Browsing Category

ମନୋରଞ୍ଜନ

ହେମାଙ୍କ ଅଟଳ ପ୍ରଶଂସକ ! ଡ୍ରିମ୍ ଗର୍ଲଙ୍କୁ ପ୍ରଥମଥର ଦେଖି ଲାଜେଇ ଥିଲେ ପୂର୍ବତନ ପ୍ରଧାନମନ୍ତ୍ରୀ

୮୦ ଦଶକର ସୁପରହିଟ୍ ଅଭିନେତ୍ରୀ ହେମାମାଳିନୀ । ନିଜ ମତୁଆଲା ଅନ୍ଦାଜରେ ଦର୍ଶକଙ୍କ ହୃଦୟର ବନିଛନ୍ତି ଡ୍ରିମଗର୍ଲ । ଆଜି ବି ବଲିଉଡର ଏହି ଡ୍ରିମଗର୍ଲଙ୍କ ଲକ୍ଷ ଲକ୍ଷ ପ୍ରଶଂସକ । ତେବେ ଏହି ପ୍ରଶଂସକଙ୍କ ମଧ୍ୟରେ ଆଉଜଣେ ସାମିଲ୍ ହୋଇଛନ୍ତି । ସେ ହେଉଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ…
Read More...

ସରିବନି ‘ବାହୁବଳୀ’ର ଯାତ୍ରା ! ଛୋଟ ପରଦାରେ ଆସିବ ‘ବାହୁବଳୀ’

ଭାରତୀୟ ସିନେମା ଇତିହାସରେ ଏସଏସ ରାଜମୈାଳୀଙ୍କ ଫିଲ୍ମ ‘ବାହୁବଳୀ’ ଏକ ସ୍ୱାତନ୍ତ୍ର ପଦଚିହ୍ନ ତିଆରି କରିଛି । ଏହାର ଦ୍ୱିତୀୟ ଭାଗକୁ ଆକର୍ଷଣୀୟ କରିବାକୁ ଆହୁରି ଅନେକ ଯୋଜନା କରିଛି ପ୍ରଯୋଜନା ସଂସ୍ଥା । ଅନେକ ନୂଆ ନୂଆ ତଥ୍ୟ ଦର୍ଶକଙ୍କ ସାମ୍ନାକୁ ଆଣିବ । ଏହାକୁ ନେଇ ଦର୍ଶକ ଅଧିକ ଭାବ…
Read More...

ଫ୍ୟାସନ ମାମଲାରେ କିଙ୍ଗ ଖାନଙ୍କଠାରୁ ଗୋଟିଏ ପାଦ ଆଗରେ ପୁଅ ଅବରାମ !

ଆରମ୍ଭ ହୋଇଯାଇଛି ଆଇପିଏଲ ଋତୁୁ । ଗତ କାଲି ମ୍ୟାଚରେ ଶାହାରୁଖ ଖାନଙ୍କ ପ୍ରଶଂସକ କୋଲକାତା ନାଇଟ ରାଇଡର୍ସକୁ ଚିୟର କରିବା ସହ କିଙ୍ଗ ଖାନ ଓ ଅବରାମଙ୍କୁ ଦେଖିବା ନାଇଁ ମଧ୍ୟ ଅଧିକ ଉତ୍ସାହିତ ଥିଲେ । କାଲି ରାଜକୋଟରେ ଗୁଜୁରାଟ ଓ କୋଲକାତା ମଧ୍ୟରେ ହୋଇଥିବା ମ୍ୟାଚରେ ଶାହାରୁଖ ଓ ଅବରାମଙ୍କୁ…
Read More...

