Browsing Category

ମନୋରଞ୍ଜନ

ବିରଂଚିଙ୍କ ଭୂମିକାରେ ବାଜପେୟୀ : ରିଲିଜ ଅପେକ୍ଷାରେ ‘ବୁଦ୍ଧିଆ ସିଂ – ବର୍ଣ୍ଣ ଟୁ ରନ୍’

ଆସନ୍ତା ଅଗଷ୍ଟ ୫ ତାରିଖରେ ମୁକ୍ତିଲାଭ କରିବାକୁ ଯାଉଛି ସିନେମା ‘ବୁଦ୍ଧିଆ ସିଂ - ବର୍ଣ୍ଣ ଟୁ ରନ୍’ । ଫିଲ୍ମରେ ରହିଛି ଓଡିଶାର ବିସ୍ମୟ ବାଳକ ବୁଦ୍ଧିଆ ସିଂର ଜୀବନ କାହାଣୀ । ତେବେ ଫିଲ୍ମ ରିଲିଜ ପୁର୍ବରୁ ଭାଇରାଲ୍ ହୋଇଛି ଏକ ଫଟୋ । ଯେଉଁଥିରେ ଭର୍ସାଟାଇଲ୍ ଆକ୍ଟର ମନୋଜ ବାଜପେୟୀଙ୍କୁ…
Read More...

ଆସନ୍ତା କାଲି ସିଲଭର୍ ସ୍କ୍ରିନରେ ଦର୍ଶକ ଦେଖିବେ ସୁଲତାନର ଆକ୍ସନ୍

ଆସନ୍ତା କାଲି ପରଦାକୁ ଆସୁଛି ବହୁ ପ୍ରତିକ୍ଷିତ ଫିଲ୍ମ ସୁଲତାନ । ଭରପୁର୍ ଆକ୍ସନ୍ ସାଙ୍ଗକୁ କମେଡିର ତଡକା ପାଇବେ ଦର୍ଶକ ଏହି ଫିଲ୍ମରେ । ମୁଖ୍ୟ ଭୁମିକାରେ ସଲ୍ମାନ ଖାନ୍, ଅନୁଷ୍କା ଶର୍ମା ଓ ରଣଦୀପ୍ ହୁଡ୍ଡା ଅଭିନୟ କରିଥିବାବେଳେ ଏହି ଫିଲ୍ମର ନିର୍ଦେଶନା ଦେଇଛନ୍ତି ଅଲ୍ଲୀ ଆବାସ୍ । ଜଣେ…
Read More...

ଓଡିଆ ଝିଅ ଲିପିକାଙ୍କ କମାଲ : ଡାହାଣୀକୁ ନେଇ ପ୍ରାମାଣିକ ଚଳଚ୍ଚିତ୍ର ନିର୍ମାଣ କଲେ ଲିପିକା ସିଂହ ଦରାଇ

ଅନ୍ଧବିଶ୍ୱାସ ଏବେ ବି ଅନେକଙ୍କ ମନରେ ବସା ବାନ୍ଧିଥିବାବେଳେ ଡାହାଣୀକୁ ନେଇ ପ୍ରାମାଣିକ ଚଳଚ୍ଚିତ୍ର ନିର୍ମାଣ କରିଛନ୍ତି ଓଡିଆ ଝିଅ ଲିପିକା ସିଂହ ଦରାଇ । ଦିଲ୍ଲୀର ପବ୍ଲିକ ସର୍ଭିସ୍ ବ୍ରଡକାଷ୍ଟିଙ୍ଗ ଟ୍ରଷ୍ଟ୍ ଦ୍ୱାରା ନିର୍ମିତ ଏହି ଚଳଚ୍ଚିତ୍ରର ନାଁ ରହିଛି ""ସମ୍ ଷ୍ଟୋରିଜ୍ ଆରାଉଣ୍ଡ…
Read More...

ରଥଯାତ୍ରାରେ ରୂପେଲି ପରଦାକୁ ଆସୁଛି ଫିଲ୍ମ ‘ଦେଲେ ଧରା କଥା ସରେ’

ରଥଯାତ୍ରାରେ ରୂପେଲି ପରଦାକୁ ଆସୁଛି ଫିଲ୍ମ ‘ଦେଲେ ଧରା କଥା ସରେ’ । ଫିଲ୍ମର ମୁଖ୍ୟ ଭୂମିକାରେ ନଜର ଆସୁଛନ୍ତି ନବାଗତ ଜ୍ୟୋତି ଓ ମାଳବିକା ବାନାର୍ଜୀ । ତେବେ ରିଲିଜ ପୂର୍ବରୁ ହିିଁ ମୁଭିର ଟ୍ରେଲର୍ ସୋସିଆଲ ମିଡିଆରେ ପପୁଲାର ହୋଇ ସାରିଛି । ଏହା ସହ ଏହି ଦୁଇ ଯୋଡିଙ୍କ ଅନ୍ ସ୍କ୍ରିନ୍…
Read More...

ଘରକୁ ଆସୁଛି ନୂଆ ଅତିଥି : ସୈଫଙ୍କ ଘୋଷଣା ମାଆ ହେବେ କରୀନା

ନିଜର ଫ୍ୟାନ୍ ମାନଙ୍କୁ ଏକ ଚମକିଲା ଭଳି ଖବର ଦେଇଛନ୍ତି ସୈଫ୍ ଅଲୀ ଖାନ । ଖୁବ୍ ଶୀଘ୍ର କରୀନା ମାଆ ହେବାକୁ ଯାଉଛନ୍ତି । ବଲିଉଡର ଏହି ଷ୍ଟାର ଯୋଡି ସୈଫ ଅଲୀ ଖାନ ଓ କରୀନା କପୁର ଏହି ବର୍ଷର ଶେଷ ଆଡକୁ ନିଜ ପ୍ରଥମ ଶିଶୁର ମାତାପିତା ହେବେ । ସୈଫ ମୁମ୍ବାଇରେ ଏକ ସାକ୍ଷାତକାରରେ କହିଛନ୍ତି…
Read More...

