ଓଡିଶାରେ ଗୀତା ମେହେଟ୍ଟା । ନିକଟରେ ନବୀନ ନିବାସରେ ସପ୍ତାହେରୁ ଅଧିକ ସମୟ ଧରି ରହିବା ପରେ ଦିଲ୍ଲୀ ଫେରିଯାଇଛନ୍ତି ନବୀନଙ୍କ ବଡ ଭଉଣୀ । ଏହି ସମୟରେ ଗୀତା ମେହେଟ୍ଟାଙ୍କୁ ଭେଟିଛନ୍ତି ବିଜେଡିର ଏକାଧିକ ବରିଷ୍ଠ ନେତା । ଆହୁରି ମଧ୍ୟ ସୂଚନା ମିଳିଛି ଗୀତାଙ୍କ ରହଣିକାଳରେ ମୁଖ୍ୟମନ୍ତ୍ରୀଙ୍କ ସବୁଠାରୁ ବିଶ୍ୱସ୍ତ ତଥା ଓଡିଶା ପ୍ରଶାସନର ସବୁଠାରୁ ପ୍ରଭାବଶାଳୀ ଅଫିସର ପ୍ରତ୍ୟେକଦିନ ଗୀତାଙ୍କୁ ଭେଟି ଓଡିଶାର ରାଜନୈତିକ ମାହୋଲ ସଂପର୍କରେ ଆଲୋଚନା ମଧ୍ୟ କରୁଥିଲେ । ବିଜେଡି ରାଜନୀତିରେ ଏବେ ଏହାକୁ ନେଇ ଚର୍ଚା ଜୋର ଧରିଛି । ଅଧିକ ତଥ୍ୟ ପାଇଁ ଦେଖନ୍ତୁ ଏହି ଭିଡିଓ କୁ:-
ନବୀନ ନିବାସରେ "ଗୀତା " ଦରବାର
/kanak/media/post_attachments/wp-content/uploads/2016/04/a-a-i-e-p-f-q-8220-m-z-8221-ea-e.jpg)