Browsing Category

ନ୍ୟୁଜ୍

ଆଜିଠୁ ଗଡ଼ିବ ଶ୍ରୀଜଗନ୍ନାଥ ଯାତ୍ରା ଟ୍ରେନ୍ । ରାଜଧାନୀ ଦିଲ୍ଲୀରୁ ୮ ଦିନଆ ଟୁର; ପୁରୀ , କୋଣାର୍କ ସହ ବାରଣସୀ,…

କନକ ବ୍ୟୁରୋ: ଆଜିଠୁ ଗଡିବ ଶ୍ରୀଜଗନ୍ନାଥ ଯାତ୍ରା ଟ୍ରେନ୍ । ଆଇଆରସିଟିସି ପକ୍ଷରୁ ଏହି ଟ୍ରେନର ଶୁଭାରମ୍ଭ ହେବାକୁ ଯାଉଛି । ନୂଆଦିଲ୍ଲୀରୁ ବାହାରିବାକୁ ଥିବା ଏହି ଭାରତ ଗୌରବ ପର୍ଯ୍ୟଟନ ଟ୍ରେନ୍ ଉତର ପ୍ରଦେଶ, ବିହାର, ଝାଡ଼ଖଣ୍ଡ ଦେଇ ଓଡ଼ିଶାର ବିଭିନ୍ନ ତୀର୍ଥସ୍ଥାନ ଓ ଐତିହ୍ୟ ସ୍ଥଳୀକୁ…
Read More...

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ସିଙ୍ଗର ସୁଖବିନ୍ଦର ସିଂ । ନବୀନଙ୍କ ସହ ଓଡିଶାକୁ କଲେ ପ୍ରଶଂସା

କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ବଲିଉଡର ପ୍ରସିଦ୍ଧ ସିଙ୍ଗର ସୁଖୱିନ୍ଦର ସିଂ । ଡଟ୍ ଫେଷ୍ଟ କାର୍ଯ୍ୟକ୍ରମରେ ସଙ୍ଗୀତ ପରିବେଷଣ କରିବାକୁ ସୁଖବିନ୍ଦର ଓଡ଼ିଶା ଆସିଛନ୍ତି । ହକି ପାଇଁ ଓଡ଼ିଶା ସରକାରଙ୍କ ଅବଦାନ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି ଏହି…
Read More...

ଆଜି ବିଜେପି ଛାଡିବା ନେଇ ଘୋଷଣା କରିପାରନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ ଓ ପୁଅ ଶିଶିର ଗମାଙ୍ଗ ।…

କନକ ବ୍ୟୁରୋ: ଆଜି ବିଜେପି ଛାଡି ପାରନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ । ପୁଅ ଶିଶିର ଗମାଙ୍ଗ ମଧ୍ୟ ବିଜେପିରୁ ଇସ୍ତଫା ଦେଇପାରନ୍ତି । ଏନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ବିଧିବଦ୍ଧ ଭାବେ ଘୋଷଣା କରିପାରନ୍ତି ବାପା-ପୁଅ । ଶିଶିର ଗମାଙ୍ଗଙ୍କ ସହ ଗିରିଧର ଗମାଙ୍ଗ ଭାରତ…
Read More...

ପୁରୁଷ ବିଶ୍ୱକପ ହକିର ସେମିରେ ପଂହଚିଲେ ଅଷ୍ଟ୍ରେଲିଆ ଓ ବେଲିଜୟମ । ଆଜିି ଖେଳାଯିବ ଆଉ ଦୁଇଟି କ୍ୱାର୍ଟର ଫାଇନାଲ

କନକ ବ୍ୟୁରୋ: ଅଷ୍ଟ୍ରେଲିଆ ଓ ବେଲଜିୟମ ପୁରୁଷ ବିଶ୍ୱକପ ହକିର ସେମି ଫାଇନାଲରେ ପ୍ରବେଶ କରିଛନ୍ତି । ମଙ୍ଗଳବାର ଖେଳାଯାଇଥିବା ପ୍ରଥମ କ୍ୱାର୍ଟର ଫାଇନାଲରେ ୩ ଥରର ଚାମ୍ପିୟନ ଅଷ୍ଟ୍ରେଲିଆ, ସ୍ପେନକୁ ୪-୩ ଗୋଲରେ ହରାଇଛି । ସେପଟେ ନ୍ୟୁଜିଲାଣ୍ଡକୁ ୨-୦ରେ ହରାଇ ଦ୍ୱିତୀୟ ଦଳ ଭାବେ ସେମିରେ…
Read More...

ଅଭିନେତା ମିହିର ଦାସଙ୍କ ସାନ ପୁଅ ଅକ୍ଳାନ୍ତ ଦାସଙ୍କର ଦେହାନ୍ତ । ଲିଭର ଜନିତ ସମସ୍ୟା ନେଇ ଚିକିତ୍ସାଧିନ ଥିଲେ ।

କନକ ବ୍ୟୁରୋ: ଅଭିନେତା ମିହିର ଦାସଙ୍କ ସାନ ପୁଅ ଅକ୍ଳାନ୍ତ ଦାସଙ୍କର ପରଲୋକ ହୋଇଛି । ଲିଭର ଜନିତ ସମସ୍ୟା ନେଇ ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧିନ ଥିବାବେଳେ ତାଙ୍କର ପରଲୋକ ହୋଇଛି ।  କଟକ ସତୀଚଉରାରେ ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଛି ।
Read More...

