Browsing Category

ରାଜନୀତି

ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ମୈଦାନକୁ ଓହ୍ଲାଇବ କିଏ ? ୨୦୦୦ ପରଠାରୁ ହିଞ୍ଜିଳିକାଟୁରେ ବିଜେଡିର ମଙ୍ଗ ଧରିଛନ୍ତି ନବୀନ,…

କନକ ବ୍ୟୁରୋ : ରାଜ୍ୟର ହାଇପ୍ରୋଫାଇଲ ନିର୍ବାଚନମଣ୍ଡଳୀ ହେଉଛି ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ । ଏହି ଆସନକୁ ଏଥିପାଇଁ ହାଇପ୍ରୋଫାଇଲ କୁହାଯାଉଛି କାରଣ ଏହି ଆସନରୁ ପ୍ରତିନିଧିତ୍ୱ କରୁଛନ୍ତି ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କଂଗ୍ରେସର ଗଡ ରହି ଆସିଥିବା ଏହି ଆସନରେ ୨୦୦୦ ମସିହା…
Read More...

ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ପ୍ରଦୀପ ମହାରଥୀ ! ନିର୍ବାଚନ ଲଢିବାକୁ ପ୍ରସ୍ତୁତ ବୋଲି କହିଲେ ପିପିଲି…

କନକ ବ୍ୟୁରୋ : ନିର୍ବାଚନ ଲଢ଼ିବେ ପ୍ରଦୀପ ମହାରଥୀ । ଟିକେଟ୍ ପାଇଁ ପିପିଲି ବିଧାୟକ ପ୍ରଦୀପ ମହାରଥୀ ନବୀନ ନିବାସରେ ବିଜେଡ଼ି ସୁପ୍ରିମୋଙ୍କ ସହ ଆଲୋଚନା କରିଛନ୍ତି ।  ଆଲୋଚନା ପରେ ଏଥର ନିର୍ବାଚନ ଲଢ଼ିବି ବୋଲି ସ୍ପଷ୍ଟ କରିଛନ୍ତି ପ୍ରଦୀପ ମହାରଥୀ । ଏଥର ନିଶ୍ଚିତ ଭାବେ ନିର୍ବାଚନ ଲଢ଼ିବି ଏବଂ…
Read More...

ଦକ୍ଷିଣ ଦୁର୍ଗରୁ ରଣହୁଙ୍କାର । କ୍ଷମତା ରାଜନୀତିର ପ୍ରଥମ ଅଧ୍ୟାୟରେ ୨୦୧୪ର ନାୟକ ବିଜେଡି, ୨୦୧୯ରେ ଦୁର୍ଗ ଭେଦି ପାରିବ…

କନକ ବ୍ୟୁରୋ : ୨୦୧୯ ନିର୍ବାଚନ ଯୁଦ୍ଧ ପାଇଁ ଚାଲିଛି କ୍ଷେତ୍ର ପ୍ରସ୍ତୁତି । ବିଭିନ୍ନ ଦଳ ପକ୍ଷରୁ ଯୋଦ୍ଧାଙ୍କୁ ପ୍ରସ୍ତୁତ କରାଯାଉଥିବା ବେଳେ ବିଜୟ ସମ୍ଭାବନାକୁ ୧୦୦ ପ୍ରତିଶତ କରିବାକୁ ଅନ୍ୟ ଶିବିରର ଯୋଦ୍ଧାଙ୍କୁ ପୋଚିଂ କରିବାର ସୁଯୋଗକୁ ହାତଛଡା କରୁନାହାନ୍ତି ରାଜ୍ୟର ୩ ପ୍ରମୁଖ ଦଳ ।…
Read More...

