Browsing Category

ନ୍ୟୁଜ୍

ମଧ୍ୟାହ୍ନ ଭୋଜନରୁ ବାହାରିଲା ସାପ, ୩୦ଛାତ୍ରଛାତ୍ରୀ ହସ୍ପିଟାଲରେ

କନକ ବ୍ୟୁରୋ : ମିଡ୍-ଡେ ମିଲରୁ ବାହାରିଲା ସାପ । ଏହିଭଳି ଏକ ଘଟଣା ସାମ୍ନାକୁ ଆସିଛି ପଶ୍ଚିମବଙ୍ଗରୁ । ପଶ୍ଚିମବଙ୍ଗର ବୀରଭୂମ ଜିଲ୍ଲାରେ ଗତ ସୋମବାର ମିଡ୍-ଡେ ମିଲ୍ ଖାଇଥିବା ପାଖାପାଖି ୩୦ ଛାତ୍ରଛାତ୍ରୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସ୍କୁଲରେ ରନ୍ଧା ଯାଇଥିବା ଖାଦ୍ୟ ଖାଇବା…
Read More...

ବନ୍ଧାହେଲା ପୁରୀରେ ଉତ୍ପାତ ମଚାଇଥିବା ହାତୀ। ସେକ୍ଟର ୧୧ରୁ ଉଦ୍ଧାର କରବା ପରେ ଗୋଡରେ ପଡିଲା ଶିକୁଳି।

କନକ ବ୍ୟୁରୋ: ଶେଷରେ ବନ୍ଧା ହେଲା ଉତ୍ପାତ ମଚାଇଥିବା ହାତୀ । ପୁରୀ ବାଲୁଖଣ୍ଡ ଅଭୟାରଣ୍ୟରେ ଟ୍ରାଙ୍କୁଲାଇଜ କରାଯିବା ପରେ ସେକ୍ଟର-୧୧ରୁ ହାତୀଟିକୁ ଉଦ୍ଧାର କରାଯାଇଛି । ଅଚେତ ଅବସ୍ଥାରୁ ସ୍ୱାଭାବିକ ହେବା ପରେ ହାତୀଟିର ଚିକିତ୍ସା କରାଯାଇଛି । ମଙ୍ଗଳବାର ସକାଳ ୮ଟା ୫୦ରେ ହାତୀକୁ ପ୍ରଥମ…
Read More...

ଭିଡରେ ଫସିଲେ ବିଦେଶୀ ଖେଳାଳି। ରାଜଧାନୀ ଟ୍ରାଫିକରେ ଫସିଲେ ଫ୍ରାନ୍ସ ହକି ଖେଳାଳି।

କନକ ବ୍ୟୁରୋ: ରାଜଧାନୀର ଭିଡ ଦେଖିଲେ ବିଦେଶୀ ଖେଳାଳି । ହକି ବିଶ୍ୱକପ ପାଇଁ ବିଦେଶୀ ଖେଳାଳି ଭୁବନେଶ୍ୱରରେ ପହଞ୍ଚିଛନ୍ତି । ଏଥିପାଇଁ ବିଭିନ୍ନ ପ୍ରକାର ପ୍ରସ୍ତୁତି କରିଛି ପ୍ରଶାସନ । ସାଜସଜ୍ଜା ପାଖରୁ ଆରମ୍ଭ କରି ସଜେଇ ହୋଇଛି ରାଜଧାନୀ । କିନ୍ତୁ ଏହାରି ଭିତରେ ସାମ୍ନାକୁ ଆସିଛି…
Read More...

ଶତକ ହାସଲ କଲେ ବିରାଟ: ୩୭୩ ରନ କଲା ଭାରତ, ଶ୍ରୀଲଙ୍କା ଆଗରେ ୩୭୪ ରନ ଟାର୍ଗେଟ

କନକ ବ୍ୟୁରୋ: ଆଜି ଭାରତ-ଶ୍ରୀଲଙ୍କା ପ୍ରଥମ ଦିନିକିଆ ମ୍ୟାଚ ଅନୁଷ୍ଠିତ ହୋଇଛି । ଏହି ମ୍ୟାଚରେ ବିରାଟ କୋହଲି ଦମଦାର ଶତକ ହାସଲ କରିଛନ୍ତି । ସେ ତାଙ୍କ କ୍ୟାରିୟରର ୪୫ତମ ଦିନିକିଆ ଶତକ ହାସଲ କରିଛନ୍ତି । ଫଳରେ ଭାରତ ଏହି ଦିନିକିଆରେ ପ୍ରଥମେ ବ୍ୟାଟିଂ କରି ୩୭୩ ରନର ବିଶାଳ ସ୍କୋର କରିବାରେ…
Read More...

‘ଭିକାରୀ ନୁହନ୍ତି କାଶ୍ମୀରବାସୀ’… କେନ୍ଦ୍ର ଉପରେ ବର୍ଷିଲେ ଓମାର ଅବଦୁଲ୍ଲା ।

କନକ ବ୍ୟୁରୋ: ଜାମ୍ମୁକାଶ୍ମୀରରେ ବିରୋଧୀ ଦଳ ଭାଜପା ଉପରେ ଆକ୍ରମଣ ଜାରିରଖିଛନ୍ତି । ନ୍ୟାସନାଲ କନଫରେନ୍ସ ମଧ୍ୟ ଲଗାତର ବିଜେପି ଉପରେ ନିଶାନା ସାଧୁଛି । ମଙ୍ଗଳବାର ଏନସି ନେତା ତଥା ଜାମ୍ମୁକାସ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଭାଜପା ଉପରେ ଜୋରଦାର ବର୍ଷିଛନ୍ତି । ସେ…
Read More...

