Browsing Category

ମନୋରଞ୍ଜନ

ସୁନିଲ ଗ୍ରୋଭର ଦେଲେ କପିଲଙ୍କୁ ଝଟକା : କହିଲେ, ସୁଧୁରି ଗଲେ ବି କପିଲ ସୋ’କୁ ଫେରିବିନି

ଏବେ କଣ କରିବେ କପିଳ ଶର୍ମା । ନିଜ ଭୁଲରେ ନିଜେ ଯାଇଛନ୍ତି ଫସି । ନିଜ ସୋ’ ର ବିଗିଡା ଅବସ୍ଥା କମାଇଲାଣି ସୋ’ ର ଟିଆରପି । ହେଲେ କପିଲଙ୍କ ସାଥୀ କଳାକାର ସୁନିଲ ଗ୍ରୋଭର ଦେଇଛନ୍ତି ଝଟକା ବୟାନ । କପିଲ ଏବେ ସୁଧୁରି ଗଲେ ବି ସେ ଫେରିବେନି ତାଙ୍କ ସୋ’କୁ । ଏହି କଥାର ଖୁଲାସା ରାଜୁ…
Read More...

ମ୍ୟୁଜିକାଲ୍ ଟ୍ରାକରେ ସଚିନ୍ ! ବ୍ୟାଟିଂ ପରେ ଗୀତରେ ଜଲୱା ଦେଖାଇଲେ ମାଷ୍ଟର୍ ବ୍ଲାଷ୍ଟର୍

ମାଷ୍ଟର୍ ବ୍ଲାଷ୍ଟର୍ ସଚ୍ଚିନ୍ ତେନ୍ଦୁଲକରଙ୍କ ନୂଆ ଇନିଙ୍ଗସ । କ୍ରିକେଟ୍ କିମ୍ବଦନ୍ତୀଙ୍କ କଣ୍ଠରେ ସୁମଧୁର ଗୀତ । ଲୋକପ୍ରିୟ ଗାୟକ ସୋନୁ ନିଗମଙ୍କ ସହ ସଚିନଙ୍କ କଣ୍ଠରେ ଶୁଣିବାକୁ ମିଳିଛି ଗୀତ ‘କ୍ରିକେଟ୍ ୱାଲି ବିଟ୍’ । ମଇଦାନରେ ଧୂଆଁଦାର ବ୍ୟାଟିଂ ପରେ ଏବେ ଗୀତରେ ନିଜର ଜଲୱା…
Read More...

ଏମାନେ ହେଉଛନ୍ତି ବଲିଉଡ୍ ଜଗତର କଳଙ୍କିତ ଚେହେରା ! ଜାଣନ୍ତୁ କାହିଁକି . . .

ବିବାଦୀୟ ବୟାନ ଦେଇ ରାକ୍ଷୀ ସାୱନ୍ତ ସବୁବେଳେ ପାଲଟନ୍ତି ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ । କିିଛି ଦିନ ତଳେ ରାକ୍ଷୀ ଋଷି ବାଲ୍ମିକୀ ଏବଂ ତାଙ୍କୁ ଅନୁସରଣ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଆପତ୍ତିଜନକ ଟିପ୍ପଣୀ ଦେଇ ଥିଲେ । ଯେଉଁଥି ପାଇଁ ତାଙ୍କ ବିରୋଧରେ ଏବେ ଆରେଷ୍ଟେ ୱାରେଂଟ ଜାରି କରାଯାଇଛି…
Read More...

