Browsing Category

ନ୍ୟୁଜ୍

ଦୁର୍ଘଟଣାରେ ଗଲା ଗର୍ଭବତୀ ପତ୍ନୀଙ୍କ ଜୀବନ । ବାଇକକୁ ଧକ୍କା ଦେଲା କୋଇଲା ବୋଝେଇ ପିକ୍ଅପ୍ ଗାଡ଼ି ।  ଭଦ୍ରକ-…

କନକ ବ୍ୟୁରୋ: ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ନେଲା ଗର୍ଭବତୀ ପତ୍ନୀଙ୍କ ଜୀବନ । ଭଦ୍ରକ- ଚାନ୍ଦବାଲି ନାଉଗୋରାଡ଼ା ଛକରେ ପଛପଟୁ ବାଇକକୁ ଧକ୍କା ଦେଲା କୋଇଲା ବୋଝେଇ ପିକ୍ଅପ୍ ଗାଡ଼ି । ଘଟଣାରେ ପତ୍ନୀ ମୃତ୍ୟୁ ହୋଇଥିବା ବେଳେ ସ୍ୱାମୀ ଗୁରୁତର ଅଛନ୍ତି । ମହିଳାଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟ ଅଂଚଳରେ…
Read More...

ଗୃହିଣୀ ମାନଙ୍କ ଜୀବନକୁ ନେଇ ନିର୍ମିତ ଫିଲ୍ମ ‘ମାଈଁ ସ୍ୱିଟ ହାଉସ ୱାଇଫ୍’ । ମୁଖ୍ୟ ଭୂମିକାରେ ନୈନା ଦାସ ।

କନକ ବ୍ୟୁରୋ: ଗୃହିଣୀ ମାନଙ୍କ ଜୀବନ ଓ କାହାଣୀକୁ ନେଇ ରିଲିଜ ହୋଇଛି ଫିଲ୍ମ ମାଈ ସ୍ୱିଟ ହାଉସ ୱାଇଫ୍ । ଏଥିରେ ଅଭିନେତ୍ରୀ ନୈନା ଦାସଙ୍କ ସମେତ ପ୍ରୀତିରାଜ ଶତପଥୀ ମୁଖ୍ୟ ଚରିତ୍ରରେ ନଜର ଆସିଛନ୍ତି । ଜଣେ ଅନୁଶାସନରେ ବିଶ୍ୱାସ କରୁଥିବା ସ୍ୱାମୀ ଓ ଜଣେ ଶିକ୍ଷିତା ପତ୍ନୀଙ୍କ ଭିତରେ…
Read More...

କୋରାପୁଟ ପରବ ମଞ୍ଚରେ ଏକାଠି ହେଲେ ସାଂସଦ ସପ୍ତଗିରି ଉଲାକା ଓ ବିଧାୟକ ତାରା ବାହିନୀପତି । କୋଳାକୋଳି ହେଲେ ଖୁବ୍…

କନକ ବ୍ୟୁରୋ: କୋରାପୁଟ ବୋରିଗୁମାରେ ଆୟୋଜିତ ପରବ ମଞ୍ଚରେ କୋଳାକୋଳି ହେଲେ ମାମୁଁ, ଭଣଜା । ବିଧାୟକ ତାରାପ୍ରସାଦ ବାହୀନିପତି ଏବଂ ସାଂସଦ ସପ୍ତଗିରି ଉଲାକା ପରସ୍ପର ହାତ ମିଳାଇବା ସହିତ ମନଭରି ନାଚିଛନ୍ତି । କେବଳ ଏତିକି ନୁହେଁ ସପ୍ତଗିରି ଉଲାକା ତାରା ବାହିନୀପତିଙ୍କ ଗୋଡ ଛୁଇଁ ମୁଣ୍ଡିଆ…
Read More...

