Browsing Category

ମନୋରଞ୍ଜନ

ଫ୍ଲୋରରେ ରୋମାଂଟିକ୍ କମେଡି ସିନେମା, ଲାଲି କି ସାଦି ମେ ଲଡୁ ଦିୱାନା !

ଫ୍ରାଇଡେ ରିଲିଜରେ ଆଜି ପରଦାକୁ ଆସୁଛି ‘ଲାଲି କି ସାଦି ମେ ଲଡୁ ଦିୱାନା’ । ନାଁରୁ ଜଣାପଡୁଛି ଏହା ଏକ କମେଡି ସିନେମା । ସିନେମାର ମୁଖ୍ୟରେ ଅଛନ୍ତି ଗୁରମିତ୍ ଚୌଧୁରୀ, ଭିଭାନ ଶାହା ଏବଂ ଅକ୍ସରା ହାସନ । ଏଥିସହ ଏକାଧିକ କମେଡି ଷ୍ଟାରଙ୍କୁ ବି ଦେଖିବାକୁ ମିଳିବ ସିନେମାରେ । ଏପଟେ ରିଲିଜ୍…
Read More...

ବଲିଉଡ ଅଭିନେତା ବିନୋଦ ଖାନ୍ନାଙ୍କ ସ୍ଥିତିରେ ସୁଧାର ! ଡାକ୍ତରଖାନା କର୍ତ୍ତୃପକ୍ଷ ତରଫରୁ ସୂଚନା

ବଲିଉଡର ବିଗତ ଦିନର ଲୋକପ୍ରିୟ ନାୟକ ବିନୋଦ ଖାନ୍ନାଙ୍କ ଶରୀରରେ ପାଣିର ମାତ୍ରା କମ ଯୋଗୁଁ, ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତା’ପରେ ବିନୋଦ ଖାନ୍ନାଙ୍କ ସ୍ୱାସ୍ଥ୍ୟବସ୍ଥା ନେଇ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାର ଗୁଜବ ଶୁଣିବାକୁ ମିଳିଥିଲ । କେବଳ ଏତିକି ନୁହଁ ତାଙ୍କ…
Read More...

ବଲିଉଡ ସୁପରଷ୍ଟାରଙ୍କ ବଦଳିଛି ରୂପ : ଏବେ ଲଢୁଛନ୍ତି ଜୀବନ ଯୁଦ୍ଧ

ମୁମ୍ବାଇ : ବଲିଉଡର ଲୋକପ୍ରିୟ ଅଭିନେତା ବିନୋଦ ଖାନ୍ନା । ଦିନ ଥିଲା ଚିତ୍ର ଓ ଚରିତ୍ରରେ ବଡ ପରଦାରେ ଦେଖାଉଥିଲେ ଅଭିନୟର କମାଲ । ମନ ମୋହୁଥିଲେ ସିନେ ପ୍ରେମୀଙ୍କର । ହେଲେ ବର୍ତ୍ତମାନ ଡାକ୍ତରଖାନାରେ ଲଢୁଛନ୍ତି ଜୀବନ ଯୁଦ୍ଧ । ବଲିଉଡରୁ ଯାତ୍ରା କରିଥିଲେ ରାଜନୀତି ମୈଦାନକୁ । ହୋଇଥିଲେ…
Read More...

ଅଲୋଡା କେମିତି ହେଲେ ଲୋଡା ! ଦିବ୍ୟା ଭାରତୀଙ୍କ ପ୍ରଥମ ସିନେମା ପଛର କାହାଣୀ

ସିନେମା ଜଗତରେ ଏଭଳି ଅନେକ ନାୟିକା ଅଛନ୍ତି ଯେଉଁମାନେ ଖୁବ୍ ସମୟ ମଧ୍ୟରେ ନିଜର ଦମଦାର ଅଭିନୟ ମାଧ୍ୟମରେ ଦର୍ଶକଙ୍କ ହୃଦୟରେ ନିଜର ଛାପ ଛାଡି ଦୁନିଆରୁ ସବୁଦିନ ପାଇଁ ଚାଲି ଯାଇଛନ୍ତି । ମୀନା କୁମାରୀ, ମଧୁବାଳାଙ୍କ ସହ ଏହି ତାଲିକାରେ ମଧ୍ୟ ଅଛନ୍ତି ୯୦ ଦଶକର ନମ୍ବର ୱାନ ଅଭିନେତ୍ରୀ ଦିବ୍ୟା…
Read More...

ଶ୍ରୀଦେବୀଙ୍କୁ ରାମ ଗୋପାଳ ବର୍ମାଙ୍କ ପ୍ରଶଂସା : କହିଲେ, ଶ୍ରୀଦେବୀ ଜଣେ ଚମତ୍କାର

ପ୍ରସିଦ୍ଧ ଫିଲ୍ମ ନିର୍ମାତା ରାମ ଗୋପାଳ ବର୍ମା ଅଭିନେତ୍ରୀ ଶ୍ରୀଦେବୀଙ୍କର ଏକ ଫଟୋ ବୁଧବାର ଦିନ ଶେୟାର କରିଛନ୍ତି । ଫଟୋରେ ଶ୍ରୀଦେବୀ ନିଜ ମାତା-ପିତାଙ୍କ ସହ ଅଛନ୍ତି । ଆଉ ସେଥିରେ ଅଭିନେତ୍ରୀ ଶ୍ରୀଦେବୀଙ୍କୁ ଏକ ଚମତ୍କାର ବୋଲି କହିଛନ୍ତି । ଏଥିରେ ରାମ ଗୋପାଳ ବର୍ମା ଲେଖିଛନ୍ତି…
Read More...

