Browsing Category

ନ୍ୟୁଜ୍

ବାହାବେଦୀରୁ ହସଖୁସିରେ ଘରକୁ ଫେରୁଥିବା ବେଳେ ଦୁର୍ଘଟଣା : ଗଛରେ ପିଟି ହେଲା ବରଗାଡି; ହସ୍ପିଟାଲରେ ବରକନ୍ୟା

କନକ ବ୍ୟୁରୋ : ଗଛରେ ପିଟି ହେଲା ବରଗାଡି । ବିବାହ ସରିବା ପରେ ବରକନ୍ୟାକୁ ଘରକୁ ଫେରୁଥିଲେ । ଫେରିବା ବାଟରେ ଦୁର୍ଘଟଣା ଘଟିଛି । ସୁବର୍ଣ୍ଣପୁର ଜିଲ୍ଲାର ସୋନପୁର-ବଲାଙ୍ଗର ୫୭ ନମ୍ବର ଜାତୀୟ ରାଜପଥରେ ଏମିତି ଏକ ଦୁର୍ଘଟଣା ଘଟିଛି । କୃଷି ବିଜ୍ଞାନ କେନ୍ଦ୍ରଠାରେ ଗାଡିଟି ଏକ ଗଛରେ ପିଟି…
Read More...

ବାହାନଗା ଟ୍ରେନ ଦୁର୍ଘଟଣା : ଧାରଣା ଦେବେ ୧୨ ବିରୋଧୀ ରାଜନୈତିକ ଦଳ

କନକ ବ୍ୟୁରୋ : ବାଲେଶ୍ୱର ବାହାନଗା ଦୁର୍ଘଟଣା ନେଇ ଧାରଣା ଦେବେ ୧୨ଟି ବିରୋଧୀ ରାଜନୈତିକ ଦଳ । ରେଳ ଦୁର୍ଘଟଣା ପ୍ରସଙ୍ଗ ନେଇ ଭୁବନେଶ୍ୱରର ପୂର୍ବତଟ ରେଳବାଇ କାର୍ଯ୍ୟାଳୟ ସାମାନାରେ ଗଣ ଧାରଣା ଦିଆଯିବ । ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପୂର୍ବତଟ ରେଳବାଇ ମହାପ୍ରବନ୍ଧକଙ୍କ ଜରିଆରେ ୧୧ଦଫା…
Read More...

ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ : ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୪ଟି ସ୍ଥାନରେ ଚଢାଉ

କନକ ବ୍ୟୁରୋ : ଭିଜିଲାନ୍ସ ଜାଲରେ କଟକ ସଦର ବ୍ଲକ ସହକାରୀ ଯନ୍ତ୍ରୀ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବିକାଶ ଚନ୍ଦ୍ର ଭୂୟାଁଙ୍କ ଘରେ ଚଢାଉ କରାଯାଉଛି । କଟକ ଅଫିସ ଓ ବାସଭବନ ସମେତ ଏକକାଳୀନ ୪ଟି ସ୍ଥାନରେ ଚଢାଉ । ଭୁବନେଶ୍ୱର ସୌଭାଗ୍ୟ ନଗରରେ ଥିବା ଘର, ଚକେଇସିଆଣିରେ ଥିବା…
Read More...

ରାସ୍ତା ମଝିରେ ହୁତ ହୁତ ହୋଇ ଜଳିଗଲା ଗାଡି, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର

କନକ ବ୍ୟୁରୋ : ସଟ ସର୍କିଟ ଯୋଗୁଁ ଗାଡିରେ ଲାଗିଲା ନିଆଁ । ରାସ୍ତା ମଝିରେ ହୁତ ହୁତ ହୋଇ ଜଳିଗଲା ଗାଡି । ଚମ୍ପୁଆ ଥାନା ୫୨୦ ନମ୍ବର ଜାତୀୟ ରାଜପଥ ବାସୁଦେବପୁର ବ୍ରିଜ ନିକଟରେ ଘଟିଛି ଏହି ଘଟଣା । ଆଜି ସକାଳେ ବ୍ରିଜ ଅତିକ୍ରମ କରି ଗଲା ସମୟରେ ଏକ ୪୦୭ ଗାଡିରେ ହଠାତ ନିଆଁ ଲାଗି ଯାଇଥିଲା ।…
Read More...

