Browsing Category

ମନୋରଞ୍ଜନ

ମରଣ କାଳେ ବିପରୀତ ବୁଦ୍ଧି ! ଚ୍ୟାନେଲ ଠାରୁ ୫୦ପ୍ରତିଶତ ଅଧିକ ପାଉଣା ଦାବି କଲେ କପିଲ ଶର୍ମା

ଲାଗୁଛି ସୁନୀଲ ଗ୍ରୋଭରଙ୍କ ସହ ଝଗଡା ଓ ପରେ ସେ ସୋ’ ଛାଡିବା ପରେ ବି କପିଲଙ୍କ ହୋସ୍ ଆସିନି । ତେବେ ତ ସୋ’ ଲୋକପ୍ରିୟତା ଫେରାଇବା ପାଇଁ ଚ୍ୟାନେଲ ତରଫରୁ ଚେତାବନୀ ଆସିବା ପରେ ବି କପିଲ ଶର୍ମା ସୁଧୁୁରିବାର ନାଁ ନେଉ ନାହାନ୍ତି । ଖବର ଅନୁସାରେ ଗୋଟେପଟେ କପିଲ ନିଜକୁ ସୁଧାରି ସୋ’ର ଟିଆରେପି…
Read More...

କପିଲଙ୍କୁ ଏକତା କପୁର କଲେ ସତର୍କ : କହିଲେ, ନିଜ ଷ୍ଟାରଡମରେ ରଖ କାବୁ

କପିଲ ଶର୍ମା ଓ ତାଙ୍କ ସୋ’ର ବିବାଦ ଏବେ ଛୋଟ ପରଦାର ଗଳିକନ୍ଧିରେ ପହଁଚିସାରିଲାଣି । ନିକଟରେ ଟିଭି କଳାକାର କରଣ ପଟେଲ୍ କପିଲଙ୍କ ଦୁର୍ବ୍ୟବହାରକୁ ନେଇ ଏକ ଟ୍ୱିଟ୍ କରିଥିଲେ । ଅଭିନେତା କରଣ ପଟେଲ କପିଲ ଶର୍ମାଙ୍କୁ ଟ୍ୱିଟରେ କହିଥିଲେ , ଯଦି ଇଣ୍ଡଷ୍ଟ୍ରିରେ ସେହି ସ୍ନେହ ଓ ସମ୍ମାନରେ…
Read More...

ଆତ୍ମୀୟଙ୍କ ନିକଟରେ ହାରିଗଲେ ସୁଲତାନ ! ଜାଣନ୍ତୁ ଏହା ପଛର ରହସ୍ୟ

ବଲିଉଡରେ ସୁଲତାନର ତାଜ୍ ପିନ୍ଧି ବୁଲୁଥିବା ସଲମାନ ଖାନ କିନ୍ତୁ ନିଜ ଆତ୍ମୀୟଙ୍କ ନିକଟରେ ହୋଇଛନ୍ତି ବିଫଳ । ଆଜ୍ଞା ହଁ ! ସଲମାନ ଏବେ ନିଜ ଭଉଣୀ ଅର୍ପିତା ଖାନ ଶର୍ମାଙ୍କ ରୋଷର ଶିକାର ହୋଇଛନ୍ତି । ଯଦିଓ ସଲମାନ ନବ ଜନ୍ମିତ ଭଣଜା ତଥା ଆହିଲ ଶର୍ମାଙ୍କ ପ୍ରଥମ ଜନ୍ମଦିନରେ ସାମିଲ ହେବା ପାଇଁ…
Read More...

