Browsing Category

ନ୍ୟୁଜ୍

ଆସନ୍ତା ୫ଦିନ ଯାଏଁ ସାରା ରାଜ୍ୟରେ ଜାରି ରହିବ ଗ୍ରୀଷ୍ମ ପ୍ରବାହ: ଆଉ ଦୁଇ ଦିନ ହିଟ୍ ୱେଭ

କନକ ବ୍ୟୁରୋ: କଲବଲ କରୁଛି ତାତି । ଜଳୁଛି ପଶ୍ଚିମ ଓ ଉପକୂଳ ଓଡିଶା । ଆସନ୍ତା ୫ଦିନ ଯାଏଁ ସାରା ରାଜ୍ୟରେ ଜାରି ରହିବ ଗ୍ରୀଷ୍ମ ପ୍ରବାହ । ଆଉ ଦୁଇ ଦିନ ହିଟ୍ ୱେଭ । ସମ୍ବଲପୁରରେ ନିଆଁ ବର୍ଷା ସହ ଦିନ ସାଢେ ୨ ଟା ସୁଦ୍ଧା ସର୍ବାଧିକ ୪୫ ଦଶମିକ ୩ଡିଗ୍ରୀ ରେକର୍ଡ କରାଯାଇଛି । ଭୁବନେଶ୍ୱରରେ…
Read More...

ଟାଟା ପାୱାର ପାଖରେ ମୁଣ୍ଡ ବିକିଛନ୍ତି ରାଜ୍ୟ ସରକାର, ମନ୍ତ୍ରୀଙ୍କ ଉଦଭ୍ରାନ୍ତ ବୟାନ ଅତି ଦୁର୍ଭାଗ୍ୟଜନକ । ବିଦ୍ୟୁତ୍…

କନକ ବ୍ୟୁରୋ : ସାରା ରାଜ୍ୟରେ ବିଦ୍ୟୁତ୍ କାଟକୁ ନେଇ ଜନଜୀବନ ଅସ୍ତବ୍ୟସ୍ତ ହେଉଥିବା ବେଳେ ଶକ୍ତିମନ୍ତ୍ରୀଙ୍କ ଉଦଭ୍ରାନ୍ତ ମନ୍ତବ୍ୟକୁ ଅତି ଦୁର୍ଭାଗ୍ୟଜନକ ବୋଲି କହିଲା ବିଜେପି । ବାରମ୍ବାର ବିଦ୍ୟୁତ ବିଭ୍ରାଟକୁ ନେଇ ଆଜିଠାରୁ ଭୁବନେଶ୍ୱରରେ ଆନ୍ଦୋଳନ ଆରମ୍ଭ କରିଛି ବିଜେପି । ସାଂଘାତିକ…
Read More...

ଜନତାଙ୍କୁ ପ୍ରିୟଙ୍କାଙ୍କ ୬ ପ୍ରତିଶ୍ରୁତି: ୫୦୦ରେ ଗ୍ୟାସ୍ ସିଲିଣ୍ଡର , ୧୦୦ ୟୁନିଟ୍ ଯାଏଁ ମାଗଣା ବିଦ୍ୟୁତ୍, ଆହୁରି…

କନକ ବ୍ୟୁରୋ: ରାଜସ୍ଥାନ ଓ ଛତିଶଗଡ ସହ ଚଳିତ ବର୍ଷ ଶେଷ ଆଡକୁ ମଧ୍ୟପ୍ରଦେଶରେ ହେବ ବିଧାନସଭା ନିର୍ବାଚନ । ନିର୍ବାଚନ ମାହୋଲ ଭିତରେ ବିଭିନ୍ନ ରାଜନୈତିକ ଦଳ ବିଭିନ୍ନ ପ୍ରତିଶ୍ରୁତି ଦେଉଛନ୍ତି । ଏହି କ୍ରମରେ କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧି ବି ପଛରେ ନାହାଁନ୍ତି ।…
Read More...

