Browsing Category

ମନୋରଞ୍ଜନ

ସୁନୀଲଙ୍କ ଲେଉଟାଣି ! ନୂଆ କମେଡି ଶୋ’ ନଜର ଆସିବେ ଡାକ୍ତର ମଶହୁର ଗୁଲାଟୀ

କପିଲ୍ – ସୁନୀଲ୍ ଫାଇଟ୍ । ଏହି ବିବାଦ ପୁରା ଦୋହଲାଇ ଦେଇଥିଲା ଛୋଟ ପରଦାକୁ । ମଝି ଆକାଶରେ ହୋଇଥିବା ଏହି ଝଗଡାର ପ୍ରଭାବ ପଡିଥିଲା ଲୋକପ୍ରିୟ କମେଡି କାର୍ଯ୍ୟକ୍ରମ ‘ଦ କପିଲ୍ ଶର୍ମା ଶୋ’ ଉପରେ । ସୁନୀଲ୍ ଗ୍ରୋବରଙ୍କ ସମେତ ହାସ୍ୟାଭିନେତା ଅଲ୍ଲୀ ଅଜଗର୍ ଓ ଚନ୍ଦନ ଏହି ଶୋ’ରେ କାମ କରିବାକୁ…
Read More...

ଦେବାଳିଆ ଅବସ୍ଥାରେ ଯୁବରାଜ ସିଂଙ୍କ ପୂର୍ବତନ ପ୍ରେମିକା ! ସ୍ୱାମୀ ଛାଡିବା ପରେ ରାଜରାସ୍ତାରେ କିମ୍ ଶର୍ମା

ଦେବାଳିଆ ହୋଇଯାଇଛନ୍ତି ଯୁବରାଜ ସିଂଙ୍କ ପୂର୍ବତନ ପ୍ରେମିକା । ରାଜ ରାସ୍ତାକୁ ଚାଲିଆସିଛନ୍ତି ଅଭିନେତ୍ରୀ କିମ୍ ଶର୍ମା । ବିବାହର ୭ ବର୍ଷପରେ ସ୍ୱାମୀ ଛାଡି ଦେଇଛନ୍ତି ବଲିଉଡର ଏହି ଚୁଲବୁଲି ନାୟିକାଙ୍କୁ । ସୂଚନା ମୂତାବକ ଅନ୍ୟ ଜଣେ ମହିଳାଙ୍କ ପାଇଁ କିମଙ୍କୁ ତାଙ୍କ ସ୍ୱାମୀ ଛାଡି…
Read More...

ଭାରତୀୟ ସିନେ ଜଗତରେ ଇତିହାସ ସୃଷ୍ଟି କରିବ ‘ବାହୁବଲୀ ୨’ର ଆକ୍ସନ ! ୫୦୦୦କଳାକାରକୁ ନେଇ ଚିତ୍ରଣ ହୋଇଛି ଯୁଦ୍ଧଦୃଶ୍ୟ

ବହୁପ୍ରତିକ୍ଷୀତ ସିନେମା ‘ବାହୁବଲୀ ୨’ ସିନେମାର ରିଲିଜ ଅପେକ୍ଷାରେ ଦର୍ଶକ । ନିର୍ଦ୍ଦେଶକ ଏସ୍ ଏସ୍ ରାଜମୌଲିଙ୍କ ଏହି ସିନେମା ମାସ ଶେଷରେ ରିଲିଜ ହେବାକୁ ଯାଉଛି । ସିନେମା ପ୍ରଥମ ଭାଗ ଏତେ ଜବରଦସ୍ତ ଥିବା କି ଦର୍ଶକ ଏହି ସିନେମାର ସିକ୍ୱେଏଲକୁ ଅତ୍ୟନ୍ତ ଆଗ୍ରହ ସହକାରେ ଅପେକ୍ଷା କରିଛନ୍ତି…
Read More...

