Browsing Category

ରାଜନୀତି

ସୁରଙ୍କ ସାଙ୍ଘାତିକ ବୟାନ: ବିଜେପି ପାଇଁ ଜିତିଲା ବିଜେଡି । ବିଜେପୁରରେ ଆମେ ମରି ପଡିଥିଲୁ

କନକ ବ୍ୟୁରୋ: ବିଜେପୁର ବିଫଳତା ନେଇ ବଡ ବୟାନ ଦେଇଛନ୍ତି ବିଧାୟକ ସୁର ରାଉତରାୟ । ବିଜେପୁରରେ କଂଗ୍ରେସ ହାରିବା ପଛର କାରଣ କଣ ? କେଉଁ ପରିସ୍ଥିତିରେ ବିଜେପୁରରେ ‘ହାତ’ ଭାଙ୍ଗିଗଲା? ଆଉ ବିଜେପୁରରେ ବିଜେଡି ବଡ ବିଜୟ କେମିତି ପାଇଲା ? ତାର ଗୁମର ଫିଟାଇଛନ୍ତି ସୁର । ତେବେ ବିଜେପୁରରେ…
Read More...

ଦୀପାବଳିରେ ଦ୍ୱିତୀୟ ଇନିଂସ୍ ଆରମ୍ଭ କରିବେ ଖଟ୍ଟର । ହରିୟାଣା ମୁଖ୍ୟମନ୍ତ୍ରୀ ଭାବେ କାଲି ନେବେ ଶପଥ !

କନକ ବ୍ୟୁରୋ: ପୁଣି ଥରେ ହରିୟାଣା ମୁଖ୍ୟମନ୍ତ୍ରୀ ହେବେ ମନୋହର ଲାଲ୍ ଖଟ୍ଟର । ଲଗାତାର ୨ୟ ଥର ପାଇଁ ହରିୟାଣା ମୁଖ୍ୟମନ୍ତ୍ରୀ ହୋଇପାରନ୍ତି ମନୋହର । ବିଜେପି ବିଧାୟକ ଦଳ ନେତା ଭାବେ ନିର୍ବାଚିତ ହେଲେ ଖଟ୍ଟର । ଆସନ୍ତାକାଲି ଅର୍ଥାତ ଦୀପାବଳିରେ ଶପଥ ନେଇପାରନ୍ତି ମନୋହର । କାଲି ଅପରାହ୍ଣ…
Read More...

କେମିତି କମ୍ପ୍ୟୁଟର ଚଲାନ୍ତି ତାରା ? ତାଜୁବ କରିଦେଲା ତାରାଙ୍କ ଉତ୍ତର…

କନକ ବ୍ୟୁରୋ: ତାରା କମ୍ପ୍ୟୁଟର ଶିଖିଛନ୍ତି ନା ନାହିଁ? କମ୍ପ୍ୟୁଟର ବାବଦରେ ତାଙ୍କ ପାଖରେ କେତେ ଜ୍ଞାନ ଅଛି ? ଆଗକୁ ବିଧାନସଭାର ସବୁ କାମ କମ୍ପ୍ୟୁଟର ଦ୍ୱାରା ହେବାକୁ ଥିବା ବେଳେ ବିଧାୟକ ବାହିନୀପତି ଏହାର ବ୍ୟବହାର ଜାଣିଛନ୍ତି କି ନାହିଁ ବୋଲି ଗଣମାଧ୍ୟମ ପ୍ରଶ୍ନ କରିଥିଲେ । ଆଉ ନିଜ…
Read More...

