Browsing Category

ମନୋରଞ୍ଜନ

ମୋତେ କେବଳ ସେହି ଦିନଟି ମନେଅଛି, ତାହା କ୍ୟାଟ୍ରିନାଙ୍କ ଜନ୍ମଦିନ : ସଲମାନ ଖାନ୍

ବଲିଉଡର ଦବଙ୍ଗ ଅଭିନେତା ସଲମାନ ଏକ ମଜାଦାର କଥା କହିଛନ୍ତି । ଯାହା ପ୍ରଶଂସକଙ୍କୁ ଖୁସିର ଖୋରାକ୍ ଯୋଗାଇଛି । ‘ଆଇଫା ଆୱାର୍ଡ ୨୦୧୭’ରେ ଉପସ୍ଥିତ ଥିବା ସଲମାନ ଖାନ ପ୍ରେସ୍ କନଫରେନ୍ସରେ କ୍ୟାଟ୍ରିନାଙ୍କ ଜନ୍ମ ଦିନକୁ ମନେପକାଇଥିଲେ । କ୍ୟାଟ୍ରିନାଙ୍କ ଜନ୍ମଦିନ ଜୁଲାଇ ୧୬ରେ । ଆଉ ଏଥିପାଇଁ…
Read More...

ସୈଫ୍ ଅଲୀ ଖାନଙ୍କ ଆଗାମୀ ଫିଲ୍ମ ‘କାଲାକାଣ୍ଡି’ର ଟିଜର ଜାରି : ଡିସେମ୍ବର ୮ରେ ଫିଲ୍ମ ହେବ ରିଲିଜ୍

ବଲିଉଡ୍ ଅଭିନେତା ସୈଫ୍ ଅଲୀ ଖାନଙ୍କ ଆଗାମୀ ଫିଲ୍ମ ‘କାଲାକାଣ୍ଡି’ର ଟିଜର ଜାରି ହୋଇଛି । ଯେଉଁଥିରେ ସୈଫ୍ ଅନେକ ଚୁଟି ବନେଇଛନ୍ତି ଏବଂ ଏଥିରେ ପରର ଜ୍ୟାକେଟ୍ ପିନ୍ଧିଛନ୍ତି । ସୈଫ୍ କହିଛନ୍ତି, ଏହି ଫିଲ୍ମରେ ଦର୍ଶକ ମୁମ୍ବାଇର ଜୀବନଶୈଳୀ ଉପରେ ମଜାଦାର ଦୃଶ୍ୟ ସବୁ ଦେଖିବାକୁ ପାଇବେ । ଆଉ…
Read More...

‘ସେନସର ବୋର୍ଡ’ ଉପରେ କବୀର ବେଦୀ ଖପ୍ପା ! କହିଲେ, ଭାରତର ଛବିକୁ ବୋର୍ଡ କରୁଛି ଖରାପ

ଆର୍ନ୍ତଜାତୀୟ ସ୍ତରରେ ଖ୍ୟାତି ଅର୍ଜନ କରିଥିବା ଅଭିନେତା କବୀର ବେଦୀ ସେନସର ବୋର୍ଡ ଉପରେ ରାଗ ଦେଖେଇଛନ୍ତି । ଗୁରୁବାର ସେ ଟୁଇଟ୍ କରି କହିଛନ୍ତି, ‘ସେନସର ବୋର୍ଡ ଭାରତର ଛବିକୁ ଖରାପ କରୁଛି’ । ଏନେଇ ସେ ବୋର୍ଡର ଅଧ୍ୟକ୍ଷ ପହଲାଜ ନିହଲାନିଙ୍କୁ ମଧ୍ୟ ସମାଲୋଚନା କରିଛନ୍ତି । ଟୁଇଟ୍…
Read More...

