Browsing Category

ନ୍ୟୁଜ୍

ନବୀନ ସରକାରଙ୍କୁ ପୂରିଲା ଦୁଇ ବର୍ଷ : ବିଜେଡିକୁ ବିରୋଧୀ ବିଜେପିର ଟାର୍ଗେଟ୍

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ନବୀନ ସରକାରଙ୍କ ୨ ବର୍ଷ ପୂରିଲା ଅବସରରେ  ବିରୋଧୀ ଦଳ ବିଜେପି ପ୍ରେସମିଟ କରିଛି । ୨ ବର୍ଷରେ ବିଭିନ୍ନ ସମସ୍ୟା ସମାଧାନ କରିବାରେ ରାଜ୍ୟ ସରକାର ବିଫଳ ବୋଲି ଅଭିଯୋଗ ଆଣିଛି ବିଜେପି । କେନ୍ଦ୍ରୀୟ ଯୋଜନାକୁ ରାଜ୍ୟ ସରକାର ହଡପ କରିଥିବା ବିଜେପି ସଭାପତି…
Read More...

ମନ୍ତ୍ରୀ ପରିଷଦ ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା : ଓଡିଆ ଭାଷାକୁ ସରକାରୀ ସ୍ତରରେ କାର୍ଯ୍ୟକାରୀ କରିବାକୁ…

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍: ସରକାରୀ ସ୍ତରରେ ଓଡିଆ ଭାଷାର ପ୍ରଚଳନ ପାଇଁ ପଦକ୍ଷେପ ନିଆଯାଉଛି । ୧୯୫୪ ଓଡିଆ ଭାଷା ଆଇନରେ ସଂଶୋଧନ କରାଯାଉଛି ଓ ଅଗଷ୍ଟ ୧୫ ସୁଦ୍ଧା ଏହାକୁ କାର୍ଯ୍ୟକାରୀ କରିବା ଲାଗି ପଦକ୍ଷେପ ନିଆଯାଉଥିବା କହିଛନ୍ତି ମୁଖ୍ୟ ଶାସନ ସଚିବ । ଆଜି ରାଜ୍ୟ ସଚିବାଳୟରେ…
Read More...

ବୋରିଗୁମ୍ମା ମଦଭାଟି ଭଙ୍ଗା ଘଟଣା : ଜୟପୁର ଏସଡିଜେଏମ କୋର୍ଟରେ ହାଜରହେଲେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି

ଜୟପୁର: ବୋରିଗୁମ୍ମା ମଦଭାଟି ଭଙ୍ଗା ଘଟଣାରେ କୋର୍ଟରେ ହାଜର ହେଲେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି । ଜୟପୁର ଏସଡିଜେଏମ କୋର୍ଟଙ୍କ ନୋଟିସ ପରେ ଆଜି ହାଜର ହୋଇ ବ୍ୟକ୍ତିଗତ ମୁଚାଲିକାରେ ଜାମିନରେ ଆସିଛନ୍ତି ତାରା ବାହିନୀପତି । ୨୦ ହଜାର ଟଙ୍କା ଓ ଦୁଇ ଜଣଙ୍କ ବ୍ୟକ୍ତିଗତ…
Read More...

ପ୍ରକାଶ ପାଇଲା ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ : ଭୁବନେଶ୍ୱର ରିଜିଅନରେ ବାଜି ମାରିଲେ ଶୁଭମ ଆଚାର୍ଯ୍ୟ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ପ୍ରକାଶ ପାଇଲା ସିବିଏସଇ ଦ୍ୱାଦଶ ଶ୍ରେଣୀ ରେଜଲ୍ଟ । ସର୍ବଭାରତୀୟ ସ୍ତରରେ ଟପ କରିଛନ୍ତି ଦିଲ୍ଲୀ ଛାତ୍ରୀ ସୁକ୍ରୀତି ଗୁପ୍ତା । ସାରା ଦେଶରେ ୧୦ ଲକ୍ଷ ୬୯ ହଜାର ୯୦୦ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ସେହିପରି ଭୁବନେଶ୍ୱର ରିଜିଅନରେ ରେଗୁଲାର ପରୀକ୍ଷା…
Read More...

ଛତିଶଗଡ ବିଜାପୁରରେ ପୁଲିସ- ମାଓବାଦୀ ମୁହାଁମୁହିଁ

ମାଲକାନଗିରି: ଛତିଶଗଡ ବିଜାପୁରରେ ପୁଲିସ- ମାଓବାଦୀ ମୁହାଁମୁହିଁ । ବିଜାପୁର କୋଟେର ଜଙ୍ଗଲରେ ସୁରକ୍ଷା ବାହିନୀ ଲାଲବାହିନୀ ମଧ୍ୟରେ ଏନକାଉଂଟର ହୋଇଛି । ଉଭୟ ପକ୍ଷରୁ ବେଶ କେତେ ଘଂଟା ଧରି ଗୁଳି ବିନିମୟ ହୋଇଛି । ସୁରକ୍ଷାବାହିନୀଙ୍କ ଗୁଳିରେ ୨ଜଣ ମାଓବାଦୀ ନିହତ ହୋଇଥିବା ଛତିଶଗଡ ପୁଲିସ …
Read More...

