ହୋଲିରେ ରଣବୀରଙ୍କ ପିଲାଦିନ : ଅଭିନେତ୍ରୀ ନିତୁ କପୁର ସେୟାର କଲେ ପୁଅର ପିଲାଦିନର ଫଟୋ

50

ଅଭିନେତ୍ରୀ ନିତୁ କପୁର । ହୋଲିରେ ମନେପକାଇଛନ୍ତି ନିଜ ପିଲାଙ୍କ ପିଲାଦିନକୁ । ଝିଅ ରିଦ୍ଧିମା କପୁର ସାହନୀ ଓ ପୁଅ ଅଭିନେତା ରଣବୀର କପୁରଙ୍କ ପିଲାଦିନର ଫଟୋକୁ ସେୟାର କରିଛନ୍ତି । ଏହାସହ ନିତୁ ଲେଖିଛନ୍ତି , ‘ ହୋଲିର ଶୁଭ କାମନା । ଏହି ଫଟୋ ଆରକେ ଷ୍ଟୁଡିଓର ’ । ଫଟୋରେ ରଣବୀର ଲଡୁ ପ୍ୟାକେଟ୍ ଧରିଛନ୍ତି । ନିତୁ କୋଳେଇ ଧରିଛନ୍ତି ।