Browsing Category

ନ୍ୟୁଜ୍

ଜୁନ୍ ୩୦ ଯାଏଁ ରାଜ୍ୟରେ ହେବନି ବିଜୁଳି କାଟ୍ : ଶକ୍ତିମନ୍ତ୍ରୀ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଜୁନ୍ ୩୦ ଯାଏଁ ରାଜ୍ୟରେ ହେବନି ବିଜୁଳି କାଟ୍ । ଆଜି ଶକ୍ତିମନ୍ତ୍ରୀ ପ୍ରଣବ ପ୍ରକାଶ ଦାସଙ୍କ ଅଧ୍ୟକ୍ଷତାରେ ବସିଥିବା ଶକ୍ତି ବିଭାଗର ସମୀକ୍ଷା ବୈଠକରେ ଏହି ନିଷ୍ପତି ହୋଇଛି । ରାଜ୍ୟରେ ପିକ୍ ଆୱାରରେ ୪ ହଜାର ଶହେ ମେଗାୱାଟ୍ ବିଜୁଳି ଆବଶ୍ୟକ ଥିବା ବେଳେ…
Read More...

ଘଂଟା ପ୍ରତି ୧୫ କିଲୋମିଟର ବେଗରେ ଆସୁଛି ରୁଆନୁ : ଗୋପାଳପୁରରୁ ୧୬୦ କିଲୋମିଟର ଦୂରରେ ଘୂର୍ଣ୍ଣିଝଡ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଓଡିଶା ଆଡକୁ ମାଡି ଆସୁଛି ଘୁର୍ଣ୍ଣିଝଡ ‘ରୁଆନୁ’। କିଛି ଘଂଟାପରେ ‘ରୁଆନୁ’ ସିଭିୟର ସାଇକ୍ଲୋନିକ ଷ୍ଟର୍ମର ରୂପ ନେବର ଆଶଙ୍କା ରହିଛି । ଏବେ ଏହା ଗୋପାଳପୁର ଠାରୁ ୧୬୦ କିଲୋମିଟର ଦୂରରେ ରହିଛି । ଘଂଟାପ୍ରତି ୧୫ କିଲୋମିଟର ବେଗରେ ମାଡି ଆସୁଛି ‘ରୁଆନୁ’…
Read More...

ଘଂଟାପ୍ରତି ୧୬ କିଲୋମିଟର ବେଗରେ ଆସୁଛି ରୁଆନୁ : ଗୋପାଳପୁରରୁ ରହିଛି ୨୮୦କିଲୋମିଟର ଦୂରରେ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍: ଧିରେ ଧିରେ ସାଂଘାତିକ ରୂପ ନେଉଛି ଘୁର୍ଣ୍ଣିଝଡ ରୁଆନୁ । ରୁଆନୁ କିଛି ସମୟପରେ ସିଭିୟର ସାଇକ୍ଲୋନିକ ଷ୍ଟର୍ମର ରୂପ ନେବର ଆଶଙ୍କା ରହିଛି । ଏବେ ଗୋପାଳପୁର ରୁ ରୁଆନୁ ୨୮୦ କିଲୋମିଟର ଦୂରରେ ରହିଛି । ଘଂଟାପ୍ରତି ୧୬ କିଲୋମିଟର ବେଗରେ ଗତି କରୁଛି ରୁଆନୁ ।…
Read More...

ଜଗମୋହନ ସ୍ଥିତି ଅନୁଧ୍ୟାନ କରୁଛି କେନ୍ଦ୍ରୀୟ ଟିମ : ଗଜପତି ମହାରାଜଙ୍କ ଅଧ୍ୟକ୍ଷତାରେ ହେଲା ପରିଚାଳନା କମିଟି ବୈଠକ

ପୁରୀ ବ୍ୟୁରୋ , କନକ ନ୍ୟୁଜ୍: ଜଗମୋହନ ସ୍ଥିତି ଅନୁଧ୍ୟାନ କରୁଛି କେନ୍ଦ୍ରୀୟ ଟିମ । ଗଜପତି ମହାରାଜ ଦିବ୍ୟ ସିଂହ ଦେବଙ୍କ ଅଧ୍ୟକ୍ଷତାରେ କେନ୍ଦ୍ରୀୟ ଟିମ୍ ସହ ପରିଚାଳନା କମିଟି ବୈଠକ ପରେ ଶ୍ରୀମନ୍ଦିରରେ ଟିମ ପହଚିଂଛି । ପରିଚାଳନା କମିଟି ବୈଠକରେ ପତିକ୍ରିୟା ରଖିଛନ୍ତି ଗଜପତି । ଜଗମୋହନର…
Read More...

ଆଜି ୧୨ ଘଂଟିଆ ତାଳଚେର ବନ୍ଦ : ୪ ଦଫା ଦାବିରେ ତାଳଚେର ସୁରକ୍ଷା ମଂଚ ପକ୍ଷରୁ ବନ୍ଦ ପାଳନ

ତାଳଚେର: ଆଜି ୧୨ ଘଂଟିଆ ତାଳଚେର ବନ୍ଦ । ୪ ଦଫା ଦାବିରେ ତାଳଚେର ସୁରକ୍ଷା ମଂଚ ପକ୍ଷରୁ ଏହି ବନ୍ଦ ପାଳନ କରାଯାଉଛି । ସାର କାରଖାନା ପୁନରୁଦ୍ଧାର ଦାବି, କୋଇଲା ଖଣି ବିସ୍ଥାପିତଙ୍କ ନିଆଯାଇଥିବା ନିଷ୍ପତିଙ୍କୁ ତୁରନ୍ତ କାର୍ଯ୍ୟକାରୀ କରିବା, ତାଳଚେର-ଅନୁଗୁଳ ଲୁପ ରେଳପଥ ନିର୍ମାଣ ଓ…
Read More...