କେନ୍ଦୁଝରରେ ବଡ ଧରଣର ଲୁଟ୍ : ପୁଲିସର ତନାଘନା

କେନ୍ଦୁଝର: କେନ୍ଦୁଝରରେ ବଡ ଧରଣର ଲୁଟ୍ । ୪ଟି ଜୁଏଲାରୀ ଦୋକାନରୁ ୧୦ ଲକ୍ଷରୁ ଅଧିକ ଟଙ୍କାର ସୁନା ଗହଣା ଲୁଟିନେଲେ ଦୁବୃର୍ତ। ଜିଲ୍ଲାର ନନ୍ଦିପଡା ଥାନା ଶାଳଣିିଆ ବଜାରରୁ ଗତକାଲି ରାତିରେ ଦୁବୃର୍ତମାନେ ଏକସଂଗରେ ୪ଟି ଜୁଏଲାରୀ ଦୋକାନର ସଟର ଭାଂଗି ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟି…
Read More...

ପ୍ରକାଶ ପାଇଲା ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍: ପ୍ରକାଶ ପାଇଲା ସିବିଏସଇ ଦ୍ୱାଦଶ ଶ୍ରେଣୀ ରେଜଲଟ୍ । ଦିନ ୧୨ ଟାରେ ସିବିଏସଇର ୱେବସାଇଟରେ ଫଳ ଉପଲବ୍ଧ ହେବ । ପରୀକ୍ଷାର୍ଥୀ ସିବିଏସଇର ୱେବସାଇଟ୍ ଡବ୍ଲୁ ଡବ୍ଲୁ ଡବ୍ଲୁ ଡଟ୍ ସିବିଏସଇ ଡଟ୍ ଏନଆଇସି ଡଟ୍ ଇନ୍ ରେ ରେଜଲଟ୍ ଜାଣିପାରିବେ । ଚଳିତ ଥର ୧୦ ଲକ୍ଷ…
Read More...

ନବୀନ ସରକାରର ଚତୁର୍ଥ ପାଳିର ଦୁଇବର୍ଷ : ମନ୍ତ୍ରୀ ପରିଷଦର ବୈଠକରେ ବିଭିନ୍ନ ବିଭାଗର ସମୀକ୍ଷା

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ମନ୍ତ୍ରୀ ସ୍ତରୀୟ ଏକ ଗୁରୁତ୍ୱପୂର୍ଣ ବୈଠକ ସଚିବାଳୟରରେ ଆରମ୍ଭ ହେଲା । ଏହି ବୈଠକରେ ବିଜେଡି ସରକାରଙ୍କ ସଫଳତା ଓ ବିଫଳତା ଉପରେ ଆଲୋଚନା କରାଯିବ । ବିଭନ୍ନ ବିଭାଗର ମନ୍ତ୍ରୀମାନେ ଏ ନନେଇ ନବୀନଙ୍କ ପାଖରେ ଉତର ରଖିବେ । ସେହିପରି ବିଭିନ୍ନ ବିଭାଗର…
Read More...

ରୁଆନୁର ପ୍ରଥମ ତାଣ୍ଡବ : ପାରାଦୀପରେ ଭାଙ୍ଗିଲା ୧୫ରୁ ଅଧିକ ଘର

ପାରାଦୀପ : ବାତ୍ୟା ରୁଆନୁର ପ୍ରଭାବ ଓଡିଶା ଉପକୂଳ ଅଂଚଳରେ ଅନୁଭତ ହୋଇଛି । ପାରାଦୀପ ଷଣ୍ଢକୁଦ ବସ୍ତିରେ ୧୫ରୁ ଅଧିକ ଘର ରୁଆନୁ ପ୍ରଭାବରେ କ୍ଷତିଗ୍ରସ୍ତ ହୋଇଛି । ଗତକାଲି ରାତିରୁ ତୁହାକୁ ତୁହା ବର୍ଷା ଲାଗି ରହିଛି । ଫଳରେ ଘରଗୁଡିକର କାନ୍ଥ ସାମାନ୍ୟ ଦବିଯାଇଥିଲା । ହଠାତ୍ ଘୂର୍ଣ୍ଣିଝଡ…
Read More...

ଆସନ୍ତା କାଲି ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ଗସ୍ତ : ମରୁଡି ପ୍ରସଙ୍ଗ ନେଇ ପ୍ରଧାନମନ୍ତ୍ରୀଙ୍କ ସହ ହେବ ସମୀକ୍ଷା ବୈଠକ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଆସନ୍ତା କାଲି ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମରୁଡି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ସହ ସମୀକ୍ଷା ବୈଠକ ହେବ । ମନ୍ତ୍ରୀ ପରିଷଦ ବୈଠକ ପରେ ନବୀନ ଦିଲ୍ଲୀ ଯିବେ । ପିଏମଓରେ ହେବାକୁ ଥିବା ଏହି ସମୀକ୍ଷା ବୈଠକରେ କେନ୍ଦ୍ର…
Read More...