Browsing Category

ଜୀବନଚର୍ଯ୍ୟା

ଶୀତଦିନେ କଣ୍ଠ ବସିଯିବା ବଡ ସମସ୍ୟା । କିପରି ପାଇବେ ମୁକ୍ତି?

କନକ ବ୍ୟୁରୋ: ଆସିଲାଣି ଶୀତ ଋତୁ । ଏହି ଦିନରେ ଗଳା ବା କଣ୍ଠ ଜନିତ ସଂକ୍ରମଣ ଅଧିକାଂଶଙ୍କ କ୍ଷେତ୍ରରେ ଦେଖାଯାଏ । ଏଥିରୁ ଉପଶମ ପାଇଁ ଏଲୋପାଥିକ ଔଷଧ ଅପେକ୍ଷା ଅଧିକ ଉପଶମ ମିଳିଥାଏ । ଘରୋଇ ତଥା ଆୟୁର୍ବେଦିକ ଚିକିତ୍ସାରେ । ଆସନ୍ତୁ ଜାଣିବା କିପରି କରିବା ଏହି ସମସ୍ୟାର ଚିକିିତ୍ସା ।…
Read More...

କାହିଁକି ହୁଏ ଗଣ୍ଠିବାତ ରୋଗ ? ଗଣ୍ଠିବାତ ରୋଗର ଲକ୍ଷଣ ଓ ଚିକିତ୍ସା କଣ ?

ଗଣ୍ଠିବାତ ରୋଗ । ବର୍ତମାନର ଜୀବନରେ ଏବେ ଅଧିକାଂଶ ଲୋକ ଏହି ଗଣ୍ଠିବାତ ରୋଗର ଶିକାର ହେଉଥିବା ଦେଖିବାକୁ ମିଳୁଛି । ଲୋକମାନେ ନିଜ ନିତିଦିନିଆ କାମ ଠିକ୍ ଭାବେ କରିପାରୁନାହାଁନ୍ତି । ଆଉ ହାତ ଗୋଡରେ ପ୍ରବଳ ଯନ୍ତ୍ରଣାର ଶିକାର ହେଉଛନ୍ତି । କାହାର ହାତରେ ଯନ୍ତ୍ରଣା ହେଉଛି, ତ ଆଉ କାହାର…
Read More...

ବଢୁଛି ଅଷ୍ଟିଓପୋରୋସିସ୍ ସମସ୍ୟା । ଆଧୁନିକ ଜୀବନ ଶୈଳୀ ହେଉଛି କାଳ । ପୁରୁଷଙ୍କ ଅପେକ୍ଷା ଅଧିକ ମହିଳା ଆକ୍ରାନ୍ତ ।

କନକ ବ୍ୟୁରୋ: ଆଜିକାଲିର ଆଧୁନିକ ଜୀବନ ଶୈଳୀ ଯୋଗୁଁ ହାଡ ଜିନତ ସମସ୍ୟା ଅଧିକାଂଶଙ୍କ ଠାରେ ଦେଖିବାକୁ ମିଳୁଛି । ବୟସ ବଢିବା ସହ ଶରୀରରେ ହାଡ ଦୁର୍ବଳ ହେବାକୁ ଲାଗିଥାଏ । ଯାହାକୁ ଚିକିତ୍ସା ବିଜ୍ଞାନ ଭାଷାରେ କୁହାଯାଉଛି ଅଷ୍ଟିଓପୋରୋସିସ୍ ।ଅଧିକାଂଶଙ୍କ ଠାରେ ଧୀରେ ଧୀରେ ଅଷ୍ଟିଓପୋରୋସିସ୍…
Read More...