ହରିୟାଣା ମୁଖ୍ୟମନ୍ତ୍ରୀଙ୍କୁ ମହାଝଟକା: କେବଳ ଜଣେ ମନ୍ତ୍ରୀଙ୍କୁ ଛାଡି ମୈଦାନରେ ମାଟି କାମୁଡି ପଡିଲେ ମନୋହର ସରକାରଙ୍କ…

କନକ ବ୍ୟୁରୋ: ହରିୟାଣାରେ ବିଜେପି ଆଜି ଏକ ଅଜବ ପରିସ୍ଥିତିର ସମ୍ମୁଖୀନ ହୋଇଛି । ବିଜେପି ଗତ ଥର ତୁଳନାରେ କମ ଆସନ ଜିତିଛି ଓ ମ୍ୟାଜିକ ନମ୍ବର ପାଇପାରି ନାହିଁ । ତେବେ ଏତିକି ବେଳେ ବିଜେପି ପାଇଁ ଏକ ଲଜ୍ଜାଜନକ ପରିସ୍ଥିତି ସୃଷ୍ଟି ହୋଇଛି । ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କ…
Read More...

ବାହିନୀପତିଙ୍କ ‘ଗାନ୍ଧୀ’ ବାହାନା ! ବିଜେପୁରରେ ହାତ ହାରିବା ପରେ ଗାନ୍ଧୀଙ୍କ ନୀତି ଆଦର୍ଶର ନୂଆ ନାଟକ କଲେ ତାରା ?

କନକ ବ୍ୟୁରୋ: ବିଜେପୁରରେ ବଜାୟ ରହିଲା ବିଜେଡିର ଦବଦବା । ଲଗାତାର ତିନି ତିନି ଥର ବିଜେପୁରରେ ଉଡିଲା ବିଜେଡିର ବିଜୟ ବାନା । ୨୦୧୮ ଉପ ନିର୍ବାଚନ, ୨୦୧୯ ସାଧାରଣ ନିର୍ବାଚନ ଆଉ ପୁଣି ଅକ୍ଟୋବରର ଏ ଉପ ନିର୍ବାଚନରେ ବାଜି ମାରିନେଲା ବିଜେଡି । ଗୁରୁବାର ପୁଣି ବିଜେପୁର ଗଡକୁ ସବୁଜ ଗଡ କଲା…
Read More...

ବିଜେପୁରରେ କଚଡ଼ା ଖାଇଲା କଂଗ୍ରେସ : ଫେଲ ମାରିଲା କମବ୍ୟାକ୍ ପ୍ଲାନ୍, କୌଣସି ରାଉଣ୍ଡରେ ୫୦୦ ଭୋଟ୍ ଛୁଇଁପାରିଲାନି ଦେଶର…

କନକ ବ୍ୟୁରୋ : ବିଜେପୁରରେ ବିଜେଡ଼ିର ହ୍ୟାଟିକ୍ ବିଜୟ । ବିପୁଳ ଭୋଟରେ ବିଜୟୀ ହୋଇଛନ୍ତି ବିଜେଡ଼ି ପ୍ରାର୍ଥୀ ରୀତା ସାହୁ । ଏକପ୍ରକାର ବିରୋଧୀଙ୍କୁ କଚାଡ଼ି ରେକର୍ଡ଼ ଭୋଟ୍ ହାତେଇଛନ୍ତି । ଲଗାତାର ତିନୋଟି ନିର୍ବାଚନରେ  ବିଜେଡ଼ି ହ୍ୟାଟ୍ରିକ୍ ବିଜୟ କରିଛି । ଅନ୍ୟପଟେ ବିଜେପୁରରେ କଂଗ୍ରେସର…
Read More...

ରାତି ପାହିଲେ ରେଜଲ୍ଟ: ନେତାଙ୍କ ଆଖିକୁ ଆସୁନି ନିଦ ! ପ୍ରାର୍ଥୀଙ୍କ ଛାତିରେ ଧକଧକ ବଢାଉଛି ‘ବିଜେପୁର ରାତି’

କନକ ବ୍ୟୁରୋ: ସରିଛି ପରୀକ୍ଷା, ଫଳାଫଳକୁ ଅପେକ୍ଷା । ଆଉ ମାତ୍ର କେଇ ଘଣ୍ଟାର ଅପେକ୍ଷା ପରେ ରାତି ପାହିବ ସକାଳ ହେବ ଆଉ ସବୁ ପ୍ରତୀକ୍ଷାର ଅନ୍ତ ଘଟାଇ ରେଜଲ୍ଟ ବାହାରିବ । ବିଜେପୁର ଉପନିର୍ବାଚନ ପାଇଁ ୨୧ରେ ମତଦାନ ସରିଥିବା ବେଳେ ଆସନ୍ତାକାଲି ବାହାରୁଛି ରେଜଲ୍ଟ । ସକାଳ ୮ଟାରୁ ଭୋଟ ଗଣତି…
Read More...