ସକାଳୁ ସକାଳୁ ସାରା ରାଜ୍ୟରେ ନିଆଁ ବର୍ଷା : ୮ଟା ୩୦ ସୁଦ୍ଧା ଝାରସୁଗୁଡା ତାପମାତ୍ରା ୩୭.୨ ଡିଗ୍ରୀ

କନକ ବ୍ୟୁରୋ : ସକାଳୁ ସକାଳୁ ସାରା ରାଜ୍ୟରେ ନିଆଁ ବର୍ଷା । ୮ଟା ୩୦ ସୁଦ୍ଧା ଝାରସୁଗୁଡା ତାପମାତ୍ରା ୩୭.୨ ଡିଗ୍ରୀ । ସେହିପରି ସମ୍ବଲପୁର  ୩୬.୬ ଡ଼ିଗ୍ରୀ, ହୀରାକୁଦ ୩୫.୪ ଡ଼ିଗ୍ରୀ, ଭୁବନେଶ୍ୱର ୩୫ ଡ଼ିଗ୍ରୀ, କେନ୍ଦୁଝର ୩୫ ଡ଼ିଗ୍ରୀ, ପୁରୀ ୩୪.୬ ଡ଼ିଗ୍ରୀ, ବାଲେଶ୍ୱର ୩୪.୨ ଡ଼ିଗ୍ରୀ, …
Read More...

କାହାର ସର୍ବନାଶ କାହାର ପୁଷମାସ : ବାହାନଗା ଟ୍ରେନ ଦୁର୍ଘଟଣାକୁ ନେଇ କାନ୍ଦୁଛି ସାରା ଦେଶ, ହେଲେ ଫାଇଦା ଉଠାଇବାରେ…

କନକ ବ୍ୟୁରୋ : ବାହାନଗା ରେଳ ଦୁର୍ଘଟଣା ବାହାନାରେ ରାସନ ଚାଉଳ ବଣ୍ଟନରେ ମହାଘୋଟାଲା । ରେଳ ଦୁର୍ଘଟଣାରେ କ୍ଷତିଗ୍ରସ୍ତ ପରିବାରକୁ ଚାଉଳ ବଣ୍ଟାଯିବାର ଆଳ ଦେଖାଇ ରାସନ କାର୍ଡଧାରୀଙ୍କ ଠାରୁ କାଟୁଛନ୍ତି ୫ରୁ ୧୦ କେଜି ଚାଉଳ । ଏପରିକି କିଛି କାର୍ଡଧାରୀଙ୍କୁ ଜମାରୁ ଚାଉଳ ମଧ୍ୟ ଦେଉନାହାନ୍ତି…
Read More...

ପୁଣି ପରମାଣୁ ହତିଆର ରେସ୍ ବଢାଇଲା ଚୀନ୍ । ବର୍ଷକରେ ନିର୍ମାଣ କରିଛି ୬୦ ନ୍ୟୁକ୍ଲିଅର ଅସ୍ତ୍ର । ଆଉ କାହାପାଖରେ କେତେ?

କନକ ବ୍ୟୁରୋ : କିଛି ଦିନର ଅନ୍ତର ପରେ ପୁଣି ପରମାଣୁ ହତିଆର ସଂଖ୍ୟା ବଢାଇଛି ଚୀନ । ଷ୍ଟକହୋମ୍ ଇଣ୍ଟରନ୍ୟାସନାଲ ପିସ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ ରିପୋର୍ଟ ମୁତାବକ, ଚୀନ୍ ଗତ ବର୍ଷକ ମଧ୍ୟରେ ୬୦ଟି ପରମାଣୁ ଅସ୍ତ୍ର ତିଆରି କରିଛି । ଏହି କ୍ଷେତ୍ରରେ ଚୀନ୍ ଅବଶ୍ୟ ଋଷ , ଭାରତ, ଓ ପାକିସ୍ତାନ…
Read More...

