Browsing Category

ନ୍ୟୁଜ୍

ଏକ ଅଧୁରା ପ୍ରେମର ରହସ୍ୟମୟ ଗୀତ … ନେଲା ୨୦୦ ଜୀବନ!

କନକ ବ୍ୟୁରୋ: ଏହା ଶୁଣି ଅଜବ ଲାଗୁଥିଲେ ବି ଏହା ପୁରା ସତ । ୟୁରୋପର ହଙ୍ଗେରୀରେ ଘଟୁଥିଲା ଏଭଳି ଘଟଣ । । ୧୯୩୩ ମସିହାର ଘଟଣା । ପ୍ରଥମ ବିଶ୍ୱଯୁଦ୍ଧ ସରିଆସୁଥାଏ । ପୁଣି ମୁଣ୍ଡ ଟେକୁଥାଏ ଦ୍ୱିତୀୟ ବିଶ୍ୱଯୁଦ୍ଧ । ଏ ସମୟରେ ଲୋକଙ୍କ ଜୀବନ ଶୈଳୀ ଓ ଆର୍ଥିକ ମେରୁଦଣ୍ଡ ବିପର୍ଯ୍ୟସ୍ତ…
Read More...

ଓଡ଼ିଶାରେ ବେକାରୀ ହାର କେତେ? ଆସିଲା ସିଏମଆଇର ତଥ୍ୟ; ବିଜେପି ଓ କଂଗ୍ରେସ କହିଲେ ବିଶ୍ୱାସଯୋଗ୍ୟ ନୁହେଁ ରିପୋର୍ଟ;…

କନକ ବ୍ୟୁରୋ : ଓଡ଼ିଶାରେ ବେକାରୀ ହାର କେତେ । ଏମିତି କେତେ ଯୁବପୀଢୀ ଅଛନ୍ତି ଯାହାଙ୍କ ପାଖରେ କୌଣସି ଚାକିରୀ ନାହିଁ ବା ରୋଜଗାର କରିବାର କୌଣସି ପନ୍ଥା ନାହିଁ, ଯେଉଁମାନେ ବେକାରୀ ହୋଇ ରହିଛନ୍ତି । ଏହି ପ୍ରଶ୍ନ ଏବେ ଉଠୁଛି କାରଣ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏମିତି ଭିନ୍ନ ଭିନ୍ନ ୩ଟି…
Read More...

ଚିର ନିଦ୍ରାରେ ମୋତି ମହଲର ରାଣୀ : ରାଜକୀୟ ନୀତିରେ ହେବ ଶେଷ ରାଣୀଙ୍କ ଅନ୍ତିମସଂସ୍କାର

କନକ ବ୍ୟୁରୋ : ଚିର ନିଦ୍ରାରେ ମୋତି ମହଲର ରାଣୀ । ଜୟପୁର ରାଜପରିବାରର ଶେଷ ରାଣୀଙ୍କ ପରଲୋକ ହୋଇଯାଇଛି । ରାଜପରିବାର ଶେଷରାଣୀ ରମା କୁମାରୀ ଦେବୀଙ୍କର ଜୟପୁର ସ୍ଥିତ ରାଜପ୍ରସାଦରେ ବିଳମ୍ବିତ ରାତିରେ ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ରାଣୀଙ୍କୁ ୯୨ବର୍ଷ ବୟସ ହୋଇଥିଲା । ଏହା ପୂର୍ବରୁ…
Read More...

