Browsing Category

ମନୋରଞ୍ଜନ

ଆସିଲା ମାଷ୍ଟର ବ୍ଲାଷ୍ଟରଙ୍କ ବାୟୋପିକ ! ସିନେମା ‘ସଚିନ ଏ ବିଲିଅନ୍ ଡ୍ରିମ୍ସ’ର ଟ୍ରେଲର ହେଲା ରିଲିଜ୍

ସଚିନ ତେନ୍ଦୁଲକରଙ୍କ ଉପରେ ନିର୍ମାଣ ହୋଇଥିବା ବାୟୋପିକ ସିନେମା ‘ସଚିନ-ଏ ବିଲିୟନ ଡ୍ରିମ୍ସ’ର ଆଜି ଟ୍ରେଲର ରିଲିଜ ହୋଇଯାଇଛି । ଏହି ଟ୍ରେଲରକୁ ଖୋଦ୍ ସଚିନ ରିଲିଜ କରାଇଛନ୍ତି । ମାତ୍ର ୨ ମିନିଟର ଏହି ଟ୍ରେଲରରେ ସଚିନଙ୍କ ଜୀବନର ବାସ୍ତବ କାହାଣୀକୁ ପ୍ରଦର୍ଶିତ କରାଯାଇଛି । ତେବେ ଏହି…
Read More...

କାହା ପାଇଁ ବଲିଉଡ ହୋଇଛି ବଦନାମ୍ ? ବଡ ପରଦାର ନାୟକ କେମିତି ବନିଲେ ଖଳନାୟକ

ସିନେମା ‘ଚେନ୍ନାଇ ଏକ୍ସପ୍ରେସ’ର ପ୍ରେଯୋଜକ କରିମ ମୋରାନୀଙ୍କୁ ହାଇଦ୍ରାବାଦ୍ ପୁଲିସ ଦୁଷ୍କର୍ମ ଏବଂ ବ୍ଲାକମେଲିଂ ମାମଲାରେ ଗିରଫ କରିଥିଲା । ତେବେ ଶାହରୁଖଙ୍କ ଏହି ଘନିଷ୍ଠ ବନ୍ଧୁଙ୍କ ଉପରେ ଦିଲ୍ଲୀର ଜଣେ ୨୫ ବର୍ଷୀୟ ମହିଳା ଏହି ଅଭିଯୋଗ ଆଣିଥିଲେ । ମହିଳାଙ୍କ ଅଭିଯୋଗ ଥିଲା କି, ମୋରାନୀ…
Read More...

ବଲିଉଡରେ ରୋମାନ୍ସର ରାଣୀ ! କେତେବେଳେ ବାପାଙ୍କ ସହ ତ ପୁଣି କେତେବେଳେ ପୁଅ

ଅମୃତା ସିଂ, ଅମୃତା ସିଂ ସିନେମା ‘ବେତାବ’ରୁ ନିଜ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ । ଏହି ସିନେମାରେ ଅମୃତାଙ୍କ ସହିତ ସନ୍ନୀ ଦେଓଲ ନଜର ଆସିଥିଲେ । ତେବେ ବଡ କଥା ହେଲା, ଏହି ସିନେମାଟି ପରଦାକୁ ଆସିବାର ମାତ୍ର ୬ ବର୍ଷ ପରେ ଅମୃତା ସନ୍ନୀଙ୍କ ବାପା ଧର୍ମେନ୍ଦ୍ରଙ୍କ ସହ ‘ସଚ୍ଚାଇ କି…
Read More...

ବିବାହରେ ବାଧକ ହେଲା ପ୍ରେମ ! ସାଉଥ୍ ସୁପରଷ୍ଟାରଙ୍କ ପାଇଁ ଅବିବାହିତ ରହିଲେ ତବୁ

ବଲିଉଡ ଅଭିନେତ୍ରୀ ତବୁ ନିଜ ଦମଦାର ଅଭିନୟ ପାଇଁ ବେଶ୍ ଲୋକପ୍ରିୟ । ବଲିଉଡର ଅବିବାହିତା ନାୟିକା ମାନଙ୍କ ମଧ୍ୟରୁ ତବୁ ହେଉଛନ୍ତି ଅନ୍ୟତମ । ସଫଳତାର ଶୀର୍ଷରେ ଥାଇ ମଧ୍ୟ ଆଜି ଯାଏଁ ଏହି ନାୟିକା ବିତାଉଛନ୍ତି ଏକାକୀ ଜୀବନ । ତେବେ କଣ ଆପଣ ଏହାର କାରଣ ଜାଣନ୍ତି । କୁହାଯାଏ କି ତବୁ…
Read More...

ବିଗତ ଦିନର ଲୋକପ୍ରିୟ ଅଭିନେତା ଦିଲୀପ କୁମାର ଏବେ ଫେସବୁକରେ ! ଶେୟାର କଲେ ଭିଡିଓ

ବିଗତ ଦିନର ଲୋକପ୍ରିୟ ଅଭିନେତା ଦିଲୀପ କୁମାରଙ୍କ ସ୍ୱାସ୍ଥ୍ୟବସ୍ଥା ଏବେ ଭଲ ନାହିଁ । ତେଣୁ ତାଙ୍କର ପ୍ରଶଂସକମାନେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ଟିକିନିଖି ଖବର ଜାଣିବା ପାଇଁ ଚାହାନ୍ତି । ସେଥିିପାଇଁ ଦିଲୀପ କୁମାର ଏବେ ସୋସିଆଲ ମିଡିଆରେ ଯୋଡି ହୋଇଛନ୍ତି । ସୋସିଆଲ ନେଟୱର୍କିଂ…
Read More...