ସତ ହେଲା କନକ ନ୍ୟୁଜର ଆକଳନ ! ଗ୍ରୀଷ୍ମରେ ଶୁଖିଗଲା ଇବ୍ ନଦୀ; ସୁନ୍ଦରଗଡ ସହରକୁ ଜଳ ଯୋଗାଣ ବନ୍ଦ କରିଛି ପିଏଚଡି

କନକ ବ୍ୟୁରୋ : ସତ ହେଲା କନକ ନ୍ୟୁଜର ଆକଳନ ! ଗ୍ରୀଷ୍ମରେ ଶୁଖିଗଲା ଇବ୍ ନଦୀ । ନଦୀରେ ପାଣି ନଥିବାରୁ ସୁନ୍ଦରଗଡ ସହରକୁ ଜଳ ଯୋଗାଣ ବନ୍ଦ କରିଛି ପିଏଚଡି । ଛତିଶଗଡର ଷଡଯନ୍ତ୍ର ଓ ପ୍ରଚଣ୍ଡ ରୌଦ୍ରତାପ ଯୋଗୁଁ ଦଶା ଭୋଗୁଛନ୍ତି ଲୋକେ । ଇବନଦୀର ଉପରମୁଣ୍ଡ ସମଡମା, ବେନେ ଠାରେ ବ୍ୟାରେଜ୍ କରି…
Read More...

ଅଘୋଷିତ ବିଦ୍ୟୁତ କାଟକୁ ନେଇ ତାତିଲେ ଲୋକେ : ଟାୟାର ଜାଳି ରାସ୍ତାରୋକ କରିବା ସହ ଟାଟା କର୍ମଚାରୀଙ୍କୁ ଅଟକ

କନକ ବ୍ୟୁରୋ : ଅଘୋଷିତ ବିଦ୍ୟୁତ କାଟକୁ ନେଇ ସାରା ରାଜ୍ୟରେ ଲୋକେ ହନ୍ତସନ୍ତ ହେଉଛନ୍ତି । ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକରେ ବିଜୁଳି ବିଭ୍ରାଟକୁ ନେଇ ତାତିଲେ ଲୋକେ । ଦଶରଥପୁର ବ୍ଲକ ଆସନପୁର ପଞ୍ଚାୟତର କୈଥପଡିଆ ଅଂଚଳରେ ବିଦ୍ୟୁତ୍ କାଟକୁ ନେଇ ଲୋକେ ଅତିଷ୍ଠ ହେଲେଣି । ପ୍ରବଳ ଗରମ…
Read More...

ଅଘୋଷିତ ବିଦ୍ୟୁତ୍ କାଟ୍ : ପିପିଲି ବିଦ୍ୟୁତ୍ ବିଭାଗ କାର୍ଯ୍ୟାଳୟ ଆଗରେ ଲୋକଙ୍କ ପ୍ରତିବାଦ

କନକ ବ୍ୟୁରୋ : ଅଘୋଷିତ ବିଦ୍ୟୁତ୍ କାଟ୍ ପ୍ରତିବାଦରେ ପିପିଲି ବିଦ୍ୟୁତ୍ ବିଭାଗ କାର୍ଯ୍ୟାଳୟ ଆଗରେ ଲୋକଙ୍କ ପ୍ରତିବାଦ  । ମରାମତି ଆଳରେ ପିପିଲିରେ ବିଦ୍ୟୁତ୍ କାଟ୍ ହେଉଥିବା ଲୋକେ ଅଭିଯୋଗ କରିଛନ୍ତି । ପିପିଲି ଓ ଡେଲାଙ୍ଗ ଅଞ୍ଚଳରେ ପ୍ରତିଦିନ ୮ରୁ ୧୦ ଘଂଟା ଅଘୋଷିତ ବିଦ୍ୟୁତ୍ କାଟ୍…
Read More...

ବିଜୁଳି ସମସ୍ୟା ଦେଖାଦେଲେ ତୁରନ୍ତ କର ସମାଧାନ, ସୋସିଆଲ ମିଡ଼ିଆରେ ଅଭିଯୋଗ ଆସିଲେ ତୁରନ୍ତ ନିଅ ପଦକ୍ଷେପ । ବିଦ୍ୟୁତ…

କନକ ବ୍ୟୁରୋ : ରାଜ୍ୟରେ ଅଘୋଷିତ ବିଜୁଳି କାଟକୁ ମୁଖ୍ୟ ଶାସନ ସଚିବ ସମୀକ୍ଷା ବୈଠକ କରିଛନ୍ତି । ବୈଠକରେ ବିଜୁଳି ବିଭ୍ରାଟ୍ ନେଇ ବିଭିନ୍ନ ଦିଗ ଉପରେ ଆଲୋଚନା ହୋଇଛି । ବିଶେଷକରି କାଳବୈଶାଖୀ ପରେ ପୁନରୁଦ୍ଧାର କାର୍ଯ୍ୟ କିପରି ଶୀଘ୍ର ହୋଇପାରିବ ଏବଂ ଯେଉଁଠି ବିଜୁଳି ସମସ୍ୟା ହେଉଛି ତାକୁ…
Read More...

