ରିଲିଜ ହେଲା ଝିଅଟି ବିଗିଡି ଗଲା ଫିଲ୍ମର ଅଡିଓ

70

ମୁନ ଟିଭି ବ୍ୟାନରର ୨ୟ ଅବଦାନ ଝିଅଟି ବିଗିଡି ଗଲା ଫିଲ୍ମର ଅଡିଓ ରିଲିଜ ହୋଇଛି । ହୋଟେଲ ସୁର୍ୟାନ୍ସରେ ଅନୁଷ୍ଠିତ ହୋଇଯାଇଛି ଶୁଭ ମହୁରତ । ଶୁଭ ମହୁରତରେ କାହାଣୀ ଓ ପ୍ରଯୋଜନା ଦେଇଥିବା ସଚିକାନ୍ତ ଜେନାଙ୍କ ସମେତ ସମସ୍ତ କଳାକାର ଉପସ୍ଥିତ ଥିଲେ ।

audio-relese-of-odiya-film-jhiati-bigidi-galaଝିଅଟି ବିଗିଡି ଗଲାର ସମସ୍ତ ସଂଗୀତକୁ ଯୁବ ସଂଗୀତ ନିର୍ଦେଶକ ପ୍ରେମ ଆନନ୍ଦ ନିର୍ଦେଶନା ଦେଇଛନ୍ତି । ଫିଲ୍ମରେ ବାବୁସାନ ଓ ଏଲିନାଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ । ଆସନ୍ତା ବାହୁଡା ଯାତ୍ରାରେ ଏହି ଫିଲ୍ମ ରିଲିଜ ହେବ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ସମ୍ବାଦ ଓ କନକ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ‘ସମ୍ବାଦ’ ଗ୍ରୁପର ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

Comments are closed.