ବିରଂଚିଙ୍କ ଭୂମିକାରେ ବାଜପେୟୀ : ରିଲିଜ ଅପେକ୍ଷାରେ ‘ବୁଦ୍ଧିଆ ସିଂ – ବର୍ଣ୍ଣ ଟୁ ରନ୍’

39

ଆସନ୍ତା ଅଗଷ୍ଟ ୫ ତାରିଖରେ ମୁକ୍ତିଲାଭ କରିବାକୁ ଯାଉଛି ସିନେମା ‘ବୁଦ୍ଧିଆ ସିଂ – ବର୍ଣ୍ଣ ଟୁ ରନ୍’ । ଫିଲ୍ମରେ ରହିଛି ଓଡିଶାର ବିସ୍ମୟ ବାଳକ ବୁଦ୍ଧିଆ ସିଂର ଜୀବନ କାହାଣୀ । ତେବେ ଫିଲ୍ମ ରିଲିଜ ପୁର୍ବରୁ ଭାଇରାଲ୍ ହୋଇଛି ଏକ ଫଟୋ । ଯେଉଁଥିରେ ଭର୍ସାଟାଇଲ୍ ଆକ୍ଟର ମନୋଜ ବାଜପେୟୀଙ୍କୁ ବୁଦ୍ଧିଆଙ୍କ ପ୍ରଶିକ୍ଷକ ବିଂରଚି ଦାସଙ୍କ ଭୂମିକାରେ ଦେଖିବାକୁ ମିଳିଛି । ଜୁଡୋ କଷ୍ଟ୍ୟୁମ୍ ସାଂଗକୁ ବୁଦ୍ଧିଆକୁ ପ୍ରଶିକ୍ଷଣ ଦେଉଛନ୍ତି ମନୋଜ । କୁହାଯାଏ ଗୁରୁ ହିଁ ଶିଷ୍ୟକୁ ସଂପୁର୍ଣ୍ଣ କରିଥାଏ । ଆଉ ମନୋଜ ଆଚାର୍ଯ୍ୟର ଭୂମିକା ନେଇ ବୁଦ୍ଧିଆକୁ ଦେଇଛନ୍ତି ସଫଳତାର ମନ୍ତ୍ର ।

ଏହା ସହ ଫିଲ୍ମରେ କେମିତି ଦେଖାଯାଏ ବୁଦ୍ଧିଆ ! କନକ ନ୍ୟୁଜରେ ବୁଦ୍ଧିଆ ସିଂର ଫାଷ୍ଟ ଲୁକ୍