ଆପଣଙ୍କ ପିଲାଙ୍କର କମ ରହୁଛି କି ସ୍ମରଣ ଶକ୍ତି, ତେବେ ଖାଦ୍ୟରେ ସାମିଲ କରନ୍ତୁ ଏହି ସବୁ

କନକ ବ୍ୟୁରୋ : ଛୋଟ ପିଲାମାନଙ୍କର ଶାରିରୀକ ବିକାଶ ଠାରୁ ମାନସିକ ବିକାଶ ପର୍ଯ୍ୟନ୍ତ ଖାଦ୍ୟ ଉପରେ ନିର୍ଭର କରିଥାଏ । ବିଶେଷଜ୍ଞଙ୍କ ମତରେ ଖାଦ୍ୟ ହିଁ ଆପଣଙ୍କ ପିଲାର ମାନସିକ ଓ ଶାରିରୀକ ବିକାଶରେ ସହାୟକ ହୋଇଥାଏ । ଏଭଳି କିଛି ଖାଦ୍ୟ ରହିଛି ଯାହା ଆପଣଙ୍କ ପିଲାକୁ ଖାଇବାକୁ ଦେବା ଦ୍ୱାରା…
Read More...

ବଢୁଥିବା ଓଜନରୁ ଉପସମ ଦେବ ଏହି ୪ ମସାଲା । ଖାଦ୍ୟରେ ଏଭଳି କରନ୍ତୁ ସାମିଲ୍ , ପରିବର୍ତ୍ତନ ଜାଣିପାରିବେ 

ଆଜିର ବ୍ୟସ୍ତବହୁଳ ସମୟରେ ଅନିୟମିତ ଖାଦ୍ୟପେୟ ଏବଂ ଜୀବନଶୈଳୀରେ ସନ୍ତୁଳନ ନଥିବା କାରଣରୁ ଶରୀର ନାନାଦି ପ୍ରକାର ରୋଗକୁ ଆମନ୍ତ୍ରଣ କରିଥାଏ । ଯାହାଦ୍ୱାରା ଶରୀରରେ ଅନେକ ପ୍ରକାର ସମସ୍ୟା ଦେଖାଦିଏ । ରାତିରେ ବିଳମ୍ବରେ ଶୋଇବା , ସକାଳୁ ବିଳମ୍ବରେ ଉଠିବା , ଠିକ୍ ସମୟରେ ଖାଦ୍ୟପେୟ ଗ୍ରହଣ ନ…
Read More...

ଆପଣଙ୍କୁ ଖନେଇବା ଭଳି ସମସ୍ୟା ଦେଖାଯାଉଛି କି ? ତେବେ ଏଭଳି ଉପାୟରେ କରନ୍ତୁ ଉପାଚାର 

ଖନେଇବା ଭଳି ଅସୁବିଧା ସମସ୍ତଙ୍କର ରହିଥାଏ । ଯାହା ବାଲ୍ୟକାଳରୁ ହିଁ ଶରୀରରେ ଦେଖାଦେଇଥାଏ । ପିଲାବେଳେ ଏହାକୁ କେହି ଗମ୍ଭୀରତାର ସହ ନେଇନଥିଲେ ବି ପରିଣତ ବୟସରେ ଏହା ମୁଣ୍ଡବ୍ୟଥାର କାରଣ ପାଲଟିଯାଏ । ଅଧିକ ସମୟ ପର୍ଯ୍ୟନ୍ତ ଖନାଇବା ଭଳି ଅସୁବିଧା ରହିବା ସାମାଜିକ,ଭାବନାତ୍ମକ ଏବଂ…
Read More...

ବୁଢା ହାଡ଼ରେ ବି ଯୁବାଶକ୍ତି ଭରିଦିଏ ଚଣାଡ଼ାଲି । ପ୍ରତିଦିନ ଖାଇଲେ ଶରୀରକୁ ମିଳେ ଲାଭ 

ଡ଼ାଲି ଖାଇବା ଶରୀର ପକ୍ଷେ ବହୁତ ହିତକର ହୋଇଥାଏ । ଚଣାଡ଼ାଲିରେ ଫାଇବରରୁ ଆରମ୍ଭ କରି ପ୍ରୋଟିନ୍ , ଭିଟାମିନ୍ ଏବଂ ଖଣିଜର ଭରପୁର ମାତ୍ରା ରହିଥାଏ ଏବଂ ଏଥିରେ ଫ୍ୟାଟ୍ ମାତ୍ରା ବି କମ୍ ଥାଏ । ଚଣାଡ଼ାଲି ଶରୀରକୁ ଉପଯୁକ୍ତ ପ୍ରୋଟିନ୍ ଦେଇଥାଏ । ଏହା କୋଲେଷ୍ଟ୍ରୋଲର ସ୍ତରକୁ କମ୍ କରିବାରେ ସହାୟକ…
Read More...

