Browsing Category

ନ୍ୟୁଜ୍

ଏମାର ମଠରେ ନୂଆ ଟ୍ରଷ୍ଟକୁ ଦାୟିତ୍ୱ ହସ୍ତାନ୍ତର ପ୍ରସଙ୍ଗ : ମାଜିଷ୍ଟ୍ରେଟ ଓ ପୋଲିସ ଉପସ୍ଥିତିରେ ମଠରେ ପ୍ରବେଶ କଲେ…

କନକ ବ୍ୟୁରୋ : ପୁରୀର ଏମାର ମଠର ନୂଆ ଟ୍ରଷ୍ଟିର କାର୍ଯ୍ୟଭାର ଗ୍ରହଣକୁ ନେଇ ବିବାଦ ଲାଗି ରହିଥିବା ବେଳେ, ଆଜି ପୋଲିସ ଓ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମଠରେ ପ୍ରବେଶ କରିଛନ୍ତି ଏମର ମଠର ଟ୍ରଷ୍ଟର ସଦସ୍ୟମାନେ । ପୁରୀର ଏହି ଐତିହ୍ୟ ସଂପନ୍ନ ମଠର ପରିଚାଳନା ଦାୟିତ୍ୱ ଟ୍ରଷ୍ଟ ହାତକୁ ଯିବା…
Read More...

ଆସନ୍ତା ୧୨ରେ ପିପିଲି ପ୍ରଚାର ମୈଦାନକୁ ଓହ୍ଲାଇବେ ନବୀନ । ଦଳୀୟ ପ୍ରାର୍ଥୀ ରୁଦ୍ରଙ୍କ ପାଇଁ ମାଗିବେ ଭୋଟ ।

କନକ ବ୍ୟୁରୋ : ପିପିଲି ନିର୍ବାଚନକୁ ଆଉ ହାତରେ ମାତ୍ର କେଇଟା ଦିନ  । ଯେଉଁଥିପାଇଁ ଏବେ ଜିନ୍ଦାବାଦ, ଜୟ ଜୟକାର ନାରାରେ ପ୍ରକମ୍ପିତ ହେଉଛି ଚାନ୍ଦୁଆ ସହର । ଆଉ ଏବେ ପ୍ରଚାର ମୈଦାନରେ ସାମିଲ ହେବାକୁ ଗ୍ରୀନ୍ ସିଗନାଲ ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଆସନ୍ତା ୧୨ ତାରିଖରେ…
Read More...

ସମଲେଇ ଯୋଜନା ପାଇଁ ରାଜ୍ୟ ସରକାରଙ୍କ ପ୍ୟାକେଜ । ପ୍ୟାକେଜ ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 

କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସମଲେଇ ବିକାଶ ଯୋଜନା ଅନ୍ତର୍ଗତ ଥଇଥାନ ଓ ପୁନର୍ବାସ ପ୍ୟାକେଜକୁ ଅନୁମୋଦନ କରିଛନ୍ତି। ଏଥିରେ ଉଭୟ ସରକାରୀ ଓ ବେସରକାରୀ ଜମିରେ ଘର ବା ଦୋକାନ କରିଥିବା ଲୋକଙ୍କ ପାଇଁ ସଂପୂର୍ଣ୍ଣ ଥଇଥାନ ବ୍ୟବସ୍ଥା କରାଯାଇଛି। ପ୍ୟାକେଜକୁ ଅନୁମୋଦନ କରି…
Read More...

ଘୁଞ୍ଚିବନି ମାଟ୍ରିକ୍ ଓ ଯୁକ୍ତ ଦୁଇ ପରୀକ୍ଷା ତାରିଖ : ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ସୂଚନା

କନକ ବ୍ୟୁରୋ : ମାଡ଼ି ଚାଲିଛି କରୋନା। ଦୈନିକ ସଂକ୍ରମଣ ସଂଖ୍ୟା ବଢ଼ୁଥିବାରୁ ଛାତ୍ରଛାତ୍ରୀଙ୍କ ପାଠପଢ଼ା, ପରୀକ୍ଷାକୁ ନେଇ ଅଭିଭାବକଠାରୁ ଆରମ୍ଭ କରି ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତେ ଏବେ ଚିନ୍ତାରେ ଥିଲେ । କ’ଣ ହେବ ପିଲାଙ୍କ ଭବିଷ୍ୟତ ? ୨୦୨୦ ପରି ଏଥର ମଧ୍ୟ ସମାନ ସ୍ଥିତି…
Read More...

ଭାରତରେ ଗତ ୧୦ ଦିନ ମଧ୍ୟରେ ୧୧ ଲକ୍ଷ ନୂଆ ସଂକ୍ରମିତ । ଅକ୍ଟୋବର ପରେ ସବୁଠାରୁ ଅଧିକ ମୃତ

କନକ ବ୍ୟୁରୋ : ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ଭୟାନକ ହେବାରେ ଲାଗିଛି । ଯାହର ଅନୁମାନ ଲଗାଇବା ବି ମୁସ୍କିଲ ହୋଇଛି    । ଏବେ ଦେଶରେ ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ଉପରେ ରହୁଛି । କରୋନାର ଦ୍ୱିତୀୟ ଲହର ଏଭଳି ଭୟାନକ ସ୍ଥିତି ସୃଷ୍ଟି କରିଛି କି ଗତ ୧୦ ଦିନ ମଧ୍ୟରେ ଦେଶରେ…
Read More...

