Browsing Category

ନ୍ୟୁଜ୍

ସ୍ୱାଭିମାନ ଅଞ୍ଚଳରେ ଶିକ୍ଷା ଓ ସ୍ୱାସ୍ଥ୍ୟସେବାର ବିକଳ ଚିତ୍ର। ଗୋଟିଏ ବାରଣ୍ଡାରେ ଚାଲିଛି ପାଠପଢା ସହ ରୋଗୀଦେଖା।

କନକ ବ୍ୟୁରୋ: ଗୋଟିଏ ବାରଣ୍ଡାରେ ଚାଲିଛି ଶିକ୍ଷାଦାନ ଓ ସ୍ୱାସ୍ଥ୍ୟସେବା । ସ୍ୱାଭିମାନ ଅଞ୍ଚଳର ଧୂଳିପୁଟ ପଞ୍ଚାୟତ ସ୍ଥିତ କୋଟେଦୁରୁ ବନ୍ଧ ଗାଁରେ ଦେଖିବାକୁ ମିଳିଛି ଅଭାବନୀୟ ଚିତ୍ର । ଗାଁରେ ସ୍କୁଲ ଘର କି ଅଙ୍ଗନୱାଡି କେନ୍ଦ୍ର ନାହିଁ ଯାହା ପାଇଁ ସ୍କୁଲ କମିଟି ସଭାପତିଙ୍କ ବାରଣ୍ଡାରେ…
Read More...

ନିୟମିତ ହେବାରୁ ବାଦ ପଡିଥିବା ଶିକ୍ଷକଙ୍କ ପ୍ରତିବାଦ। ମନ୍ତ୍ରୀ ସମୀର ଦାସଙ୍କ ଘର ଆଗରେ ପ୍ରତିବାଦ।

କନକ ବ୍ୟୁରୋ: ଚୁକ୍ତି ଭିତ୍ତିକ ଶିକ୍ଷକମାନଙ୍କୁ ନିୟମିତ କରାଯାଇଛି । ୨୦୧୬ରୁ ୨୦୨୨ ପର୍ଯ୍ୟନ୍ତ ଥିବା ଠିକା ଶିକ୍ଷକମାନଙ୍କୁ ନିୟମିତ କରିଛନ୍ତି ସରକାର । ହେଲେ ୨୦୧୬ ପୂର୍ବରୁ ଯେଉଁମାନେ ଠିକାରେ ଚାକିରୀ ଆରମ୍ଭ କରିଥିଲେ ଓ ଏବେ ସରକାରଙ୍କ ଏ ନୂଆ ନିୟମରୁ ବାଦପଡ଼ିଛନ୍ତି । ବର୍ତ୍ତମାନ ଏହି…
Read More...

କନ୍ଧମାଳ ଦୁର୍ଗମ ଇଲାକାରେ ବିକାଶର ନଗ୍ନ ଚିତ୍ର। ୫କିମି ମୃତଦେହକୁ ବୋହିନେଲେ ପରିବାର ଲୋକ।

କନକ ବ୍ୟୁରୋ: ଦୁର୍ଗମ ଇଲାକାରେ ବିକାଶର ନଗ୍ନ ଚିତ୍ର । ବଣ ପାହାଡ ଘେରା ଅଞ୍ଚଳରେ ରାସ୍ତା ନାହିଁ । ନଦୀ ନାଳ ପାର ହୋଇ ଯାଉଛନ୍ତି ଲୋକେ । ସେହିଭଳି ଏହି ରାସ୍ତା ସମସ୍ୟା ଯୋଗୁ ଚିକିତ୍ସା ପାଇଁ ଜଣେ ଗୁରୁତର ରୋଗୀଙ୍କୁ ଖଟିଆରେ ବୁହା ହେଲା । ଆଉ ମୃତ୍ୟୁ ପରେ ବି ମୃତଦେହକୁ ସଂସ୍କାର ପାଇଁ…
Read More...

