Browsing Category

ନ୍ୟୁଜ୍

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ସହ ଏଲଭିସ ଯାଦବଙ୍କ ଫଟୋ ଭାଇରାଲ । ବିରୋଧୀଙ୍କ ଅଭିଯୋଗ ଅପରାଧୀଙ୍କ ହାତ…

କନକ ବ୍ୟୁରୋ : ରେଭ୍ ପାର୍ଟିରେ ସାପ ବିଷ ବ୍ୟବହାର ନେଇ ଅଭିଯୋଗ ପରେ ଅଡ଼ୁଆରେ ପଡ଼ିଛନ୍ତି ୟୁଟୁବ୍ୟର ଏଲଭିସ୍ ଯାଦବ । ତାଙ୍କ ନାଁରେ ମାମଲା ମଧ୍ୟ ରୁଜୁ ହୋଇଛି । ଏହା ଭିତରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଓ ଏଲଭିସଙ୍କ ଏକ ଫଟୋ ବେଶ ଭାଇରାଲ ହେଉଛି । ଯାହାକୁ ନେଇ ପ୍ରଶ୍ନ ଉଠାଇଛି ଶିବସେନା…
Read More...

ଉଗ୍ର ହେଉଛି ଇସ୍ରାଏଲ-ହମାସ ଯୁଦ୍ଧ । ଆମ୍ବୁଲାନ୍ସ ଉପରେ ଏୟାର ଷ୍ଟ୍ରାଇକ୍

କନକ ବ୍ୟୁରୋ : ୨୯ ଦିନରେ ପହଁଚିଲାଣି ଇସ୍ରାଏଲ – ହମାସ ଯୁଦ୍ଧ । ଦିନ ଯେତିକି ବଢି ବଢି ଚାଲିଛି, ଗାଜାରେ ସ୍ଥିତି ସେତିକି ଭୟଙ୍କର ହେବାରେ ଲାଗିଛି । ହମାସକୁ ନିପାତ କରିବା ପାଇଁ ଇସ୍ରାଏଲ ଜିଦ୍ ଧରିଥିବାବେଳେ ଏହି ଲଢେଇରେ ବଳି ପଡୁଛନ୍ତି ନୀରିହ ପାଲେଷ୍ଟାଇନ୍ ନାଗରିକ । ଏହାରି ଭିତରେ…
Read More...

ନିର୍ବାଚନୀ ମାହୋଲରେ ବିଜେପିର ମାଷ୍ଟରଗେମ । ଆଉ ୫ବର୍ଷ ବଢ଼ିଲା ମାଗଣା ରାସନ ଅବଧ

କନକ ବ୍ୟୁରୋ : ପୁଣି ବଢିବ କେନ୍ଦ୍ର ସରକାରଙ୍କ ମାଗଣା ରାସନ ଯୋଜନା ଅବଧି । ଆହୁରି ୫ବର୍ଷ ଯାଏଁ ମାଗଣାରେ ରାସନ ଯୋଗାଇବେ କେନ୍ଦ୍ର ସରକାର । ଛତିଶଗଡ ରାଲିରେ ଏହି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଏହି ଯୋଜନାରେ ଦେଶର ୮୦କୋଟି ଗରିବ ଶ୍ରେଣୀର ଲୋକ ଲାଭବାନ ହେବେ । ପ୍ରଧାନମନ୍ତ୍ରୀ…
Read More...

ସାଟେଲାଇଟ୍ ସର୍ଭେ ଧରାଇଲା ଜାଲିଆତି । ଧାନ ବିକିବା ପାଇଁ ନକଲି ପଟ୍ଟା ଦେଇ ମଣ୍ଡିରେ କରିଥିଲେ ପଞ୍ଜିକରଣ । ତାଲିକାର…

କନକ ବ୍ୟୁରୋ: ସ୍ୱଛତା ରଖି ଉଚି୍ତ୍ ଚାଷୀଙ୍କ ପାଖରୁ କେମିତି ଧାନ କିଣାଯିବ, ତାହାକୁ ନେଇ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି । ପ୍ରକୃତ ଚାଷୀ ଯେମିତି ଧାନ ବିକ୍ରିରୁ ବଞ୍ଚିତ ନହେବେ, ଦଲାଲରାଜ ଓ ମଧ୍ୟସ୍ଥି ଉଛେଦକୁ ନେଇ ତନାଘନା ଭିତରେ ସାମନାକୁ ଆସିଛି ଜାଲିଆତିର ଚିତ୍ର । ସାଟେଲାଇଟ୍…
Read More...

ବଡ଼ ଗାଡ଼ିର ବେପରୁଆ ଗାଡ଼ି ଚାଳନା ପାଇଁ ବର୍ଷିଲା ବିଜେପି । ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ କଲେ ଦାବି । ଏପଟେ…

କନକ ବ୍ୟୁରୋ: ଭୁବନେଶ୍ୱର ପାୱାର ଛକରେ ହିଟ ଆଣ୍ଡ ରନ ମାମଲାରେ ଜଣକର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଜୀବନ ସହ ସଂଘର୍ଷ କରୁଛନ୍ତି । କିନ୍ତୁ ଏହାକୁ ନେଇ ତେଜିଛି ରାଜନୀତି । କମିଶନରେଟ ପୁଲିସ ଉପରେ ପ୍ରଶ୍ନ ଉଠାଇଛି ବିଜେପି । ଦଳ କହିଛି, କାହିଁକି ତତ୍ପରତା ଦେଖାଉନାହିଁ କମିଶନରେଟ ପୁଲିସ?…
Read More...