ଜୁଲାଇ ୪ରେ ବିଶ୍ୱ ଦେଖିବ ବିଶ୍ୱ ଦେବତାଙ୍କୁ

ଏବେ ବିଶ୍ୱ ଦେଖି ପାରିବ ବିଶ୍ୱ ଦେବତା, ଜଗତର ନାଥ ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ । କାରଣ ମହାପ୍ରଭୁଙ୍କ ପବିତ୍ର ରଥଯାତ୍ରାକୁ ନେଇ ତିଆରି ହୋଇଛି ଡକ୍ୟୁମେଂଟାରୀ ଫିଲ୍ମ – ‘ଦ ଲିଜେଣ୍ଡ ଅଫ ଜଗନ୍ନାଥ’ । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ଫିଲ୍ମଟି ଆସନ୍ତା ଜୁଲାଇ ୪ରେ…
Read More...

ରିଲିଜ ହେଲା ଝିଅଟି ବିଗିଡି ଗଲା ଫିଲ୍ମର ଅଡିଓ

ମୁନ ଟିଭି ବ୍ୟାନରର ୨ୟ ଅବଦାନ ଝିଅଟି ବିଗିଡି ଗଲା ଫିଲ୍ମର ଅଡିଓ ରିଲିଜ ହୋଇଛି । ହୋଟେଲ ସୁର୍ୟାନ୍ସରେ ଅନୁଷ୍ଠିତ ହୋଇଯାଇଛି ଶୁଭ ମହୁରତ । ଶୁଭ ମହୁରତରେ କାହାଣୀ ଓ ପ୍ରଯୋଜନା ଦେଇଥିବା ସଚିକାନ୍ତ ଜେନାଙ୍କ ସମେତ ସମସ୍ତ କଳାକାର ଉପସ୍ଥିତ ଥିଲେ । ଝିଅଟି ବିଗିଡି ଗଲାର ସମସ୍ତ ସଂଗୀତକୁ…
Read More...

ମନେପଡନ୍ତି ପଂଚମ ଦା

ପ୍ରସିଦ୍ଧ ସଂଗୀତଜ୍ଞ ଆର୍ ,ଡି .ବର୍ମନ ଓରଫ ପଂଚମ ଦା । ସଂଗୀତ ଜଗତର ଜଣେ ଅମ୍ଲାନ ବ୍ୟକ୍ତିତ୍ୱ । ଆଜି ସେ ନାହାଁତି ସତ ହେଲେ ତାଙ୍କର ସୁରମୟ ସଂଗୀତର ବିରାସତ ଆଜି ବି ଜୀବନ୍ତ । ଲକ୍ଷ ଲକ୍ଷ ସଂଗୀତ ପ୍ରେମୀ ଆଜି ବି ଝୁମନ୍ତି ପଂଚମ ଦା’ଙ୍କ ସଂଗୀତର ସୁରରେ । ୨୭ ଜୁନ୍ ୧୯୩୯ ମସିହାରେ…
Read More...

“ପ୍ରେମରେ ପ୍ରେମରେ’ ପରେ ପୁଣି ଏକାଠି ନଜର ଆସିବେ ହ୍ୟାଣ୍ଡସମ ହଙ୍କ୍ ଅରିନ୍ଦମ ଓ ଚୁଲବୁଲି ଶୀତଲ

ପ୍ରେମରେ ପ୍ରେମରେ ପରେ ପୁଣି ଏକାଠି ନଜର ଆସୁଛନ୍ତି ହ୍ୟାଣ୍ଡସମ ହଙ୍କ୍ ଅରିନ୍ଦମ ଓ ଚୁଲବୁଲି ଶୀତଲ । ସାର୍ଥକ ପ୍ରଡକସନ୍ସର ଆଗାମୀ ମୁଭି ତୋର ଦିନେ କୁ ମୋର ଦିନେ ରେ ଏକାଠି ଅଭିନୟ କରୁଛନ୍ତି ଏହି ଯୋଡି । ଏହା ସହ ମୁଭିରେ ଓଲିଉଡର ଅନ୍ୟତମ ପପୁଲାର ଯୋଡି ଅମ୍ଲାନ ଓ ରୀୟାଙ୍କୁ ମଧ୍ୟ…
Read More...

ରିୟଲିଟି ସୋ’ ରେ ପୁଣି ଜଣେ ଓଡିଆ ଝିଅଙ୍କ କମାଲ୍

କନକ ବ୍ୟୁରୋ : ଜାତୀୟ ସ୍ତରର ରିଆଲିଟି ସୋ’ ରେ ପୁଣି ଜଣେ ଓଡିଆ ଝିଅଙ୍କ କମାଲ । ଆଣ୍ଡ ଟିଭିରେ ପ୍ରଦର୍ଶିତ ହେଉଥିବା ଡାନ୍ସ ରିଆଲିଟି ସୋ ‘ସୋ ୟୁ ଥିଙ୍କ ୟୁ କେନ ଡ୍ୟାନ୍ସ’ର ଟପ୍ ଟେନରେ ପହଂଚିଛନ୍ତି ରାଉରକେଲାର ଝିଅ ରୋଜା ରାଣା । ସାରା ଦେଶର ୨୦୦ ଜଣ ପ୍ରତିଭାଧାରୀ ନୃତ୍ୟଶିଳ୍ପୀଙ୍କୁ…
Read More...