ମହିଳା ଡାକ୍ତରଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାରେ ନୂଆ ମୋଡ଼ : ସାମ୍ନାକୁ ଆସିଲା ୨୦ ଡିସେମ୍ବରରେ ଶୁଭଶ୍ରୀ ଯୋଡ଼ା ଥାନାରେ…

କନକ ବ୍ୟୁରୋ : ବନ୍ଦ ଘରେ ମହିଳା ଡାକ୍ତରଙ୍କ ସନ୍ଦେହ ଜନକ ମୃତ୍ୟୁ ଘଟଣା । ଘଟଣା ନେଇ ପୁଲିସର ଛାନଭିନ୍ ଜାରି ରହିଛି । ଯୋଡା  ସହରାଞ୍ଚଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ଶୁଭଶ୍ରୀ କର ।  ନିଜ ସହଯୋଗୀ ମାନଙ୍କ ସହିତ ବିଳମ୍ବିତ ରାତି ପର୍ଯ୍ୟନ୍ତ ସେିଲିବ୍ରେସନରେ ସାମିଲ ଥିଲେ  । ତା…
Read More...

ଜମ୍ମୁକଶ୍ମୀରରେ ଆତଙ୍କବାଦୀଙ୍କ ଗୋଟିଏ ପରେ ଗୋଟିଏ ଆକ୍ରମଣ : ରାଜୌରୀରେ ଆଇଡି ବ୍ଲାଷ୍ଟ, ୫ ଆହତ

କନକ ବ୍ୟୁରୋ : ରାଜୌରୀର ଧାଂଗରୀରେ ଆଇଡି ବ୍ଲାଷ୍ଟ । ଘଟଣାରେ ଜଣେ ପିଲାର ମୃତ୍ୟୁ ହୋଇଥିବା ବେଳେ ୫ଜଣ ଆହାତ ହୋଇଛନ୍ତି । ଯେଉଁ ସ୍ଥାନରେ ବିସ୍ଫୋରଣ ହୋଇଛି ସେହି ସ୍ଥାନରେ ରବିବାର ହୋଇଥିବା ଆତଙ୍କବାଦୀ ଆକ୍ରମଣ ବିରୋଧରେ ଲୋକେ ଧାରଣାରେ ବସିଥିଲେ । ରାଜୌରୀର ଡାଙ୍ଗ୍ରି ଅଞ୍ଚଳରେ ଆତଙ୍କୀ…
Read More...

୨ ସେବାୟତ ଗୋଷ୍ଠୀଙ୍କ ମଧ୍ୟରେ ବିବାଦ : ୨ଦିନ ଧରି ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ

କନକ ବ୍ୟୁରୋ : ୨ଦିନ ହେବ ବନ୍ଦ ରହିଛି ସମସ୍ତ ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି । ଦୁଇ ସେବାୟତ ଗୋଷ୍ଠୀଙ୍କ ମଧ୍ୟରେ ବିବାଦ ଯୋଗୁଁ ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ ରହିଛି । ବ୍ରାହ୍ମଣ ନିଯୋଗ ପକ୍ଷରୁ କୁହାଯାଇଛି କ ବଡ଼ୁ ନିଯୋଗ ନୀତିକାନ୍ତି ବନ୍ଦ ରଖିଛନ୍ତି । ଗତକାଲି ସେବାୟତ…
Read More...

ସଂରକ୍ଷିତ ରହିବ ରୁଷୀୟ ସୈନ୍ୟଙ୍କ ଶୁକ୍ରାଣୁ : କ୍ରାୟୋ ବ୍ୟାଙ୍କରେ ଜମା ରଖିବାକୁ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଘୋଷଣା

କନକ ବ୍ୟୁରୋ : ସଂରକ୍ଷିତ ରହିବ ରୁଷୀୟ ସୈନ୍ୟଙ୍କ ଶୁକ୍ରାଣୁ । ୟୁକ୍ରେନ୍ ଯୁଦ୍ଧରେ ସାମିଲ ହୋଇଥିବା ସୈନିକମାନଙ୍କ ଶୁକ୍ରାଣୁ ସଂଗ୍ରହ କରାଯାଇ କ୍ରାୟୋ ବ୍ୟାଙ୍କରେ ଜମା ରଖାଯିବ । ବଂଶବୃଦ୍ଧି ପାଇଁ ମାଗଣାରେ ସୈନିକଙ୍କ ଶୁକ୍ରାଣୁକୁ ଗଚ୍ଛିତ ରଖିବାକୁ ଋଷ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଘୋଷଣା…
Read More...