ବାହାନଗାରେ ଶକ୍ତିମନ୍ତ୍ରୀଙ୍କ ସଭାରେ କଟିଲା ବିଜୁଳି : ଗଣମାଧ୍ୟମ ପ୍ରଶ୍ନ କରିବାରୁ ମୁହଁ ବୁଲାଇ ଚାଲିଗଲେ ମନ୍ତ୍ରୀ

କନକ ବ୍ୟୁରୋ : ବାଲେଶ୍ୱର ବାହାନଗାରେ ଶକ୍ତିମନ୍ତ୍ରୀ ପ୍ରତାପ ଦେବଙ୍କ ସଭାରେ କଟିଗଲା ବିଜୁଳି । ଶକ୍ତିମନ୍ତ୍ରୀ ପ୍ରତାପ ଦେବଙ୍କ ସଭା ଚାଲିଥିବା ବେଳେ ବିଜୁଳି କାଟ୍ ହୋଇଛି । ବାହାନଗାରେ ଚାଲିଥିବା ଶ୍ରଦ୍ଧାଞ୍ଜଳି ସଭାରେ ବିଦ୍ୟୁତ କାଟ ଯୋଗୁଁ ଶକ୍ତି ମନ୍ତ୍ରୀ ପ୍ରତାପ ଦେବ ହଟହଟା…
Read More...

କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ବିରୋଧରେ ଥାନାରେ ଏତଲା : ମହିଳା ଥାନାରେ ଅଭିଯୋଗ କଲେ ଓଲିଉଡ୍ କଣ୍ଠଶିଳ୍ପୀ

କନକ ବ୍ୟୁରୋ : କଣ୍ଠଶିଳ୍ପୀ ସୌରିନ୍ ଭଟ୍ଟଙ୍କ ବିରୋଧରେ ଥାନାରେ ଏତଲା । ମହିଳା ଥାନାରେ ଅଭିଯୋଗ କରିଛନ୍ତି ଜଣେ ମହିଳା କଣ୍ଠଶିଳ୍ପୀ । ମିଛ ପ୍ରଲୋଭନ ଦେଖାଇ ବିବାହ କରିବାକୁ କହି ପ୍ରତାରଣା କରିଥିବା ଅଭିଯୋଗ ହୋଇଛି । ସୌରିନ୍ ଭଟ୍ଟ ମହିଳା କଣ୍ଠଶିଳ୍ପୀଙ୍କୁ ଉଭୟ ଶାରୀରିକ ଓ ମାନସିକ…
Read More...

କଲବଲ କରୁଛି ତାତି : ଦିନ ୧୧ଟା ୩୦ସୁଦ୍ଧା ୪୧ ଡିଗ୍ରୀ ଉପରେ ୪ ସହର

କନକ ବ୍ୟୁରୋ : କଲବଲ କରୁଛି ତାତି । ଜଳୁଛି ପଶ୍ଚିମ ଓ ଉପକୂଳ ଓଡିଶା । ଦିନ ସାଢେ ୧୧ଟା ସୁଦ୍ଧା ରାଜଧାନୀ ସମେତ ରାଜ୍ୟର ୪ଟି ସହରରେ ପାରଦ ଡେଇଁଛି ୪୧ ଡିଗ୍ରୀ । ସମ୍ବଲପୁରରେ ସର୍ବାଧିକ ୪୨ ଡିଗ୍ରୀ ରେକର୍ଡ କରାଯାଇଛି । ଝାରସୁଗୁଡାରେ ୪୧ ଦଶମିକ ୮ ଡିଗ୍ରୀ, ଭୁବନେଶ୍ୱରରେ ୪୧ ଦଶମିକ ୬…
Read More...