Browsing Category

କନକ ଏକ୍ସକ୍ଲୁସିଭ୍

ନବୀନଙ୍କ ଅନୁପସ୍ଥିତିରେ ବିଧାନସଭା ମୁଖ୍ୟମନ୍ତ୍ରୀଙ୍କ ପ୍ରକୋଷ୍ଠରେ ଅଗ୍ନିକାଣ୍ଡ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ହାଇ ସିକୁ୍ୟରିଟି ଜୋନରେ ନିଆଁର ଆତଙ୍କ । ବିଧାନସଭାରେ ଥିବା ମୁଖ୍ୟମନ୍ତ୍ରୀଙ୍କ ଚାମ୍ବରରେ ଅଗ୍ନିକାଣ୍ଡ ଆଜି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ମୁଖ୍ୟମନ୍ତ୍ରୀଙ୍କ ଅନୁପସ୍ଥିତିରେ କେମିତି ଲାଗିଲା ନିଆଁ, ତାକୁ ନେଇ ଆରମ୍ଭ ହୋଇଛି ତନାଘନା । ସର୍ଟସର୍କିଟ…
Read More...

ଡାଲମା ରେଷ୍ଟୁରାଂଟ୍ ର ପ୍ରତିଷ୍ଠାତା : ଦେବାଶିଷ ପଟ୍ଟନାୟକ

ଓଡିଆ ଘରେ ଖାଦ୍ୟର ପସରା ସବୁବେଳେ ନିଆରା ,ଏବଂ ବିଭିନ୍ନ ପ୍ରକାର ବ୍ୟଂଜନ ଆମ ଓଡିଆ ଘରେ ତିଆରି ହୁଏ । ସଂପୂର୍ଣ ଓଡିଆ ରୁଚିପୂର୍ଣ ଖାଦ୍ୟ କୁ ଓଡିଶା ସାରା ପ୍ରଚାର ଓ ପ୍ରସାର କରିବା ସହିତ ଭାରତ ସାରା ମଧ୍ୟ ଲୋକପ୍ରିୟ କରାଇଛନ୍ତି ଆଜିର ଆମର ଅତିଥି । ଆପଣ ମାନେ ଜାଣି ପାରୁଥିବେ ଆମେ କାହା…
Read More...

ପାଣି ବନାମ ପାଜେରୋ, ନୀତି ଓ ନୈତିକତା

ଚିଟଫଣ୍ଡ ପ୍ରସଙ୍ଗ ବର୍ତମାନ ରାଜ୍ୟ ରାଜନୀତି କୁ ସରଗରମ କରିଛି । ଏବଂ ଏବେ ଆଉ ଗୋଟିଏ ସମସ୍ୟା ରାଜ୍ୟରେ ଦେଖାଯାଇଛି ରାଜ୍ୟବାସୀ ସାମ୍ନା କରୁଥିବା ଭୟଙ୍କର ପାଣି ସମସ୍ୟା । ଏହାରିଭିତରେ ଆଜି କଂଗ୍ରେସ ରାଜ୍ୟ ସରକାର ଏବଂ ବିରୋଧୀଦଳ ବିଜେଡି କୁ ଟାର୍ଗେଟ୍ କରିଛି ମନ୍ତ୍ରୀ ସଂଜୟ ଦାସବର୍ମାଙ୍କ…
Read More...

ରେଜଲଟରେ ରେକର୍ଡ : ପାଶ ହାର ୮୫.୨୦ ପ୍ରତିଶତ

କଟକ ବ୍ୟୁରୋ,କନକ ନ୍ୟୁଜ୍ : ପରୀକ୍ଷାର୍ଥୀ ଥିଲେ ରେକର୍ଡ ସଂଖ୍ୟକ, ରେଜଲ୍ଟ ବି ଭାଙ୍ଗିଲା ରେକର୍ଡ । ମାଟ୍ରିକ ପରୀକ୍ଷାରେ ଏଥର ରାଜ୍ୟରୁ ପାଶ୍ କରିଛନ୍ତି ୮୫.୨୦ ପ୍ରତିଶତ ପିଲା । ଚଳିତ ବର୍ଷ ୬୦ ପ୍ରତିଶତରୁ ଅଧିକ ମାର୍କ ରଖିଥିବା ପିଲାଙ୍କ ସଂଖ୍ୟା ବି ଖୁବ୍ ଢେର୍ । ଏବର୍ଷ ପୁଅଙ୍କ ଠାରୁ…
Read More...

କଂଗ୍ରେସର ଇସ୍ତଫା ଡ୍ରାମା

ଭୁବନେଶ୍ୱର : ସିବିଆଇ ଜେରା ପରେ ଯୁବ କଂଗ୍ରେସ ସଭାପତିଙ୍କ ଇସ୍ତଫାକୁ ନେଇ ରାଜନୈତିକ ଡ୍ରାମା । ଯୁବ କଂଗ୍ରେସ ସଭାପତି ରଜତ ଚୌଧୁରୀ ସଂଧ୍ୟାରେ କନକନ୍ୟୁଜକୁ ଫୋନଯୋଗେ କହିଛନ୍ତି ସେ ଇସ୍ତଫା ଦେଇନାହାନ୍ତି । ଏପରିକି ଦଳର କୌଣସି ବରିଷ୍ଠ ନେତାଙ୍କ ଆଲୋଚନା କରିନାହିଁ । ମୋ ମନ କଥା କେମିତି…
Read More...

