Browsing Category

କନକ ଏକ୍ସକ୍ଲୁସିଭ୍

ବିଜେଡିର ଚାଉଳ ମାର୍ଚ୍ଚ

ଲଗାତାର ୪ର୍ଥ ଦିନରେ ମଧ୍ୟ ବିଧାନସଭାରେ ଚିଟଫଣ୍ଡ ତାତି ଦେଖିବାକୁ ମିଳିଥିଲା । ଏହି ତାତିରେ ବିଧାନସଭା ଗୋଟେ ପ୍ରକାର ଅଚଳ ହୋଇପଡିଛି  । ଜଷ୍ଟିସ ଏମ୍ ଏମ୍ ଦାସ ଓ ପଜେରୋ ପ୍ରସଙ୍ଗରେ ଲଗାତାର ଭାବରେ ସରକାରଙ୍କୁ ଟାର୍ଗେଟ କରିଛି ବିରୋଧୀ । ତେବେ ବିରୋଧୀଙ୍କୁ ମାତ୍ ଦେବା ପାଇଁ ଏକ ନୂଆ…
Read More...

ଜଳ ପାଲଟିଲା ଜହର : ନରେନ୍ଦ୍ର ପୁଷ୍କରୀଣିରେ ଭାସୁଛନ୍ତି ଶହ ଶହ ମଲାମାଛ

ପୁରୀ ବ୍ୟୁରୋ , କନକ ନ୍ୟୁଜ୍ : ନରେନ୍ଦ୍ର ପୁଷ୍କରିଣୀ । କୋଟି କୋଟି ଶ୍ରଦ୍ଧାଳୁଙ୍କ ପବିତ୍ର ପୋଖରୀ । ଯେଉଁଠି ଶ୍ରୀଜିଉ ଚାପ ଖେଳ କରନ୍ତି, ହଜାର ହଜାର ଭକ୍ତ ଶ୍ରଦ୍ଧାରେ ବୁଡ଼ ପକାନ୍ତି । ହେଲେ ଏହି ପବିତ୍ର ପୁଷ୍କରିଣୀ ଏବେ ପ୍ରଦୂଷିତ । ଭାସୁଛନ୍ତି ଶହ ଶହ ମଲାମାଛ । ଯୁଆଡେ ଚାହିଁଲେ ଖାଲି…
Read More...

ସ୍ୱାସ୍ଥ୍ୟ ବାହାନାରେ ସାକ୍ଷାତ : କ୍ୟାପିଟାଲ ହସ୍ପିଟାଲ ପାଲଟିଛି ଚିଟଫଣ୍ଡ ଖଳନାୟକଙ୍କ ଆଡ୍ଡା

ଭୁବନେଶ୍ୱର ବ୍ୟୁରୋ,କନକ ନ୍ୟୁଜ୍ : ଚିଟଫଣ୍ଡ ଅଭିଯୁକ୍ତଙ୍କ ଦେହ ଖରାପ । ଆଂଠୁ, ଗଂଠି ସମସ୍ୟାରେ ଏକାଧିକ ପୀଡିତ । ଏ ଭିତରେ ଅଛନ୍ତି ଏଟି ଗ୍ରୁପ୍ ମୁଖ୍ୟ ପ୍ରଦୀପ ସେଠୀ, ଭିନିତ ଲଲାନୀ ଏବଂ ମନୋଜ ଦାସ୍ । ଏଥିପାଇଁ କ୍ୟାପିଟାଲ୍ ହସପିଟାଲରେ ଫିଜିଓଥେରାପି କରାନ୍ତି ସମସ୍ତେ । ତେବେ ସତରେ କଣ…
Read More...

ବିରୋଧୀଙ୍କ ଚିଟଫଣ୍ଡ ଚକ୍ରବ୍ୟୁହ

ଚିଟଫଣ୍ଡକୁ ନେଇ ସରକାର ଓ ବିରୋଧୀଙ୍କ ମଧ୍ୟରେ ହଙ୍ଗାମା । ଚିଟଫଣ୍ଡକୁ ନେଇ ବର୍ତମାନ ଦୁଇଟି ପ୍ରସଙ୍ଗ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ  । ଗୋଟିଏ ହେଉଛି ବିବାଦୀୟ ବୟାନ ଦେଇଥିବା ଜଷ୍ଟିସ୍ ଏମ୍ ଏମ୍ ଦାସଙ୍କ ବହିଷ୍କାର ଓ ଅନ୍ୟଟି ପାଜେରୋ ପ୍ରସଙ୍ଗ । ଆଉ ଏହି ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କୁ…
Read More...

କଟକରୁ ୧୪ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କଲା ସିଡବ୍ଲୁସି : ପୁଲିସର ତନାଘନା ଜାରି

କଟକ ବ୍ୟୁରୋ, କନକ ନ୍ୟୁଜ୍ : କଟକରୁ ୧୪ ଜଣ ନାବାଳକ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରିଛି ଚାଇଲ୍ଡ ୱେଲଫେୟାର କମିଟି । । କଟକ ନୂଆପଡା ଅଂଚଳରେ ଥିବା ଏକ ମିକ୍ସଚର ଫ୍ୟାକ୍ଟ୍ରିରେ କାମ କରୁଥିବା ସମୟରେ ଏହି ନାବାଳକମାନଙ୍କୁ ଉଦ୍ଧାର କରାଯାଇଛି । ଏମାନଙ୍କ ଦେହରେ ଚେଙ୍କ ଚିହ୍ନ ରହିଛି ।…
Read More...

