ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ସିଙ୍ଗର ସୁଖବିନ୍ଦର ସିଂ । ନବୀନଙ୍କ ସହ ଓଡିଶାକୁ କଲେ ପ୍ରଶଂସା

95

କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ବଲିଉଡର ପ୍ରସିଦ୍ଧ ସିଙ୍ଗର ସୁଖୱିନ୍ଦର ସିଂ । ଡଟ୍ ଫେଷ୍ଟ କାର୍ଯ୍ୟକ୍ରମରେ ସଙ୍ଗୀତ ପରିବେଷଣ କରିବାକୁ ସୁଖବିନ୍ଦର ଓଡ଼ିଶା ଆସିଛନ୍ତି । ହକି ପାଇଁ ଓଡ଼ିଶା ସରକାରଙ୍କ ଅବଦାନ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି ଏହି ବଲିଉଡ୍ ସିଙ୍ଗର ।