ବିପଦର ବିଶ୍ୱାସ

କାକଟପୁର : ପୁଣିଥରେ ବିଶ୍ୱାସ ଓ ପରମ୍ପରା ନାଁରେ ଜୀବନ ସହ ଖେଳ । ହଜାର ହଜାର ଲୋକଙ୍କ ମଧ୍ୟରେ ଡହ ଡହ ନିଆଁରେ ଚାଲିଛନ୍ତି ଦଣ୍ଡୁଆ । କାକଟପୁର ମା ମଙ୍ଗଳାଙ୍କ ଝାମୁଯାତ୍ରା ସମାପନର ଅନ୍ତିମ ଦିନରେ ଦଣ୍ଡୁଆମାନେ ବେଖୋପ୍  ଜଳନ୍ତା ନିଆଁରେ ଧାଡି ବାନ୍ଧି ଚାଲିଥିଲେ । ନିଜ ଶରୀରକୁ କଷ୍ଟଦେଇ…
Read More...

ସୂର୍ଯ୍ୟଙ୍କ କୋପ ଆଗରେ ମୁଣ୍ଡ ନୂଆଁଇଲା ବୈତରଣୀ

କେନ୍ଦୁଝର: ଶୁଖିଲା ଚିରସ୍ରୋତା ବୈତରଣୀ । ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହରେ ଶୁଖିଯାଇଛି ନଦୀର ସ୍ରୋତ । ଶୁଖିଲା ପଡିଛି ନଦୀ ଗର୍ଭ । ଏଭଳି ଦୃଶ୍ୟ ପୁରୁଷ ପୁରୁଷ ଧରି ଦେଖିବାକୁ ମିଳିନଥିଲା । ନିତ୍ୟ ବ୍ୟବହାର୍ଯ୍ୟ ଠାରୁ ଆରମ୍ଭ କରି, ଚାଷ କାମରେ ବ୍ୟବହାର ପର୍ଯ୍ୟନ୍ତ ସବୁଥିରେ ସାହାରା ସାଜିଥାଏ…
Read More...

ଯୁବକଂଗ୍ରେସ ସଭାପତି ରଜତ ଚୈାଧୁରୀଙ୍କ ଇସ୍ତଫା

ଯୁବ କଂଗ୍ରେସ ସଭାପତି ରଜତ ଚୈାଧୁରୀ ନିଜ ନୈତିକତା ଦୃଷ୍ଟିରୁ ଇସ୍ତଫା ଦେଇଛନ୍ତି । ଚିଟଫଣ୍ଡ ମାମଲାରେ ଦୁଇଦୁଇ ଥର ସିବିଆଇ ସ୍କାନର କୁ ଆସିଥିବା ଏହି ଯୁବ କଂଗ୍ରେସ ସଭାପତି ଆଜି ଦଳର ବରିଷ୍ଠ ନେତା ଲୁଲୁ ମହାପାତ୍ରଙ୍କୁ ତାଙ୍କର ଇସ୍ତଫା ପ୍ରଦାନ କରିଛନ୍ତି । ଦେଢବର୍ଷ ତଳେ ଭୋଟ୍ ମାଧ୍ୟମରେ…
Read More...

ରାଜରାସ୍ତାରେ ପାଜେରୋ ପଲିଟିକ୍ସ : ବିକ୍ଷୋଭ ବେଳେ ପୁଲିସ ସହ କଂଗ୍ରେସର ଧସ୍ତାଧସ୍ତି

ଭୁବନେଶ୍ୱର : ସଂଜୟ ଦାସବର୍ମାଙ୍କ ଇସ୍ତଫା ଦାବିରେ କଂଗ୍ରେସର ରଣହୁଙ୍କାର । ଏନେଇ ପୁଲିସ ସହ କଂଗ୍ରେସ କର୍ମୀ ମୁହାଁମୁହିଁ ହୋଇଛନ୍ତି । କର୍ମୀଙ୍କୁ ଅଟକାଇବାକୁ ଯାଇ ପୁଲିସ ନାକେଦମ୍ ହୋଇଛି  । ଚିଟଫଣ୍ଡ ସଂସ୍ଥା ଏଟି ଗ୍ରୁପ୍ ଠାରୁ ମନ୍ତ୍ରୀ ସଂଜୟ ଦାସବର୍ମା ପାଜେରୋ ନେଇଥିବା ଅଭିଯୋଗ…
Read More...

କୋହିନୁର ରାଜନୀତି

କୋହିନୁର ହୀରା କାହାର । ବିବାଦରେ ରହିଛି ଅରବ ମୂଲ୍ୟର ଏହି ହିରାର କାହାଣୀ । ଏବେ ଏହି ଦୂର୍ମୁଲ୍ୟ ହିରାକୁ ନେଇ ସାମ୍ନାକୁ ଆସିଛି ନୂଆ ତଥ୍ୟ । ପିସିସି ସଭାପତି ପ୍ରସାଦ ହରିଚନ୍ଦନ କହିଛନ୍ତି, ୧୮୩୯ରେ ତକ୍ତାଳିନ କୋହିନୁରର ମାଲିକ ନିଜ ଶେଷ ଇଚ୍ଛା ପତ୍ରରେ ହୀରାକୁ ପୁରୀ ଜଗନ୍ନାଥ…
Read More...