ରାତି ହେଲେ ଥାନାରେ ଝୁଲୁଛି ତାଲା । ଫାଣ୍ଡି ଆଗରେ କେବଳ ଜଳୁଛି ଇଲେକ୍ଟ୍ରି ବଲ

କନକ ବ୍ୟୁରୋ : ରାତି ହେଲେ ଥାନାରେ ଝୁଲୁଛି ତାଲା । କଟକ ଜିଲ୍ଲା ନିଆଳି ଥାନା ଅଧିନରେ ଥିବା କସର୍ଦା ଫାଣ୍ଡିର ରାତି ପ୍ରାୟ ୨ଟା ସମୟର ଚିତ୍ର ଏବେ ଆପଣଙ୍କ ଟିଭି ସାମ୍ନାରେ ରହିଛି । ଫାଣ୍ଡି ଆଗରେ କେବଳ ଇଲେକ୍ଟ୍ରି ବଲ ଜଳୁଛି । ଖାଲି ଫାଣ୍ଡି ନୁହଁ ନିଆଳି ଥାନାରେ ମଧ୍ୟ ସମାନ ସ୍ଥିତି…
Read More...

ବିଶ୍ୱକପରୁ ବାଦ୍ ପଡିଲେ ପାଣ୍ଡ୍ୟା । ବଦଳ ଖେଳାଳୀ ଭାବେ ଦଳରେ ସାମିଲ ହେଲେ ପ୍ରସିଦ୍ଧ କ୍ରିଷ୍ଣା ।

କନକ ବ୍ୟୁରୋ : ବିଶ୍ୱକପରୁ ବାଦ୍ ପଡିଲେ ହାର୍ଦ୍ଦିକ ପାଣ୍ଡ୍ୟା । ବାଂଲାଦେଶ ବିପକ୍ଷ ମ୍ୟାଚରେ ଆହତ ହୋଇଥିବା ପରବର୍ତ୍ତୀ ମ୍ୟାଚରେ ଚୂଡାନ୍ତ ଏକାଦଶରେ ସ୍ଥାନ ପାଇନଥିଲେ । ଗୋଇଠିରେ ଆଘାତ ଲାଗିବା ପରେ ଚିକିତ୍ସିତ ହେଉଥିଲେ ପାଣ୍ଡ୍ୟା । ତେବେ ଆହତ ସମସ୍ୟାରୁ ସୁଧାର ନ ଆସିବା କାରଣରୁ…
Read More...

ଦିଲ୍ଲୀ-ଏନସିଆର ସମେତ ଉତ୍ତର ଭାରତରେ ଭୂମିକମ୍ପ ଝଟକା । ଭୟଭୀତ ହୋଇ ଘରୁ ବାହାରି ଆସିଲେ ଲୋକେ

କନକ ବ୍ୟୁରୋ: ନେପାଳରେ ଭୂକମ୍ପର ପ୍ରଭାବ ଭାରତରେ । ଭୂକମ୍ପର ପ୍ରଭାବ ଦିଲ୍ଲୀ-ଏନସିଆର ସମେତ ଗାଜିଆବାଦ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ରାଜସ୍ଥାନ, ହରିୟାଣା, ପଞ୍ଜାବ ଏବଂ ବିହାର ରାଜଧାନୀ ପାଟନାରେ ଅନୁଭୂତ ହୋଇଥିଲା । ରାତି ୧୧ଟା ୩୨ରେ ଭାରତରେ ଭୂକମ୍ପ ଅନୁଭୂତ ହୋଇଥିଲା । ଲୋକେ ଶୋଇବାକୁ…
Read More...

କୁହୁଳୁଛି କଳକାରଙ୍କ କଳି, ଝାରସୁଗୁଡାରେ ଫିଲ୍ମ ‘ପ୍ରଥା’କୁ ବିରୋଧ । ଶିବା ହଲରେ ପ୍ରିମିୟର ଶୋ’ ଲଞ୍ଚ ପୂର୍ବରୁ କୋଶଲ…

କନକ ବ୍ୟୁରୋ: ଓଲିଉଡରେ ଜାରି ରହିଥିବା ବିବାଦ ଏବେ ଫିଲ୍ମ ଗୁଡିକ ଉପରେ ପଡୁଛି । ଝାରସୁଗୁଡାରେ ଏବେ ଓଲିଉଡ ଫିଲ୍ମକୁ ବିରୋଧ ଦେଖିବାକୁ ମିଳିଛି । ସ୍ଥାନୀୟ ଶିବା ମଲ୍ଟିପ୍ଲେକ୍ସ ରେ ଲାଗିଥିବା ପ୍ରଥା ଫିଲ୍ମର ପୋଷ୍ଟର ଚିରିଲେ କୋଶଲ ସେନା । ଶୁକ୍ରବାର ପ୍ରଥା ଫିଲ୍ମର ଝାରସୁଗୁଡା ଶିବା…
Read More...

