Browsing Category

କନକ ଏକ୍ସକ୍ଲୁସିଭ୍

ଭଲ ରହିବ ମୌସୁମୀର ମୁଡ୍

ପ୍ରବଳ ଖରା ଓ ରେକର୍ଡ ତାତି ଭିତରେ ଆସିଛି ଏକ ଭଲ ଖବର । ଏଥର ବଦଳିବ ମୌସୁମୀର ମୁଡ୍ । ୨ ବର୍ଷର ମରୁଡି ସ୍ଥିତିକୁ ମୁକାବିଲା କରିବ ଚଳିତ ମୌସୁମି । ପାଣିପାଗ ବିଭାଗ ପୂର୍ବାନୁମାନ କରିଛି, ଏଥର ସ୍ୱାଭାବିକଠାରୁ ଅଧିକ ହେବ ମୈ÷ସୁମୀ ବର୍ଷା । ଓଡିଶା ସମେତ ୧୦ ଟି ମରୁଜି ଜର୍ଜରିତ ରାଜ୍ୟର…
Read More...

ଏଟି ମୁଖ୍ୟ ପ୍ରଦୀପ ସେଠୀ

ଏଟି ଗ୍ର୍ରୁପ୍ ମୁଖ୍ୟ ପ୍ରଦୀପ ସେଠୀଙ୍କଠାରୁ ମନ୍ତ୍ରୀ ସଂଜୟ ଦାସବର୍ମା ଏକ ପାଜେରୋ ଗାଡି ନେଇଥିବା ଅଭିଯୋଗ ହେବା ଏବଂ ଏହି ପ୍ରସଙ୍ଗରେ ସିବିଆଇ ତାଙ୍କୁ ସମନ କରିବା ପରେ ଏବେ ଚର୍ଚ୍ଚାରେ ଅଛନ୍ତି ମନ୍ତ୍ରୀ ସଂଜୟ ଦାସବର୍ମା । ଅନ୍ୟପଟେ ଏନେଇ ବିଜେଡି ତାର ଆଭିମୁଖ୍ୟ ରଖି କହିଥିଲା- ସଂଜୟ…
Read More...

ସନା ଘରେ ଥାନା: ଅଡୁଆରେ ଥାନା ବାଲା

କେନ୍ଦୁଝର: ସନା ଘରେ ଥାନା । କନକ ନ୍ୟୁଜ୍ରେ ଏହି ରୋଚକ ଖବର ପ୍ରସାରଣ ହେବା ପରେ ପୁଲିସ୍ କମିଶନର ୱାଇ.ବି ଖୁରାନିଆ ଘଟଣାର ତଦନ୍ତ ନିର୍ଦେଶ ଦେଇଛନ୍ତି । ପୁଅ ପଙ୍କଜର ବୟାନ ରେକର୍ଡ ପାଇଁ ଭୁବନେଶ୍ୱରରୁ କେନ୍ଦୁଝର କାହିଁକି ଗଲା ପୁଲିସ୍ ସେ ନେଇ ତଦନ୍ତ ହେବ । ବାହୁବଳୀ ବିଧାୟକ ସନା…
Read More...

ଗୁପ୍ତ ଶିବିରରେ କନକ ନ୍ୟୁଜ୍

ସମ୍ବଲପୁର : ସମ୍ବଲପୁର ହନୁମାନ ଜୟନ୍ତିରେ ଏଥରର ମୁଖ୍ୟ ଆକର୍ଷଣ ପାଲଟିବ ମହିଳାଙ୍କ ଖଣ୍ଡା ଚାଳନା । କନକ ନ୍ୟୁଜ୍ କ୍ୟାମେରାରେ କଏଦ ହୋଇଛି ମହିଳାଙ୍କ ଗୁପ୍ତ ଅଭ୍ୟାସର ଚିତ୍ର । ସେପେଟେ ଗତବର୍ଷ ବିଜେପି ନେତା ଜୟନାରାୟଣ ମିଶ୍ରଙ୍କ ଖଣ୍ଡାଚାଳନା ଓ ପୁଲିସକୁ ମାଡ ଅଭିଯୋଗ ଘଟଣା ପରେ ପୁଲିସ୍…
Read More...

ଓଡ଼ିଶାରେ କଙ୍ଗାରୁ କୋର୍ଟ

ଓଡ଼ିଶାରେ କଙ୍ଗାରୁ କୋର୍ଟର ନମୂନା ଦେଖିବାକୁ ମିଳିଛି । ବୈଠକକୁ ଭାଇ ଆସିଲେନି ବୋଲି ଉଉଣୀ ଉପରେ ହେଲା ଗଣ ଦୁଷ୍ମର୍ମ । ଏଭଳି ଏକ ସଂଗୀନ ଅଭିଯୋଗ ଆସିଛି କେନ୍ଦ୍ରପଡ଼ା ଜିଲ୍ଲା ପାଟକୁରା ଅଂଚଳରୁ । ଗାଁରେ ଅଷ୍ଟପ୍ରହରୀ ଉତ୍ସବ ପାଇଁ ଆଲୋଚନା ହେଉଥିଲା । ବୈଠକରେ ଗ୍ରାମର ପ୍ରତ୍ୟେକ ପରିବାରର…
Read More...