କର୍ଣ୍ଣାଟକରେ ନିର୍ବାଚନ ଲଢିବା ନେଇ ଘୋଷଣା କଲା ଏସଡିପିଆଇ। ବିଜେପି ପାଇଁ ଖୁସିର ଖବର କାହିଁକି ପଢନ୍ତୁ…

କନକ ବ୍ୟୁରୋ: ଆଗାମୀ ବିଧାନସଭା ନିର୍ବାଚନରେ କର୍ଣ୍ଣାଟକରେ ଏସଡିପିଆଇ ଭାଗନେବାକୁ ଘୋଷଣା କରିଛି । ତେବେ ଏହାକୁ ସାମ୍ପ୍ରଦାୟିକତାର ରଙ୍ଗ ଦେବାକୁ ନେଇ ବିବାଦ ଦେଖାଦେଇଛି । ଏସଡିପିଆଇ ଘୋଷଣା କରିଛି ଯେ ଦଳ ୨୨୪ ସଦସ୍ୟ ବିଶିଷ୍ଟ ବିଧାନସଭାରେ ସର୍ବନିମ୍ନ ୧୦୦ ସିଟରେ ନିର୍ବାଚନ ଲଢିବ । ଦଳର…
Read More...

ନେତା ଯାଉଛନ୍ତି, କଥା କହୁଛନ୍ତି ବିକାଶ କରିବାକୁ ପଛଘୁଞ୍ଚା ଦେଉଛନ୍ତି । ରୂପାନ୍ତରଣ ଅପେକ୍ଷାରେ ସିନ୍ଧୁଆ ଡ୍ୟାମ୍ ।

କନକ ବ୍ୟୁରୋ: ଶୀତ ହେଉ ଖରା, ଅବା ହେଉ ବର୍ଷା ଋତୁ । ସିନ୍ଧୁଆ ଡ୍ୟାମର ଅପରୂପ ସୌନ୍ଦର୍ଯ୍ୟ ସବୁବେଳେ ପର୍ଯ୍ୟଟକଙ୍କୁ ତା କୋଳକୁ ଡାକେ । ୩ ପଟେ ପାହାଡ, ମଝିରେ ପାଣି । ଜଙ୍ଗଲୀ ପରିବେଶର ପ୍ରାକୃତିକ ମନୋରମ ଦୃଶ୍ୟକୁ ଉପଭୋଗ କରିବାକୁ ବିଭିନ୍ନ ସମୟରେ ଲୋକଙ୍କ ଭିଡ ଏଠାରେ ଲାଗେ । ଶୀତ ଦିନେ…
Read More...

ବିସିସିଆଇ, ଷ୍ଟାର ମଧ୍ୟରେ କାହିଁକି ବିବାଦ? କେଉଁ ସିରିଜକୁ ନେଇ ସାମ୍ନାସାମ୍ନି ଦୁଇ ପକ୍ଷ।

କନକ ବ୍ୟୁରୋ: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ନିକଟରେ ମିଡିଆ ରାଇର୍ଟସକୁ ନେଇ ଚିନ୍ତାରେ ପଡିଛି । ଏହି ଚିନ୍ତା ଆଉ କେହି ନୁହେଁ ଖେଳର ପ୍ରସାରଣ କରୁଥିବା ସଂସ୍ଥା ଷ୍ଟାର ଇଣ୍ଡିଆ ସୃଷ୍ଟି କରିଛି । ଘରୋଇ ମ୍ୟାଚର ପ୍ରସାରଣ କ୍ଷମତା ହାତେଇଥିବା ଷ୍ଟାର ବିସିସିଆଇ ନିକଟରୁ ୧୩୦…
Read More...

ଓଡିଶା ଫେରିବ ବହୁ ପ୍ରତିକ୍ଷୀତ ବିଜୁ ବାବୁଙ୍କ ଡାକୋଟା । ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଭିତରେ ଆସିବ ଭୁବନେଶ୍ୱର

କନକ ବ୍ୟୁରୋ: ବହୁ ଚର୍ଚ୍ଚିତ ବିଜୁ ବାବୁଙ୍କ ଡାକୋଟା ବିମାନ ଓଡିଶା ଆସିବ । ଭୁବନେଶ୍ୱର ଅନ୍ତର୍ଜାତୀୟ ବିମାନବନ୍ଦରରେ ଏହାକୁ ବିଜୁ ବାବୁଙ୍କ ସ୍ମୃତିଚାରଣ କରିବାକୁ ସଂରକ୍ଷିତ ରଖାଯିବ । ଏଥପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି । କୋଲକାତା ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଥିବା ଡାକୋଟାର…
Read More...

ରାୟ ଶୁଣାଇବାରେ ବିଳମ୍ବକଲେ ସୁପ୍ରିମକୋର୍ଟ ବିଚାରପତି, ଅଦାଲତରେ କ୍ଷମାମାଗିଲେ ଜଷ୍ଟିସ ଗଭାଇ।

କନକ ବ୍ୟୁରୋ: ସୁପ୍ରିମକୋର୍ଟର ଜଷ୍ଟିସ ବିଆର ଗଭାଇ ଗୋଟିଏ ମାମଲାର ରାୟ ଶୁଣାଇବାରେ ବିଳମ୍ବ କରିବାରୁ କ୍ଷମା ମାଗିଛନ୍ତି । ନ୍ୟାୟ ବ୍ୟବସ୍ଥାରେ ଏଭଳି ଘଟଣା ବିରଳ ହୋଇଥିବା ବେଳେ ଜଷ୍ଟିସ ଗଭାଇ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି । ଦେଶର ନ୍ୟାୟ ବ୍ୟବସ୍ଥାରେ ପ୍ରଥମ ଥର ଏଭଳି…
Read More...