କନଫ୍ୟୁଜ୍ କରୁଛି କଂଗ୍ରେସର ବିଜେପୁର ବୟାନ ? ହାର-ଜିତ ନେଇ ତାରା-ସୁରଙ୍କ କଥାରେ ରହୁନି ତାଳମେଳ !

କନକ ବ୍ୟୁରୋ: ସୁର ଯେଉଁଆଡେ ତାରା ସେଇଆଡେ । ସୁରଙ୍କ ଭଳି କଥା କହି ଭୁଲେଇ ଦେଲେ ତାରା । ବିଜେପୁର ନେଇ କାଲି ଦେଇଥିବା ବୟାନକୁ ଆଜି ବୁଲେଇଦେଲେ ବିଧାୟକ ତାରା ବାହିନୀପତି । କାଲି ବିଜେପୁରରେ ମତଦାନ ଚାଲିଥିବା ବେଳେ କଂଗ୍ରେସର ପରାଜୟ ନେଇ ସଂକେତ ଦେଇଥିଲେ ତାରା । ଆଉ କହିଥିଲେ ବିଜେପୁରରେ…
Read More...

ଭୋଟ ସରିବା ପରେ ଫଳାଫଳ ନେଇ ଅଙ୍କକଷା ଆରମ୍ଭ : ଦମ୍ଭ ଦେଖାଇଲେ ବିଜେଡି ନେତା, ଅଧିକ ମାର୍ଜିନରେ ବିଜେପୁର ଦଖଲ କରିବ…

କନକ ବ୍ୟୁରୋ : କିଏ ଜିତିବ ବିଜେପୁର ବାଜି ? ଭୋଟ୍ ସରିବା ପରେ ଫଳାଫଳ ନେଇ ଅଙ୍କକଷା ଆରମ୍ଭ ହୋଇଯାଇଛି । ଦେଢବର୍ଷ ଭିତରେ ତିିନି ତିନି ଥର ମତଦାନ କରିଥିବା ବିଜେପୁରବାସୀ ନୂଆ ବିଧାୟକ ବାଛି ସାରିଛନ୍ତି । ବିଜେପୁରବାସୀଙ୍କ ନିଷ୍ପତି ଇଭିଏମରେ ସିଲ୍ ହୋଇସାରିଥିବା ବେଳେ ଆସନ୍ତା ୨୪ତାରିଖରେ…
Read More...

ଚିଦାମ୍ବରମଙ୍କୁ ମିଳିଲା ଜାମିନ୍ : ଆଇଏନଏକ୍ସ ମିଡିଆ ଆର୍ଥିକ ଦୁର୍ନୀତି ମାମଲାରେ ସୁପ୍ରିମକୋର୍ଟ ଦେଲେ ବେଲ୍

କନକ ବ୍ୟୁରୋ : ଆଇଏନଏକ୍ସ ମିଡିଆ ମାମଲାରେ କଂଗ୍ରେସର ବରିଷ୍ଠ ନେତା ଓ ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦାମ୍ବରମଙ୍କୁ  ଆଶ୍ୱସ୍ତି ମିଳିଛି । ମାମଲାରେ ସୁପ୍ରିମକୋର୍ଟ ଚିଦାମ୍ବରମଙ୍କୁ ଜାମିନ ପ୍ରଦାନ କରିଛନ୍ତି । ଦୀର୍ଘ ୫୦ ଦିନ ହେଲା ଚିଦାମ୍ବରମ ଜେଲରେ ଅଛନ୍ତି । ସିବିଆଇ  ମାମଲାରେ …
Read More...