ଗାଈ ଜଗୁଆଳ

ପୌରାଣିକ କଥାବସ୍ତୁ ଅନୁସାରେ ହାତରେ ବଇଂଶୀ, ମୁଣ୍ଡରେ ମୟୁର ଚନ୍ଦ୍ରିକା ଖୋସି ଗାଈ ଗୋଠ ଧରି ଯମୁନା ନଈ କୂଳ ଜଙ୍ଗଲକୁ ଯାଉଥିଲେ ରସ ଶିଖର ଭଗବାନ୍ ଶ୍ରୀକୃଷ୍ଣ  । ଗାଈ ଚରାଇବା ଥିଲା ତାଙ୍କର କୌଳିକ ବୃତି । ସେଥିପାଇଁ ଗାଈ ଚରାଇବା ପ୍ରସଙ୍ଗ ଉଙ୍ଖିବା ମାତ୍ରେ ଶ୍ରୀକୃଷ୍ଣଙ୍କ ଗୋପଲୀଳାର କଥା…
Read More...

ଡନ୍ ନେତାଙ୍କ ରେପ୍ ଭିଡିଓ

ଡନ୍ ନେତାଙ୍କ ରେପ୍ ଭିଡିଓ । ଏମିତି ଏକ ସଙ୍ଗୀନ୍ ଅଭିଯୋଗ ଆସିଛି ସାନଖେମୁଣ୍ଡିର ପୂର୍ବତନ ବିଧାୟକ ରମେଶ ଜେନାଙ୍କ ବିରୋଧରେ । ଗିରଫ ହେବାର ପ୍ରାୟ ୧ ମାସକ ପରେ ଜଣେ ମହିଳା ରମେଶଙ୍କ ବିରୋଧରେ ବଳାକ୍ତାରର ଅଭିଯୋଗ ଆଣିଛନ୍ତି । ଏପରିକି ସେ କହିଛନ୍ତି ବଳାକ୍ରାରର ଭିଡିଓ ସୁଂଟି କରି ରମେଶ…
Read More...

ଯୁକ୍ତ ୨ ମୂଲ୍ୟାୟନ ବର୍ଜନ ପ୍ରସଙ୍ଗ: ଆସନ୍ତାକାଲି ଠାରୁ ମୂଲ୍ୟାୟନରେ ସହଯୋଗ କରିବେ ଅଧ୍ୟାପକ

ଯୁକ୍ତ ଦୁଇ ମୂଲ୍ୟାୟନ ବର୍ଜନ ଆନେ୍ଦାଳନକୁ ସ୍ଥଗିତ ରଖିଲେ ଅଧ୍ୟାପକ । ଉଚ୍ଚଶିକ୍ଷା ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀଙ୍କ ସହ ରୁଦ୍ଧଦ୍ୱାର ବୈଠକ ପରେ ମୂଲ୍ୟାୟନରେ ସହଯୋଗ କରିବାକୁ ରାଜି ହୋଇଛନ୍ତି ୪୮୮ ଓ ୬୬୨ ବର୍ଗ ଅଧ୍ୟାପକ । ବ୍ଲକଗ୍ରାଂଟ ଉଚ୍ଛେଦ ଓ ଅନ୍ୟାନ୍ୟ ଦାବି ନେଇ ଯୁକ୍ତ ଦୁଇ…
Read More...

ତେଜିଲା ପାଜେରୋ ରାଜନୀତି, ସଂଜୟଙ୍କ ଇସ୍ତାଫା ଦାବିକଲେ ପ୍ରସାଦ

ରାଜ୍ୟ ରାଜନୀତିକୁ ସରଗରମ କରିଛି ମନ୍ତ୍ରୀ ସଂଜୟ ଦାସବର୍ମା ପାଜେରୋ ଉପହାର ନେବା ପ୍ରସଙ୍ଗ । ଅର୍ଥତତ୍ୱ ମୁଖ୍ୟ ପ୍ରଦୀପ ସେଠୀଙ୍କ ଠାରୁ ସଂଜୟ ପାଜେରୋ ନେବା ଅଭିଯୋଗରେ ସିବିଆଇର ନୋଟିସ ପରେ ରାଜନୀତି ଜୋର ଧରିଛି । ବରିଷ୍ଠ କଂଗ୍ରେସ ନେତା ଲୁଲୁ ମହାପାତ୍ର ମନ୍ତ୍ରୀଙ୍କ ପାଜେରୋ ବାବଦରେ…
Read More...

ଟପ୍ ମାଓ ନେତା କୁଡୁମୁଲ୍ଲା ଭେଙ୍କଟ୍ ରାଓ ମୃତ , ମୁଣ୍ଡ ଉପରେ ଥିଲା ୨୫ ଲକ୍ଷ ପୁରସ୍କାର

ଟପ୍ ମାଓ ନେତା କୁଡୁମୁଲ୍ଲା ଭେଂକଟ୍ ରାଓ ମୃତ । ଚିକିତ୍ସାଧିନ ଅବସ୍ଥାରେ  କୁଡୁମୁଲ୍ଲା ଓରଫ ରବିର ମୃତ୍ୟୁ ହୋଇଛି ।  ସେ ୨୦୦୯ ଚିତ୍ରକୋଣ୍ଡା ମାଓ ଆକ୍ରମଣ ଘଟଣାରେ ସାମିଲ ଥିଲା । ଏହାସହ ତା ବିରୋଧରେ ଅନେକ ଅପରାଧିକ ମାମଲା ରହିଛି । ଆନ୍ଧ୍ର ଓଡିଶା ସ୍ପେଶାଲ ଜୋନାଲ କମିଟିର କୁଡୁମୁଲ୍ଲା…
Read More...