ବିଜେଡିକୁ ଫେରିଲେ ଶ୍ରମିକ ନେତା ହୁସେନ ରବି ଗାନ୍ଧି ! ନୀବନ ନିବାସରେ ସୁପ୍ରିମୋଙ୍କୁ ଭେଟିବା ପରେ କହିଲେ ଦଳ ଯାହା…

କନକ ବ୍ୟୁରୋ : ନିର୍ବାଚନ ପାଖେଇ ଆସୁଥିବା ବେଳେ ମିଶ୍ରଣ ପର୍ବ ରାଜନୀତି ଜୋର ଧରିଛି । ରୀତିମତ ଭାବେ ଦଳ ଡ଼େଉଁଛନ୍ତି ନେତା । ଟିକେଟ କସରତ ଭିତରେ ନବୀନ ନିବାସରେ ଦେଖିବାକୁ ମିଳିଥିଲା ଯାଜପୁରର ଶ୍ରମିକ ନେତା ହୁସେନ ରବି ଗାନ୍ଧୀଙ୍କୁ । ବିଜେଡିକୁ ଆଜି ତାଙ୍କର ଘର ବାହୁଡା ହୋଇଛି । ତେବେ…
Read More...

ମୁଲାୟମଙ୍କ ପାଇଁ ନିର୍ବାଚନ ପ୍ରଚାର କରିବେ ମାୟାବତୀ ! ୧୯ ଏପ୍ରିଲରୁ ମେନପୁୁରୀରେ ଲୋକଙ୍କ ପାଖରେ ପହଞ୍ଚି ଭୋଟ ମାଗିବେ…

କନକ ବ୍ୟୁରୋ : ମୁଲାୟମ ସିଂଙ୍କ ପାଇଁ ଭୋଟ ମାଗିବେ ବସପା ସୁପ୍ରିମୋ । ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ଯାଦବଙ୍କ ପାଇଁ ନିର୍ବାଚନ ପ୍ରଚାର କରିବେ ମାୟାବତୀ । ବସପା ମୁଖ୍ୟ ମାୟାବତୀ ୧୯ ଏପ୍ରିଲରୁ ଉତ୍ତରପ୍ରଦେଶ ମେନପୁରୀରୁ ରାଲି ଆରମ୍ଭ କରିବେ । ମୁଲାୟମ ସିଂ ଯାଦବ…
Read More...

ବିଜେଡିକୁ ବାଏ ବାଏ କଲେ ନୀଳଗିରି ବିଧାୟକ । ଜାଣନ୍ତୁ ଇସ୍ତଫାପତ୍ରରେ ଲେଖିଲେ କଣ ?

କନକ ବ୍ୟୁରୋ : ବିଜେଡିରୁ ଇସ୍ତଫା ଦେଲେ ନୀଳଗିରି ବିଧାୟକ ସୁକାନ୍ତ ନାୟକ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପାଖକୁ ଇସ୍ତଫା ପତ୍ର ପଠାଇବା ସହ ବିଜେଡିକୁ ବାଏ ବାଏ କରିଛନ୍ତି ସୁକାନ୍ତ । ଦଳରେ ତାଙ୍କୁ ଅଣଦେଖା କରାଯାଉଥିବା ଅଭିଯୋଗ କରି ସୁକାନ୍ତ ବିଜେଡିରୁ ଇସ୍ତଫା ଦେଇଛନ୍ତି ।…
Read More...

ଓଡ଼ିଶା ଫେରୁଫେରୁ ପୁଣି ନବୀନଙ୍କ ଉପରେ ଗର୍ଜିଲେ ଦାମ ! କହିଲେ, ବିଜେପି ସାହାଯ୍ୟରେ ଓଡ଼ିଶାରୁ ଭ୍ରଷ୍ଟାଚାର ଶାସନ ହଟିବ

କନକ ବ୍ୟୁରୋ : ଆଜିଠାରୁ ଗେରୁଆ ଗଡ଼ରୁ ଶୁଭିବ ଦାମଙ୍କ ଶାଣିତ ସ୍ୱର । ଏବେ ରାଜ୍ୟ ସରକାରଙ୍କ ଉପରେ ବର୍ଷିବେ ଦାମ ରାଉତ । ବିଜେପିରେ ସାମିଲ ହେବା ପରେ ବରିଷ୍ଠ ନେତା ଦାମୋଦର ରାଉତ ଆଜି ଭୁବନେଶ୍ୱର ଫେରିଛନ୍ତି । ବିଜୁ ପଟ୍ଟନାୟକ ବିମାନବନ୍ଦରରେ ଦାମଙ୍କୁ ସ୍ୱାଗତ କରିବା ପାଇଁ ଅନେକ ସମର୍ଥକ…
Read More...