ବିନା ସୁନୀଲରେ କପିଲ ଶୁନ୍ ! ଗୁଲାଟି ଫେରିବେ, ଟିଆରପି ଆଣିବେ, ୭ରୁ ହେବ ସୁଟିଂ

ସୁନୀଲ ଗ୍ରୋବର ତଥା ଡାଃ.ମଶହୁର ଗୁଲାଟି କପିଲ ଶର୍ମାଙ୍କ ଶୋ’କୁ ଛାଡି ଚାଲିଯିବା ପରେ ଶୋ ଲାଗିଛି ଖାଁ ଖାଁ । କାରଣ ଦର୍ଶକଙ୍କ ମନ କିଣି ନେବାଭଳି କଳା ସୁନୀଲଙ୍କ ଛଡା ଅନ୍ୟ କାହା ପାଖରେ ଦେଖିବାକୁ ମିଳିପାରିନି । ଅର୍ଥାତ୍ ଶୋ’ରେ ସୁନୀଲଙ୍କ ସ୍ଥାନ କେହି ପୁରଣ କରି ପାରି ନାହାଁନ୍ତି ।…
Read More...

ଶ୍ରଦ୍ଧା କପୁରଙ୍କ ପାଇଁ ବଲିଉଡର ଦୁଇ ନାମୀ ନାୟକଙ୍କ ମଧ୍ୟରେ କଳି ! ଆସନ୍ତୁ ଜାଣିବା ଏ କାହାଣୀ ପଛର ରହସ୍ୟ

ସିନେମା ‘ଆଶ୍ୱିକୀ ୨’ର ସଫଳତା ପରେ ଶ୍ରଦ୍ଧା କପୁର ଓ ଆଦିତ୍ୟ ରୟ କପୁରଙ୍କ ମଧ୍ୟରେ ପ୍ରେମ ସଂମ୍ପର୍କ ଗଢି ଉଠିଥିବାର ଚର୍ଚ୍ଚା ଜୋର ଧରିଥିଲା । କିନ୍ତୁ ସେ ସମୟରୋ ଏକଥାକୁ ଉଭୟେ ମାନି ନଥିଲେ । ସେପଟେ ସିନେମା ‘ରକ ଅନ ୨’ ସିନେମାର ରିଲିଜ ପରେ ଉକ୍ତ ସିନେମାର ମୁଖ୍ୟ ନାୟକ ଫରହାନ ଅଖତାରଙ୍କ…
Read More...

ସ୍କୁଲ ଯିବେ ‘ବେବିଡଲ’ ! ପୁଣିଥରେ ପାଠ ପଢିବା ପାଇଁ ନାମ ଲେଖାଇଲେ ଅଭିନେତ୍ରୀ ସନ୍ନି ଲିଓନି

ସିନେ ଦୁନିଆରୁ କିଛି ସମୟ ବାହର କରି ବଲିଉଡର ହଟ୍ ନାୟିକା ସନ୍ନି ଲିଓନି ପୁଣି ଥରେ ପାଠ ପଢିବା ପାଇଁ ମନ ବଳାଇଛନ୍ତି । ଏଥିଯୋଗୁଁ ସନ୍ନି ଲିଓନି ଆଉଥରେ ସ୍କୁଲରେ ନାମ ଲେଖାଇଛନ୍ତି । ଏବେ ସନ୍ନି ଆମେରିକାର ଲସ ଏଞ୍ଜିଲିସରେ ଅଛନ୍ତି, ଯେଉଠି ସେ ସ୍କ୍ରିପ୍ଟ ଲେଖା ଓ ଏଡିିଟିଙ୍ଗରେ ନାମ…
Read More...

ରିଲିଜ୍ ହେଲା ‘ମେରି ପ୍ୟାରି ବିନ୍ଦୁ’ର ଦ୍ୱିତୀୟ ଟ୍ରେଲର ! ମେ ୧୨ରେ ପରଦାକୁ ଆସିବ ଆୟୁଷ୍ମାନ ଓ ପରିଣିତିଙ୍କ ସିନେମା

ଆୟୁଷ୍ମାନ ଖୁରାନା ଓ ପରିଣିତି ଚୋପ୍ରା ଅଭିନିତ ସିନେମା ‘ମେରି ପ୍ୟାରି ବିନ୍ଦୁ’ର ଦ୍ୱିତୀୟ ଭାଗ ଟ୍ରେଲର ରିଲିଜ୍ ହୋଇଛି । ଏଥିରେ ଆୟୁଷ୍ମାନ ପରିଣିତିର ସ୍ୱଭାବ ନେଇ ବର୍ଣ୍ଣନା କରିବା ଦେଖାଯାଇଛି । ଏଥିରେ ନାୟିକାଙ୍କୁ ଗବର ସିଂ ଓ ନିଜକୁ ସାମ୍ବା ବୋଲି କହିଛନ୍ତି ନାୟକ ଆୟୁଷ୍ମାନ ।…
Read More...

