Browsing Category

ନ୍ୟୁଜ୍

ପଛୁଆ ଜିଲ୍ଲାରେ ଟ୍ରେନ୍

ମାନଚିତ୍ରରେ ବଦଳିବ ରେଲୱେର ନକ୍ସା । ନବରଙ୍ଗପୁର ଓ ମାଲକାନଗିରିକୁ ହେବ ରେଳ ସଂଯୋଗ । ଟ୍ରେନରେ ଗତିରେ ତାଳ ଦେଇ ଆଗେଇବ ଏହି ଦୁଇ ପଛୁଆ ଜିଲ୍ଲା । କୋରାପୁଟ ଜିଲ୍ଲା ଜୟପୁରକୁ ସଂଯୋଗ କରି ନିର୍ମାଣ ହେବ ଏହି ରେଳଧାରଣା । ଗୋଟିଏ ପଟେ ଜୟପୁରରୁ ମାଲକାନଗିରି ଓ ଅନ୍ୟପଟେ ଜୟପୁରରୁ…
Read More...

ପୁନର୍ମିଳନ ପଛରେ . . .

ବାଲେଶ୍ୱର : ଯୌତୁକ ନିର୍ଯ୍ୟାତନାର ଚକ୍ରବ୍ୟୁହରେ ପେଶି ହୋଇଯାଇଥିବା ରଘୁନାଥ ମହାନ୍ତିଙ୍କୁ ଶେଷରେ ମିଳିଲା ଆଶ୍ୱସ୍ତି । ମନୋମାଳିନ୍ୟକୁ ଭୁଲି ଏକାଠି ହେଲେ ବର୍ଷା-ରାଜାଶ୍ରୀ । ଚର୍ଚ୍ଚା ଚାଲିଛି ଏହା ପଛରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ରହିଛି ଏକ ବଡ ଭୁମିକା । ଗତ ୧୯ ତାରିଖରେ…
Read More...

ଯୁକ୍ତ ଦୁଇର ନବକଳେବର

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ବିଯୁକ୍ତ ହେଲା ଯୁକ୍ତ ଦୁଇ । ବଦଳିଲା ସିଏଚ୍ଏସ୍ଇ ଢ଼ାଂଚା । ରୂପ ବଦଳିବା ସହ ବଦଳିବ କାର୍ଯ୍ୟପନ୍ଥା । ଯୁକ୍ତ ଦୁଇ ଶିକ୍ଷା ପାଇଁ ଗଠନ ହେବ ନିର୍ଦେଶାଳୟ । ନିର୍ଦେଶାଳୟର ରୂପରେଖ ନେଇ ଜୁନରେ ବସିବ ଉଚ୍ଚ ଶିକ୍ଷା ଓ ଗଣ ଶିକ୍ଷା ବିଭାଗର ବୈଠକ । ରୂପରେଖ…
Read More...

କୂଅରୁ ବାହାରୁଛି ତେଲ

ଢେଙ୍କାନାଳ : କୂଅରୁ ପାଣି ବଦଳରେ ବାହାରୁଛି ତେଲ । ଢେଙ୍କାନାଳ ମାଣ୍ଡପା ସାହିର ଏକ କୂଅରେ ବିପୁଳ ପରିମାଣର କିରୋସିନ୍ ଭାସୁଥିବାର ଦେଖିବାକୁ ମିଳିଛି । କିରୋସିନ୍ ପରିମାଣ ଏତେ ରହିଛି ଯେ ନିଆଁ ଲଗାଇଲେ ପାଣିରେ ବୁଡାଯାଇଥିବା ଓଦା କାଗଜ ହୁତୁହୁତୁ ହୋଇ ଜଳୁଛି । ଏହି କୂଅରୁ ପାଣି ନେଇ…
Read More...

ମାତିଲେ ଜନତା

ଜଗତସିଂହପୁର : ଆଶାନ୍ତ ଏରସମା । ଜଳିଲା ନିଆଁ । ଭାଂଗିଲା ପୋଲିସ ଗାଡି । ଥାନାରେ ବ୍ୟାପକ ଭଂଗାରୁଜା କରିଛନ୍ତି ଗ୍ରାମବାସୀ । ପଂଚାୟତ ସମିତି ସଭ୍ୟ ରଂଜନ ସ୍ୱାଇଁଙ୍କ ହତ୍ୟା ପ୍ରତିବାଦରେ ଦେଖା ଦେଇଛି ଉତେଜନା । ରାଜରାସ୍ତାକୁ ଓହ୍ଲାଇଛନ୍ତି ଗ୍ରାମବାସୀ । ଟାୟାର ଜାଳି ରାସ୍ତା ଅବରୋଧ…
Read More...