ମାରାତ୍ମକ କର୍କଟ ରୋଗର ଲକ୍ଷଣ , କାରଣ , ଏହା କେତେପ୍ରକାରର ଏବଂ କେଉଁ ଉପାୟରେ ଏହା ଶରୀରକୁ ଗ୍ରାସ କରେ , ଜାଣନ୍ତୁ ।

୧. କ’ଣ ହୋଇଥାଏ ଏହି କ୍ୟାନ୍ସର ? ବିଭିନ୍ନ ପ୍ରକାର କୋଷିକାରେ ଆମ ଶରୀର ତିଆରି । ଏହି କୋଷିକା ଗୁଡିକ ଯେତେବେଳେ ଶରୀରରେ ଅନିୟନ୍ତ୍ରିତ ଭାବେ ବଢିଥାନ୍ତି ସେତେବେଳେ ଅନ୍ୟ ଅଙ୍ଗପ୍ରତ୍ୟଙ୍ଗକୁ କାମ କରିବାରେ ବାଧା ଉପୁଜିଥାଏ । ଯାହା ଫଳରେ ଉକ୍ତ ସ୍ଥାନରେ ଏହି କୋଷିକାର ଏକ ଗୁଚ୍ଛ ଗଣ୍ଠି…
Read More...

ଯୁବପିଢିଙ୍କ କ୍ଷେତ୍ରରେ ସମସ୍ୟା ପାଲଟିଛି ଥାଇରଏଡ଼୍ । ଏଭଳି ଉପାୟରେ ରଖନ୍ତୁ ଶରୀରର ଯତ୍ନ , ମିଳିପାରେ ଉପଶମ

ଥାଇରଏଡ୍ ଏକ ଧନୁ ଆକାରର ଗ୍ରନ୍ଥି ଯାହା ଥାଇରଏଡ୍ ଥିବା ରୋଗୀଙ୍କ ଗଳାରେ ବଢିଥାଏ । ବିଶେଷଜ୍ଞଙ୍କ କହିବାନୁସାର ଥାଇରଏଡ୍ ହେଉଛି ଏକ ସାଧାରଣ ରୋଗ । ଯାହାର ସମ୍ଭାବନା ଆମ ଜୀବନରେ ତିନି ପ୍ରତିଶତ ପର୍ୟ୍ୟନ୍ତ ରହିଥାଏ । ତେବେ ଆସନ୍ତୁ ଆଜି ଏଭଳି କିଛି ଟିପ୍ସ ଜାଣିବା ଯାହାଦ୍ୱାରା ଆପଣ ଏହି…
Read More...

କିଡନୀ ଖରାପ କରିପାରେ ଏସବୁ ଅଭ୍ୟାସ: ଯଥାଶୀଘ୍ର ସୁଧାରିନେବାକୁ ଚେଷ୍ଟା କରନ୍ତୁ ।

କନକ ବ୍ୟୁରୋ: ଦୈନନ୍ଦିନ ଜୀବନରେ ଆମର ଏପରି କିଛି  ଅଭ୍ୟାସ ଥାଏ ଯେଉଁଥିପାଇଁ ଆମେ ଅସୁସ୍ଥ ହୋଇପଡୁ । ତେଣୁ କିଛି ଗୁରୁତର ସମସ୍ୟା ପୂର୍ବରୁ ସେସବୁ ଅଭ୍ୟାସକୁ  ଠିକଣା କରି ବଦଳାଇବାକୁ ଚେଷ୍ଟା କରନ୍ତୁ  । ନୋଚେତ୍ ଭୋଗିପାରନ୍ତି ଭୟାନକ ବ୍ୟାଧି। ଏପରି ଏକ ସମସ୍ୟା ହେଉଛି କିଡନୀ ସଂକ୍ରମଣ ।…
Read More...