାଇପାରିବେ । ତେବେ ଆସନ୍ତୁ ଏହି ମହତ୍ୱପୂର୍ଣ୍ଣ କାମ ସଂପର୍କରେ. . . ସୂଚନା ମୁତାବକ, ଟାଟା ପାୱର ବିଦ୍ୟୁତ୍ କଂପାନୀ ପକ୍ଷରୁ…
Read More...

ଆଧାର ଟେନସନ ଗଲା ! ମାର୍ଚ୍ଚ ୩୧ ସୁଦ୍ଧା କରିବାକୁ ପଡିବନି ଆଧାର ଲିଙ୍କ୍ , ଅନିଦ୍ଦିଷ୍ଟ କାଳ ଯାଏଁ ଡେଡଲାଇନ ବଢାଇଲେ…

ବ୍ୟାଙ୍କ ଖାତା, ମୋବାଇଲ ନମ୍ବର, ବିଭିନ୍ନ ସରକାରୀ ସ୍କିମ ସହ ଯଦି ଆଧାର ନମ୍ବର ଲିଙ୍କ କରି ନାହାନ୍ତି ତେବେ ବ୍ୟସ୍ତ ହୁଅନ୍ତୁ ନାହିଁ । କାରଣ ଆଧାର ନମ୍ବର ଲିଙ୍କର ସମୟସୀମାକୁ ଅନିଦ୍ଦିଷ୍ଟ କାଳ ପାଇଁ ବଢାଇ ଦେଇଛନ୍ତି ମାନ୍ୟବର ସୁପ୍ରିମକୋର୍ଟ । ଏହି ମାମଲାର ଶୁଣାଣି ଶେଷ ହେବା ପର୍ଯ୍ୟନ୍ତ…
Read More...

୧୦ ପାସ୍ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ! ଭାରତୀୟ ଡାକ ବିଭାଗରେ ଚାକିରି ନେଇ ପ୍ରକାଶ ପାଇଲା ବିଜ୍ଞପ୍ତି, ଜାଣନ୍ତୁ…

ବେରୋଜଗାର ଯୁବକ ଯୁବତୀମାନଙ୍କ ପାଇଁ ସୁବର୍ଣ୍ଣସୁଯୋଗ । କାରଣ ଭାରତୀୟ ଡାକ ବିଭାଗ ଖୋଲିଦେଇଛି ନିଯୁକ୍ତିର ପସରା । ସୂଚନା ମୁତାବକ, ଡାକ ବିଭାଗରେ ୧୦ମ ଶ୍ରେଣୀ ଆଶାୟୀପ୍ରାର୍ଥୀଙ୍କ ପାଇଁ ଚାକିରି ହାସଲ କରିବାର ସୁବର୍ଣ୍ଣସୁଯୋଗ ମିଳିବ । କାରଣ, ବିଭୋଗ ଗ୍ରାମୀଣ ଡାକ ସେବକ ପଦବିରେ ଭର୍ତ୍ତି…
Read More...

ଗ୍ୟାସ ଉପଭୋକ୍ତାଙ୍କୁ ଶକ୍ତ ଝଟକା ! ରୋଷେଇ ଘରୁ ସିଲିଣ୍ଡର ଉଠାଇନେବେ ସରକାର, ଜାଣନ୍ତୁ କାହିଁକି

ଇନ୍ଧନ ଗ୍ୟାସ ଉପଭୋକ୍ତାଙ୍କ ପାଇଁ ବଢିଲା ଅଡୁଆ । ହେଲେ ଯଦି ଆପଣ ଆମେ ନିମ୍ନରେ ଆଲୋଚନା କରିଥିବା କିଛି ଗୁରୁତ୍ୱପୂର୍ଣ୍ଣ କଥା ଉପରେ ଧ୍ୟାନ ଦିଅନ୍ତି ତେବେ ଆପଣଙ୍କୁ ଭବିଷ୍ୟତରେ କୌଣସି ଅସୁବିଧାର ସାମ୍ନା କରିବାକୁ ପଡି ନପାରେ । ସୂଚନା ମୁତାବକ, ଯଦି ଆପଣ ଆପଣଙ୍କର ଗ୍ୟାସ କନେକସନକୁ ଆଧାର…
Read More...

ଜିଓ ସିମ ବ୍ୟବହାର କରୁଛନ୍ତି କି ? ତେବେ ତୁରନ୍ତ ନୋଟ୍ କରନ୍ତୁ ୭ଟି କଥା, ଦୁଇଗୁଣା ବଢିଯିବ ଆପଣଙ୍କର ଡାଟା

ଯଦି ଆପଣ ଜିଓ ୪ଜି ସିମ କିଣିଛନ୍ତି ବା ବ୍ୟବହାର କରୁଛନ୍ତି ତେବେ ସର୍ବପ୍ରଥମେ ଆମେ ନିମ୍ନରେ ଆଲୋଚନା କରିଥିବା ୭ଟି ତରିକାକୁ ନୋଟ୍ କରିଦିଅନ୍ତୁ, ଯାହାଦ୍ୱାରା ଆପଣଙ୍କୁ ଦୁଇଗୁଣା ଲାଭ ମିଳିବ । ତେବେ ଏହା କିପରି ସମ୍ଭବ ଆସନ୍ତୁ ଜାଣିବା . . . • ରିଲାଏନ୍ସ ଜିଓ ସିମରେ ୪ଜି ଇଂଟରନେଟ୍…
Read More...