‘ନାଗିନ’ ସହ ମୌନି ରୟଙ୍କ ସଂପର୍କ ଶେଷ ! ଏକତା କପୁର ଖୋଜୁଛନ୍ତି ନୂଆ ଚେହେରା

‘ନାଗିନ ୨’ ଟିଆରପି କ୍ଷେତ୍ରରେ ସବୁବେଳେ ଉପରେ । ନାଗିନର ପ୍ରଥମ ଓ ଦ୍ୱିତୀୟ ସିଜିନକୁ ଦର୍ଶକଙ୍କର ବହୁତ ଭଲପାଇବା ମିଳିଛି । କିନ୍ତୁ ଏବେ ଖବର ଅନୁସାରେ ‘ନାଗିନ ୨’ ଜୁନରେ ବନ୍ଦ ହେବାକୁ ଯାଉଛି । ଡିଏନଏର ଖବର ଅନୁସାରେ ଏକତା କପୁର ‘ନାଗିନ’ର ତୃତୀୟ ସିଜିନ ନେଇ ନଭେମ୍ବରର ଫେରିବେ ।…
Read More...

‘କଟ୍ଟପା’ଙ୍କ ପାଇଁ ରିଲିଜ୍ ହୋଇନପାରେ ‘ବାହୁବଳୀ – ୨’! ଖଳନାୟକ ସାଜିଲେ ସତ୍ୟରାଜ୍

ସିନେମା ‘ବାହୁବଳୀ – ୨’ କୁ ଖୁବ୍ ଉତ୍ସାହର ସହ ଅପେକ୍ଷା କରିଛନ୍ତି ଦର୍ଶକ । କିନ୍ତୁ ଏହା ଭିତରେ ସିନେମାକୁ ନେଇ ଆସିଛି ଏକ ବଡ ଖବର । କର୍ଣ୍ଣାଟକରେ ରିଲିଜ୍ ହେବନି ଏହି ବହୁ ପ୍ରତିକ୍ଷିତ ସିନେମା । ଆଉ ଏଥିପାଇଁ ଦାୟୀ ଆଉ କେହି ନୁହେଁ ନିଜେ କଟ୍ଟପା । ଅର୍ଥାତ୍ ସିନେମା ରିଲିଜରେ ବାଧକ…
Read More...

ନୂଆ ଗାଡି କିଣିଲେ ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ! ଗର୍ଲଫ୍ରେଣ୍ଡ କୃତି ସୈନନଙ୍କ ସହ ଗଲେ ଲଙ୍ଗ ଡ୍ରାଇଭରେ

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ଓ କୃତି ସୈନନଙ୍କ ବ୍ରେକ ଅପର ଖବର ବହୁତ ଚର୍ଚ୍ଚାରେ ଥିଲା । କୁହାଯାଉଥିଲା କି ଆପୋଷ ମତଭେଦ ଯୋଗୁଁ ଉଭୟ ଅଲଗା ହେବା ପାଇଁ ନିଷ୍ପତି ନେଇଛନ୍ତି । କିନ୍ତୁ ଏହା କେବଳ ଏକ ଗୁଜବ ବୋଲି ଏବେ ସାବ୍ୟସ୍ତ ହୋଇଛି । କାରଣ ସୁଶାନ୍ତ ଓ କୃତି ଆଜି ବି ଉଭୟେ…
Read More...

ସୁନୀଲଙ୍କ ପ୍ରତିଶୋଧ ! କାହା ଗାଲ ପାଇଁ ଜୋତା ନମ୍ବର ୧୦ ?

ସୁନୀଲ ଗ୍ରୋବର –କପିଲ ଶର୍ମାଙ୍କ ବିବାଦ ସଂପର୍କରେ ଆପଣଙ୍କୁ ପ୍ରାୟତଃ ଜାଣାଥିବ। ତେବେ ଏହାର ପ୍ରତିଶୋଧ ନେବା ପାଇଁ ସୁନୀଲ ଗତ ମଙ୍ଗଳବାର ଦିନ ନିଜ ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରିଛନ୍ତି ଯାହା ସିଧାସଳଖ କପିଲ ଶର୍ମାଙ୍କୁ ହିଁ ଇଙ୍ଗୀତ କଲାଭଳି ସୂଚିତ ହୋଇଛି । ତେବେ ଏହି ଫଟୋରେ…
Read More...

‘ମହାଭାରତ’ର କୃଷ୍ଣଙ୍କ ସଂପର୍କରେ କିଛି ଅଜଣା କଥା !

ଇଶ୍ୱରଙ୍କୁ କେହି ଦେଖି ନାହାଁନ୍ତି ମାତ୍ର ଯେତେବେଳେ ଭଗବାନ ଶ୍ରୀକୃଷ୍ଣଙ୍କ ପ୍ରସଙ୍ଗ ଉଠିଥାଏ ସେତେବେଳେ ସମସ୍ତଙ୍କ ହୃଦୟରେ ଗୋଟିଏ ଚେହେରା ଉଙ୍କି ମାରିଥାଏ ତେବେ ସେ ହେଉଛି ଟେଲିଭିଜନ ଜଗତର ଲୋକପ୍ରିୟ ପୌରାଣିକ ଧାରାବାହିକ ତଥା ୧୯୮୮ରେ ଆର୍ ଚୋପ୍ରାଙ୍କ ନିର୍ଦ୍ଦେଶିତ ‘ମହାଭାରତ’ ରେ…
Read More...