ଦୀପୁ ହତ୍ୟା ମାମଲା : ଚାର୍ଜସିଟ୍ ଦାଖଲ କଲା କମିଶନରେଟ୍ ପୁଲିସ

କଟକ ବ୍ୟୁରୋ, କନକ ନ୍ୟୁଜ୍: ଡି ବ୍ରଦର୍ସଙ୍କ ଚର୍ଚ୍ଚିତ ମାମଲାର ଦାଖଲ ହୋଇଛି ଚାର୍ଜସିଟ୍ । ଦୀପୁ ହତ୍ୟା ମାମଲାରେ ଏସଡିଜେଏମ କୋର୍ଟରେ କମିଶନରେଟ ପୁଲିସ ଚାର୍ଜସିଟ ଦାଖଲ କରିଛି । ୧୧୨୦ ପୃଷ୍ଠାର ଚାର୍ଜସିଟ୍ ରେ ୧୪ ଜଣ ସଂପୃକ୍ତ ଥିବା ଉଲ୍ଲେଖ ରହିଛି । ୧୦ ଜଣ ଅଭିଯୁକ୍ତ ଗିରଫ ହୋଇଥିବା…
Read More...

ପୁରୀରେ ବୋମାମାଡ

ପୁରୀ ବ୍ୟୁରୋ , କନକ ନ୍ୟୁଜ୍: ପୁରୀରେ ୨୪ ଘଂଟା ମଧ୍ୟରେ ୩ ଥର ବୋମାମାଡ । ଚନ୍ଦନପୁର ବଜାରରେ ଏକ ମଦ ଦୋକାନ ଉପରକୁ ବୋମାମାଡ ହୋଇଛି । ଜଣେ ଦୁର୍ବୃତ ବାଇକରେ ଆସି ବୋମାମାଡ କରି ଫେରାର ହୋଇଯାଇଛି । ଆଜି ପୂର୍ବାହ୍ନରେ ଲବଣିଖିଆ ଛକରେ ଏକ ବୋମାମାଡ ହୋଇଛି। ଗତକାଲି ରାତିରେ ମଧ୍ୟ ସେହିଠାରେ…
Read More...

ଆଜି ମୋଦି ସରକାରକୁ ପୂରିଛି ୨ ବର୍ଷ

ସଫଳତା ଓ ବିଫଳତାର ଲମ୍ବା ତାଲିକା ମଧ୍ୟରେ ମୋଦି ସରକାରକୁ ପୁରିଛି ଦୁଇ ବର୍ଷ । ଦୁଇ ବର୍ଷର ଏହି ଶାସନକାଳରେ ବହୁ ମହତ୍ୱାକାଂକ୍ଷୀ ଯୋଜନାର ଶୁଭାରମ୍ଭ ହୋଇଥିବା ବେଳେ ଅନେକ ଘଟଣା ସରକାରଙ୍କୁ ସମାଲୋଚିତ କରିଛି । ସେହିପରି ଅନେକ ଯୋଜନା ଓ ପଦକ୍ଷେପ ଏବେ ମଧ୍ୟ ଚ୍ୟାଲେଞ୍ଜ ଭାବେ ଛିଡା ହୋଇଛି…
Read More...

ବର୍ଷାସୋନୀ-ରାଜାଶ୍ରୀଙ୍କ ପୁନର୍ମିଳନକୁ ନେଇ ମୁହଁ ଖୋଲିଲେ ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି

ବାଲେଶ୍ୱର : ବର୍ଷାସୋନୀ ଓ ରାଜାଶ୍ରୀଙ୍କ ପୁନର୍ମିଳନ ପରେ ଶେଷରେ ମୁହଁ ଖୋଲିଲେ ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି । ସତ ପଦାକୁ ଆସିଛି, ଦୁଇ ପିଲାଙ୍କ କଳିରୁ ମହାଭାରତ ସୃଷ୍ଟି ହୋଇଥିଲା ବୋଲି ରଘୁନାଥ କହିଛନ୍ତି । ଦୁଇ ପିଲାଙ୍କ ମଧ୍ୟରେ ଭୁଲ ବୁଝାମଣା ପାଇଁ ସେମାନେ ଅନୁତପ୍ତ । ନିଜ ଭୁଲ…
Read More...

ମନ୍ତ୍ରୀଙ୍କ ରିପୋର୍ଟ କାର୍ଡର ସମୀକ୍ଷା : ଆଜି ୪ଟି ବିଭାଗର ସମୀକ୍ଷା କରୁଛନ୍ତି ନବୀନ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍: ନବୀନ ସରକାରଙ୍କ ଦୁଇ ବର୍ଷ ପୂରିବା ଅବସରରେ ମୁଖିଆ ଗତକାଲିଠାରୁ ବିଭିନ୍ନ ବିଭାଗର ମନ୍ତ୍ରୀଙ୍କୁ ଡାକି ୱାନ୍ ଟୁ ୱାନ୍ ସାକ୍ଷାତ କରୁଛନ୍ତି ।  ଆଜି ୪ଟି ବିଭାଗର ସମୀକ୍ଷା କରିବେ ନବୀନ । ଗ୍ରାମ୍ୟ ଉନ୍ନୟନ ବିଭାଗ, ଜଙ୍ଗଲ ପରିବେଶ ବିଭାଗ ଏବଂ ଖାଦ୍ୟ ଯୋଗଣ…
Read More...