ଗୋପାଳପୁରରୁ ୩୫୦ କିଲୋମିଟର ଦୂରରେ ଘୂଣ୍ଣିଝଡ ରୁଆନୁ : ଦକ୍ଷିଣ ଉପକୂଳ ଓଡିଶାରେ ପ୍ରବଳ ବର୍ଷା

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍: ଧିରେ ଧିରେ ସାଂଘାତିକ ରୂପ ନେଉଛି ଘୁର୍ଣ୍ଣିଝଡ ରୁଆନୁ । ଆଇଏମଡି ଆକଳନ ଅନୁସାରେ ଦିନ ସାଢେ ୧୧ ପରେ ସିଭିୟର ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହେବ ରୁଆନୁ । ଏବେ ଗୋପାଳପୁରରୁ ରୁଆନୁ ୩୫୦ କିଲୋମିଟର ଦୂରରେ ରହିଛି । ରୁଆନୁ ପ୍ରଭାବରେ ରାଜ୍ୟର ଦକ୍ଷିଣ ଓ…
Read More...

ନିର୍ବାଚନୀ ବୈତରଣୀ ପାରି ହେବାରେ ବିଫଳ ହେଲେ ସଂଜୀବ ମାରିକ୍

ଝାରଖଣ୍ଡ : ନିର୍ବାଚନୀ ବୈତରଣୀ ପାରି ହେବାରେ ବିଫଳ ହେଲେ ସଂଜୀବ ମାରିକ୍ । ଝାରଖଣ୍ଡର ଗୋଡ୍ଡା ଆସନ ପାଇଁ ଉପ-ନିର୍ବାଚନ ଲଢ଼ିଥିବା ଓଡ଼ିଶାର ପୂର୍ବତନ ପୁଲିସ୍ ଡିଜି ସଂଜୀବ ମାରିକ୍ ପରାସ୍ତ ହୋଇଛନ୍ତି । ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ଟିକେଟରୁ ନିର୍ବାଚନ ଲଢ଼ିଥିବା ମାରିକ୍ ମୋଟ୍ ୧୮ ହଜାର ୩ଶହ…
Read More...

ମାଡି ଆସୁଛି ରୁଆନୁ : ୧୨ଟି ଜିଲ୍ଲାରେ ବାତ୍ୟା ଆଲର୍ଟ ଜାରି କଲେ ସରକାର

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ୧୨ଟି ଜିଲ୍ଲାରେ ବାତ୍ୟା ଆଲର୍ଟ ଜାରି କରିଛନ୍ତି ରାଜ୍ୟ ସରକାର । ଅବଶ୍ୟ ଏହି ‘ରୁଆନୁ’ ଝଡ ଓଡିଶାରେ ବଡ କ୍ଷତି ଘଟାଇବାର ଆଶଙ୍କା ନାହିଁ । କିନ୍ତୁ ଆଜି ମଧ୍ୟରାତି ସୁଦ୍ଧା ସିଭିୟର ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହେବାକୁ ଥିବା ଝଡର ପ୍ରଭାବକୁ ନେଇ…
Read More...

ଅନୁଧ୍ୟାନ ରାଜନୀତି

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ବଢୁଛି ଜଗମୋହନ ଚିନ୍ତା । ଗତକାଲି ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପରେ ଆଜି ବିରୋଧୀ ଦଳ ନେତା ନରସିଂହ ମିଶ୍ର ଓ ପିସିସି ସଭାପତି ପ୍ରସାଦ ହରିଚନ୍ଦନ , ଉମାବଲ୍ଲଭ ରଥ ଓ ତାରାବାହିନୀ ପତି ଜଗମୋହନର ସ୍ଥିତି ଅନୁଧ୍ୟାନ କରିଛନ୍ତି । ସେପଟେ ଶ୍ରେୟ ନେବାକୁ…
Read More...

କମିଶନରେଟ ପୁଲିସର ଟାର୍ଗେଟରେ ଧୀର୍ ବ୍ରଦର୍ସ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ସ୍ପ୍ରିଙ୍ଗ ସିଟିର ଠକେଇ ଅଭିଯୋଗ ପରେ, ଏବେ କମିଶନରେଟ ପୁଲିସର ଟାର୍ଗେଟରେ ଧୀର୍ ବ୍ରଦର୍ସ । କୋଟି କୋଟି ଟଙ୍କା ଠକି ଜେଲରେ ଥିବା ସତ୍ୟବ୍ରତଙ୍କ ବାହୁବଳୀ ସାମ୍ରାଜ୍ୟ ଭିତରକୁ ଏବେ ଧସେଇ ପଶିବ ପୁଲିସ । କାହିଁକି ନା ସତ୍ୟବ୍ରତଙ୍କ ପାୱାରଫୁଲ ବ୍ରଦର…
Read More...