Browsing Category

କଂଗ୍ରେସ

ରାଫେଲ୍ ପ୍ରସଙ୍ଗରେ ନିଜ ବୟାନ ନେଇ ଦୁଃଖ ପ୍ରକାଶ କଲେ ରାହୁଲ । ଦୁଃଖ ପ୍ରକାଶ କରି କହିଲେ ପ୍ରଚାର ବେଳେ ଭାବପ୍ରବଣ ହୋଇ…

କନକ ବ୍ୟୁରୋ : ରାଫେଲ ପ୍ରସଙ୍ଗରେ ଦେଇଥିବା ବୟାନ ପାଇଁ ଦୁଃଖ ପ୍ରକାଶ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ଜବାବ ଦାଖଲ କରିଛନ୍ତି ରାହୁଲ । ନିର୍ବାଚନ ପ୍ରଚାର ବେଳେ ଉତ୍ତେଜନା ପୂର୍ବକ ସେ ଏପରି ବୟାନ ଦେଇଥିବା ସତ୍ୟପାଠରେ ଉଲ୍ଲେଖ କରିଛନ୍ତି…
Read More...

ଦିଲ୍ଲୀ ଦଖଲ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କଲା କଂଗ୍ରେସ । ଶିଲାଙ୍କୁ ଦିଲ୍ଲୀ ଉତ୍ତର-ପୂର୍ବ ସଂସଦୀୟ କ୍ଷେତ୍ରର…

କନକ ବ୍ୟୁରୋ: ଦିଲ୍ଲୀ ଦଖଲ ପାଇଁ ସିପାହୀ ବାଛିଲା କଂଗ୍ରେସ । ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିଲା ଦୀକ୍ଷିତଙ୍କୁ ଉତ୍ତର-ପୂର୍ବ ଲୋକସଭା କ୍ଷେତ୍ର ପାଇଁ ବାଛିଲା କଂଗ୍ରେସ । ଏନେଇ କଂଗ୍ରେସ ତରଫରୁ ୬ ଜଣିଆ ପ୍ରାର୍ଥୀ ତାଲିକାରେ ଶିଲାଙ୍କ ନାଁ ପ୍ରକାଶ କରିଛି କଂଗ୍ରେସ ସିଇସି କମିଟି ।…
Read More...

ଅଡୁଆରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ! ନାଗରିକତାକୁ ନେଇ ଦେଖାଗଲା ବିବାଦ, ପ୍ରାର୍ଥିତ୍ୱକୁ ନେଇ ହେଲା ଚ୍ୟାଲେଞ୍ଜ

କନକ ବ୍ୟୁରୋ : ଉତ୍ତରପ୍ରଦେଶର ଆମେଥି ଏବଂ କେରଳର ୱାୟନାଡ଼ରୁ ଲୋକସଭା ନିର୍ବାଚନ ଲଢ଼ୁଥିବା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ପ୍ରାର୍ଥିପତ୍ରକୁ ଆମେଥିରେ ସ୍ବାଧୀନ ପ୍ରାର୍ଥୀମାନେ ଚ୍ୟାଲେଂଜ କରିଛନ୍ତି। ଆଜି ନାମାଙ୍କନପତ୍ର ଦାଖଲର ପ୍ରଥମ ଦିନରେ ରାହୁଲଙ୍କ ନାଗରିକତା ଏବଂ ଶିକ୍ଷାଗତ…
Read More...