କରୋନା ସ୍ଥିତି ନେଇ ବରିଷ୍ଠ ଡାକ୍ତର ଅଶୋକ ମହାପାତ୍ରଙ୍କ ବଡ଼ ବୟାନ : ଆଗକୁ ରାଜ୍ୟରେ ୧୦ରୁ ୧୨ ହଜାର ହୋଇପାରେ ଦୈନିକ…

କନକ ବ୍ୟୁରୋ : ରାଜ୍ୟରେ କରୋନା ସଂକ୍ରମଣକୁ ନେଇ ବିଶେଷଜ୍ଞ ଡାକ୍ତର ଅଶୋକ ମହାପାତ୍ରଙ୍କ ବଡ ଆଶଙ୍କା । ଆଗକୁ ରାଜ୍ୟରେ ୧୦ରୁ ୧୨ ହଜାର ହୋଇପାରେ ଦୈନିକ ସଂକ୍ରମଣ । ଡାକ୍ତର ଅଶୋକ ମହାପାତ୍ର ଏହା ସହିତ ଆକଳନ କରିଛନ୍ତି କରୋନା ମୁକାବିଲାରେ ଆମ ରାଜ୍ୟ ପାଇଁ ଆଗାମୀ ୪ ସପ୍ତାହ ଗୁରୁତ୍ୱପୂର୍ଣ୍ଣ…
Read More...

ଫେରିଲାଣି କଟକଣା ପ୍ରବାସୀ ଓଡିଆଙ୍କ ଭିତରେ ବଢିଲାଣି ଭୟ । ଅବସ୍ଥା ଅସମ୍ଭାଳ ହେବା ଆଗରୁ ଟ୍ରେନ୍ ଓ ବସ୍ ଯୋଗେ…

କନକ ବ୍ୟୁରୋ: ଦେଶରେ କରୋନାର ଦ୍ୱିତୀୟ ଲହର ଆରମ୍ଭ ହେବା ଦିନରୁ ମହାରାଷ୍ଟ୍ର ସର୍ବାଧିକ ସଂକ୍ରମିତ ରାଜ୍ୟ ହୋଇ ରହିଆସିଛି । ହେଲେ ଏଠାରେ ପ୍ରବାସୀ ଓଡିଆମାନେ ରହି କାମ କରୁଛନ୍ତି । ସେହିପରି ପଡୋଶୀ ଛତିଶଗଡ ଓ ଦିଲ୍ଲୀରେ ମଧ୍ୟ ସ୍ଥିତି ଅସମ୍ଭାଳ ହେଲାଣି । ଅନେକ ସ୍ଥାନରେ କଂଟେନମେଂଟ୍…
Read More...

ବାଉଳା ନର୍ସ, କରୋନା ଟିକା ବଦଳରେ ଦେଇଦେଲେ ଆଣ୍ଟି ରାବିଜ୍ ଟିକା । ଜିଲ୍ଲାପାଳ ଦେଲେ ଯାଂଚ ନିର୍ଦ୍ଦେଶ । ଜାଣନ୍ତୁ…

କନକ ବ୍ୟୁରୋ : ଉତ୍ତରପ୍ରଦେଶର ସାମଲି ଜିଲ୍ଲାରୁ ଆସିଛି ଏକ ଚକିତ କରିଦେବା ଭଳି ଖବର । ଏଠାରେ କାନ୍ଧଲା ଠାରେ ଥିବା ଏକ ସ୍ୱାସ୍ଥ୍ୟକେନ୍ଦ୍ରରେ ୩ ଜଣଙ୍କୁ କରୋନା ଟିକା ବଦଳରେ ଆଣ୍ଟି ରାବିଜ ଟିକା ଦିଆଯାଇଥିବା ନେଇ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅଭିଯୋଗ ହୋଇଛି   । ମୁଖ୍ୟମନ୍ତ୍ରୀଙ୍କ…
Read More...

ରୁକୁଣା ରଥକୁ ନେଇ ବିଏମସିର ଗାଇଡଲାଇନ : ଏଥର ବିନା ଭକ୍ତରେ ହେବ ରୁକୁଣା ରଥଯାତ୍ରା; କେବଳ ଅଂଶଗ୍ରହଣ କରିପାରିବେ…

କନକ ବ୍ୟୁରୋ : କରୋନା କାଳରେ କଟକଣା ମଧ୍ୟରେ ହେବ ରୁକୁଣା ରଥ ଯାତ୍ରା । ଏହାକୁ ନେଇ ଭୁବନେଶ୍ୱର ମହାନଗର ନିଗମ ଜାରି କରିଛି ଗାଇଡଲାଇନ । - ଏଥର ବିନା ଭକ୍ତରେ ହେବ ରୁକୁଣା ରଥଯାତ୍ରା - ରୁକୁଣା ରଥଯାତ୍ରାରେ କେବଳ ଅଂଶଗ୍ରହଣ କରିପାରିବେ ସେବାୟତ - ରଥ ଟଣା ଆଗରୁ ରଥର କରାଯିବ…
Read More...

ଅଶୋକା ସିନେମା ହଲକୁ ସିଲ୍ କଲା ଜିଲ୍ଲା ପ୍ରଶାସନ : କୋଭିଡ୍ ନିୟମ ଉଲ୍ଲଂଘନ କରି ସିନେମା ହଲ୍ ସିଲ୍

କନକ ବ୍ୟୁରୋ : ରାଜ୍ୟରେ ହୁ ହୁ ହୋଇ ବଢି ଚାଲିଛି କରୋନା ସଂକ୍ରମଣ । ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ତରଫରୁ ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି । ମାସ୍କ, ସାନିଟାଇଜର, ସାମାଜିକ ଦୂରତା ଉପରେ ବିଶେଷ ଗୁରୁତ୍ବ ଦିଆଯାଉଛି । ଯେଉଁଠି କୋଭିଡ୍ ନିୟମର ଉଲ୍ଲଂଘନ…
Read More...