ଛାତ୍ରଙ୍କ ମୁଣ୍ଡ ଫଟାଇଦେଲେ ଶିକ୍ଷୟିତ୍ରୀ । ସାମାନ୍ୟ ଭୁଲପାଇଁ ତୃତୀୟ ଶ୍ରେଣୀ ଛାତ୍ରଙ୍କ ଶିକ୍ଷୟିତ୍ରୀ ମାଡ ମାରିଥିବା…

କନକ ବ୍ୟୁରୋ: ତୃତୀୟ ଶ୍ରେଣୀ ଛାତ୍ରଙ୍କୁ ମାଡ ଅଭିଯୋଗ । ସ୍କୁଲ ଶିକ୍ଷୟିତ୍ରୀ ମାଡ ମାରିଥିବା ଅଭିଯାଗ ହୋଇଛି । ଆଉ ଆଜି ସହପାଠୀ ଏବଂ ଗାଁଲୋକେ ସ୍କୁଲ ଆଗରେ ଏକାଠି ହୋଇ ପ୍ରତିବାଦ କରିଛନ୍ତି । ଗଂଜାମ ଜିଲ୍ଲା ଆସିକା ଥାନା ଅନ୍ତର୍ଗତ ମୁକୁନ୍ଦପୁରରୁ ଏହି ଅଭିଯୋଗ ଆସିଛି । ସାମାନ୍ୟ ଭୁଲକୁ…
Read More...

ପଞ୍ଚାୟତିରାଜ ବିଭାଗରେ ଚାକିରି ନାଁରେ ବଡ ଧରଣର ଠକେଇ । ସୁନ୍ଦରଗଡରେ ପାଖାପାଖି ୧୫ କୋଟି ଟଙ୍କାର ଚଳୁ ଅଭିଯୋଗ

କନକ ବ୍ୟୁରୋ : ଚାକିରି ଦେବା ନାଁରେ ଠକେଇ । ସୁନ୍ଦରଗଡରେ ଲକ୍ଷାଧିକ ଟଙ୍କାର ଠକେଇ ସହ ଅନେକ ଯୁବକ ଯୁବତୀଙ୍କୁ ଆଶା ଦେଖାଇ ଲୁଟ ହୋଇଛି । ପଚାଂୟତି ରାଜବିଭାଗରେ ଚାକିରି କରାଇଦେବାକୁ କହି ଏହି ଠକେଇ ହୋଇଛି । ଯାହର ପ୍ରମାଣ ଲାଗିଛି କନକ ନ୍ୟୁଜ ହାତରେ । ବହୁ ଗୁରତ୍ୱପୂର୍ଣ୍ଣ ଦସ୍ତାବିଜ୍…
Read More...

ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଇଡିର ସାଂଘାତିକ ଅଭିଯୋଗ । ଇଡିର ଦାବି, ମହାଦେବ ଅନଲାଇନ୍ ବେଣ୍ଟି ଆପର ପ୍ରମୋଟର…

କନକ ବ୍ୟୁରୋ : ଛତିଶଗଡ଼ ବିଧାନସଭା ନିର୍ବାଚନ ପୂର୍ବରୁ ଇଡି ସ୍କାନରରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପରେ ଏବେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଇଡିର ଜାଲରେ ପଡ଼ିଛନ୍ତି । ମହାଦେବ ବେଟିଂ ଆପର ପ୍ରମୋଟରଙ୍କ ଠାରୁ ଭୂପେଶ ବଘେଲ ୫୦୮ କୋଟି…
Read More...