ପଦମପୁର ଉପନିର୍ବାଚନ: ପ୍ରାର୍ଥିପତ୍ର ଫର୍ମ ନେଲେ ୧୧, ନାମାଙ୍କନ ଦାଖଲ ଶୂନ।

କନକ ବ୍ୟୁରୋ: ୧୭ତାରିଖରେ ପଦମପୁର ଉପନିର୍ବାଚନ ପାଇଁ ନାମାଙ୍କନ ପ୍ରକ୍ରିୟା ଶେଷ ହେବ । କିନ୍ତୁ ଏପର୍ଯ୍ୟନ୍ତ କୌଣସି ରାଜନୈତିକ ଦଳ କିମ୍ବା ସ୍ୱାଧୀନ ପ୍ରାର୍ଥୀ ନାମାଙ୍କନ ଦାଖଲ କରିନାହାନ୍ତି । ନାମାଙ୍କନକୁ ନେଇ ଜାରି ରହିଥିବା ଛକାପଞ୍ଝା ସ୍ଥିତି ପଦ୍ମପୁର ରାଜନୀତିକୁ ଉଷ୍ମ କରିଛି ।…
Read More...

ବିଜେପି ନେତାଙ୍କୁ ଅମାନବୀୟ ଭାବେ ହତ୍ୟା, ଦୋକାନରୁ ଉଦ୍ଧାର ହେଲା ଶବ

କନକ ବ୍ୟୁରୋ: କର୍ଣ୍ଣାଟକରେ ବିଜେପି ନେତାଙ୍କୁ ହତ୍ୟା କରାଯାଇଛି । ୬୪ବର୍ଷୀୟ ମଲ୍ଲିକାର୍ଜୁନ ମୁଥ୍ୟାଲଙ୍କ ଛୁରି ଭୁସି ହତ୍ୟା କରାଯାଇଛି । ହତ୍ୟାର ଗୋଟିଏ ଦିନ ପୂର୍ବରୁ ସେ ଗୋଟିଏ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ମୁଖ୍ୟମନ୍ତ୍ରୀ ବାସଭରାଜ ବୋମାଇ ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ…
Read More...

ଡକାୟତି ପାଇଁ ଚାଲିଥିଲା ଯୋଜନା; ୪ ଜଣ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ, ମାରଣାସ୍ତ୍ର ଜବତ

କନକ ବ୍ୟୁରୋ : ଡକାୟତି ପାଇଁ ଚାଲିଥିବା ଯୋଜନା ପୁଲିସର ହସ୍ତକ୍ଷେପ ପରେ ପଣ୍ଡ ହୋଇଛି । କମିସନରେଟ ପୁଲିସ ୪ ଜଣ ଡକାୟତଙ୍କୁ ମଧ୍ୟରାତ୍ରିରେ ଗିରଫ କରିଛି । ପୁଲିସ ଅଭିଯୁକ୍ତମାନଙ୍କ ଠାରୁ ମାରଣାସ୍ତ୍ର ଜବତ କରିଛି। ସୂଚନା ଅନୁସାରେ ଖଣ୍ଡଗିରି ଥାନା ଅନ୍ତର୍ଗତ ଆଇଗଣିଆ ମସାଣି ପଡ଼ିଆରେ ୪…
Read More...

ବେକାରୀ ସମସ୍ୟା ନେଇ ଶିଳ୍ପମନ୍ତ୍ରୀଙ୍କ ଘର ଘେରାଉ । ଓଡିଆ ଯୁବକ ଯୁବତୀଙ୍କ ନିଯୁକ୍ତି ନେଇ ଦାବି କଲା ୟୁଥ୍ ଫର୍…