ଆତ୍ମକଥା ଲେଖିବା ପାଇଁ ଡରନ୍ତି ବଲିଉଡ ସୁଲତାନ ସଲମାନ ଖାନ୍ ! ନିଜେ ଖୋଲିଲେ ଗୁମର

ବଲିଉଡରେ ନିଜର ଅଭିନୟରେ ଦର୍ଶକଙ୍କୁ ବାନ୍ଧି ରଖିଥିବା ସୁଲତାନ ସଲମାନ ଖାନ୍ ନିଜର ଆତ୍ମକଥା ଲେଖିବା ପାଇଁ ଡରନ୍ତି । ଏକତା ଆମେ କହୁନୁ, କହିଛନ୍ତି ନିଜେ ସଲମାନ ଖାନ୍ । ସେ କହିଛନ୍ତି ଆତ୍ମକଥା ଲେଖିବା ପାଇଁ ସେ ଡରନ୍ତି । ନିକଟରେ ବିଗତ ଦିନର ଲୋକପ୍ରିୟ ଅଭିନେତ୍ରୀ ଆଶା ପାରେଖଙ୍କ…
Read More...

ଭୋଜପୁରୀ ଗୀତରେ ଯୋଗୀ ଆଦିତ୍ୟନାଥ ! ଉତ୍ତରପ୍ରଦେଶରେ ଗୀତ ସାଜିଛି ଲୋକପ୍ରିୟ

ଯୋଗୀ ଆଦିତ୍ୟନାଥଙ୍କ ଜଲୱା ଏବେ ଚାରିଆଡେ । ମୁଖ୍ୟମନ୍ତ୍ରୀ ପଦରେ ବସିବା ଦିନ ଠାରୁ ଅନେକ ଉନ୍ନତିକର ନିଷ୍ପତି ନେଇ ଚର୍ଚ୍ଚାରେ । ଆଉ ଏବେ ସବୁଠୁ ବେଶୀ ଲୋକପ୍ରିୟ ସାଜିଛନ୍ତି ଗୀତରେ । ଯୋଗୀଙ୍କ ଉପରେ ଅନେକ ଭୋଜପୁରୀ ଗୀତ ତିଆରି ହୋଇଛି । ଯାହା ଖୁବ ଲୋକପ୍ରିୟତା ଅର୍ଜନ କରିଛି…
Read More...

ପ୍ରେମର ନୂଆ ପରିଭାଷା-‘ହାଫ୍ ଗର୍ଲଫ୍ରେଣ୍ଡ’ : ଉପନ୍ୟାସ ଏବେ ସିନେମା

କନକ ବ୍ୟୁରୋ : ପ୍ରେମର ନୂଆ ପରିଭାଷା । ସମ୍ପର୍କର ନୂଆ ପରିଚୟ । ଯାହା ଆଜିକାଲି ଯୁବ ପିଢୀଙ୍କ ଭିତରେ ଏକ ଟ୍ରେଣ୍ଡ ଭାବେ ଜଣା ଯାଉଛି । ଏମାନେ ପ୍ରେମରେ ସିନା ପଡୁଛନ୍ତି, ହେଲେ ଏମାନଙ୍କ ସମ୍ପର୍କ ପୁରା ନୁହେଁ ଅଧା ଭାବେ ଜଣା ଯାଉଛି । ଏମିତି ନିଆରା ଟ୍ରେଣ୍ଡକୁ ନେଇ ଲେଖକ ଚେତନ୍ ଭଗତ…
Read More...

ଦିୱାଲିରେ ଆସିବେ ଦୁଇ ସୁପରଷ୍ଟାର : ରିଲିଜ ହେବ ଆମିରଖାନଙ୍କ ‘ସିକ୍ରେଟ ସୁପରଷ୍ଟାର’ ଓ ରଜନୀକାନ୍ତଙ୍କ ‘୨.୦’ ଫିଲ୍ମ

