Browsing Category

ନ୍ୟୁଜ୍

ସହରୀ ଅଳିଆକୁ ନେଇ ବିବାଦ: ବିଏମସିକୁ ଅଡୁଆ ଗ୍ରାମବାସୀଙ୍କ ବିରୋଧ

କନକ ବ୍ୟୁରୋ: ବିଏମସି ପାଇଁ ଅଡୁଆ ହୋଇଛି ସହରୀ ଅଳିଆ । ରାଜଧାନୀ ଉପକଣ୍ଠ ଦାରଠେଙ୍ଗର ଭୂଆସୁଣୀ ଡମ୍ପିଂୟାର୍ଡରେ ଅଳିଆ ପକାଇବାକୁ ସ୍ଥାନୀୟ ଲୋକ ବିରୋଧ କରିଛନ୍ତି । ପାହାଡ ଭଳି ଗଦା ହୋଇଛି ଅଳିଆ । ରାଜଧାନୀରୁ ଅଳିଆ ଆଣି ବିଏମସି ଦାରୁଠେଙ୍ଗ ସ୍ଥିତ ଭୁଆସୁଣୀ ଡମ୍ପିଂୟାର୍ଡରେ ପକାଉଥିଲା ।…
Read More...

ମିଲେଟ ମିଶନକୁ ଜନ ଆନ୍ଦୋଳନ କରିବାକୁ ମୋଦୀଙ୍କ ଆହ୍ୱାନ: କହିଲେ ସ୍ୱାସ୍ଥ୍ୟ ପାଇଁ ହିତକର ମାଣ୍ଡିଆ, ଛୋଟ ଚାଷୀଙ୍କ ପାଇଁ…

କନକ ବ୍ୟୁରୋ: ମନ କି ବାତ କାର୍ଯ୍ୟକ୍ରମରେ ମାଣ୍ଡିଆର ଉପକାରିତା ବର୍ଣ୍ଣନା କରିବା ସହ ଏହାର ଉତ୍ପାଦନ ଓ ବ୍ୟବହାରକୁ ଏକ ଜନଆନ୍ଦୋଳନରେ ପରିଣତ କରିବାକୁ ପ୍ରଧାନମନ୍ତ୍ରୀଙ୍କ ଏହି ଆହ୍ୱାନ ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ହୋଇଛି । ପ୍ରଧାନମନ୍ତ୍ରୀ କହିଛନ୍ତିି, ମାଣ୍ଡିଆ ସ୍ୱାସ୍ଥ୍ୟ ପାଇଁ…
Read More...

କଟକରେ ମୂର୍ତ୍ତି ନିର୍ମାଣରେ ଗଡ଼ବଡ଼: ପୁଲିସ ନେବ କାର୍ଯ୍ୟାନୁଷ୍ଠାନ ନିଷ୍ପତି

କନକ ବ୍ୟୁରୋ: କଟକରେ ଗଣେଶ ମୂର୍ତି ନିର୍ମାଣକୁ ଦେଖାଦେଇଥିବା ବିବାଦରେ ହସ୍ତକ୍ଷେପ କରିବାକୁ ମନା କରିଦେଇଛନ୍ତି ହାଇକୋର୍ଟ । ଏ ବାବଦରେ ସ୍ଥାନୀୟ ପୋଲିସ ପ୍ରଶାସନ ନିଷ୍ପତି ନେବ । ହାଇକୋର୍ଟ କହିଛନ୍ତି- - ଗଣେଶ ପୂଜାକୁ ଆଉ ୪୮ ଘଂଟାରୁ କମ ସମୟ ରହିଛି -ଆଉ ଥରେ ଯାଂଚ କରିବାକୁ ପୁଲିସ…
Read More...