ବଲିଉଡର କିଙ୍ଗ୍ ଖାନଙ୍କୁ ଆମେରିକାର ବିମାନ ବନ୍ଦରରେ ଉଲଗ୍ନ କରି କରାଯାଏ ଯାଂଚ ! ଜାଣନ୍ତୁ ଏହା ପଛରେ ଥିବା ରାଜ୍

ଅଧିକାଂଶ ସମୟରେ ଶୁଣିବାକୁ ମିଳେ କି ବଲିଉଡର କିଙ୍ଗ ଖାନ ଯେତେବେଳେ ବି ଆମେରିକା ଗସ୍ତ କରନ୍ତି ସେତେବେଳେ ଏୟାର ପୋର୍ଟରେ ତାଙ୍କୁ ଦୀର୍ଘ ସମୟ ଧରି ଅଟକାଇ ଯାଂଚ କରାଯାଇଥାଏ । ଏମିତିକି ସିକ୍ୟୁରିଟି ତାଙ୍କର ସଂପୂର୍ଣ୍ଣ ପୋଷାକ ଖୋଲି ତାଙ୍କର ତନଖି କରିଥାନ୍ତି ବୋଲି ଏକ ସୂତ୍ରରୁ ଖବର…
Read More...

ସିନେମା ହଲରେ ନୁହେଁ ବରଂ ଘରେ ବସି ଦେଖିପାରିବେ ସିନେମା ‘ବାହୁବଳୀ-ଟୁ’ ! ନିର୍ଦ୍ଦେଶକ ଏସ୍ ରାଜମୌଲୀଙ୍କ ସୂଚନା

ସିନେମା ହଲରେ ନୁହେଁ ବରଂ ଘରେ ବସି ମଧ୍ୟ ଦେଖିପାରିବେ ‘ବାହୁବଳୀ-ଟୁ’ ସିନେମାକୁ । ତେବେ ‘ବାହୁବଳୀ-ଟୁ’କୁ ନେଇ ଏଭଳି ଏକ ଖବର ଶୁଣିବାକୁ ମିଳିଛି । ତାଜା ସୂଚନା ଅନୁସାରେ, ବାହୁବଳୀର କାହାଣୀକୁ ଦର୍ଶକ କେବଳ ସିନେମା ହଲରେ ଦେଖିବେ ନାହିଁ ଏହାର କାରଣ ହେଲା ବାହୁବଳୀକୁ ନେଇ ଏକ ଧାରାବହିକ…
Read More...

କପିଲଙ୍କ ଶୋ’ରେ ପଡିବ ପୂର୍ଣ୍ଣଚ୍ଛେଦ ! ଟିଆରପି ହ୍ରାସକୁ ନେଇ କପିଲଙ୍କୁ ଚେତାବନୀ ଦେଲା ସୋନି ଟିଭି

ବନ୍ଦ ହୋଇଯାଇପାରେ କମେଡି ଶୋ ‘ଦ କପିଲ ଶର୍ମା’ ଶୋ । କମେଡିଆନ କପିଲ ଶର୍ମା ତାଙ୍କ ସହକଳାକାରଙ୍କ ସହ ବିବାଦ ପରେ ଏହି ଅଡୁଆ ବଢିବାରେ ଲାଗିଛି । ସୁନୀଲ ଗ୍ରୋଭର,ଚନ୍ଦନ ପ୍ରଭାକର, ଅଲୀ ଅସଗର ଓ ଶୁଗନ୍ଧା ମିଶ୍ର ଆଉ ଏହି ଶୋ’କୁ ଫେରିବାକୁ ଚାହୁଁନଥିବା ବେଳେ ଶୋ’ର ଟିଆରପି ମଧ୍ୟ ଗତ ଦୁଇ…
Read More...

ଭାଇଜାନଙ୍କୁ ମୋଡିଲେ ମୁହଁ ! ସଲମାନଙ୍କ ସହ ଏକାଠି କାମ କରିବାକୁ ମନା କରିଥିବା ଅଭିନେତ୍ରୀ

ବଲିଉଡ୍ ସୁଲତାନ୍ ସଲମାନ ଖାନ୍ । ଏହି ଦବଙ୍ଗ ହିରୋଙ୍କ ପ୍ରାୟ ସିନେମା ଏବେ ୧୦୦ କୋଟି କ୍ଲବରେ । କେବଳ ସଲମାନଙ୍କ ନାଁ ହିଁ ସିନେମାକୁ ଅଧା ହିଟ୍ କରିଥାଏ । ତେଣୁ ସଲମାନଙ୍କ ସହ ଏକାଠି ଅଭିନୟ କରିବାକୁ କିଏ ବା ନଚାହିଁବ । କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେ କେବଳ ଐଶ୍ୱର୍ଯ୍ୟା ନୁହେଁ ଅନେକ…
Read More...