ଆସନ୍ତା ଦିୱାଲିରେ ବଡ ପରଦାରେ ଧୁମ ମଚାଇବ ଏକାବେଳେ ଦୁଇଟି ଫିଲ୍ମ । ରିଲିଜ ହେବ ଆମିର ଖାନଙ୍କ ‘ସିକ୍ରେଟ ସୁପରଷ୍ଟାର’ ଓ ରଜନୀକାନ୍ତ-ଅକ୍ଷୟ କୁମାର ଅଭିନୀତ ଫିଲ୍ମ ‘୨.୦’ । ବଲିଉଡର ଟ୍ରେଡ ଆନାଲିଷ୍ଟ ତରଣ ଆଦର୍ଶ ଏ ନେଇ ଟୁଇଟରରେ ସୂଚନା ଦେଇଛନ୍ତି । ଏହି ବର୍ଷ ଏକାବେଳେ ଏହି ଦୁଇଟି…
Read More...

ଖୋଲିଲା ସଲମାନ ଖାନଙ୍କ ଫିଟନେସର ରହସ୍ୟ ! ଆସନ୍ତୁ ଜାଣିବା ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ କ’ଣ ଖାଆନ୍ତି ଦବଙ୍ଗ ଖାନ୍

ଦବଙ୍ଗ ଖାନ ତାଙ୍କର ଫିଟନେସ ପାଇଁ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି । ଯୁବପୀଢି ତାଙ୍କ ପରି ଫିଟ ରହିବା ପାଇଁ ସବୁବେଳେ ଚେଷ୍ଟା କରନ୍ତି । ବଲିଉଡ ଅଭିନେତା ସଲମାନ ଖାନ ବ୍ୟାୟାମ କରି ନିଜକୁ ଫିଟ ରଖିବା ପାଇଁ କୌଣସି ମଉକା ଛାଡନ୍ତି ନାହିଁ । ଏହାସହ ସେ କୌଣସି ଦିନ ଯଦି ୱର୍କଆଉଟ କରିପାରି…
Read More...

‘ବାହୁବଳୀ ଦି କନକ୍ଲୁଜନ’ ! ପ୍ରଭାସଙ୍କ ତିନର ତଡକା

ବହୁ ଚର୍ଚ୍ଚିତ ତଥା ହାଇ ବଜେଟ୍ ସିନେମା ‘ବାହୁବଳୀ’ର ଦ୍ୱିତୀୟ ଭାଗ ରିଲିଜ୍ ତାରିଖ ଯେତେ ପାଖେଇ ଆସୁଛି ଏହାକୁ ନେଇ ଅନେକ ନୂଆ ନୂଆ ତଥ୍ୟ ଏବେ ସାମ୍ନାକୁ ଆସୁଛି । ଆଉ ଯାହାର ଖୁଲାସା ଖୋଦ୍ ସିନେମାର ନିର୍ଦ୍ଦେଶକ ରାଜମୌଲୀ କରିବାରେ ଲାଗିଛନ୍ତି । ତାଜା ସୂଚନା ମୁତାବକ, ପୂର୍ବରୁ ଶୁଣିବାକୁ…
Read More...

କାଜୋଲଙ୍କ ମହା ଖୁଲାସା ! କହିଲେ, ଅଜୟ ଦେବଗନଙ୍କୁ ବିବାହ କରିବା ପଛରେ ଥିବା ପ୍ରକୃତ କାରଣ

ବଲିଉଡର ସୁପରହିଟ୍ ଯୋଡି ତଥା କାଜୋଲ ଏବଂ ଅଜୟ ଦେବଗନଙ୍କ ବିବାହ ଏବେ ୧୮ ବର୍ଷ ପୁରିବାକୁ ବସିଲାଣି । ଏହି ଅବସରରେ କାଜୋଲ ନିକଟରେ ଏକ ସେଲଫି ସୋସିଆଲ ମିଡିଆରେ ସେୟାର କରି ତାଙ୍କ ବିବାହ ୨୪ ଫେବୃୟାରୀ ୧୯୯୯ରେ ହୋଇଥିବା ନେଇ ଫ୍ୟାନମାନଙ୍କୁ ଜଣାଇଥିଲେ । ତେବେ କାଜୋଲ ଅଜୟଙ୍କୁ ୨୫ ବର୍ଷ…
Read More...