ସନ୍ନିଙ୍କ ଜାଲରେ ସଲମାନ ! ଆୱାର୍ଡ ଶୋ’ରେ ଭାଇଜାନ୍ କଲେ ବେବି ଡଲଙ୍କ ବସ୍ତ୍ର ହରଣ

ଆଜ୍ଞା ହଁ ! ଏକଥା ସଂପୂର୍ଣ୍ଣ ସତ୍ୟ । ଏକ ଆୱାର୍ଡ ଶୋ’ରେ ଦେଖିବାକୁ ମିଳିଛି ସଲମାନଙ୍କର ଏଭଳି ରୂପ । ମାମଲାଟି ହେଲା, ଜି-ସିନେ ଆୱାର୍ଡ ଶୋ’ରେ ସଲମାନ ହୋଷ୍ଟିଂ କରିଛନ୍ତି ଆଉ ଏହା ବଳରେ ସଲମାନ ପୁଣି ଥରେ ସମସ୍ତଙ୍କୁ ଆକର୍ଷିତ କରିବାରେ ସଫଳ ହୋଇ ପାରିଛନ୍ତି । ତେବେ ଏହି ଅବସରରେ ରୋମାଂକର…
Read More...

‘କମେଡି କିଙ୍ଗଙ୍କ ଜୀବନରେ ଟ୍ରାଜେଡି’! କପିଲଙ୍କ ସୋ ବଦଳରେ ଆସିବ ସୁନୀଲ ଗ୍ରୋଭରଙ୍କ ନୂଆ ସୋ’

ସୁନୀଲ ଗ୍ରୋଭରଙ୍କ ସହ ଝଗଡା ପରେ ଲାଗୁଛି ଯେମିତି କପିଲ ଶର୍ମାଙ୍କ ସମୟ ଭଲ ଚାଲୁନାହିଁ । ଏହି ଝଗଡା ପାଇଁ ସୁନୀଲ ଗ୍ରୋଭର, ଅଲୀ ଅସଗର, ଚନ୍ଦନ ପ୍ରଭାକର ଆଦି କଳାକାର ‘ଦ କପିଲ ଶର୍ମା ସୋ’ ଛାଡିବା ପରେ ସୋ’ର ଟିଆରପି ଆଶାତୀତ ଭାବେ କମି ଯାଇଛି । ଏବେ ଖବର ଆସୁଛି ସୋନୀ ଏଣ୍ଟରଟେନମେଣ୍ଟ…
Read More...

ଅମିତାଭଙ୍କ ଠାରୁ ବଡ ସୁପରଷ୍ଟାର ହୋଇପାରିଥାନ୍ତେ ବିନୋଦ ଖାନ୍ନା : ଭୁଲ ନିଷ୍ପତ୍ତି ବଦଳେଇ ଦେଲା କ୍ୟାରିୟର

ବଲିଉଡର ହ୍ୟାଣ୍ଡସମ ଅଭିନେତା ବିନୋଦ ଖାନ୍ନାଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ଖୁବ୍ ଖରାପ ହୋଇଯାଇଛି । ଯେଉଁଥି ପାଇଁ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ସୂଚନା ଅନୁସାରେ ତାଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିବାରେ ଲାଗିଛି । ୧୯୬୯ରେ ଫିଲ୍ମ ଆସିଥିଲା ‘ମନ୍ କା ମିତ୍ ’ । ଏଥିରେ ବିନୋଦ ଖାନ୍ନା…
Read More...

ଅଭିନେତା ରଣବୀର ସିଂହଙ୍କ ସହ ସଚିନଙ୍କ ଝିଅ ! ସୋସିଆଲ ମିଡିଆରେ ଭାଇରାଲ ଫଟୋ

ସଚିନ ତେନ୍ଦୁଲକରଙ୍କ ଝିଅ ସାରାଙ୍କ ଏକ ଫଟୋ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ଏବେ । ଏହାକୁ ନେଇ ଚାରିଆଡେ ଅନେକ ଆଲୋଚନା । କିନ୍ତୁ ସାରା ଓ ସଚିନ ଏନେଇ କିଛି କହିନାହାଁନ୍ତି । ସୂଚନା ଅନୁସାରେ ରଣବୀର ଓ ସାରାଙ୍କ ଏ ଫଟୋ ଏକ ଜନ୍ମଦିନ ଉତ୍ସବର । ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ସାଜିଛି…
Read More...