ଭୁବନେଶ୍ୱରରେ ପହଞ୍ଚିଲେ ଦାମ ! ଏବେ ଗେରୁଆ ଗଡ଼ରୁ ଶୁଭିବ ଶାଣିତ ସ୍ୱର, କ’ଣ ରହିବ ଆଗାମୀ ରାଜନୈତିକ ପଦକ୍ଷେପ ?

କନକ ବ୍ୟୁରୋ : ଗତକାଲି ଗେରୁଆ ଶିବିରରେ ଯୋଗଦେବା ପରେ ଆଜି ଓଡ଼ିଶା ଫେରିଛନ୍ତି ଦାମ ରାଉତ । ବିମାନବନ୍ଦରରେ ଦାମଙ୍କୁ ସ୍ୱାଗତ ଜଣାଇଛନ୍ତି ସମର୍ଥକ ଏବଂ ଏକ ବିରାଟ ଶୋଭାଯାତ୍ରାେରେ ଦାମଙ୍କୁ ପାଛୋଟି ଆଣିଛନ୍ତି ବିଜେପି କର୍ମୀ । ବିଜେପିରେ ଯୋଗଦେବା ପରେ ଭୁବନେଶ୍ୱରରେ ପହଞ୍ଚିଲେ ଦାମ ରାଉତ ।…
Read More...

ବିଜେଡିରେ ବଢୁଛି ଆଶାୟୀଙ୍କ ଭିଡ ! ବାୟୋଡାଟା ଧରି ନବୀନ ନିବାସରେ ପଂହଚିଲେ ନେତା,୧୬୮ଟି ଆସନ ପାଇଁ ୩୦ ହଜାରରୁ ଅଧିକ…

କନକ ବ୍ୟୁରୋ : ନିର୍ବାଚନ ପାଇଁ ବିଜେଡିରେ ବଢୁଛି ଆଶାୟୀଙ୍କ ଭିଡ । ଆଜି ମଧ୍ୟ ନବୀନ ନିବାସ ଆଗରେ ଦେଖିବାକୁ ମିଳିଛି ଆଶାୟୀଙ୍କ ପ୍ରବଳ ଭିଡ । ହାତରେ ବାୟୋଡାଟା ଧରି ନବୀନ ନିବାସରେ ନେତାଙ୍କ ଲମ୍ୱା ଲାଇନ୍ ଲାଗିଛି । ବିଧାନସଭା ଓ ଲୋକସଭାକୁ ମିଶାଇ ମୋଟ୍ ୧୬୮ ଟି ଆସନ ପାଇଁ ଗତ ୪ ଦିନ…
Read More...

ଚର୍ଚ୍ଚାରେ କୋରାପୁଟ ଲୋକସଭା ଆସନ, ସମ୍ଭାବ୍ୟ ପ୍ରାର୍ଥୀ ନେଇ ତିନି ଦଳର ଅଙ୍କକଷା ! ପୁଣି ବିଜୟୀ ହେବା ଲକ୍ଷ୍ୟରେ…

କନକ ବ୍ୟୁରୋ : କୋରାପୁଟ ଲୋକସଭା ଆସନ ଉପରେ ତିନି ଦଳର ଆଖି । ଏହି ଆସନରୁ ବିଜେଡି ପୁଣିଥରେ ବିଜୟୀ ହେବା ଲକ୍ଷ୍ୟ ରଖିଥିବା ବେଳେ କୋରାପୁଟକୁ ଛଡ଼ାଇ ନେବାକୁ ଜୋରଦାର ଉଦ୍ୟମ ଚଳାଇଛି ବିଜେପି । ତେବେ ବିଜେପି କାହାକୁ ଟିକେଟ୍ ଦେବ ଏ ନେଇ ଚାଲିଛି ଜୋରଦାର କସରତ । କାରଣ ପୂର୍ବତନ ସାଂସଦ ଜୟରାମ…
Read More...