ଓଡିଶାର ୩ଟି ଆଦ୍ରଭୂମିକୁ ରାମସାରର ମାନ୍ୟତା। ତାମ୍ପରା ହ୍ରଦ, ହୀରାକୁଦ ଡ୍ୟାମ ଓ ଅଂଶୁପା ହ୍ରଦକୁ ମାନ୍ୟତା। 

କନକ ବ୍ୟୁରୋ: ଚଳିତବର୍ଷ କେନ୍ଦ୍ର ସରକାରଙ୍କ ପକ୍ଷରୁ ଓଡିଶାର ୩ଟି ଆଦ୍ରଭୂମିକୁ ରାମସାରର ମାନ୍ୟତା ମିଳିଛି । ଗଞାମର ତାମ୍ପରା ହ୍ରଦ, ସମ୍ବଲପୁରର ହୀରାକୁଦ ଡ୍ୟାମ ଓ ବାଙ୍କୀର ଅଂଶୁପା ହ୍ରଦକୁ ଏହି ମାନ୍ୟତା ମିଳିଛି । ଏହି ମାନ୍ୟତା ମିଳିବା ପରେ ବାଙ୍କୀର ଅଂଶୁପା ବିକାଶ କ୍ଷେତ୍ରରେ ଆଉ…
Read More...

ଶିକ୍ଷା କ୍ଷେତ୍ରରେ ଘରୋଇ ପୁଞ୍ଜିନିବେଶ ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀଙ୍କ ବୟାନକୁ ନେଇ ବିବାଦ: ଟାର୍ଗେଟ କଲା ରାଜ୍ୟ ଆମ…

କନକ ବ୍ୟୁରୋ: ପୁଂଜି ନିବେଶକୁ ରୋକିବା ଉଚିତ ନୁହେଁ ବୋଲି ମତ ଦେଇଥିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଦିଲ୍ଲୀର ଆପ୍ ସରକାରକୁ ଟାର୍ଗେଟ କରି ସେ ଏପରି କହିଥିଲେ । ତାଙ୍କର ଯୁକ୍ତି ଥିଲା ଯେଉଁମାନେ ତାଙ୍କ ପିଲାମାନଙ୍କୁ ଘରୋଇ ଅନୁଷ୍ଠାନରେ ପାଠ ପଢ଼ିବାକୁ ସକ୍ଷମ,…
Read More...

ରାସ୍ତା ସମସ୍ୟା ପାଇଁ ରାସ୍ତାରୋକ୍। ମୟୂରଭଞ୍ଜ ବାରିପଦା ଟାଉନ୍ ଥାନା ନୁରୁଡିହା ଅଞ୍ଚଳରେ ଲୋକଙ୍କ ପ୍ରତିବାଦ।

କନକ ବ୍ୟୁରୋ: ରାସ୍ତା ସମସ୍ୟା ପାଇଁ ରାସ୍ତାରୋକ୍ । ବାରିପଦା ଟାଉନ୍ ଥାନା ଅନ୍ତର୍ଗତ ନୁରୁଡିହା ଅଞ୍ଚଳରେ ୨ବର୍ଷ ତଳେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ଏକ ରାସ୍ତା ତିଆରି ହୋଇଥିଲା । ହେଲେ ନିମ୍ନମାନର ରାସ୍ତାକାମ ଯୋଗୁଁ ଏହି ରାସ୍ତାର ଅବସ୍ଥା ଏବେ ଶୋଚନୀୟ ।  ରାସ୍ତାଟି ୫ଟି…
Read More...

କୃଷି ଅଧିକାରୀଙ୍କ କାର୍ଯ୍ୟାଳୟରେ ଅଭାବନୀୟ ଦୃଶ୍ୟ: ଟେବୁଲ ଉପରେ ୨ଟି ୫ଶହ ଟଙ୍କିଆ ନୋଟ୍ ରଖି ସାର ଦେବାକୁ କହିଲେ ଚାଷୀ

କନକ ବ୍ୟୁରୋ: ସମ୍ବଲପୁର ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ । ଅତ୍ୟନ୍ତ କ୍ଷୋଭର ସହ କୃଷି ଅଧିକାରୀଙ୍କ ଟେବୁଲ ଉପରେ ଦୁଇଟି ୫ଶହ ଟଙ୍କିଆ ନୋଟ୍ ରଖିଦେଉଛନ୍ତି ଜଣେ ଚାଷୀ । କେଉଁଠି ସାର ମିଳୁଛି କିଣିଆଣି ଦେବା ପାଇଁ ଦାବି କରୁଛନ୍ତି । ରାଜ୍ୟରେ ସାରର କିଭଳି ଅଭାବ ଦେଖାଦେଇଛି ।…
Read More...