ଫେରିବକି ଚିଟଫଣ୍ଡ ଟଙ୍କା

ଚିଟଫଣ୍ଡ୍ କ୍ଷତିଗ୍ରସ୍ତ ଲୋକଙ୍କ ମଧ୍ୟରେ ଏବେ ଆଶଙ୍କା ସୃଷ୍ଟି ହୋଇଛି କି ସେମାନେ ତାଙ୍କ ଟଙ୍କା ଆଉ ଫେରି ପାଇବେ ନାହିଁ  । କାରଣ ଚିଟଫଣ୍ଡ ଟଙ୍କା ଫେରିବା ପାଇଁ ସରକାର ଯେଉଁ ବ୍ୟବସ୍ଥା କରିଛନ୍ତି , ଯେଉଁ ତଦନ୍ତ କମିଶନ ଗଢା ଯାଇଛି ସେଥିରେ ଖିଲାପ ହୋଇପାରେ । କାରଣ ଚିଟଫଣ୍ଡ୍ ପାଇଁ ଜଣେ…
Read More...

କାପୁରୁଷ ଲାଲ୍ ସର୍ଦ୍ଦାର !

କଳାହାଣ୍ଡି : ସତ ହେଲା ହାର୍ଡକୋର ମହିଳା ମାଓବାଦୀ ଲଷ୍ମୀର କଥା । କିଛି ଦିନ ପୂର୍ବରୁ  ପୁଲିସ୍ ନିକଟରେ ଆତ୍ମସମର୍ପଣ କରିଥିବା ଲଷ୍ମୀ କହିଥିଲା, ମାଓ ଶିବିରର ଭିତିରି କଥା ।ପୁଲିସ୍ ସହ ଗୁଳି ବିନିମୟ ବେଳେ ମହିଳା ମାଓବାଦୀଙ୍କୁ ଢାଲ କରିଥାନ୍ତି ପୁରୁଷ ନକ୍ସଲ । ଯାହାର ସ୍ପଷ୍ଟ ପ୍ରମାଣ…
Read More...

ଦାୟିତ୍ୱ ଗ୍ରହଣ କଲେ ସ୍କିଲ ଡେଭଲପମେଂଟþ ଅଥରିଟିର ମୁଖ୍ୟ ସୁବ୍ରତ ବାଗଚି

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ରାଜ୍ୟର ସ୍କିଲ ଡେଭଲପମେଂଟþ   ଅଥରିଟିର ମୁଖ୍ୟ ଭାବେ ଦାୟିତ୍ୱ ନେଇଛନ୍ତି ସୁବ୍ରତ ବାଗଚି । ସେ ଗତକାଲି ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିଥିଲେ । ପୂର୍ବରୁ ମୁଖ୍ୟମନ୍ତ୍ରୀ ରାଜ୍ୟରେ ଦକ୍ଷତା ବୃଦ୍ଧି କରିବା ଦୃଷ୍ଟିରୁ ଗଢା ହୋଇଥିବା ଅଥରିଟିରି…
Read More...

ଦାବି ପୂରଣ ନେଇ ଜିଦþରେ ବୁର୍ଲା ଜୁନିଅର ଡାକ୍ତର, ନିର୍ଦେଶକଙ୍କ ଅଫିସ ଘେରାଉ

 ସମ୍ବଲପୁର ବ୍ୟୁରୋ , କନକ ନ୍ୟୁଜ୍ :     ଦାବି ପୂରଣ ନେଇ ଜିଦþରେ ବୁର୍ଲା ଜୁନିଅର ଡାକ୍ତର । ମେଡିକାଲ କତୃପକ୍ଷଙ୍କ ସହ ଜୁନିଅର ଡାକ୍ତର ସଂଘର ଆଲୋଚନା ବିଫଳ ହୋଇଛି । ଡାକ୍ତରଙ୍କ ପକ୍ଷରୁ ଆନଦୋଳନ କୁ ଜେରାଦାର କରାଯାଇଛି । ନିର୍ଦେଶକଙ୍କ ଅଫିସ ଘେରାଉ କରାଯାଇଛି । ୯ ଦଫା ଦାବି ନେଇ…
Read More...

ପାଣି ପାଇଁ ମାରପିଟ୍

ଅସ୍ତରଙ୍ଗ : ପାଣି ପାଇଁ ସଂଘର୍ଷ । ଅସ୍ତରଙ୍ଗ ବ୍ଲକରେ ବାଲଟିଏ ପାଣି ପାଇଁ ଚାଲିଛି ମାରପିଟ୍ । ପରସ୍ପର ଉପରକୁ ଗାଳିଗୁଲଜ କରି ମାଡିଯାଉଛନ୍ତି ଉତ୍ୟକ୍ତ ଲୋକେ । ଲୋକଙ୍କ ଜଳକଷ୍ଟ ଦୂର ପାଇଁ ସରକାରଙ୍କ ପକ୍ଷରୁ ଟ୍ୟାକଂର ଯୋଗେ ପାଣି ଯୋଗାଇଦିଆଯାଉଛି । ଯେଉଁ ପାଣି ବଂଟନକୁ କେନ୍ଦ୍ର କରି…
Read More...