ସଙ୍କଟରେ ସିଦ୍ଧୁ ! ଧର୍ମୀୟ ରାଜନୀତିକୁ ନେଇ ଦେଇଥିଲେ ବୟାନ, ୨୪ ଘଣ୍ଟା ମଧ୍ୟରେ କାରଣ ଦର୍ଶାଇବାକୁ ନିର୍ବାଚନ…

କନକ ବ୍ୟୁରୋ : ବିବାଦୀୟ ମନ୍ତବ୍ୟ ଦେଇ ପୁଣି ଥରେ ଅଡୁଆରେ ପଡିଛନ୍ତି କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁ । ୨୪ ଘଣ୍ଟା ଭିତରେ କାରଣ ଦର୍ଶାଇବାକୁ ନୋଟିସ ଜାରି କରିଛନ୍ତି ନିର୍ବାଚନ କମିଶନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହରାଇବା ପାଇଁ ମୁସଲିମ୍ ସମୁଦାୟ ଏକ ହୋଇ କଂଗ୍ରେସକୁ ଭୋଟ୍…
Read More...

ଭାଇଙ୍କ ଆସନରେ ଭଉଣୀଙ୍କ ରଣହୁଙ୍କାର ! ୱାଇନାଡରେ ବିଜେପି ଉପରେ ବର୍ଷିଲେ ପ୍ରିୟଙ୍କା, କହିଲେ ଦେଶବାସୀଙ୍କୁ ଧୋକା…

କନକ ବ୍ୟୁରୋ : ନିର୍ବାଚନ ପୂର୍ବରୁ ପ୍ରିୟଙ୍କାଙ୍କ ରଣହୁଙ୍କାର । ମୋଦିଙ୍କ ଉପରେ ବର୍ଷିଲେ କଂଗ୍ରେସ ମହାସଚିବ । ଭାଇ ରାହୁଲଙ୍କ ଆସନରୁ ବିଜେପିକୁ କଲେ ଟାର୍ଗେଟ୍ । ନିର୍ବାଚନ ପାଇଁ କଂଗ୍ରେସ ଜୋରଦାର ପ୍ରଚାର ଚଳାଇଥିବା ବେଳେ ଆଜୀି କେରଳର ୱାଇନାଡ ଆସନରେ ଦମ ଦେଖାଇଛନ୍ତି ପ୍ରିୟଙ୍କା । ଭାଇ…
Read More...

ପୁଣି ମୋଦିଙ୍କ ଉପରେ ବୟାନ୍ ରଖିଲେ ସିଦ୍ଧୁ । କହିଲେ, ମୋଦିଙ୍କ ପ୍ରତିଶ୍ରୁତି ବାଉଁଶ ଭଳି ଫମ୍ପା, ରାହୁଲଙ୍କର ଆଖୁ ଭଳି…

କନକ ବ୍ୟୁରୋ : କଂଗ୍ରେସ ନେତା ତଥା ପୂର୍ବତନ କ୍ରିକେଟର ନବଜୋତ୍ ସିଂହ ସିଦ୍ଧୁ ପୁଲଓ୍ଵାମା ଆକ୍ରମଣ ପରଠାରୁ ହିଁ ଅଧିକ ବିବାଦରେ ରହି ଆସିଛନ୍ତି । ଲୋକେ ତାଙ୍କୁ ନେଇ ବିରୋଧ ପ୍ରଦର୍ଶନ କରୁଥିଲେ ମଧ୍ୟ ସେ ଖୁଲମଖୁଲା ଭାବରେ ନିଜର ବୟାନ ରଖିବାକୁ ପଛାଉ ନାହାନ୍ତି । ଗତ କିଛି ଦିନ ମଧ୍ୟରେ ସେ…
Read More...

ବାରାଣାସୀରେ ବଡ ସସପେନ୍ସ ! କଂଗ୍ରେସ ପ୍ରବକ୍ତାଙ୍କ ବୟାନକୁ ନେଇ ଚର୍ଚ୍ଚା, କହିଲେ ମୋଦିଙ୍କ ବିପକ୍ଷରେ ପ୍ରିୟଙ୍କା…

କନକ ବ୍ୟୁରୋ : କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ବାରାଣାସୀରୁ ନିର୍ବାଚନ ନିର୍ବାଚନ ଲଢିବା ଏକପ୍ରକାର ସ୍ଥିର ହୋଇସାରିଛି । ଏଭଳି ମନ୍ତବ୍ୟ ରଖିଛନ୍ତି କଂଗ୍ରେସ ପ୍ରବକ୍ତା ଦୀପକ ସିଂହ । ଦୀପକ ସିଂହ କହିଛନ୍ତି, ବାରାଣାସୀରୁ ନିର୍ବାଚନ ଲଢିବା ପାଇଁ ଏକପ୍ରକାର ନିଷ୍ପତ୍ତି…
Read More...