କୁଆଡେ ଗଲା ଯାଜପୁରର ୨ ବର୍ଷର କୁନିଝିଅ ପିହୁ? ଝିଅକୁ ଖୋଜି ଆଣିବାକୁ ଶିିଶୁ ଅଧିକାର ସୁରକ୍ଷା କମିସନଙ୍କୁ ଗୁହାରି କଲେ…

କନକ ବ୍ୟୁରୋ: କୁଆଡେ ଗଲା କୁନିଝିଅ ପିହୁ? ୨୦୨୦ ଅଗଷ୍ଟ ମାସରେ ନିଖୋଜ ହୋଇଯାଇଥିଲା ୨ ବର୍ଷର ଝିଅ ପିହୁ । ଘଟଣାକୁ ୨ ବର୍ଷ ବିତିଗଲାଣି, କିନ୍ତୁ ପିହୁର ପତା ମିଳିନାହିଁ । ବାରମ୍ବାର ଥାନାକୁ ଦୌଡ଼ି ନୟାନ୍ତ ହୋଇଛନ୍ତି, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରୁ ଆରମ୍ଭ କରି ବିଭାଗୀୟ ମନ୍ତ୍ରୀଙ୍କୁ…
Read More...

ଆଉ ଏକ ମାମଲାରେ ନିର୍ଦ୍ଦୋଶରେ ଖଲାସ ହେଲେ ମାଓନେତା ସବ୍ୟସାଚ୍ଚୀ ପଣ୍ଡା । ସାକ୍ଷ୍ୟପ୍ରମାଣ ଅଭାବରୁ ନିର୍ଦ୍ଦୋଶ…

କନକ ବ୍ୟୁରୋ: ପୁଣି ଏକ ମାମଲାରେ ନିର୍ଦ୍ଦୋଶରେ ଖଲାସ ହେଲେ ମାଓନେତା ସବ୍ୟସାଚୀ ପଣ୍ଡା । ନଭେମ୍ବର ୨୬ ତାରିଖ ୨୦୦୨ ମସିହା ଗୁଡ଼ାରୀ ଥାନା ନାଇରା ଗାଁର ଯଯାତି ସାହୁ ହତ୍ୟା ଘଟଣାରେ ସାକ୍ଷ୍ୟପ୍ରମାଣ ଅଭାବରୁ ସେ ନିର୍ଦ୍ଦୋଶ ପ୍ରମାଣିତ ହୋଇଛନ୍ତି । ଏନେଇ ରାୟ ପ୍ରକାଶ କରିଛନ୍ତି ଗୁଣୁପୁର…
Read More...

ଅଭିଯୋଗ ପରେ ବି ଶୁଣିଲାନି ପ୍ରଶାସନ। ଧାରଣାରେ ବସିଲେ ଚାଷୀ।

କନକ ବ୍ୟୁରୋ: ବାରମ୍ବାର ଅଭିଯୋଗ ପରେ ବି ଶୁଣିଲାନି ପ୍ରଶାସନ । ବାଧ୍ୟ ହୋଇ ରାଜରାସ୍ତାରେ ଧାରଣା ଦେଲେ ଚାଷୀ । ଲଘୁଚାପ ଜନିତ ଲଗାଣ ବର୍ଷା ଓ ବନ୍ୟା ଯୋଗୁଁ ଶହ ଶହ ଏକର ଚାଷ ଜମିରେ ପାଣି ମାଡ଼ିଯାଇଛି । ପାଣି ନିଷ୍କାସନ ପାଇଁ କିଛି ବ୍ୟବସ୍ଥା କରିବାକୁ ବାରମ୍ବାର ଗୁହାରି କରିବା ପରେ କିଛି…
Read More...