ସମସ୍ତଙ୍କ ସାମ୍ନାରେ ରଣବୀର ସିଂଙ୍କୁ ଗାଳିଦେଲେ ବିଗ୍ ବି ! ଜାଣନ୍ତୁ କାହିଁକି ନାରାଜ ଥିଲେ ଅମିତାଭ ବଚ୍ଚନ

ବଲିଉଡ଼ ତାରକା ରଣବୀର ସିଂ ଖୁବ ଅଳ୍ପ ସମୟରେ ହିଁ ସିନେ ଦୁନିଆରେ ଏକ ବଡ଼ ତାରକା ପାଲଟି ଯାଇଛନ୍ତି । ତାଙ୍କର ବହୁ ସିନେମା ଗୋଟିଏ ପରେ ଗୋଟିଏ ହିଟ୍ ହେବାରେ ଲାଗିଛି । ଏବେ ସେ ସଞ୍ଜୟ ଲୀଲା ଭନସାଲୀଙ୍କ ସିନେମା ‘ପଦ୍ମାବତୀ’ର ସୁଟଂରେ ବ୍ୟସ୍ତ ଅଛନ୍ତି । ୬ ଜୁଲାଇରେ ସେ ଦୀପିକାଙ୍କ ସହ ନିଜର…
Read More...

ଶେଷ ହେଲା ‘ଗଙ୍ଗନମ୍ ଷ୍ଟାଇଲ’ର ଯୁଗ ! ଜାଣନ୍ତୁ ୟୁଟ୍ୟୁବରେ ଦକ୍ଷିଣ କୋରିଆର ଭିଡିଓକୁ କିଏ ପକାଇଲା ପଛରେ

ଶେଷ ହେଲା ‘ଗଙ୍ଗନମ୍ ଷ୍ଟାଇଲ’ର ଯୁଗ । ୟୁଟ୍ୟୁବରେ ଧୁମ୍ ମଚାଇଥିବା ଦକ୍ଷିଣ କୋରିଆର ଏହି ଭିଡିଓକୁ ପଛରେ ପକାଇଲା ‘ସି ୟୁ ଏଗେନ୍’ । ଦୀର୍ଘ ୫ବର୍ଷ ଧରି ୟୁଟ୍ୟୁବରେ ରାଜ୍ କରୁଥିବା ଦକ୍ଷିଣ କୋରିଆର ଏହି ‘ଗଙ୍ଗନମ୍ ଷ୍ଟାଇଲ୍’ର ପ୍ରାୟ ୨.୮୯୫ ବିଲିୟନ୍ ଦର୍ଶକ ଥିଲେ । ଭିଡିଓରେ ଉଭୟ ଗୀତ ଏବଂ…
Read More...

ଅଭିନେତା ମଧ୍ୟ ହୁଅନ୍ତି କାଷ୍ଟିଂ କାଉଚର ଶିକାର ! ମୁହଁ ଖୋଲିଲେ ବଲିଉଡର ଏହି ନାୟକ

ଆସନ୍ତାକାଲି ରିଲିଜ୍ ହେଉଛି ରବୀନା ଟଣ୍ଡନଙ୍କ ସିନେମା ‘ଶବ୍’ । ଏଥିରେ ରବୀନାଙ୍କ ବ୍ୟତୀତ ଅନ୍ୟ ମୁଖ୍ୟ ଭୂମିକାରେ ଅଛନ୍ତି ଆଶିଷ ବିଷ୍ଟ୍ , ସଞ୍ଜୟ ସୁରୀ ଏବଂ ଅର୍ପିତା ଚାଟାର୍ଜୀ । ତେବେ ସିନେମା ରିଲିଜ୍ ହେବା ପୂର୍ବରୁ ଏକ ଚାଂଚଲ୍ୟକର ବୟାନ୍ ଦେଇଛନ୍ତିି ଆଶିଷ । କହିଛନ୍ତି, କେବଳ…
Read More...

‘ଦେବଦାସ’କୁ ୧୫ ବର୍ଷ ! ଅଭିନୟକୁ ଜୀବନ୍ତ କରିବାକୁ ସୁଟିଂ ପୂର୍ବରୁ ମଦ ପିଉଥିଲେ ଶାହାରୁଖ୍

ସଂଜୟ ଲୀଲା ଭନସାଲୀଙ୍କ ସୁପରହିଟ୍ ସିନେମା ‘ଦେବଦାସ’କୁ ପୁରିଲା ୧୫ ବର୍ଷ । ୨୦୦୨ରେ ରିଲିଜ୍ ହୋଇଥିବା ଏହି ସିନେମାରେ ଶାହାରୁଖ୍ ଖାନ୍, ମାଧୁରୀ ଦିକ୍ଷୀତ୍ ଏବଂ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଅଭିନୟ କରିଥିଲେ । ସିନେମାର ପ୍ରତିଟି ଚିତ୍ର, ଚରିତ୍ର ଏବଂ ଡାଇଲଗ୍ ଆଜି ବି ସ୍ମରଣୀୟ । ଟ୍ରାଜେଡି…
Read More...