ଆଜି ମହାପ୍ରଭୁଙ୍କ ଦୁର୍ଲଭ ପଦ୍ମବେଶ । ପଦ୍ମଫୁଲରେ ସଜ୍ଜିତ ହେବେ କାଳିଆ ସାଆନ୍ତ ।

କନକ ବ୍ୟୁରୋ: ଆଜି ମହାପ୍ରଭୁଙ୍କ ଦୁର୍ଲଭ ପଦ୍ମବେଶ । ପଦ୍ମଫୁଲରେ ସଜ୍ଜିତ ହେବେ କାଳିଆ ସାଆନ୍ତ । ବଡ଼ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରା ବି ଏହି ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ । ଆଜି ସଂଧ୍ୟାଧୂପ ପରେ ଶ୍ରୀମନ୍ଦିରକୁ ପ୍ରସ୍ତୁତ ପଦ୍ମବେଶ ବିଜେ କରିବ । ବଡସିଂହାର ବେଶରେ ଏହା ମହାପ୍ରଭୁଙ୍କୁ…
Read More...

୪ ବର୍ଷର ପିଲାକୁ ପିଟିପିଟି ମାରିଦେଲେ! ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକରେ ହୃଦୟବିଦାରକ ଘଟଣା ।

କନକ ବ୍ୟୁରୋ: ଚାରିବର୍ଷର ପିଲାକୁ ପିଟି ପିଟି ହତ୍ୟା ଅଭିଯୋଗ । ଧରାକୋଟ ବ୍ଲକ ମୁଣ୍ଡମରାଇ ଗାଁରେ ଏଭଳି ହୃଦୟବିଦାରକ ଘଟଣା ଘଟିଛି । ୪ ବର୍ଷର ନାବାଳକକୁ ପିଟି ପିଟି ହତ୍ୟା କରାଯାଇଥିବା ପରିବାର ଅଭିଯୋଗ ଆଣିଛି । ମୃତକ ଜଣକ ହେଲେ ଗୋବିନ୍ଦ ପାତ୍ରଙ୍କ ପୁଅ ନିତେଶ ପାତ୍ର । ପୁଲିସ ଶବକୁ ଜବତ…
Read More...

ଓସ୍କାର ଦୌଡରେ ‘ନାଟୁ ନାଟୁ’ । ବେଷ୍ଟ ଅରିଜିନାଲ ଗୀତ ବର୍ଗରେ ସାମିଲ

କନକ ବ୍ୟୁରୋ: ଏସଏସ ରାଜାମୌଲିଙ୍କ ଆରଆରଆର ଫିଲ୍ମର ନାଟୁ ନାଟୁ ଗୀତ ଓସ୍କାର ପାଇଁ ମନୋନୀତ ହୋଇଛି । ବେଷ୍ଟ ଅରିଜିନାଲ ସଙ୍ଗ କ୍ୟାଟାଗୋରୀରେ ମୋଟ୍ ୫ଟି ଗୀତ ମନୋନୀତ ହୋଇଛି । ଏଥିମଧ୍ୟରେ ବେଷ୍ଟ ଅରିଜିନାଲ ସଙ୍ଗ କ୍ୟାଟାଗୋରୀରେ ସାମିଲ ହୋଇଛି ୨୦୨୨ର ଏହି ସୁପରହିଟ୍ ଗୀତ । ଏହାପୂର୍ବରୁ…
Read More...

ଦିନିକିଆ କ୍ରିକେଟରେ ଏକ ନମ୍ବର ସ୍ଥାନରେ ପହଂଚିଲା ଟିମ୍ ଇଣ୍ଡିଆ । ନ୍ୟୁଜିଲ୍ୟାଣ୍ଡ ବିରୋଧରେ ଦିନିକିଆ ଶୃଙ୍ଖଳ ମୂଳପୋଛ…

କନକ ବ୍ୟୁରୋ: ତୃତୀୟ ଦିନିକିଆରେ ନ୍ୟୁଜିଲାଣ୍ଡକୁ ୯୦ ରନରେ ହରାଇ ଦେଇଛି ଟିମ୍ ଇଣ୍ଡିଆ । ଏହା ୩-୦ରେ କ୍ଲିନ୍ ସୁଇପ୍ କରି ସିରିଜ ବିଜୟ ହାସଲ କରିଛି ଘରୋଇ ଦଳ । ବିଜୟ ସହ ବିଶ୍ୱ ଦିନିକିଆ କ୍ରିକେଟରେ ଏକ ନମ୍ବର ସ୍ଥାନ ଅଧିକାର କରିଛି ଭାରତ । ଇନ୍ଦୋରର ହୋଲକର ଷ୍ଟାଡିୟମରେ ଖେଳା ଯାଉଥିବା…
Read More...

ବିବାଦ ଭିତରେ ଆଜି ରିଲିଜ ହେଉଛି ବଲିଉଡ ଫିଲ୍ମ ପଠାନ । ଆଡଭାନ୍ସ ବୁକିଂରେ KGF-2 ଓ ବାହୁବଳୀ ୨ର ରେକର୍ଡ ଭାଙ୍ଗିଲା

କନକ ବ୍ୟୁରୋ: ବିବାଦ ଭିତରେ ଆଜି ରିଲିଜ୍ ହେଉଛିି ଶାହାରୁଖ ଖାନଙ୍କ ଫିଲ୍ମ ‘ପଠାନ’ । ଦେଶର ପ୍ରାୟ ଅଢ଼େଇ ହଜାରରୁ ଅଧିକ ଫିଲ୍ମ ହଲରେ ପଠାନ୍ ରିଲିଜ୍ ହେବ । ଦୀର୍ଘ ଚାରି ବର୍ଷ ପରେ ଶାହାରୁଖ ଖାନଙ୍କ ଅଭିନୀତ କୌଣସି ଫିଲ୍ମ ବଡ ପରଦାକୁ ଆସୁଥିବାରୁ , ଦେଖିବାକୁ ସିନେ ପ୍ରେମିଙ୍କ ମଧ୍ୟରେ…
Read More...