‘ମାମା ରିକ୍ସାବାଲା’ : ମୁଣ୍ଡ ଗୁଞ୍ଜିବାକୁ ଜାଗା ନାହିଁ, ଝାଟିମାଟି ଘରେ ବିତୁଛି ଜୀବନ; ରିକ୍ସା ଚଲାଇ ଗଢିଛନ୍ତି…

କନକ ବ୍ୟୁରୋ : ସୁନ୍ଦରଗଡ କୋଇଡାର ୮୦ବର୍ଷୀୟ ବୃଦ୍ଧ ‘ମାମା ରିକ୍ସାବାଲା’, ଜଣେ ସାଧାରଣ ରିକ୍ସାବାଲା କିନ୍ତୁ ଜିଲ୍ଲାରେ ଶିକ୍ଷା କ୍ଷେତ୍ରରେ ତାଙ୍କ ଅବଦାନ ଅତୁଳନୀୟ । ୮୦ବର୍ଷୀୟ ଭୀମସେନ ସାମଲ ଜୀବନସାରା ରିକ୍ସା ଓ ଟ୍ରଲି ଟାଣି ନିଜ ଓ ପରିବାରର ଗୁଜୁରାଣ ମେଣ୍ଟାନ୍ତି । ହେଲେ ଏହି ସାଧାରଣ…
Read More...

ଚୋରି ସନ୍ଦେହରେ ଯୁବକଙ୍କୁ ନିସ୍ତୁକ ମାଡ ଅଭିଯୋଗ : କଟକ ଉରାଳୀ ଗାଁରୁ ଆସିଲା ଦୃଶ୍ୟ

କନକ ବ୍ୟୁରୋ : ଚୋରି ସନ୍ଦେହରେ ଯୁବକଙ୍କୁ ନିସ୍ତୁକ ମାଡ ଅଭିଯୋଗ । ଡକାୟତି କରୁଥିବା ଯୋଜନା ପଣ୍ଡ ହୋଇଛି । କଟକ ଉରାଳୀ ଗାଁରେ ଲଗାତର କିଛି ଦିନ ହେଲା ଲୁଟପାଟ ଚାଲିଥିଲା । ଯାହାପାଇଁ ଲୋକେ ଅତିଷ୍ଠ ହୋଇପଡ଼ିଥିଲେ । ତେବେ ଡକାୟତିର ପର୍ଦ୍ଦାଫାଶ କରିବାକୁ ଲୋକେ ଜଗିବସିଥିବା ବେଳେ ଜଣେ…
Read More...

ନୂଆବର୍ଷରେ ନିଜେ ଖାଦ୍ୟ ଡେଲିଭରି କଲେ ଜୋମାଟୋ ସିଇଓ

 କନକ ବ୍ୟୁରୋ : ନୂଆବର୍ଷ ଅବସରରେ ଗ୍ରାହକଙ୍କୁ ନିଜେ ଖାଦ୍ୟ ଡେଲିଭରି କଲେ ଜୋମାଟୋ ସିଇଓ ଦିପିନ୍ଦର ଗୋୟଲ । ନୂଆବର୍ଷ ପାଇଁ କମ୍ପାନୀର କର୍ମଚାରୀଙ୍କ ଉପରେ ଚାପ ଅଧିକ ଥିବାରୁ, ଅଫିସିଆଲ୍ କାମରୁ ସମୟ କାଢି ନିଜେ ଖାଦ୍ୟ ଡେଲିଭରି କରିଛନ୍ତି ଦିପିନ୍ଦର । ଏହି ସମୟର ଏକ ଫଟୋ ନିଜ ଟ୍ୱିଟର…
Read More...