ଦଙ୍ଗଲ ଅଭିନେତାଙ୍କୁ ପ୍ରତ୍ୟାଖାନ ! ଆମିର ଖାନଙ୍କ ସିନେମାରେ କାମ କରିବା ପାଇଁ ମନାକଲେ ଚୁଲବୁଲି ଆଲିଆ ଭଟ୍ଟ

ବଲିଉଡରେ ଏମିତ କୌଣସି ଅଭିନେତ୍ରୀ ନଥିବେ ଯିଏ ମିଷ୍ଟର ପରଫେକ୍ସନିଷ୍ଟ ତଥା ଆମିର ଖାନଙ୍କ ପରି ତାରକାଙ୍କ ସହ କାମ କରିବା ପାଇଁ ଚାହିଁବେ ନାହିଁ । କିନ୍ତୁ ଏମିତି କିଛିି ନାୟିକା ଅଛନ୍ତି ଯେଉଁମାନେ ବଡ ତାରକାଙ୍କ ସହ କାମ କରିବା ପୂର୍ବରୁ ନିଜର ଭୂମିକାକୁ ଅଧିକ ଗୁରୁତ୍ୱ ଦିଅନ୍ତି । ଏମିତି…
Read More...

ପୁଅକୁ ଛାଡି କରୀନା ହେଲେଣି କ୍ୟାରିୟର ମନସ୍କ : ମନରେ ଷ୍ଟାରଡମ ବିଗିଡି ଯିବାର ଭୟ

ବଲିଉଡ୍ ଅଭିନେତ୍ରୀ କରୀନା କପୁରଙ୍କ ପୁଅ ଏବେ କିଛି ମାସର ହୋଇଛି । ହେଲେ ତାକୁ ଛାଡି କରୀନା ଖୁବ୍ ବାହାରେ ବୁଲୁଛନ୍ତି । ଯେମିତି ଲାଗୁଛି ସେ ୫ବର୍ଷର ହୋଇଯାଇଛି । ଆଉ ମା’ର ସାହାରା ବେଶୀ ଦରକାର ନାହିଁ । କରୀନାଙ୍କର ଏପରି କରିବାକୁ ଅନେକ ଆଲୋଚନା କରିବା ସହ ଅନେକ ପ୍ରଶଂସା କରୁଛନ୍ତି…
Read More...

ମରଣ କାଳେ ବିପରୀତ ବୁଦ୍ଧି ! ଚ୍ୟାନେଲ ଠାରୁ ୫୦ପ୍ରତିଶତ ଅଧିକ ପାଉଣା ଦାବି କଲେ କପିଲ ଶର୍ମା

ଲାଗୁଛି ସୁନୀଲ ଗ୍ରୋଭରଙ୍କ ସହ ଝଗଡା ଓ ପରେ ସେ ସୋ’ ଛାଡିବା ପରେ ବି କପିଲଙ୍କ ହୋସ୍ ଆସିନି । ତେବେ ତ ସୋ’ ଲୋକପ୍ରିୟତା ଫେରାଇବା ପାଇଁ ଚ୍ୟାନେଲ ତରଫରୁ ଚେତାବନୀ ଆସିବା ପରେ ବି କପିଲ ଶର୍ମା ସୁଧୁୁରିବାର ନାଁ ନେଉ ନାହାନ୍ତି । ଖବର ଅନୁସାରେ ଗୋଟେପଟେ କପିଲ ନିଜକୁ ସୁଧାରି ସୋ’ର ଟିଆରେପି…
Read More...

କପିଲଙ୍କୁ ଏକତା କପୁର କଲେ ସତର୍କ : କହିଲେ, ନିଜ ଷ୍ଟାରଡମରେ ରଖ କାବୁ

କପିଲ ଶର୍ମା ଓ ତାଙ୍କ ସୋ’ର ବିବାଦ ଏବେ ଛୋଟ ପରଦାର ଗଳିକନ୍ଧିରେ ପହଁଚିସାରିଲାଣି । ନିକଟରେ ଟିଭି କଳାକାର କରଣ ପଟେଲ୍ କପିଲଙ୍କ ଦୁର୍ବ୍ୟବହାରକୁ ନେଇ ଏକ ଟ୍ୱିଟ୍ କରିଥିଲେ । ଅଭିନେତା କରଣ ପଟେଲ କପିଲ ଶର୍ମାଙ୍କୁ ଟ୍ୱିଟରେ କହିଥିଲେ , ଯଦି ଇଣ୍ଡଷ୍ଟ୍ରିରେ ସେହି ସ୍ନେହ ଓ ସମ୍ମାନରେ…
Read More...

ଆତ୍ମୀୟଙ୍କ ନିକଟରେ ହାରିଗଲେ ସୁଲତାନ ! ଜାଣନ୍ତୁ ଏହା ପଛର ରହସ୍ୟ

ବଲିଉଡରେ ସୁଲତାନର ତାଜ୍ ପିନ୍ଧି ବୁଲୁଥିବା ସଲମାନ ଖାନ କିନ୍ତୁ ନିଜ ଆତ୍ମୀୟଙ୍କ ନିକଟରେ ହୋଇଛନ୍ତି ବିଫଳ । ଆଜ୍ଞା ହଁ ! ସଲମାନ ଏବେ ନିଜ ଭଉଣୀ ଅର୍ପିତା ଖାନ ଶର୍ମାଙ୍କ ରୋଷର ଶିକାର ହୋଇଛନ୍ତି । ଯଦିଓ ସଲମାନ ନବ ଜନ୍ମିତ ଭଣଜା ତଥା ଆହିଲ ଶର୍ମାଙ୍କ ପ୍ରଥମ ଜନ୍ମଦିନରେ ସାମିଲ ହେବା ପାଇଁ…
Read More...