ମହାଦେବ ବେଟିଂ ଆପ ମାମଲା । ଛନ୍ଦି ହେଲେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ

କନକ ବ୍ୟୁରୋ : ବିବାଦୀୟ ମହାଦେବ ବେଟିଂ ଆପ ମାମଲାରେ ଛନ୍ଦି ହେଲେ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ । ନିର୍ବାଚନ ପାଖେଇ ଆସୁଥିବାବେଳେ ମୁଖ୍ୟମନ୍ତ୍ରୀଙ୍କ ଉପରେ ଲାଗିଛି ସଂଗୀନ ଅଭିଯୋଗ । ମହାଦେବ ବେଟିଂ ଆପଠୁ ବଘେଲ ମୋଟା ଅଙ୍କର ଅର୍ଥ ନେଇଥିବା ଦାବି କରିଛି ଇଡି । ଏନେଇ ଗୁରୁବାରଠୁ…
Read More...

ରାଜ୍ୟର ବଡ଼ ନିଯୁକ୍ତି ଦୁର୍ନୀତି । ଠକେଇର ଶିକାର ହେଲେ ଶହ ଶହ ଯୁବକ-ଯୁବତୀ । ନକଲି ଅଫର ଲେଟର ଦେଇ କୋଟି କୋଟି ଟଙ୍କା…

କନକ ବ୍ୟୁରୋ: ୧୨୦୦ ଯୁବକ/ଯୁବତୀଙ୍କୁ ଚାକିରି ଲୋଭ ଦେଖାଇ ୧୫ କୋଟିରୁ ଅଧିକ ଟଙ୍କା ଚୂନା ଲଗାଇ ଦେଇଛି ଠକ । ଚିଠିକୁ ଦେଖାଇ ପିଲାଙ୍କ ମଧ୍ୟରେ ବିଶ୍ୱାସ ଜନ୍ମାଇଥିଲା ଠକ ମାଷ୍ଟର । ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗର ଏହି ନକଲି ଲେଟର ହେଡରେ ଲେଖା ଯାଇଥିଲା, ପଞ୍ଚାୟତିରାଜ ବିଭାଗର…
Read More...

ପ୍ରଥା ଫିଲ୍ମକୁ ଝାରସୁଗୁଡାରେ ବିରୋଧ । କୋଶଳ ସେନା ଚିରିଲା ପୋଷ୍ଟର ଏବଂ ବ୍ୟାନର । ସାମ୍ବାଦିକ ସମ୍ମିଳନୀରେ କାନ୍ଦି…

କନକ ବ୍ୟୁରୋ: ଝାରସୁଗୁଡ଼ାରେ ଫିଲ୍ମ ପ୍ରଥାକୁ ବିରୋଧ କରି ଏହାର ପୋଷ୍ଟର ଚିରା ଯିବା ପରେ ବିବାଦ ତେଜିଛି । ପୋଷ୍ଟର ଚିରାଯିବା ପରେ ଫିଲ୍ମକୁ ହଲରୁ ଉଠାଇ ଦିଆଯାଇଥିଲା । ଏଥିପାଇଁ ଫିଲ୍ମର ପ୍ରଯୋଜକ ସାନଲିସା ପଟେଲ ସିଧାସଳଖ ମନୋଜ ମିଶ୍ରଙ୍କୁ ଦାୟୀ କରିଛନ୍ତି । ସେ ମନୋଜ ମିଶ୍ରଙ୍କ ଗିରଫ…
Read More...

୨୮ ତାରିଖରେ ହେବ ରତ୍ନଭଣ୍ଡାରର ଲେଜର ସ୍କାନିଂ । ଲେଜର ସ୍କାନିଂ ପାଇଁ ଏଏସଆଇକୁ ଅନୁମତି । ପ୍ରଥମେ ରତ୍ନଭଣ୍ଡାର ବାହାର…

କନକ ବ୍ୟୁରୋ: କାର୍ତିକ ମାସ ପରେ ଶ୍ରୀମନ୍ଦିର ରତ୍ନଭଣ୍ଡାରର ହେବ ଲେଜର ସ୍କାନିଂ । ଆସନ୍ତା ୨୮ ତାରିଖ ଅର୍ଥାତ କାର୍ତିକ ପୂର୍ଣ୍ଣିମା ପରଦିନ ଶ୍ରୀମନ୍ଦିର ବାହାର ରତ୍ନଭଣ୍ଡାରର ଲେଜର ସ୍କାନିଂ କରାଯିବ । ରତ୍ନଭଣ୍ଡାର ବାହାର ପଟ କାନ୍ଥରେ ପ୍ରଥମେ ଲେଜର ସ୍କାନିଂ କରାଯିବା ପରେ କେଉଁ…
Read More...

ମହିଳା ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ପଡ଼ିଲା ମହଙ୍ଗା । ପ୍ରଯୋଜକ ଟୁଟୁ ନାୟକଙ୍କୁ ଗିରଫ କଲା ପୁଲିସ । ୧୪ ଦିନିଆ ବିଚାର…

କନକ ବ୍ୟୁରୋ: ସାମ୍ବାଦିକାଙ୍କୁ ଦୁର୍ବ୍ୟବହାର ଘଟଣାରେ ଫିଲ୍ମ ପ୍ରଯୋଜକ ଟୁଟୁ ନାୟକଙ୍କୁ ଗିରଫ କରିଛି ପୁଲିସ । ସିସିଟିଭି, ଅଭିଯୋଗ ଓ ସାକ୍ଷୀଙ୍କ ବୟାନ ଆଧାରରେ ଟୁଟୁ ନାୟକ ଗିରଫ ହୋଇଛନ୍ତି । ତେବେ ଗତକାଲିର ଘଟଣା ପରେ ଚାରିଆଡେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଟୁଟୁଙ୍କୁ ଗିରଫ…
Read More...