ଚରିତ୍ର ପଛର ଚେହରା ! ଜାଣନ୍ତୁ ‘କୋଇ ମିଲ୍ ଗୟା’ ଯାଦୁରେ କିଏ କରିଥିଲେ ଅଭିନୟ

ଛୋଟ ପିଲା ମାନଙ୍କ ପାଇଁ ଅନେକ ସିନେମା ନିର୍ମାଣ ହୋଇଛି । କିନ୍ତୁ ୨୦୦୩ ରେ ଆସିଥିବା ‘କୋଇ ମିଲ୍ ଗୟା’ ପରି ସିନେମା ଆଜି ଯାଏଁ ହୋଇପାରି ନାହିଁ । ତେବେ ଏହି ସୁପରହିଟ୍ ସିନେମାରେ ସବୁଠାରୁ ଅଧିକ ଚିତ୍ତାକର୍ଷକ ଥିଲା ଅଲଗା ଦୁନିଆରୁ ଆସିଥିବା ଏଲିୟନ୍ ‘ଯାଦୁ’ । ସିନେମା ଠାରୁ ବେଶି…
Read More...

ଟିଭିରେ କପିଲ ଶର୍ମା ଫେଲ ! ଲାଇଭ ସୋ’ରେ ଦର୍ଶକଙ୍କ ମନ ମୋହିଲେ ମଶହୁର ଗୁଲାଟୀ ଓରଫ ସୁନୀଲ ଗ୍ରୋଭର

କପିଲ ଶର୍ମାଙ୍କ ସହ ଝଗଡା ପରେ ସୁନୀଲ ଗ୍ରୋଭର କପିଲଙ୍କ ସୋ’ରେ ଆଉ ନଜର ଆସୁନାହାନ୍ତି । ସୁନୀଲ ଗ୍ରୋଭର ଏବେ କପିଲଙ୍କ ସୋ’ରେ ନୁହଁ ନିଜର ଏକ ସୋ’ ଆୟୋଜନ କରିଛନ୍ତି ଯାହାର ନାମ ହେଲା ‘ମସହୁର ଗୁଲାଟି କମେଡି କ୍ଲିନିକ୍’ । ସେ ଶନିବାର ଦିନ ଦିଲ୍ଲୀରେ ଆୟୋଜିତ ହୋଇଥିବା ନିଜର ଲାଇଭ ସୋ’…
Read More...

ବଲିଉଡ ବିୟୁଟି ଆଲିଆ ଭଟ୍ଟଙ୍କ ଖୁଲାସା ! କହିଲେ, ଶୀଘ୍ର ବିବାହ ବନ୍ଧନରେ ବାନ୍ଧିହେବାକୁ ଚାହେଁ

ବଲିଉଡର ଚୁଲବୁଲି ଓ କ୍ୟୁଟ ଅଭିନେତ୍ରୀ ଆଲିଆ ଭଟ୍ଟ ଏବେ ଖୁବ ଲୋକପ୍ରିୟ । ନିଜ ଅଭିନୟ ଚାତୁରୀରେ ଦର୍ଶକଙ୍କ ମନ ମୋହୁଥିବା ଆଲିଆ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ବହୁତ କମ କଥା କୁହନ୍ତି । କିନ୍ତୁ ହିନ୍ଦୁସ୍ଥାନ ଟାଇମ୍ସକୁ ଦେଇଥିିବା ଏକ ସାକ୍ଷାତକାରରେ ଆଲିଆ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଏକ…
Read More...