ଅଣସର ପିଣ୍ଡିରେ ଚାଲିଛି ମହାପ୍ରଭୁଙ୍କ ଗୁପ୍ତ ସେବା : ସୁସ୍ଥ ହେଉଛନ୍ତି ଶ୍ରୀଜିଉ; ଆଜି ଓଷ ଲାଗି କରିବେ ଦଇତାପତି

କନକ ବ୍ୟୁରୋ : ଅଣସର ଘରେ ଚାଲିଛି ମହାପ୍ରଭୁଙ୍କ ଗୁପ୍ତ ସେବା । ଫୁଲୁରୀ ତେଲ ଲଗାଯିବା ପରେ ଧୀରେ ଧୀରେ ସୁସ୍ଥ ହେଉଛନ୍ତି ମହାପ୍ରଭୁ । ସେହିଭଳି ଆଜି ୧୪ ଦିନିଆ ଅଣସରର ଅଷ୍ଟମ ଦିବସ । ଷଷ୍ଠୀ ତିଥିରୁ ମହାପ୍ରଭୁଙ୍କଠାରେ ଓଷ ଲାଗି କରାଯାଉଥିବା ବେଳେ ଆଜି ଅଷ୍ଟମୀ ତିଥିରେ ମଧ୍ୟ ମହାପ୍ରଭୁଙ୍କ…
Read More...

ଆଜି ବସିବ ଶ୍ରୀମନ୍ଦିର ପରିଚାଳନା କମିଟିି ବୈଠକ : ଦୁଇଟି ଅଧିବେଶନରେ ବିଭିନ୍ନ ପ୍ରସଙ୍ଗରେ ହେବ ଆଲୋଚନା

କନକ ବ୍ୟୁରୋ : ଆଜି ବସିବ ଶ୍ରୀମନ୍ଦିର ପରିଚାଳନା କମିଟିି ବୈଠକ । ପୂର୍ବାହ୍ନ ସାଢେ ୧୦ଟାରୁ ଆରମ୍ଭ ହେବ ବୈଠକ । ଦୁଇଟି ଅଧିବେଶନରେ ବିଭିନ୍ନ ପ୍ରସଙ୍ଗରେ ହେବ ଆଲୋଚନା । ପ୍ରଥମ ଅଧିବେଶନରେ ୨୦୨୩-୨୪ ବର୍ଷର ବଜେଟ ଅନୁମୋଦନ ହେବ । ଅପରାହ୍ନ ସାଢେ ୪ଟାରୁ ଦ୍ୱିତୀୟ ଅଧିବେଶନରେ ୩ଟି ବିଷୟ…
Read More...

ବାହାନଗା ରେଳ ଦୁର୍ଘଟଣାକୁ ୧୧ ଦିନ : ମୃତକଙ୍କ ଆତ୍ମା ଶାନ୍ତି ପାଇଁ ପାଳିତ ହେଉଛି ଏକାଦଶାହ; ଆଜି ବିଶ୍ୱଶାନ୍ତି…

କନକ ବ୍ୟୁରୋ : ଆଜି ବାହାନଗା ଟ୍ରେନ୍ ଦୁର୍ଘଟଣାକୁ ୧୧ ଦିନ । ଏହି ଅବସରରେ ବାହାନଗାରେ ଆଜି ଏକାଦଶାହ ପାଳନ କରାଯାଉଛି । ରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଦିବଙ୍ଗତ ଆତ୍ମାଙ୍କର ସଦଗତି କାମନା କରି ଏହି କାର୍ଯ୍ୟକ୍ରମ କରାଯାଉଛି । ଆଜି ବିଶ୍ୱଶାନ୍ତି ମହାଯଜ୍ଞ, ଅଷ୍ଟପ୍ରହରୀ ନାମସଂକୀର୍ତନ,…
Read More...