‘ଦେଶୀଗର୍ଲ’ଙ୍କ ଜଲୱା ! ପ୍ରିୟଙ୍କା ଚୋପ୍ରା ହେଲେ ଦୁନିଆର ଦ୍ୱିତୀୟ ସବୁଠାରୁ ସୁନ୍ଦରୀ ମହିଳା

ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ହଲିଉଡରେ ନିଜର ଅଭିନୟର ଯାଦୁ ଦେଖାଇବା ପରେ ଏବେ ଦୁନିଆର ସବୁଠାରୁ ସୁନ୍ଦରୀ ମହିଳାଙ୍କ ତାଳିକାରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି । ବୁଜନେଟ ୱେସାଇଟର ଏକ ସର୍ବେକ୍ଷଣ ଅନୁସାରେ ପ୍ରିୟଙ୍କା ଚୋପ୍ରାଙ୍କୁ ତାଙ୍କ ପ୍ରଶଂସକଙ୍କ ଭୋଟ ଆଧାରରେ ଦୁନିଆର ଦ୍ୱିତୀୟ…
Read More...

ପବିତ୍ର ଧାମ ଋଷିକେଶରେ ବଲିଉଡ ଦିଭା ଦୀପକା ପାଦୁକୋନ ! ଗଙ୍ଗା ଆରତୀରେ ହେଲେ ସାମିଲ

ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ସୋମବାର ସଂନ୍ଧ୍ୟାରେ ଋଷିକେଶ ପହଞ୍ଚି ପରମାର୍ଥ ନିକେତନ ଘାଟରେ ଗଙ୍ଗା ଆରତୀ କରିଛନ୍ତି । ବଲିଉଡ ଦିଭାଙ୍କୁ ଦେଖିବା ପାଇଁ ପରମାର୍ଥ ନିକେତନ ଘାଟରେ ପ୍ରଶଂସକଙ୍କ ଖୁବ ଭିଡ ଜମିଥଲା । ଦୀପିକା ପାଦୁକୋନ ସେଠାରେ ପ୍ରାୟ ୧ ଘଣ୍ଟା ପର୍ୟ୍ୟନ୍ତ ହୋମ ଓ ଗଙ୍ଗା…
Read More...

ସୁନୀଲ ସେଠୀଙ୍କ କନ୍ୟାଙ୍କ ନାଁରେ ସାଂଘାତିକ ଅଭିଯୋଗ ! ସୋନମ କପୁର ବନି ବିଦେଶରେ ଠକି ଚାଲିଛନ୍ତି ଲୋକଙ୍କୁ

ଏହି ନାୟିକା ଜଣଙ୍କ କିଛି ଦିନ ହେଲା ଲଣ୍ଡନରେ ନିଜର ଏକ ସିନେମାର ସୁଟିଂ କାମରେ ବ୍ୟସ୍ତ ଅଛନ୍ତି । ମାତ୍ର ସେଠାକାର ଲୋକେ ତାଙ୍କୁ ସୋନମ କପୁର ବୋଲି ଭାବିଛନ୍ତି । ରୋମାଂଚକର କଥା ହେଲା, ଏହି ନାୟିକା ଜଣଙ୍କ ସେମାନଙ୍କର ଏହି ଭ୍ରମର ଫାଇଦା ଉଠାଇବା ସହ ସୋନମଙ୍କ ନାଁରେ ମଧ୍ୟ ଅଟୋଗ୍ରାଫ୍…
Read More...