ବିରାଟ ଓ ଅନୁଷ୍କାଙ୍କ ବିରାଟ କ୍ରେଜþ : ଇଂଷ୍ଟାଗ୍ରାମରେ ଭାଇରାଲ ହେଲା ରନ୍ ମେସିନଙ୍କ ରୋମାଂଟିକ୍ ଫଟୋ

କ୍ରିକେଟର ବିରାଟ କୋହଲି ଓ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ପ୍ରେମ ସମ୍ପର୍କ ବିଷୟରେ ଆପଣ ଉଣା ଅଧିକେ ଜାଣିଥିବେ । ଏବେ କିନ୍ତୁ  ସୋସିଆଲ ମିଡ଼ିଆରେ ଏହି ଯୋଡ଼ିଙ୍କ ଫଟୋକୁ ନେଇ ସରଗରମ ଚର୍ଚ୍ଚା । ଉଭୟ ନ୍ୟୁୟର୍କରେ ଥିବାବେଳେ ଏହି ଫଟୋକୁ ଅପଲୋଡ କରିଛନ୍ତି ବିରାଟ କୋହଲି । ସୋସିଆଲ ମିଡ଼ିଆରେ…
Read More...

ସେନସର ବୋର୍ଡର କଇଁଚି ଚାଲିଲା ଅମର୍ତ୍ତ୍ୟ ସେନଙ୍କ ଉପରେ ତିଆରି ଡକ୍ୟୁମେଣ୍ଟାରୀ ଫିଲ୍ମରେ !

ଅନେକ ଫିଲ୍ମ ଉପରେ ସେନସରର ନଜର ପଡିଛି । ଫିଲ୍ମରୁ କୈାଣସି ବିବାଦିତ କି ଆପତ୍ତିଜନକ ଦୃଶ୍ୟ ବା ଶଦ୍ଦ କାଟିବାରେ ଉଠାଇଛି ସ୍ୱର । ଏବେ ଏହାର ଶିକାର ନୋବେଲ୍ ପୁରସ୍କାର ବିଜେତା ଅର୍ଥଶାସ୍ତ୍ର ବିଶାରଦ ଅମର୍ତ୍ତ୍ୟ ସେନଙ୍କ ଉପରେ ନିର୍ମିତ ଡକ୍ୟୁମେଣ୍ଟାରୀ ଫିଲ୍ମ ‘ଦ ଆର୍ଗ୍ୟୁୁମେଣ୍ଟେଟିଭ୍…
Read More...

୪ବର୍ଷ ପରେ ଏହି ଅଭିନେତାଙ୍କଠାରୁ ପ୍ରତିଶୋଧ ନେଇଥିଲେ ମନ୍ଦାକିନୀ ! ନିଜ ସିନେମାରୁ କରିଦେଇଥିଲେ ବାହାର

୧୯୮୧ରେ ଆସିଥିବା ସୁପରହିଟ୍ ସିନେମା ‘ଲଭ୍ ଷ୍ଟୋରୀ’ ଜରିଆରେ ବଲିଉଡରେ ପାଦ ରଖିଥିଲେ କୁମାର ଗୌରବ । କୁମାର ଗୌରବଙ୍କ ପ୍ରକୃତ ନାଁ ମନୋଜ ତୁଲୀ ଏବଂ ସେ ସ୍ୱର୍ଗତଃ ଅଭିନେତା ରାଜେନ୍ଦ୍ର କୁମାରଙ୍କ ପୁଅ । ‘ଲଭ୍ ଷ୍ଟୋରୀ’ରୁ ରାତାରାତି ଷ୍ଟାର୍ ପାଲଟିଥିବା କୁମାର ଗୌରବ କ୍ୟାରିୟର୍ ଗାଡି…
Read More...