ତତଲା ଖରାରେ ବହିଲା ପ୍ରେମର ପବନ : ବଡ ପରଦାକୁ ଆସିଲା ନୂଆ ଓଡିଆ ସିନେମା ‘ତୁ ମୋ ଲଭ୍ ଷ୍ଟୋରୀ’

ଆଜି ରିଲିଜ ହୋଇଛି ନୂଆ ଓଡିଆ ଚଳଚ୍ଚିତ୍ର ‘ ତୁ ମୋ ଲଭ୍ ଷ୍ଟୋରୀ’ । ଫିଲ୍ମଟି ଟିନ୍ ଏଜ ଲଭ୍ ଷ୍ଟୋରୀ ଉପରେ ଆଧାରିତ । ଏଥିରେ ନବାଗତ ଅଭିନେତା ସ୍ୱରାଜ ଓ ଅଭିନେତ୍ରୀ ଭୂମିକା ମୁଖ୍ୟ ଚରିତ୍ରରେ ନଜର ଆସିଛନ୍ତି । ତରଙ୍ଗ ସିନେ ପ୍ରଡକ୍ସନ ଓ ଡିକେ ମୁଭିଜର ମିଳତ ପ୍ରଯୋଜନାରେ ନିର୍ମିତ ହୋଇଛି…
Read More...

ରିଲ୍ ଲାଇଫର ରିୟଲ୍ ହିରୋ ! ଖାନ୍ ଅଟନ୍ତି ମାତ୍ର ଭାରତୀୟ

ଅମିର ଖାନ ନିଜ ସିନେମା ଦଙ୍ଗଲକୁ ପାକିସ୍ତାନରେ ରିଲିଜ କରିବାକୁ ମନା କରି ଦେଇଛନ୍ତି । ପାକ୍ ସେନସର ବୋର୍ଡ ସିନେମାରେ ଥିବା ଭାରତୀୟ ତିରଙ୍ଗା ଏବଂ ରାଷ୍ଟ୍ରୀୟ ସଙ୍ଗୀତ ଆଦିର ଦୃଶ୍ୟ କାଟିବାକୁ ସର୍ତ ରଖିବା ପରେ ଅମିର ଏହି ନିଷ୍ପତି ନେଇଥିଲେ । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ତେବେ…
Read More...

୬୪ ତମ ନ୍ୟାସନାଲ ଆୱାର୍ଡ ଘୋଷଣା ! ସର୍ବଶ୍ରେଷ୍ଠ ହିନ୍ଦୀ ଚଳଚିତ୍ର ‘ନୀରଜା’, ସର୍ବଶ୍ରେଷ୍ଠ ଅଭିନେତା ଅକ୍ଷୟ…

୬୪ତମ ଜାତୀୟ ଚଳଚ୍ଚିତ୍ର ପୁରଷ୍କାର ଘୋଷଣା ହୋଇଛି । ରାମ ମାଧବାନୀ ନିର୍ଦ୍ଦେଶିତ ସିନେମା ‘ନୀରଜା’ ସର୍ବଶ୍ରେଷ୍ଠ ହିନ୍ଦୀ ଚଳଚ୍ଚିତ୍ର ଆୱାର୍ଡ ପାଇଛି । ‘ରୁସ୍ତମ’ ପାଇଁ ଅକ୍ଷୟ କୁମାରଙ୍କୁ ସର୍ବଶ୍ରେଷ୍ଠ ଅଭିନେତା ଓ ମଲୟାଲମ ସିନେମା ‘ମିନ୍ନାମିନୁଙ୍ଗୁ’ ପାଇଁ ସୁରଭୀ ଲକ୍ଷ୍ମୀଙ୍କୁ…
Read More...