କନକ ବ୍ୟୁରୋ: ବେକାରୀ ସମସ୍ୟା ନେଇ ଶିଳ୍ପମନ୍ତ୍ରୀ ପ୍ରତାପ ଦେବଙ୍କ ଘର ଘେରାଉ କରିଛି ୟୁଥ ଫର ଆକ୍ସନ । ୟୁଥ ଫର୍ ଆକ୍ସନର ଅଭିଯୋଗ ରାଜ୍ୟର ବିକାଶ ତଥା ଓଡ଼ିଆ ଯୁବକ ଯୁବତୀମାନଙ୍କୁ ନିଯୁକ୍ତି ଦେବା ଲାଗି ସରକାର ବହୁ ଶିଳ୍ପ ସଂସ୍ଥା ସହ ଏମଓୟୁ ଚୁକ୍ତି କରୁଛନ୍ତି । ଏପରିକି ଓଡ଼ିଆ ଯୁବକ…
Read More...

ପଦ୍ମପୁର ସବଡିଭିଜନକୁ ଜିଲ୍ଲା ମାନ୍ୟତା ପ୍ରତିଶ୍ରୁତି । ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେପି । ପୃଥ୍ୱୀରାଜ…

କନକ ବ୍ୟୁରୋ: ପଦ୍ମପୁର ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ପାଇଁ ମିଳିଛି ପ୍ରତିଶ୍ରୁତି । ମୁଖ୍ୟମନ୍ତ୍ରୀଙ୍କୁ ଭେଟି ପଦ୍ମପୁର କ୍ରିୟାନୁଷ୍ଠାନ କମିଟି ଏନେଇ ଆଲୋଚନା କରିଥିବାବେଳେ, ୨୦୨୩ ଡିସେମ୍ବର ସୁଦ୍ଧା ଏହାକୁ ଜିଲ୍ଲା ମାନ୍ୟତା ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ବି ଦେଇଛନ୍ତି ।…
Read More...

“ରାଜ୍ୟ ସରକାରଙ୍କ ଇନପୁଟ୍ ସବସିଡି ଘୋଷଣା ନିର୍ବାଚନ ଭୟରେ ଏକ ପ୍ରହେଳିକା”… ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ବିଜେପି…

କନକ ବ୍ୟୁରୋ: ରାଜ୍ୟର ମରୁଡି ପ୍ରଭାବିତ ଅଞ୍ଚଳର ଚାଷୀଙ୍କ ପାଇଁ ରାଜ୍ୟ ସରକାର ଇନପୁଟ୍ ସହାୟତା ଘୋଷଣା କରିବା ପରେ ଏହାକୁ ନେଇ ତେଜିଛି ରାଜନୀତି । ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକୁ ବିରୋଧୀମାନେ ନିର୍ବାଚନୀ ହାଓ୍ୱା କହୁଥିବାବେଳେ, ନିର୍ବାଚନ ଭୟରେ ରାଜ୍ୟ ସରକାରଙ୍କର ଏହା ଏକ ପ୍ରହେଳିକା…
Read More...

ବାଇଡେନ, ସୁନକଙ୍କ ସହ ହେନ୍ତାଳ ଗଛ ଲଗାଇଲେ ମୋଦୀ, ନୂଆ ସହଯୋଗୀ ରାଷ୍ଟ୍ର ସହ ଯୋଡିହେଲା ଭାରତ।

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଶ୍ୱର ଅନ୍ୟନେତାଙ୍କ ସହ ବୁଧବାର ବାଲିରେ ଏଠାକାର ସବୁଠାରୁ ବଡ ହେନ୍ତାଳ ବଣ ତମନ ହୁତାନ ରାୟା ନଗୁହା ରାୟ ଗସ୍ତ କରିଛନ୍ତି । ଏଠାରେ ସେ ହେନ୍ତାଳ ଗଛ ଲଗାଇଛନ୍ତି । ହେନ୍ତାଳବଣ ସମୁଦ୍ରକୂଳରେ ସୃଷ୍ଟି ହୋଇଥାଏ । ଜି-୨୦ ଶିଖର ସମ୍ମିଳନୀରେ…
Read More...