ରାହୁଲଙ୍କ ବିରୋଧରେ ମାନହାନି ମୋକଦ୍ଦମା । କଂଗ୍ରେସ ଅଧ୍ୟକ୍ଷଙ୍କ ‘ସବୁ ମୋଦି ଚୋର’ ନାରାକୁ ନେଇ ରୁଜୁ ହେଲା ମାମଲା । 

କନକ ବ୍ୟୁରୋ : କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ବିରୋଧରେ ମାନହାନି ମୋକଦ୍ଦମା । ବିହାର ଉପମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦି ରାହୁଲଙ୍କ ନାଁରେ ମାମହାନୀ ମୋକଦ୍ଦମା ରୁଜୁ କରିଛନ୍ତି । ରାହୁଲ ଗାନ୍ଧିଙ୍କ ସବୁ ମୋଦି ଚୋର ନାରାକୁ ନେଇ ଏହି ମାମଲା ରୁଜୁ ହୋଇଛି । ରାହୁଲଙ୍କ ନାଁରେ…
Read More...

ମୋଦିଙ୍କ ଉପରେ ସିଦ୍ଧୁଙ୍କ ବିବାଦୀୟ ବୟାନ୍ ! କହିଲେ, ଆସିଥିଲେ ଗଙ୍ଗା ମା’ଙ୍କ ନାଁ ନେଇ, ଯିବେ ରାଫେଲର ଦଲାଲ ହୋଇ । 

କନକ ବ୍ୟୁରୋ : ନିର୍ବାଚନକୁ ନେଇ ଜାରି ରହିଛି ନେତାଙ୍କ ବିବାଦୀୟ ବୟାନବାଜି । ନିର୍ବାଚନ କମିଶନଙ୍କ କଡା କାର୍ଯ୍ୟାନୁଷ୍ଠାନ ସତ୍ତେ୍ୱ ମଧ୍ୟ ଜୋର ଧରୁଛି ଆରୋପ ପ୍ରତ୍ୟାରୋପର ରାଜନୀତି । ଆଉ ଏହାରି ଭିତରେ କଂଗ୍ରେସ ନେତା ନବଜୋତ୍ ସିଂହ ସିଦ୍ଧୁ ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ…
Read More...

ରାହୁଲଙ୍କ ଇଂରାଜୀ ବୁଝିପାରିଲେନି ଅନୁବାଦକ । ଟ୍ୱିଟ୍ କରି ଟ୍ରୋଲ କଲେ ବିଜେପି ନେତା । କେମିତି ଥିଲା ଅନୁବାଦକଙ୍କ…

ଦକ୍ଷିଣ ଭାରତରେ ନିର୍ବାଚନୀ ପ୍ରଚାର କରୁଥିବା ନେତାମାନଙ୍କର ଅନୁବାଦକ କିଛି ଏଭଳି କାମ କରି ଯାଇଥାନ୍ତି, ଯାହା ପାଇଁ ତାଙ୍କୁ ଟ୍ରୋଲ ହେବାକୁ ପଡ଼ିଥାଏ । ମଙ୍ଗଳବାର କେରଳରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ନିର୍ବାଚନୀ ପ୍ରଚାର କରିବା ପାଇଁ ଯାଇଥିବା ବେଳେ ତାଙ୍କ ପାଇଁ ଅନୁବାଦକ ଥିଲେ…
Read More...